ବହନଗ ଟରନ ଦରଘଟଣ : ଡଏନଏ ଟଷଟ ପର ଚହନଟ ହଲ ମତଦହ; ଗଟଏ ମୟରଭଞଜର ସଚନ

କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ୨୯ ମୃତଦେହ ଚିହ୍ନଟ ହୋଇଛି । ଭୁବନେଶ୍ୱର ଏମ୍ସରେ ଚିହ୍ନଟ ହୋଇନପାରି ରହିଥିବା ୮୧ଟି ମୃତଦେହ ମଧ୍ୟରୁ ୨୯ଟି ମୃତଦେହକୁ ଡିଏନଏ ଟେଷ୍ଟ ମାଧ୍ୟମରେ ଚିହ୍ନଟ କରାଯାଇଛି । ସେହି ମୃତଦେହ ଗୁଡିକୁ ଆଜି ସେମାନଙ୍କ ନିକଟ ସମ୍ପର୍କୀୟକୁ ହସ୍ତାନ୍ତର କରାଯିବ । ମୃତବ୍ୟକ୍ତିଙ୍କ ଜନ୍ମସ୍ଥାନରେ ପହଞ୍ଚାଇ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଖର୍ଚ୍ଚ ସଂପୂର୍ଣ୍ଣ ଭାବେContinue reading “ବହନଗ ଟରନ ଦରଘଟଣ : ଡଏନଏ ଟଷଟ ପର ଚହନଟ ହଲ ମତଦହ; ଗଟଏ ମୟରଭଞଜର ସଚନ”

ମସଜଦ ପହଞଚଲ ପତନ ସୱଡନର କରନ ପଡବ ଘଟଣକ କଡ ନନଦ କରବ ସହ କହଲ

କନକ ବ୍ୟୁରୋ: ସ୍ୱିଡେନରେ ଈଦ୍ ଅବସରରେ ପବିତ୍ର ଗ୍ରନ୍ଥ କୋରାନକୁ ପୋଡିଦେବା ଘଟଣାକୁ କଡା ନିନ୍ଦା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ । କହିଛନ୍ତି ଯଦି ଆମ ଦେଶରେ ଏଭଳି ଘଟଣା ଘଟିଥାନ୍ତା, ତେବେ ଏହାକୁ କେବେବି ବରଦାସ୍ତ କରାଯାଇନଥାନ୍ତା । ଋଷର ମୁସଲିମ ବହୁଳ ପ୍ରାନ୍ତ ଦାଗିସ୍ତାନର ମସଜିଦରେ ପହଞ୍ଚିଥିଲେ ପୁତିନ୍ । ନିଜ ଦେଶରେ ମୁସଲିମଙ୍କ ସୁରକ୍ଷା ନେଇ ସୁନିଶ୍ଚିତ କରିବା ସହ କହିଥିଲେ ଯେ, ଅନେକ ରାଷ୍ଟ୍ର ଅଛନ୍ତି ଯେଉଁଠାରେ ସଂଖ୍ୟାଲଘୁଙ୍କContinue reading “ମସଜଦ ପହଞଚଲ ପତନ ସୱଡନର କରନ ପଡବ ଘଟଣକ କଡ ନନଦ କରବ ସହ କହଲ”

ପଣର ଧଇଗଲ ଅସଥୟ ରସତ : ଧବଳଶୱର ପଠକ ଯଗଯଗ ବନଦ

କନକ ବ୍ୟୁରୋ : ପାଣିରେ ଧୋଇଗଲା ଅସ୍ଥାୟୀ ରାସ୍ତା । ଧବଳେଶ୍ୱର ପୀଠକୁ ଯୋଗାଯୋଗ ବନ୍ଦ । ଝୁଲା ପୋଲ ଦୁର୍ବଳ ଥିବାରୁ ଅସ୍ଥାୟୀ ରାସ୍ତା ଦେଇ ଭକ୍ତ ଯାଇ ଧବଳେଶ୍ୱରକୁ ଦର୍ଶନ କରୁଥିଲେ । ମହାନଦୀରେ ପାଣି ଆସି ଧୋଇ ଯିବାରୁ ଧବଳେଶ୍ୱର ଯିବାକୁ ରାସ୍ତା ବନ୍ଦ ହୋଇଛି । ସେପଟେ ଝୁଲା ପୋଲକୁ ପ୍ରଶାସନ ବନ୍ଦ ରଖିଥିବା ବେଳେ ଧବଳେଶ୍ୱରକୁ ସଂଯୋଗ କରିବା ପାଇଁ କଂକ୍ରିଟ ପୋଲ ନିର୍ମାଣ ଚାଲିଛି । ଯାହା ଏପର୍ଯ୍ୟନ୍ତContinue reading “ପଣର ଧଇଗଲ ଅସଥୟ ରସତ : ଧବଳଶୱର ପଠକ ଯଗଯଗ ବନଦ”

ଗଛର ପଟ ହଲ କର : ଦରଘଟଣର ଜଣଙକ ମତୟ

କନକ ବ୍ୟୁରୋ : ନବରଙ୍ଗପୁରରେ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ । ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର । ଜଣେ ଗୁରୁତରଙ୍କୁ ନବରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଉମରକୋଟ ବାସିନୀ ଛକରେ ଏହି ଦୁର୍ଘଟଣା ଘଟିଛି । ଉମରକୋଟରୁ ଅଞ୍ଚଳା ଯାଉଥିଲା କାର । The post ଗଛରେ ପିଟି ହେଲା କାର : ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ first appeared on Kanak News. from Kanak NewsContinue reading “ଗଛର ପଟ ହଲ କର : ଦରଘଟଣର ଜଣଙକ ମତୟ”

ତମଲନଡ ରଜୟପଳଙକ ନଷପତତକ ନଇ ସର ଦଶର ଚରଚଚ : ପରଥମ ମନତରଙକ ବହଷକର କରବ ପର ଲଗଇଲ ରକ

କନକ ବ୍ୟୁରୋ : ପ୍ରଥମେ ମନ୍ତ୍ରୀଙ୍କୁ ବହିଷ୍କାର କଲେ । ପରେ ରୋକ୍ ଲଗାଇ ରାଜ୍ୟପାଳ କହିଲେ ଆଟର୍ଣ୍ଣି ଜେନେରାଲଙ୍କ ପରାମର୍ଶ ନଆସିବା ଯାଏ ମନ୍ତ୍ରୀ ପଦରେ ରହିବେ ବାଲାଜୀ । ତାମିଲନାଡୁ ରାଜ୍ୟପାଳଙ୍କ ଏପରି ଏକ ନିଷ୍ପତ୍ତିକୁ ନେଇ ସାରା ଦେଶରେ ଚର୍ଚ୍ଚା । ଦୁର୍ନୀତି ମାମଲାରେ ଛନ୍ଦି ହୋଇ ଜେଲ ଯାଇଛନ୍ତି ତାମିଲନାଡୁର ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀ । ରାଜ୍ୟପାଳ ଆର୍ ଏନ୍ ରବି ଜେଲରେ ଥିବା ଏହି ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବିନାContinue reading “ତମଲନଡ ରଜୟପଳଙକ ନଷପତତକ ନଇ ସର ଦଶର ଚରଚଚ : ପରଥମ ମନତରଙକ ବହଷକର କରବ ପର ଲଗଇଲ ରକ”

କଲଡ ଡରଙକସର କୟନସର : ଥଣଡ ପନୟର ଥବ ମଠକ ବପଜଜନକ କହଲ ବଶୱ ସୱସଥୟ ସଙଗଠନ

କନକ ବ୍ୟୁରୋ : ଆପଣ ପିଉଥିବା କୋଲଡ ଡ୍ରିଙ୍କସ ବା ଥଣ୍ଡା ପାନୀୟରେ ରହିଛି କ୍ୟାନସର କାରକ । ଥଣ୍ଡାପାନୀୟରେ ଥିବା ମିଠା କ୍ୟାନସରର କାରଣ । ଏହା ଶରୀର ପାଇଁ ହାନିକାରକ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏପରି କିଛି କହି ଲୋକଙ୍କୁ ସତର୍କ କରାଇଛି । ବଜାରରେ ମିଳୁଥିବା କୋକାକଲା ସମେତ ଅନ୍ୟାନ୍ୟ ବ୍ରାଣ୍ଡର କୋଲ୍ଡ ଡ୍ରିଙ୍କସରେ ଆର୍ଟିଫିସିଆଲ ସୁଇଟନର ବା କୃତ୍ରିମ ମିଠା ବ୍ୟବହାର କରାଯାଇଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛିContinue reading “କଲଡ ଡରଙକସର କୟନସର : ଥଣଡ ପନୟର ଥବ ମଠକ ବପଜଜନକ କହଲ ବଶୱ ସୱସଥୟ ସଙଗଠନ”

ପଲସ ବଶର ଲଟ : ଡକୟତ ଗରଫ; ଅସଲ ସନ ଦଖଇ ନକଲ ସନ ବକର ଉଦୟମ ବଳ ମଡ ବସଲ ପଲସ

କନକ ବ୍ୟୁରୋ : ପୋଲିସ ବେଶରେ ଲୁଟ୍ । କଳାହାଣ୍ଡିରେ ପୋଲିସ ବେଶରେ ଲୁଟ କରିବା ଅଭିଯୋଗରେ ୧୩ ଡକାୟତ ଗିରଫ । ପୋଲିସ ଏମାନଙ୍କ ଠାରୁ ୫ ଲକ୍ଷ ୭୪ ହଜାର ୫ ଶହ ନଗଦ ରାଶି, କିଛି ନକଲି ସୁନା ଅଳଙ୍କାର, ବୁଲେଟ, ପୋଲିସ ଡ୍ରେସ୍, ଲାଠି ଆଦି ଜବତ କରିଛି । ଗତ ୧୬ ତାରିଖରେ ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ରେଙ୍ଗାଲି ଗାଁର ରଣଜିତ୍ ନାଗ ଲୁଟର ଶିକାର ହୋଇଥିଲେ ।Continue reading “ପଲସ ବଶର ଲଟ : ଡକୟତ ଗରଫ; ଅସଲ ସନ ଦଖଇ ନକଲ ସନ ବକର ଉଦୟମ ବଳ ମଡ ବସଲ ପଲସ”

ପରଧନମନତର ଡକଲ ମନତର ପରଷଦ ବଠକ : ଜର ଧରଲ ମନତରମଣଡଳ ଅଦଳ ବଦଳ ଚରଚଚ

କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପ୍ରସ୍ତୁତି । ସଂଗଠନ ଠାରୁ ମନ୍ତ୍ରିମଣ୍ଡଳରେ ହୋଇପାରେ ଅଦଳ ବଦଳ । ଏଥିପାଇଁ କେନ୍ଦ୍ରର ଶାସକ ଦଳ ବିଜେପି ଜୋରଦାର ପ୍ରସ୍ତୁତି ଚଳାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୩ ତାରିଖରେ ମନ୍ତ୍ରିପରିଷଦ ବୈଠକ ଡାକିଛନ୍ତି । ଏହାପରେ କେନ୍ଦ୍ର କ୍ୟାବିନେଟରେ ଅଦଳବଦଳ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଲୋକସଭା ନିର୍ବାଚନକୁ ଆଉ ବର୍ଷେରୁ କମ୍ ସମୟ ବାକି ରହିଛି । ଏହାପୂର୍ବରୁ ଅନେକ ରାଜ୍ୟରେ ନିର୍ବାଚନContinue reading “ପରଧନମନତର ଡକଲ ମନତର ପରଷଦ ବଠକ : ଜର ଧରଲ ମନତରମଣଡଳ ଅଦଳ ବଦଳ ଚରଚଚ”

ଉତତର ପଶଚମ ବଙଗପସଗରର ପଣ ସଷଟ ହଇପର ଲଘଚପ : ରଜୟର ବରଷ ଆଶଙକ; କଉ ଜଲଲର ହବ ବରଷ ?

କନକ ବ୍ୟୁରୋ : ତିନି ଦିନ ପରେ ବଢିବ ବର୍ଷାର ପରିମାଣ । ୪ରେ ପୁଣି ଲଘୁଚାପ ଆଶଙ୍କା । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେଣୁ ୩ ତାରିଖରୁ ବର୍ଷାର ପରିମାଣ ବଢିବ । ଆଇଏମଡିର ସୂଚନା ଅନୁସାରେ ଏହି ସମୟରେ ଉପକୂଳ ଓ ଦକ୍ଷିଣ ଓଡିଶାରେ ବର୍ଷା ଅଧିକ ହେବାର ସମ୍ଭାବନା ରହିଛି । ଲଘୁଚାପ ଫଳରେ ଦୁଇ ତିନି ଦିନ ବର୍ଷା ହେବାର ସମ୍ଭାବନାContinue reading “ଉତତର ପଶଚମ ବଙଗପସଗରର ପଣ ସଷଟ ହଇପର ଲଘଚପ : ରଜୟର ବରଷ ଆଶଙକ; କଉ ଜଲଲର ହବ ବରଷ ?”

ବରପଦର ଶରଶର ହରବଳଦବ ଜଉଙକର ବହଡ ଯତର : ଆଜ ଦୱତୟ ଦନର ଅଟକଥବ ସଥନର ଟଣହବ ରଥ

କନକ ବ୍ୟୁରୋ : ଶାନ୍ତିପୂର୍ଣ୍ଣ ଭାବେ ଶେଷହେଲା ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀଶ୍ରୀ ହରିବଳଦେବ ଜୀଉଙ୍କର ପ୍ରଥମ ଦିନର ବାହୁଡା ଯାତ୍ରା । ଆଜି ଦ୍ୱିତୀୟ ଦିନରେ ଅଟକିଥିବା ସ୍ଥାନରୁ ଟଣା ହେବ ରଥ । ଲକ୍ଷାଧିକ ଭକ୍ତଙ୍କ ଭିଡ଼ରେ ଟଣା ହୋଇଛି ପ୍ରଭୁ ଜଗନ୍ନାଥ ଓ ସୁଭଦ୍ରାଙ୍କ ରଥ । ଗୁଣ୍ଡିଚା ଯାତ୍ରା ଭଳି ବାହୁଡା଼ ଯାତ୍ରା ମଧ୍ୟ ଏଠାରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଥାଏ । ଗତକାଲି ପ୍ରଥମ ଦିନରେ ଶ୍ରଦ୍ଧାଳୁ ମାନେ ଜଗନ୍ନାଥଙ୍କContinue reading “ବରପଦର ଶରଶର ହରବଳଦବ ଜଉଙକର ବହଡ ଯତର : ଆଜ ଦୱତୟ ଦନର ଅଟକଥବ ସଥନର ଟଣହବ ରଥ”

Design a site like this with WordPress.com
Get started