କନକ ବ୍ୟୁରୋ : ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଅଜିତ ଅଗରକର ହୋଇପାରନ୍ତି ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା । ଏନେଇ ମିଳିସାରିଲାଣି ସଂକେତ । ଆଜି ଆବେଦନର ଶେଷ ତାରିଖ ହୋଇଥିବା ବେଳେ ୧ ଜୁଲାଇରେ ଇଣ୍ଟରଭ୍ୟୁ ପରେ ନୂଆ ମୁଖ୍ୟ ଚୟନକର୍ତ୍ତାଙ୍କ ନାଁ ଘୋଷଣା କରାଯାଇପାରେ । ଆଉ ଏହି ରେସରେ ଅଜିତ୍ ଅଗରକର ଆଗରେ ରହିଛନ୍ତି । ତେବେ ବିଧିବଦ୍ଧ ଭାବେ ମୁଖ୍ୟ ଚୟନକର୍ତ୍ତାଙ୍କ ନାଁ ଘୋଷଣା ହୋଇନଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସContinue reading “ଅଗରକର ହଇପରନତ ଭରତୟ ଟମର ମଖୟ ଚୟନକରତତ ! ମଳଲ ବଡ ସକତ ଛଡଲ ଆଇପଏଲ ଫରଞଚଇଜ”
Tag Archives: News
ବହନଗ ଟରନ ଦରଘଟଣ : ମତଦହ ଚହନଟ; ମତଦହ ନବକ ଏମସର ମତକଙକ ସମପରକୟ
କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ୨୯ ମୃତଦେହ ଚିହ୍ନଟ ହୋଇଛି । ଭୁବନେଶ୍ୱର ଏମ୍ସରେ ଚିହ୍ନଟ ହୋଇନପାରି ରହିଥିବା ୮୧ଟି ମୃତଦେହ ମଧ୍ୟରୁ ୨୯ଟି ମୃତଦେହକୁ ଡିଏନ୍ଏ ଟେଷ୍ଟ ମାଧ୍ୟମରେ ଚିହ୍ନଟ କରାଯାଇଛି । ମୋଟ୍ ୭୮ଟି ନମୁନା ପଠାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୨୯ଟି ଡିଏନଏ ରିପୋର୍ଟ ଆସିଛି । ସେହି ମୃତଦେହ ଗୁଡିକୁ ଆଜି ସେମାନଙ୍କ ନିକଟ ସମ୍ପର୍କୀୟଙ୍କ ହସ୍ତାନ୍ତର କରାଯିବ । ଏଥିପାଇଁ ମୃତକଙ୍କ ସମ୍ପର୍କୀୟ ଏମ୍ସରେContinue reading “ବହନଗ ଟରନ ଦରଘଟଣ : ମତଦହ ଚହନଟ; ମତଦହ ନବକ ଏମସର ମତକଙକ ସମପରକୟ”
ପଇଖନ ଟଙକର ପଡ ବଦଧଙକ ମତୟ : ଫଲ ତଳଥବ ସମୟର ଧସଲ ଟଙକ ସଲବ
କନକ ବ୍ୟୁରୋ : ପାଇଖାନା ଟାଙ୍କିରେ ପଡି ବୃଦ୍ଧାଙ୍କ ମୃତ୍ୟୁ । ଫୁଲ ତୋଳୁଥିବା ସମୟରେ ଟାଙ୍କି ଧସି ପଡିବାରୁ ତାଙ୍କର ମୃତ୍ୟୁ ହୋଇଛି । ମୃତକ କଟକ ଯୋବ୍ରାର ୬୦ବର୍ଷୀୟ ଜୟଶ୍ରୀ ସାହୁ । ସୂଚନାନୁସାରେ, ହଠାତ୍ ତାଙ୍କ ପାଦ ଫୁଲ ତୋଲୁଥିବ ସମୟରେ ଏକ ପାଇଖାନା ଟାଙ୍କି ଉପରେ ପଡ଼ିଯାଇଥିଲା, ଯାହା ଫଳରେ ପାଇଖାନା ଟାଙ୍କିର ଉପର ସ୍ଲାବଟି ଭାଙ୍ଗି ଯାଇଥିଲା । ଯାହା ଫଳରେ ମହିଳା ଜଣକ ପାଇଖିନା ଟାଙ୍କି ଭିତରକୁ ଖସିContinue reading “ପଇଖନ ଟଙକର ପଡ ବଦଧଙକ ମତୟ : ଫଲ ତଳଥବ ସମୟର ଧସଲ ଟଙକ ସଲବ”
ଜଗତସହପରର ଫଇଟ-ଟ ସଚବ ଭକ ପଣଡଆନ : ମ ଶରଳଙକ ଦରଶନ କର କଲ ପଜରଚଚନ
କନକ ବ୍ୟୁରୋ : ବିରୋଧୀଙ୍କ ବିରୋଧ ଭିତରେ ଫାଇଭ ଟି ସଚିବଙ୍କ ଜଗତସିଂହପୁର ଗସ୍ତ । ଦ୍ୱିତୀୟ ଦିନ ଗସ୍ତରେ ଶାରଳା ମନ୍ଦିର ଯାଇ ମାଆଙ୍କୁ ଦର୍ଶନ କରିବା ସହ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି ଭିକେ ପାଣ୍ଡିଆନ୍ । ଏହା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କରିଛନ୍ତି ସମୀକ୍ଷା । ଗତକାଲି ଜଗତସିଂହପୁର ଜିଲ୍ଳାକୁ ଗସ୍ତ କରୁଥିବାବେଳେ ବିଭିନ୍ନ ସ୍ଥାନରେ ବିରୋଧ କରିଥିଲା ବିଜେପି । ପାରାଦୀପ ବିଜେପି ପକ୍ଷରୁ ୫ଟି ସଚିବଙ୍କContinue reading “ଜଗତସହପରର ଫଇଟ-ଟ ସଚବ ଭକ ପଣଡଆନ : ମ ଶରଳଙକ ଦରଶନ କର କଲ ପଜରଚଚନ”
ଶଯ ଉପର ପଳ ପଳ ଟଙକ ସହ ସଲଫ ନଲ ପଲସ ବବଙକ ପରବର ଯଞଚ ନଇ ତନଘନ
କନକ ବ୍ୟୁରୋ: ଶେଯ ଉପରେ ବିଡା ବିଡା ଟଙ୍କା । ତା ସହ ସେଲ୍ଫି ନେଲେ ପୁଲିସ ବାବୁଙ୍କ ପରିବାର । ଫଟୋକୁ ସୋସିଆଲ ମିଡିଆରେ ଅପଲୋଡ୍ କରିବା ପରେ ପୁଲିସ ବାବୁଙ୍କ ବେଳା ଖରାପ ପଡିଗଲା । ଫଟୋ ଦେଖି ପୁଲିସ ଡିପାର୍ଟମେଣ୍ଟରେ ହଇଚଇ ଆରମ୍ଭ ହେଲା । ଆଉ ତା ପରେ ହେଲା ତନାଘନା । ସୂଚନା ମୁତାବକ, ଗୁରୁବାର ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଲା । ଯେଉଁଥିରେ ଦେଖିବାକୁ ମିଳିଥିଲାContinue reading “ଶଯ ଉପର ପଳ ପଳ ଟଙକ ସହ ସଲଫ ନଲ ପଲସ ବବଙକ ପରବର ଯଞଚ ନଇ ତନଘନ”
ପରବ ଦର ଶଣଲ ଲଗଛ ଡର : ସବ ସବଜ ପରବର ଦମ ପଖପଖ ଟଙକ
କନକ ବ୍ୟୁରୋ : ଆଷାଢ଼ରେ ପରିବାଦର ଆକାଶ ଛୁଆଁ । କିଛି ଦିନ ତଳେ ଯେଉଁ ପରିବା କିଲୋ ପିଛା ୨୦ରୁ ୩୦ ଟଙ୍କାରେ ବିକ୍ରି ହେଉଥିଲା, ଏବେ ସେହି ପରିବା ଦର ପ୍ରାୟ ତିନି ଗୁଣ ବୃଦ୍ଧି ପାଇଛି । ଫଳରେ ଗ୍ରାହକ ଏବେ ବଜାରକୁ ଗଲେ କଣ କିଣିବ ସେ ନେଇ ଦ୍ୱନ୍ଦ୍ୱରେ ପଡିଛି । ସବୁ ସବୁଜ ପରିବାର ମୂଲ୍ୟ ୧୦୦ ଟଙ୍କା ପାଖାପାଖି । ସାଧାରଣ ପରିବାର ପାଇଁ ନିତ୍ୟ ଆବଶ୍ୟକContinue reading “ପରବ ଦର ଶଣଲ ଲଗଛ ଡର : ସବ ସବଜ ପରବର ଦମ ପଖପଖ ଟଙକ”
ମଳଲନ ମହପରୟଣ ଗଡ଼ : ଟରଲର ବହହଲ ମତଦହ; ଦଢ଼ କଲମଟର ବଟ ନବ ପର ଘର ପହଞଚଥଲ ଶବ
କନକ ବ୍ୟୁରୋ : ମୃତଦେହ ନେବାକୁ ମିଳିଲାନି ଗାଡ଼ି । ଟ୍ରଲି ରିକ୍ସାରେ ବୁହାହେଲା ଶବ । ଦେଢ଼ କିଲୋମିଟର ବାଟ ନେବା ପରେ ଘରେ ପହଂଚିଥିଲା ମୃତଦେହ । ଗଜପତି ଜିଲ୍ଲା ମୋହନା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ମୋହନା ସହରର କୃଷ୍ଣ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ତାଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଖରାପ ହେବାରୁ ତାଙ୍କର ଡାକ୍ତରଖାନାରେContinue reading “ମଳଲନ ମହପରୟଣ ଗଡ଼ : ଟରଲର ବହହଲ ମତଦହ; ଦଢ଼ କଲମଟର ବଟ ନବ ପର ଘର ପହଞଚଥଲ ଶବ”
ନଗରକ ସହତ ବଲ କଣ? ଯହକ ପରତ କରବକ କନଦର ସରକର ବଶ ତତପର
କନକ ବ୍ୟୁରୋ: ଦେଶରେ ସମାନ ନାଗରିକ ସଂହିତା ବିଲକୁ ନେଇ ଏବେ ଅନେକ ତର୍କ ସୃଷ୍ଟି ହେଉଛି । ଏସବୁ ଭିତରେ ବି ଆସନ୍ତା ମୌସୁମୀ ଅଧିବେଶନରେ ଏହି ବିଲକୁ ପାରିତ କରିବାକୁ ତତ୍ପର ହୋଇଛନ୍ତି କେନ୍ଦ୍ର ସରକାର । ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ମୋଦୀ ସରକାର ସମାନ ନାଗରିକ ସଂହିତା ବିଲକୁ ଆଜେଣ୍ଡା କରିବେ ବୋଲି କୁହାଯାଉଛି । ସୂଚନା ମୁତାବକ, ଆସନ୍ତା ମୌସୁମୀ ଅଧିବେଶନରେ ଏହି ବିଲକୁ ସଂସଦରେ ଉପସ୍ଥାପନ କରିବାର ଅନେକContinue reading “ନଗରକ ସହତ ବଲ କଣ? ଯହକ ପରତ କରବକ କନଦର ସରକର ବଶ ତତପର”
ପଣ ମଓବଦଙକଠର ହଜର ଟଙକଆ ନଟ ଜବତ : ଟଙକ ବଦଳଇବକ ଆଣଥବ ବଳ ବଜପର ପଟରଲ ପମପର ମଡ଼ ବସଲ ପଲସ
କନକ ବ୍ୟୁରୋ : ପୁଣି ଜବତ ହେଲା ମାଓବାଦୀଙ୍କ ୨ ହଜାର ଟଙ୍କିଆ ନୋଟ୍ । ଛତିଶଗଡ଼ ବିଜାପୁର ଜିଲ୍ଲା ଆୱାପାଲି ଠାରେ ପୋଲିସ ଟଙ୍କା ଜବତ କଲା । ଜଣେ ମାଓ ସମର୍ଥକଙ୍କ ଠାରୁ ଜବତ ହୋଇଛି ୬ ଲକ୍ଷ ୨୦ ହଜାର ଟଙ୍କା ମୂଲ୍ୟର ୨ହଜାର ଟଙ୍କିଆ ନୋଟ୍ । ମାଓବାଦୀଙ୍କ ୯ ଲକ୍ଷ ଟଙ୍କା ବଦଳାଇବାକୁ ଆଣିଥିଲେ ୨୪ ବର୍ଷିୟ ମାଓ ସମର୍ଥକ ମହେଶ ବାଡସେ । ୧ ଲକ୍ଷ ୮୦ ହଜାରContinue reading “ପଣ ମଓବଦଙକଠର ହଜର ଟଙକଆ ନଟ ଜବତ : ଟଙକ ବଦଳଇବକ ଆଣଥବ ବଳ ବଜପର ପଟରଲ ପମପର ମଡ଼ ବସଲ ପଲସ”
ରଜୟ ସରକରଙକ ଟରଗଟ କଲ ସସଦ ଜଏଲ ଓରମ : କହଲ କନଦର ସରକରଙକ ଯଜନକ ରଜୟ ନ ନବ ଦରଭଗୟ
କନକ ବ୍ୟୁରୋ : କେନ୍ଦ୍ର କରୁଛି ଯୋଜନା । ରାଜ୍ୟ ନେଉଛି ନାଁ । କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ନାଁ ନେବା ଦୁର୍ଭାଗ୍ୟ । ବିଜେପି ନେତା ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଏହା କହିଛନ୍ତି । ୨ ଦିନିଆ ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ଜୁଏଲ ଏପରି କହିଛନ୍ତି । ମାଥିଲି ସଦରରେ କେନ୍ଦ୍ର ସରକାରଙ୍କ ଯୋଜନା ବାବଦରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବୁଝାଇଛନ୍ତି । ବିରାଟ ବଡ ଶୋଭାଯାତ୍ରାରେ ବିଜେପିର ବରିଷ୍ଠ ନେତାContinue reading “ରଜୟ ସରକରଙକ ଟରଗଟ କଲ ସସଦ ଜଏଲ ଓରମ : କହଲ କନଦର ସରକରଙକ ଯଜନକ ରଜୟ ନ ନବ ଦରଭଗୟ”