ମଦଙକ ହରଇବକ ଭରଷଟଚର ଏକଠ ହଉଛନତ: ଉଦୟପରର ବରଧଙକ ଉପର ବରଷଲ ଅମତ ଶହ

କନକ ବ୍ୟୁରୋ:ଉଦୟପୁର ରାଲିରେ ଜନସଭାକୁ ସମ୍ବାଧନ କରିବା ସମୟରେ ମୋଦୀ ସରକାରଙ୍କ ସ୍ୱଚ୍ଛ ଶାସନର ଗୁଣଗାନ କରିବା ସହ ବିରୋଧୀ କଂଗ୍ରେସ ଉପରେ ବର୍ଷିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ମୋଦୀ ସରକାର ୯ ବର୍ଷର ଶାସନ ଭିତରେ ଆଦିବାସୀ ସମ୍ପ୍ରଦାୟ ପାଇଁ ଅନେକ ବିକାଶମୂଳକ କାମ କରିଛନ୍ତି । ସେମାନଙ୍କ ଉନ୍ନତି ପାଇଁ ସବୁବେଳେ ଚେଷ୍ଟା କରିଛନ୍ତି । ଦେଶର ରାଷ୍ଟ୍ରପତି ଜଣେ ଆଦିବାସୀ ହେବା ଏହାର ପ୍ରମାଣ । ହେଲେ ସବୁ ଭ୍ରଷ୍ଟାଚାରୀ ଏକାଠିContinue reading “ମଦଙକ ହରଇବକ ଭରଷଟଚର ଏକଠ ହଉଛନତ: ଉଦୟପରର ବରଧଙକ ଉପର ବରଷଲ ଅମତ ଶହ”

ମଣପର ହସ : ରଲଫ କୟମପର ଅସହୟ ଲକଙକ ଭଟବ ରହଲ ଗନଧ ଲକଙକ ଦଖ ଶଣଲ ଆଖର ଲହ ପଛଦଲ

କନକ ବ୍ୟୁରୋ : ମଣିପୁର ଗସ୍ତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, କଂଗ୍ରେସର ମହାସଚିବ କେ.ସି ଭେଣୁଗୋପାଳ ବି ମଣିପୁର ଗସ୍ତରେ ଅଛନ୍ତି । ଆଜି ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ହିଂସା ନିୟନ୍ତ୍ରଣ ଉପରେ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ବିରେନ ସିଂ ଯଦି ଇସ୍ତଫା ଦିଅନ୍ତି, ତେବେ ବିଜେପି କାହାକୁ ନୂଆ ମୁଖ୍ୟମନ୍ତ୍ରୀ ଚୟନ କରିବ ତାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଣିପୁର ଗସ୍ତରContinue reading “ମଣପର ହସ : ରଲଫ କୟମପର ଅସହୟ ଲକଙକ ଭଟବ ରହଲ ଗନଧ ଲକଙକ ଦଖ ଶଣଲ ଆଖର ଲହ ପଛଦଲ”

ଆତଶ ମରଲନଙକ ହତର ମନତରଳୟ ଦୟତବ

କନକ ବ୍ୟୁରୋ: ଦିଲ୍ଲୀ କ୍ୟାବିନେଟ୍‌ ବଡ ପରିବର୍ତ୍ତନ ପରେ କ୍ୟାବିନେଟ୍‌ ମନ୍ତ୍ରୀ ଆତିଶୀ ମାର୍ଲେନାଙ୍କ ଦାୟିତ୍ବରେ ୧୦ଟି ବିଭାଗ ରହିବ। ଉପରାଜ୍ୟପାଳ ସମ୍ମତି ଦେବା ପରେ ଆତିଶୀଙ୍କୁ ରାଜସ୍ବ, ଯୋଜନା ଓ ଅର୍ଥ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଉପରାଜ୍ୟପାଳ ଆତିଶୀଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯିବା ପ୍ରସ୍ତାବ ଫାଇଲକୁ ଅନୁମୋଦନ କରିଛନ୍ତି । ପୂର୍ବରୁ ଉପରୋକ୍ତ ୩ ମନ୍ତ୍ରାଳୟ କୈଳାସ ଗହ୍‌ଲଟଙ୍କ ଦାୟିତ୍ବରେ ଥିଲା। ଏବେ କ୍ୟାବିନେଟ୍‌ ମନ୍ତ୍ରୀ ଆତିଶୀଙ୍କ ଦାୟିତ୍ବରେ ରାଜ୍ୟ ଶକ୍ତି, ଶିକ୍ଷା, କଳା,Continue reading “ଆତଶ ମରଲନଙକ ହତର ମନତରଳୟ ଦୟତବ”

ତପମତର ବଦଧ ଯଗ ବଢଛ ଅପରଧ ଓ ହସ ଇଣଟରନୟସନଲ ଷଟଡର ପରକଶ ପଇଲ ଭୟନକ ତଥୟ

କନକ ବ୍ୟୁରୋ: ବଢୁଛି ତାପମାତ୍ରା, ବଢୁଛି ଅପରାଧ । କେବଳ ଭାରତରେ ନୁହେଁ ନେପାଳ, ପାକିସ୍ତାନ ସହିତ ଅଧିକାଂଶ ଦକ୍ଷିଣ ଏସୀୟ ଦେଶରେ ଦେଖାଯାଉଛି ଏହି ସମସ୍ୟା । ଗ୍ଲୋବାଲ ୱାର୍ମିଙ୍ଗ ପ୍ରଭାବରେ ସବୁଠୁ ପ୍ରଭାବିତ ହେଉଛି ବ୍ୟକ୍ତିଗତ ସମ୍ପର୍କ ଏବଂ ବଢୁଛି ଘରୋଇ ହିଂସା । ଆଗକୁ ଏହି ସମସ୍ୟା ଆହୁରି ଉଗ୍ର ରୂପ ନେଇପାରେ ବୋଲି ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି ‘ଜାମା ସାଇକିଆଟ୍ରି’ର ନାମକ ଏକ ଅନ୍ତର୍ଜାତୀୟ ଅନୁସନ୍ଧାନ ରିପୋର୍ଟରେ ।Continue reading “ତପମତର ବଦଧ ଯଗ ବଢଛ ଅପରଧ ଓ ହସ ଇଣଟରନୟସନଲ ଷଟଡର ପରକଶ ପଇଲ ଭୟନକ ତଥୟ”

ମକତଲଭ କଲ ଓଡ଼ଆ ସନମ ପରୟ ତ ମ ସଏ: ମଖୟ ଭମକର ନଜର ଆସଲ ଅମଲନ ଓ ଏଲନ

କନକ ବ୍ୟୁରୋ : ପବିତ୍ର ବାହୁଡ଼ାରେ ମୁକ୍ତିଲାଭ କରିଛି ଓଡ଼ିଆ ସିନେମା ‘ପ୍ରିୟେ ତୁ ମୋ ସିଏ’ । ଝିଲିକ ମୋସନ୍ ପିକଚର୍ସର ଏହା ହେଉଛି ଚତୁର୍ଥ ସିନେମା । ଚଳଚ୍ଚିତ୍ରର ନିର୍ଦ୍ଦେଶକ ଭାବେ ସୁଧାଂଶୁ ମୋହନ ସାହୁ ଥିଲା ବେଳେ ଅଭିନେତା ଅମ୍ଲାନ ଦାସ ଓ ଅଭିନେତ୍ରୀ ଏଲିନା ସାମନ୍ତରାୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଏହା ସହ ଫିଲ୍ମରେ ବବି ମିଶ୍ର, ଭୂପତି ତ୍ରିପାଠୀ, ଅଭିଷେକ ଗିରି, ଗୁଡ୍ଡୁ ପ୍ରମୁଖ କଳାକାର ଅଭିନୟContinue reading “ମକତଲଭ କଲ ଓଡ଼ଆ ସନମ ପରୟ ତ ମ ସଏ: ମଖୟ ଭମକର ନଜର ଆସଲ ଅମଲନ ଓ ଏଲନ”

ଧଇଗଲ ପଥର ବନଧ ପଣର ପଡଲ କଟ କଟ ଟଙକ : ଅସରଏ ବରଷର ଧଇଗଲ ତଳସର ବଳଭମ

କନକ ବ୍ୟୁରୋ : ଅସରାଏ ବର୍ଷାରେ ଧୋଇଗଲାଣି ତାଳସାରୀ ବେଳାଭୂମି । ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ କାମ କରାଯାଇଥିଲେ ବି ବାରମ୍ବାର ବର୍ଷା ଯୋଗୁ ଭାସିଗଲାଣି ପଥର ବନ୍ଧ । ପାଣିରେ ପଡୁଛି ବ୍ୟୟବରାଦ ହୋଇଥିବା ଅର୍ଥ । ବାଲେଶ୍ୱର ଭୋଗରାଇ ତାଳସାରୀ ମେରାଇନ ଡ୍ରାଇଭ ବର୍ଷା ଯୋଗୁ ଧୋଇ ହୋଇଗଲାଣି । ସୌନ୍ଦର୍ଯ୍ୟକରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା । ଏପରିକି ସେଠାରେ ସଚିବ ମାନେ ପରିଦର୍ଶନରେ ଆସି ଆର୍ଥିକ ଅନୁଦାନContinue reading “ଧଇଗଲ ପଥର ବନଧ ପଣର ପଡଲ କଟ କଟ ଟଙକ : ଅସରଏ ବରଷର ଧଇଗଲ ତଳସର ବଳଭମ”

ଦଲଲ ମଟର ଯତରଙକ ପଇ ବଡ ଖବର ! ଏବ ମଟର ଟରନର ଯତର ନଇପରବ ଏତ ବତଲ ମଦ

କନକ ବ୍ୟୁରୋ : ଦିଲ୍ଲୀ ମେଟ୍ରୋକୁ ନେଇ ଡିଏମଆରସି ଓ ସିଆଇଏସଏଫ ଅଧିକାରୀମାନଙ୍କ କମିଟି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମରେ ଦିଲ୍ଲୀ ମେଟ୍ରୋ ଟ୍ରେନରେ ଯାତ୍ରୀମାନେ ଦୁଇ ବୋତଲ ପର୍ଯ୍ୟନ୍ତ ମଦ ନେଇପାରିବା ନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି । କେବଳ ସିଲ୍ ବନ୍ଦ ଥିବା ୨ ବୋତଲ ମଦ ଯାତ୍ରୀମାନେ ନେଇପାରିବେ ବୋଲି କୁହାଯାଇଛି । ଏପର୍ଯ୍ୟନ୍ତ ମେଟ୍ରୋର ବିମାନନବନ୍ଦର ଲାଇନରେ ସିଲବନ୍ଦ ମଦ ନେଇପାରିବାକୁ ଅନୁମତି ଥିଲା । ଏବେ ଏହି ନୂଆ ଆଦେଶContinue reading “ଦଲଲ ମଟର ଯତରଙକ ପଇ ବଡ ଖବର ! ଏବ ମଟର ଟରନର ଯତର ନଇପରବ ଏତ ବତଲ ମଦ”

ଛତରଛତରଙକ ଭବଷୟତ ସହ ଖଳ : ଆସନତକଲ ପରକଷ ଆଜ ଓଟଇଟ ପରଶନପତର ଭଇରଲ

କନକ ବ୍ୟୁରୋ :  ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ । ଭାଇରାଲ ହେଉଛି ଓଟିଇଟି ପ୍ରଶ୍ନପତ୍ର । ଆସନ୍ତକାଲି ପରୀକ୍ଷା, ଆଜି ଭାଇରାଲ ହେଉଛି ହାତଲେଖା ଓଟିଇଟି ପ୍ରଶ୍ନପତ୍ର । ହାତଲେଖାର ଏହି ପ୍ରଶ୍ନପତ୍ର, ଶିକ୍ଷକ ନିଯୁକ୍ତି ପାଇଁ ଥିବା ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟର ପ୍ରଶ୍ନପତ୍ର ବୋଲି କିଛି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଓଟିଇଟି ପରୀକ୍ଷାରେ ଏହି ସବୁ ପ୍ରଶ୍ନପତ୍ର ପଡିବ ବୋଲି କହି ହଜାର ହଜାର ଟଙ୍କାରେ ଏହି ପ୍ରଶ୍ନପତ୍ର ବିକ୍ରି କରାଯାଉଛିContinue reading “ଛତରଛତରଙକ ଭବଷୟତ ସହ ଖଳ : ଆସନତକଲ ପରକଷ ଆଜ ଓଟଇଟ ପରଶନପତର ଭଇରଲ”

ଆମରକ ସପରମକରଟଙକ ବଡ ନଷପତତ ବଶୱବଦୟଳୟ ଆଡମଶନ ବଳ ଥବ ଜତ ଆଧରତ କଟ ଉପର ଲଗଲ ପରତବନଧକ

କନକ ବ୍ୟୁରୋ : ଆମେରିକା ସୁପ୍ରିମକୋର୍ଟ ଗୁରୁବାର ଦିନ ଏକ ବଡ଼ ନିଷ୍ପତ୍ତି ଶୁଣାଇବା କ୍ରମରେ ଦେଶରେ ବିଶ୍ୱବିଦ୍ୟାଳୟଗୁଡିକରେ ଆଡମିଶନ ନେଇଥିବା ଜାତୀୟତା ଓ ଜାତିଗତ କୋଟା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଦଶନ୍ଧି ଧରି ଚାଲିଥିବା ସକରାତ୍ମକ ଭେଦଭାବ କୁହାଯାଉଥିବା ଏହି ପୁରୁଣା ପ୍ରଥାକୁ ଏହା ଏକ ବଡ ଝଟକା ଲାଗିଛି । ଏହାଦ୍ୱାରା ଆଫ୍ରିକୀ- ଆମେରିକୀୟ ଓ ଅନ୍ୟ ଅଳ୍ପସଂଖ୍ୟକଙ୍କୁ ବିଶ୍ୱବିଦ୍ୟାଳୟରେ ଆଡମିଶନ ହେବା ନେଇ ପ୍ରୋତ୍ସାହନ ମିଳିବ । ଆମେରିକା ସୁପ୍ରିମକୋର୍ଟର ମୁଖ୍ୟContinue reading “ଆମରକ ସପରମକରଟଙକ ବଡ ନଷପତତ ବଶୱବଦୟଳୟ ଆଡମଶନ ବଳ ଥବ ଜତ ଆଧରତ କଟ ଉପର ଲଗଲ ପରତବନଧକ”

ଦଶମ ଶରଣ ଇରଜ ବୟକରଣ ବହର ତରଟ ଅଭଯଗ : ଭଲ ନଇ ବରଡ ପଖର ନହ ତଥୟ; ବରଡ ସଭପତ କହଲ ତରଟ ଥଲ ନଆଯବ ଆବଶୟକ ପଦକଷପ

କନକ ବ୍ୟୁରୋ : ବୋର୍ଡ ଦଶମ ଶ୍ରେଣୀ ଇଂରାଜୀ ବ୍ୟାକରଣ ବହିରେ ତ୍ରୁଟି । କିଛି ପୃଷ୍ଠାରେ ତ୍ରୁଟି ରହିଥିବା ଅଭିଯୋଗ ହୋଇଛି । ପୃଷ୍ଠା ନମ୍ବର ୫, ୧୨, ୩୦, ୩୪, ୪୫, ୪୭ ଓ ଶହେ ନମ୍ବର ପୃଷ୍ଠାରେ ତ୍ରୁଟି ରହିଥିବା ଜଣାପଡ଼ିଛି । ଇଂରାଜୀ ବ୍ୟାକରଣ ବହିର ପୃଷ୍ଠା ନମ୍ବର ୫ରେ ‘ଆଇ ୱାଜ ଷ୍ଟାଣ୍ଡିଂ ଇନ୍ କ୍ଲାସ୍ ଆଇଏକ୍ସ ଲାଷ୍ଟ ଇଅର’ ଭଳି ବାକ୍ୟ ରହିଛି । ଏହି ବାକ୍ୟଟି ପାଷ୍ଟContinue reading “ଦଶମ ଶରଣ ଇରଜ ବୟକରଣ ବହର ତରଟ ଅଭଯଗ : ଭଲ ନଇ ବରଡ ପଖର ନହ ତଥୟ; ବରଡ ସଭପତ କହଲ ତରଟ ଥଲ ନଆଯବ ଆବଶୟକ ପଦକଷପ”

Design a site like this with WordPress.com
Get started