କନକ ବ୍ୟୁରୋ: ଓଲଟିଲା ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଅଟୋ । ଭଦ୍ରକ ବାସୁଦେବପୁରରେ ଏମିତି ଏକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । The post ବାସୁଦେବପୁରରେ ଓଲଟିଲା ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଅଟୋ। ଜଣେ ଛାତ୍ରୀଙ୍କ ମୃତ୍ୟୁ first appeared on Kanak News. from Kanak News via
Tag Archives: News
ହଇକରଟର ମହପଭଙକ ରତନଭଣଡର ପରସଙଗ ଅଳଙକରର ସବଶଷ ତଲକ ପରସତତ ପଇ ହଇକରଟର ଆବଦନ ବଜପ ନତ ସମର ମହନତ
କନକ ବ୍ୟୁରୋ: ମହାପଭ୍ରୁଙ୍କ ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ତେଜୁଛି ରାଜନୀତି । ହାଇକୋର୍ଟର ଦ୍ୱାରସ୍ତ ହେଲେ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି । ରତ୍ନଭଣ୍ଡାର ଖୋଲି ତାର ସବିଶେଷ ତାଲିକା ପ୍ରସ୍ତୁତ କରିବାକୁ ହାଇକୋର୍ଟରେ ଆବେଦନ କରିଛନ୍ତି ବରିଷ୍ଠ ବିଜେପି ନେତା ସମୀର ମହାନ୍ତି । ରାଜ୍ୟପାଳ କିମ୍ବା ଜଣେ କାର୍ଯ୍ୟରତ ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ କମିଟି ଗଠନ କରାଯାଇ ରତ୍ନ ଅଳଙ୍କାରର ତାଲିକା ପ୍ରସ୍ତୁତ କରିବା ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତିContinue reading “ହଇକରଟର ମହପଭଙକ ରତନଭଣଡର ପରସଙଗ ଅଳଙକରର ସବଶଷ ତଲକ ପରସତତ ପଇ ହଇକରଟର ଆବଦନ ବଜପ ନତ ସମର ମହନତ”
ଇସତଫକ ନଇ ଗଣମଧୟମର ଚରଚଚ ପର ଟୱଟ କଲ ଏନ ବରନ ସହ ମହଳ ସମରଥକ ଚରଦଲ ଇସତଫପତର
କନକ ବ୍ୟୁରୋ: ପୂର୍ବତ୍ତୋର ରାଜ୍ୟ ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କ ଟ୍ୱିଟ ପରେ ସ୍ପଷ୍ଟ ହୋଇଯାଇଛି ଯେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ । ଏହା ପୂର୍ବରୁ ଅନେକ ମହିଳା ମଣିପୁରର ଉପମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କ ଇସ୍ତଫାପତ୍ର ଚିରିଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ନିଷ୍ପତ୍ତି ନେଇଥିଲେ ଯେ ସେ ଇମ୍ଫାଲ ସ୍ଥିତ ରାଜଭବନ ଯାଇ ରାଜ୍ୟପାଳ ଅନସୂୟା ଉଇକେଙ୍କୁ ସାକ୍ଷାତ କରିବେ । ଏହା ସାକ୍ଷାତ ସମୟରେ ସେContinue reading “ଇସତଫକ ନଇ ଗଣମଧୟମର ଚରଚଚ ପର ଟୱଟ କଲ ଏନ ବରନ ସହ ମହଳ ସମରଥକ ଚରଦଲ ଇସତଫପତର”
ପକସତନ ବପକଷ ମୟଚ ପରବର ଶଦବ ଖନଙକ ବଡ଼ ବୟନ କହଲ ଯଦ ଆମ ଭରତଠର ହର ତହଲ..
କନକ ବ୍ୟୁରୋ : ବିଶ୍ୱକପର ଏକ ଗୁରୁତ୍ୱୂର୍ଣ୍ଣ ଲିଗ ମ୍ୟାଚରେ ଭାରତକୁ ଭେଟିବ ପାକିସ୍ତାନ । ଆସନ୍ତା ଅକ୍ଟୋବର ୧୫ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏହି ସଂଘର୍ଷୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହେବ । ଆଇସିସି କ୍ଷରୁ ତାରିଖ ଘୋଷଣା ହେବା ପରେ ମ୍ୟାଚ ପୂର୍ବରୁ ଅନେକ ଚର୍ଚ୍ଚା ହେଉଛି । କ୍ରିକେଟ ପ୍ରେମୀଙ୍କଠାରୁ ଆରମ୍ଭ କରି ଖେଳାଳି ସମସ୍ତେ ମ୍ୟାଚ ପୂର୍ବରୁ ନିଜ ନିଜର ମତ ରଖୁଛନ୍ତି । ତେବେ ଏହାରି ଭିତରେ ପାକିସ୍ତାନରContinue reading “ପକସତନ ବପକଷ ମୟଚ ପରବର ଶଦବ ଖନଙକ ବଡ଼ ବୟନ କହଲ ଯଦ ଆମ ଭରତଠର ହର ତହଲ..”
ଶରମନଦର ରତନଭଣଡର ଖଲବ ପରସଙଗର ସରକରଙକ ଘରଲ ଶରତ ପସସ ସଭପତଙକ ପରଶନ ରତନ ଭଣଡର ଖଲବକ କହକ ଡରଛନତ ସରକର?
କନକ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ରତ୍ନଭଣ୍ଡାର ଖୋଲିବାକୁ ସରକାର କାହିଁକି ଡରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଯଦି ଗଜପତି ମହାରାଜ, ରତ୍ନଭଣ୍ଡାର ଖୋଲିବାକୁ ଚାହୁଁଛନ୍ତି? ଯଦି ଶଙ୍କରାଚାର୍ଯ୍ୟ ଓ ସେବାୟତ ରତ୍ନଭଣ୍ଡାର ଖୋଲାଯାଉ ବୋଲି ଚାହୁଁଛନ୍ତି । ତେବେ ସରକାର କାହିଁକି ପଛଘୁଂଚା ଦେଉଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ପିସିସି ସଭାପତି । ଚାବି ହଜିବା ବାହାନା କରି ଚୁପ ବସିଛନ୍ତି ବୋଲିContinue reading “ଶରମନଦର ରତନଭଣଡର ଖଲବ ପରସଙଗର ସରକରଙକ ଘରଲ ଶରତ ପସସ ସଭପତଙକ ପରଶନ ରତନ ଭଣଡର ଖଲବକ କହକ ଡରଛନତ ସରକର?”
ମଣପର ମଖୟମନତରଙକ ଇସତଫ ପରସଙଗ ଗଣମଧୟମର ଆଲଚନ ପର ଜଣନତ କଣ କହଲ ଏନ ବରନ ସ
କନକ ବ୍ୟୁରୋ : ମଣିପୁରରେ ଦୀର୍ଘ ୨ମାସ ହେବ ଲାଗି ରହିଥିବା ହିଂସା ମଧ୍ୟରେ ମଣିପୁର ମୂୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂ ଇସ୍ତଫା ଦେବା ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଇମ୍ଫାଲରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଓ ରାଜ୍ୟପାଳ ଭବନ ନିକଟରେ ବିରେନ୍ ସିଂଙ୍କ ସମର୍ଥକମାନେ ଭିଡ ଜମାଇଛନ୍ତି । ହେଲେ ଠିକ୍ ଏତିକି ବେଳେ ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂଙ୍କର ଏକ ଟ୍ୱିଟ୍ ପୁଣି ଗଣମାଧ୍ୟମ ଚର୍ଚ୍ଚା ଉପରେ ରୋକ୍ ଲଗାଇ ଦେଇଛି ।Continue reading “ମଣପର ମଖୟମନତରଙକ ଇସତଫ ପରସଙଗ ଗଣମଧୟମର ଆଲଚନ ପର ଜଣନତ କଣ କହଲ ଏନ ବରନ ସ”
ଓଟଇଟ ପରଶନପତର ଭଇରଲ ଘଟଣର ପରତକରୟ ରଖଲ ବରଡ ସଭପତ କହଲ ଅଭଯଗ ଭତତହନ
କନକ ବ୍ୟୁରୋ: ଭାଇରାଲ ହେଉଛି ଓଟିଇଟି ପ୍ରଶ୍ନପତ୍ର । ଆସନ୍ତକାଲି ପରୀକ୍ଷା, ଆଜି ଭାଇରାଲ ହେଉଛି ହାତଲେଖା ଓଟିଇଟି ପ୍ରଶ୍ନପତ୍ର । ସୋସିଆଲ ମିଡିଆରେ ଭାଇରାଲ ପ୍ରଶ୍ନପତ୍ର ଶିକ୍ଷକ ନିଯୁକ୍ତି ପାଇଁ ଥିବା ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟର ପ୍ରଶ୍ନପତ୍ର ବୋଲି କିଛି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଓଟିଇଟି ପରୀକ୍ଷାରେ ଏହି ସବୁ ପ୍ରଶ୍ନପତ୍ର ପଡିବ ବୋଲି କହି ହଜାର ହଜାର ଟଙ୍କାରେ ଏହି ପ୍ରଶ୍ନପତ୍ର ବିକ୍ରି କରାଯାଉଛି । ଯାହା ସୋସିଆଲ ମିଡିଆରେ ଏହାContinue reading “ଓଟଇଟ ପରଶନପତର ଭଇରଲ ଘଟଣର ପରତକରୟ ରଖଲ ବରଡ ସଭପତ କହଲ ଅଭଯଗ ଭତତହନ”
ଟମ ଇଣଡଆକ କମବୟକ କରବ ଧୱନ ମଳପର ଅଧନୟକ ଦୟତୱ ଏହ ବଡ ଟରଣଣମଣଟର ଧରବ ଦଳର ମଙଗ !
କନକ ବ୍ୟୁରୋ: ଟିମ୍ ଇଣ୍ଡିଆର ବାମହାତୀ ଷ୍ଟାର ଓପନର ଶିଖର ଧାୱନ୍ ଗତ ଗୋଟିଏ ବର୍ଷ ହେଲା ଦଳଠୁ ଦୂରରେ ରହିଛନ୍ତି । ୩୭ ବର୍ଷୀୟ ଏହି ଖେଳାଳି ଗତବର୍ଷ ବାଂଲାଦେଶ ବିପକ୍ଷରେ ନିଜର ଶେଷ ମ୍ୟାଚ୍ ଖେଳିଥିବାବେଳେ, ଆଇପିଏଲରେ ବି ତାଙ୍କ ଦଳ ପଞ୍ଜାବ କିଙ୍ଗସ୍ ସେମିିତି କିଛି ଚମତ୍କାର କରିପାରିନଥିଲା । ତେବେ ଶିଖର ଧାୱନଙ୍କୁ ନେଇ ଏବେ ଆସିଛି ବଡ ଖବର । ଖୁବଶୀଘ୍ର ସେ ଟିମ୍ ଇଣ୍ଡିଆକୁ ରିଟର୍ଣ୍ଣ କରିବା ସହିତContinue reading “ଟମ ଇଣଡଆକ କମବୟକ କରବ ଧୱନ ମଳପର ଅଧନୟକ ଦୟତୱ ଏହ ବଡ ଟରଣଣମଣଟର ଧରବ ଦଳର ମଙଗ !”
ବହରର ବଜରପତ ନଲ ଜବନ ଗରତରଙକ ଜରରହଛ ଚକତସ
କନକ ବ୍ୟୁରୋ: ବିହାର ନାବାଦା ଜିଲ୍ଲାରେ ବଜ୍ରପାତ । ବଜ୍ରପାତ କାରଣରୁ ତିନି ଯୁବକଙ୍କ ମୃତ୍ୟୁ ହୋଇଛି । ସେହିଭଳି ୪ ଯୁବକଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ଜଣେ ଗୁରୁତରଙ୍କୁ ବାରସଲିଗଞ୍ଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ତିନି ଜଣଙ୍କୁ ପାବାପୁରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ ବାରସଲିଗଞ୍ଜର ଆଜମପୁର ଗାଁ । ଏଠାରେ ବିଲରେ କିଛି ଯୁବକ କାମ କରୁଥିଲେ । ଏହି ସମୟରେ ବଜ୍ରପାତ ଘଟିଥିଲା । ଘଟଣାସ୍ଥଳରେContinue reading “ବହରର ବଜରପତ ନଲ ଜବନ ଗରତରଙକ ଜରରହଛ ଚକତସ”
ପଇଲଟଙକ ଉପସଥତ ବଦଧ ଯଗ ମତୟ ମଖର ବଞଚଲ ଜବନ ମତର ସକଣଡ ବଳମବ ହଇଥଲ ଯତରଙକର ହଇଥନତ ମତୟ
କନକ ବ୍ୟୁରୋ : କୁହାଯାଏ ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ । ମୃତ୍ୟୁକୁ ଅତି ପାଖରୁ ଦେଖି ସାରିଥିଲେ ଲୋକେ । ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ୧୫୦ ଯାତ୍ରୀଙ୍କ ପାଇଁ ଦେବଦୂତ ସାଜିଥିଲା । ୨୦୦୯ ମସିହା ଜାନୁୟାର ୧୫ ତାରିଖର ଏହି ଘଟଣା ସବୁବେଳେ ମନେ ପଡ଼ିଯାଏ । ୟୁଏସର ଏୟାରୱେସ ୧୫୪୯ ବିମାନ ନ୍ୟୁୟର୍କ ସହରରୁ କୋରୋଲିନାର ଚାର୍ଲୋଟ ଏବଂ ସିଏଟେଲ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ୧୫୦ ଯାତ୍ରୀଙ୍କୁContinue reading “ପଇଲଟଙକ ଉପସଥତ ବଦଧ ଯଗ ମତୟ ମଖର ବଞଚଲ ଜବନ ମତର ସକଣଡ ବଳମବ ହଇଥଲ ଯତରଙକର ହଇଥନତ ମତୟ”