କନକ ବ୍ୟୁରୋ : କର୍ଣ୍ଣାଟକ ହାଇକୋର୍ଟ ଶୁକ୍ରବାର ଦିନ କେନ୍ଦ୍ର ସରକାରଙ୍କ ଆଦେଶ ବିରୋଧରେ ଟ୍ୱିଟର ତରଫରୁ କୋର୍ଟରେ କରାଯାଇଥିବା ଆବେଦନ ଖାରଜ ହୋଇଯାଇଛି । ଟ୍ୱିଟରକୁ କିଛି ଲୋକଙ୍କ ଆକାଉଣ୍ଟ, ଟ୍ୱିଟ ଓ ୟୁଆରଏଲ ବ୍ଲକ କରିବା ନେଇ କେନ୍ଦ୍ର ସରକାର ଦେଇଥିବା ଆଦେଶ ବିରୋଧରେ କମ୍ପାନୀ ତରଫରୁ କୋର୍ଟରେ ଆବେଦନ କରାଯାଇଥିଲା । ହେଲେ କୋର୍ଟ କେନ୍ଦ୍ର ସରକାରଙ୍କ ଆଦେଶ ନମାନିବା ଅପରାଧରେ ଟ୍ୱିଟର ଉପରେ ୫୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି ।Continue reading “ସରକରଙକ ବରଧର କରଟଯବ ପଡଲ ମହଙଗ ଟୱଟର ଉପର ଲଗଲ ଲକଷ ଟଙକର ଜରମନ”
Tag Archives: News
ବରଷର ହରଇଥଲ ଦଷଟଶକତ ଏବ ବଡ଼ କମପନର କରଛନତ ଚକର ଆପଣଙକ ଚକତ କରଦବ ମସକ ଦରମ
କନକ ବ୍ୟୁରୋ : ସ୍ୱପ୍ନ ଏମିତି ଏକ ଶବ୍ଦ ଯାହା ଅନେକଙ୍କୁ ରାତି ରାତି ଶୁଆଇଦେଇନଥାଏ । ସ୍ୱପ୍ନକୁ ପୂରଣ କରିବା ପାଇଁ ଅନେକ କଠିନ ପରିଶ୍ରମ କରିଥାନ୍ତି । ସଫଳତାର ଶିଢି ଚଢିବାକୁ ହେଲେ ଅନେକ ସଂଘର୍ଷ କରିବାକୁ ପଡିଥାଏ । ଅନେକ କ୍ଷେତ୍ରରେ ଦେଖାଯାଏ କି ଅଭାବ , ଅନାଟନ ଅନେକଙ୍କ ସଫଳତାରେ ବାଧା ସୃଷ୍ଟି କରିଥାଏ । କିଏ ହାର ମାନିଯାଏ ତ ଆଉ କେହି କେହି ସେହି ଦୁର୍ବଳତାକୁ ନିଜର ଶକ୍ତିContinue reading “ବରଷର ହରଇଥଲ ଦଷଟଶକତ ଏବ ବଡ଼ କମପନର କରଛନତ ଚକର ଆପଣଙକ ଚକତ କରଦବ ମସକ ଦରମ”
ଥମନ ମଣପର ହସ : ଆଜ ଇସତଫ ଦବ ମଖୟମନତର ବରନ ସ !
କନକ ବ୍ୟୁରୋ : ଥମୁନି ମଣିପୁର ହିଂସା । ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ବିରେନ ସିଂ । ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂ ଆଜି ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ଦେବେ । ଦୁଇ ଜାତି ମଧ୍ୟରେ ହୋଇଥିବା ବିବାଦରୁ ଆରମ୍ଭ ହୋଇଥିବା ହିଂସା ଏବେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା ଭଳି ମନେ ହେଉଛି । ହିଂସାରେ ଶତାଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ କୋଟି କୋଟି ଟଙ୍କାର ସମ୍ପତି ନଷ୍ଟ ହୋଇଛି । ହିଂସାରେ ପ୍ରତିଦିନContinue reading “ଥମନ ମଣପର ହସ : ଆଜ ଇସତଫ ଦବ ମଖୟମନତର ବରନ ସ !”
ଛତଶଗଡ ଖଲଦଲ କଲମର ଟ ଗଟ ହରକଦର ବଦଧ ପଉଛ ଜଳସତର
କନକ ବ୍ୟୁରୋ : ଛତିଶଗଡ ଖୋଲିଦେଲା କଲମା ବ୍ୟାରେଜ । କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ୍ ଖୋଲିଦେଲା ଛତିଶଗଡ । ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ସମସ୍ତ ଗେଟ୍ ଖୋଲାଯାଇଛି । ଯାହାଫଳରେ ହୀରାକୁଦରେ ବର୍ଷା ପାଣି ପଶିବା ଆରମ୍ଭ ହୋଇଛି । କଲମା ଗେଟ୍ ଖୋଲିବା ଫଳରେ ହୀରାକୁଦର ଜଳସ୍ତର ବୃଦ୍ଧି ପାଉଛି । ଦିନ ୧୨ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୦୩.୬୭ ଫୁଟ୍ ରହିଛି । ଏବେ ହୀରାକୁଦ ଜଳଭଣ୍ଡାରକୁ ୭୯ ହଜାରContinue reading “ଛତଶଗଡ ଖଲଦଲ କଲମର ଟ ଗଟ ହରକଦର ବଦଧ ପଉଛ ଜଳସତର”
ଅଧକଶ ଲକ ବୟବହର କରଛନତ ATM କରଡ ହଲ ଏହ ଉପର ଥବ ଡଜଟ ନମବର ଅରଥ ଜଣନତ କ?
କନକ ବ୍ୟୁରୋ: ଆଜିକା ଦିନରେ ଏଟିଏମ୍ କାର୍ଡ ଅଧିକାଂଶ ଲୋକଙ୍କ ପାଖରେ ରହିବା ସ୍ୱାଭାବିକ କଥା । ଏହାର ବ୍ୟବହାର କେବଳ ଯେ ଟଙ୍କା ଉଠାଇବାକୁ ଦରକାର ପଡେ ତା ନୁହେଁ ବରଂ ଏହାଦ୍ୱାରା ଡିଜିଟାଲ ଟ୍ରାନଜାକ୍ସନ ମଧ୍ୟ ସମ୍ଭବ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଏଟିଏମ କାର୍ଡ ଉପରେ ଲେଖାଥିବା ୧୬ ଡିଜିଟ୍ ଅର୍ଥ କ’ଣ? ଟଙ୍କା ଉଠାଇବା ଠାରୁ ଆରମ୍ଭ କରି ଡିଜିଟାଲ ପେମେଣ୍ଟ ସବୁ ଏଟିଏମ କାର୍ଡ ଦ୍ୱାରା ସମ୍ଭବContinue reading “ଅଧକଶ ଲକ ବୟବହର କରଛନତ ATM କରଡ ହଲ ଏହ ଉପର ଥବ ଡଜଟ ନମବର ଅରଥ ଜଣନତ କ?”
ଦରଘଟଣର ଅଙଗନବଡ କରମଙକ ମତୟକ ନଇ ଉତତଜନ : କଷତପରଣ ଦବର ମତଦହ ରଖ ରସତରକ
କନକ ବ୍ୟୁରୋ : ଦୁର୍ଘଟଣାରେ ଅଙ୍ଗନୱାଡ଼ି କର୍ମୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ସାରା ରାତି ମୃତଦେହ ରଖି କ୍ଷତିପୂରଣ ଦାବିରେ ରାସ୍ତାରୋକ କରି ବସି ରହିଲେ ଅଙ୍ଗନୱାଡି କର୍ମୀ । ଧାରଣା ପାଇଁ ଦେବଗଡ଼-ଅନୁଗୁଳ ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଥିଲା । ଦେଓଗଡ଼ ରିଆମଳ ଥାନା କିର୍ତ୍ତନପାଲି ଗାଁରେ ବାଇକ୍ ଧକ୍କାରେ ଅଙ୍ଗନବାଡ଼ି କର୍ମୀ ଗୀତାଞ୍ଜଳି ବେହେରାଙ୍କ ମୃତ୍ୟୁ ହୋଇଥିଲା । ନାଉଲିପଡ଼ା ଓ ଟିଙ୍କବୀର ପଞ୍ଚାୟତର ସମସ୍ତ ଅଙ୍ଗନୱାଡି କର୍ମୀ ମୃତକଙ୍କ ପରିବାରକୁ ୨୫Continue reading “ଦରଘଟଣର ଅଙଗନବଡ କରମଙକ ମତୟକ ନଇ ଉତତଜନ : କଷତପରଣ ଦବର ମତଦହ ରଖ ରସତରକ”
ଦଶ ବଠକର ପରବଳ ହହଲଲ : ବଠକ ଅଧର ଉଠ ଆସଲ ବଧୟକ; ଫଇଭ ଟ ବୟବସଥ ଓ ସଚବଙକ ନଇ ଉଠଇଲ ପରଶନ
କନକ ବ୍ୟୁରୋ : ନବରଙ୍ଗପୁର ଦିଶା ବୈଠକରେ ପ୍ରବଳ ହୋହଲ୍ଲା । ବୈଠକ ଅଧାରୁ ଉଠି ଆସିଲେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ । ରାଜ୍ୟ ସରକାର ଏବଂ ଫାଇଭ୍-ଟି ବ୍ୟବସ୍ଥାକୁ ନେଇ ବିଧାୟକ ପ୍ରବଳ ବର୍ଷିଛନ୍ତି । ଏହା ସହ ଫାଇଭ୍-ଟି ସଚିବଙ୍କ ଭୂମିକାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି, ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଡାକ୍ତର କିମ୍ବା ନର୍ସ ନାହାନ୍ତି । କୋଟି କୋଟି ଟଙ୍କାର କାମ ପାଇଁ ଟେଣ୍ଡର ହେଉନିContinue reading “ଦଶ ବଠକର ପରବଳ ହହଲଲ : ବଠକ ଅଧର ଉଠ ଆସଲ ବଧୟକ; ଫଇଭ ଟ ବୟବସଥ ଓ ସଚବଙକ ନଇ ଉଠଇଲ ପରଶନ”
-ଟ ସଚବଙକ ଜଲଲ ଗସତକ ନଇ ବଜପର ଟରଗଟ ପଥୱରଜ କହଲ ମଣଡବହନ ହଇଯଇଛ ଓଡ଼ଶ ସରକର ସଥପଇ ଏଭଳ ବଲକଷଣ ଦଖବକ ମଳଛ
କନକ ବ୍ୟୁରୋ : ୫-ଟି ସଚିବଙ୍କ ଜିଲ୍ଲା ଗସ୍ତକୁ ନେଇ ବିଜେଡି-ବିଜେପି ମଧ୍ୟରେ ତୁ ତୁ ମେଁ ମେଁ ଥମିବାର ନାଁ ନେଉନାହିଁ । ସରକାରୀ ଅଧିକାରୀଙ୍କୁ ଦାୟିତ୍ୱ ଦେବା ସମ୍ପୂର୍ଣ୍ଣ ସାମ୍ବିଧାନିକ, ମୁଖ୍ୟମନ୍ତ୍ରୀ ସେହି ନିଜ ସଚିବଙ୍କୁ ଦେଇଛନ୍ତି । ୫-ଟି ସଚିବଙ୍କ ଜିଲ୍ଲା ଗସ୍ତରେ କୌଣସି ସମସ୍ୟା ନାହିଁ ବୋଲି ବିଜେଡି କହିବା ପରେ ବିଜେପି ଏହାକୁ କାଉଣ୍ଟର କରିଛି । ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଯେତେବେଳେ ସରକାର ମୁଣ୍ଡ ବିହୀନContinue reading “-ଟ ସଚବଙକ ଜଲଲ ଗସତକ ନଇ ବଜପର ଟରଗଟ ପଥୱରଜ କହଲ ମଣଡବହନ ହଇଯଇଛ ଓଡ଼ଶ ସରକର ସଥପଇ ଏଭଳ ବଲକଷଣ ଦଖବକ ମଳଛ”
ପଅର ବହଘର ଭଜ ବଳ ବପଙକ ଆତମହତୟ : କହକ ନଲ ଏଭଳ ନଷପତତ ? ପଲସର ତଦନତ ଜର
କନକ ବ୍ୟୁରୋ : ପୁଅ ବାହାଘର ଭୋଜି ଚାଲିଥିବା ବେଳେ ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ବାପା । ଗଞ୍ଜାମ ବୁଗୁଡ଼ା ଥାନା ଅନ୍ତର୍ଗତ କାନସୁକା ଗାଁର ଖଦାଳ ମହାରଣାଙ୍କ ପୁଅ ବାହାଘର ଚାଲିଥିଲା । ଗାଁ ପାଖରେ ଥିବା ସାଙ୍କୁଳାଇ ପୀଠରେ ଚାଲିଥିଲା ଭୋଜିଭାତ । ହେଲେ ପୁଅର ମାମୁଁ ପୁଅକୁ ବାହା କରୁଥିବା ବେଳେ ବାପାକୁ ନପଚାରିବାରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ଆତ୍ମହତ୍ୟା ପୂର୍ବରୁ ସେ ଥାନାContinue reading “ପଅର ବହଘର ଭଜ ବଳ ବପଙକ ଆତମହତୟ : କହକ ନଲ ଏଭଳ ନଷପତତ ? ପଲସର ତଦନତ ଜର”
ବହନଗ ଦରଘଟଣକ ମସ ପରବ : ଏମସର ଝଡଖଣଡର ଦବୟଙଗ ଦମପତ; ନବ ପଅର ମତଦହ
କନକ ବ୍ୟୁରୋ : ବାହାନଗା ଦୁର୍ଘଟଣାକୁ ମାସେ ପୂରିବ । ହେଲେ ଏପର୍ଯ୍ୟନ୍ତ ପରିବାର ଲୋକ ତାଙ୍କ ଆତ୍ମୀୟଙ୍କ ମୃତଦେହ ପାଇନଥିଲେ । ଡିଏନଏ ଟେଷ୍ଟ ମ୍ୟାଚ ପରେ ମୃତ ଦେହ ମିଳିବା ନେଇ ନିର୍ଦ୍ଦେଶ ହୋଇଥିଲା । ଏହା ପରେ ଡିଏନଏ ସାମ୍ପୁଲ ପରୀକ୍ଷା କରି ଘରକୁ ପଳାଇଥିଲେ ମୃତକଙ୍କ ପରିବାର । ସାମ୍ପୁଲ ରିପୋର୍ଟ ଆସିବା ପରେ ଆଜି ଏମ୍ସରେ ପହଞ୍ଚିଛନ୍ତି ମୃତକଙ୍କ ପରିବାର । ଝାଡ଼ଖଣ୍ଡରୁ ଦିବ୍ୟାଙ୍ଗ ଦମ୍ପତି ଏମ୍ସ ଆସିଛନ୍ତି ।Continue reading “ବହନଗ ଦରଘଟଣକ ମସ ପରବ : ଏମସର ଝଡଖଣଡର ଦବୟଙଗ ଦମପତ; ନବ ପଅର ମତଦହ”