ଶରଜଉଙକ ସନବଶ ଦଖ ଆଖ ବଜଲ ମହଳ : ମଡକଲର ମତ ଘଷଣ କଲ ଡକତର

କନକ ବ୍ୟୁରୋ : ଶ୍ରୀଜିଉଙ୍କ ସୁନା ବେଶ ଦେଖି ଆଖି ବୁଜିଲେ ମହିଳା । ଠେଲାପେଲା ଭିତରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ । ତେବେ ଭିଡ ଭିତରେ ଜଣେ ମହିଳା ଭକ୍ତ ଅଣନିଃଶ୍ୱାସୀ ହୋଇ ପଡ଼ିଥିଲେ । ଏହା ପରେ ଚିକିତ୍ସା ପାଇଁ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ ଯୁବତୀ ଜଣକ ହେଉଛନ୍ତି ଭୁବନେଶ୍ୱରର ଶରତ ଚନ୍ଦ୍ର ବାରିକଙ୍କ ଝିଅContinue reading “ଶରଜଉଙକ ସନବଶ ଦଖ ଆଖ ବଜଲ ମହଳ : ମଡକଲର ମତ ଘଷଣ କଲ ଡକତର”

ସନବଶ ଦରଶନ କରବକ ଯଉଥବ ବଳ ଅଘଟଣ : ର ଅଧକ ଆହତ ଗରତର; ବଭନନ ହସପଟଲର ଭରତତ

କନକ ବ୍ୟୁରୋ : ସୁନାବେଶ ଦର୍ଶନ କରିବାକୁ ଯାଉଥିବା ବେଳେ ଦୁର୍ଘଟଣା । ପୁରୀ ଭୁବନେଶ୍ୱର ଜାତୀୟ ରାଜପଥରେ ବିଳମ୍ବିତ ରାତିରେ ପୃଥକ ପୃଥକ ଦୁର୍ଘଟଣା ଘଟିଛି । ପିପିଲି ନିକଟରେ ବାଇକ ଓ କାର ମଧ୍ୟରେ ଦୃଘର୍ଟଣା ଘଟିଛି । ଏଥିରେ ୧୬ ଜଣ ଆହତ ହୋଇଥିବା ବେଳେ ୧୦ ଜଣ ଗୁରୁତର ହୋଇଥିବା ସୂଚନା ରହିଛି । ଆହତମାନଙ୍କୁ ପ୍ରଥମେ ସାକ୍ଷୀଗୋପାଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତରContinue reading “ସନବଶ ଦରଶନ କରବକ ଯଉଥବ ବଳ ଅଘଟଣ : ର ଅଧକ ଆହତ ଗରତର; ବଭନନ ହସପଟଲର ଭରତତ”

ଆଜ ମହପରଭଙକ ଅଧରପଣ ନତ : ଚଣଡଚମଣଡ ଅଶରମନଙକ ତପତ ପଇ ରଥରଢ ଶରବଗରହଙକ ସମମଖର ହବ ପଣ

କନକ ବ୍ୟୁରୋ : ଆଜି ରଥରେ ହେବ ମହାପ୍ରଭୁଙ୍କ ଅଧରପଣା ନୀତି । ୩ ଠାକୁରଙ୍କୁ ୯ଟି ମାଟି ହାଣ୍ଡିରେ ଅଧରପଣା ଲାଗି ହେବ । ଚଣ୍ଡିଚାମୁଣ୍ଡା, ଅଶରୀରୀମାନଙ୍କୁ ତୁପ୍ତ କରିବା ପାଇଁ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ରଥ ଉପରେ ଅଧରପଣା ପୂଜା ନୀତି ସମ୍ପନ୍ନ ହେବ । ଚତୁର୍ଦ୍ଧାମୂର୍ତିଙ୍କ ଠାରେ ଏହି ପଣା ଲାଗି ହେବା ପରେ ରଥ ଉପରେ ହାଣ୍ଡିକୁ ଭଙ୍ଗାଯିବ । ଏଥିପାଇଁ ସ୍ୱତନ୍ତ୍ର ଅଧରହାଣ୍ଡି ପ୍ରସ୍ତୁତ ହୋଇଛି । ସିଂହଦ୍ବାର ସମ୍ମୁଖ ଛାଉଣୀContinue reading “ଆଜ ମହପରଭଙକ ଅଧରପଣ ନତ : ଚଣଡଚମଣଡ ଅଶରମନଙକ ତପତ ପଇ ରଥରଢ ଶରବଗରହଙକ ସମମଖର ହବ ପଣ”

ନଶସ ଜଘନୟ ସଘତକ ପଟପଟ ଦଇ ଜଣଙକ ନରମମ ହତୟ ହତୟ ପର ପଡ଼ ଦଲ ଶବ

କନକ ବ୍ୟୁରୋ: ଚାଞ୍ଚଲ୍ୟ ଖେଳାଇ ଦେଇଛି ଗଞ୍ଜାମ ଜିଲ୍ଲା ମହୁଡ଼ା ଗାଁର ହତ୍ୟାକାଣ୍ଡ । ଦୁଇ ଜଣଙ୍କୁ ପିଟିପିଟି ନିର୍ମମ ଭାବେ ହତ୍ୟା କରିବା ପରେ ମୃତଦେହରେ ପେଟ୍ରୋଲ୍ ଢ଼ାଳି ପୋଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି । ଭୋରରୁ ଘଟଣା ସାମ୍ନାକୁ ଆସିବା ପରେ ଘଟଣାସ୍ଥଳରେ ପହଞ୍ଚି ପୁଲିସ୍ ଛାନବିନ୍ ଆରମ୍ଭ କରିଛି । ମୃତକ ଦୁଇ ଜଣ ହେଲେ ସଦର ଥାନା ଲାଠି ଗାଁ କୁମ୍ଭାରସାହିର ଶିବରାମ ଗୌଡ଼ ଏବଂ ପାଢ଼ୀସାହିର ଲିଟୁ ଓରଫ ବିଘ୍ନରାଜContinue reading “ନଶସ ଜଘନୟ ସଘତକ ପଟପଟ ଦଇ ଜଣଙକ ନରମମ ହତୟ ହତୟ ପର ପଡ଼ ଦଲ ଶବ”

ସନ ଗହଣ ଧର ଚମପଟ ମରଲ ନଆବହ ସପଟ ବହକ କନନର ସନଦହ କଲ ଶଶଘର ଲକ ଭବନଶୱର ଉପକଣଠ ବଲପଟଣ ଥନର ଦଇଟ ଭନନ ଭନନ ଅଭଯଗ

କନକ ବ୍ୟୁରୋ: କୁହାଯାଏ ବାହାଘରର ସମ୍ପର୍କ ଭଗବାନ ଗଢିଥାନ୍ତି । ହେଲେ ଯଦି ଏହି ବାହାଘର ପରିବାର ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରେ ତା ହେଲେ ସେଠି କଣ କରାଯିବ । ଏମିତି ଏକ ବାହାଘର ବରପକ୍ଷ ପାଇଁ କାଳ ସାଜିଛି । ବିବାହର ୨ ସପ୍ତାହ ପରେ ସ୍ୱାମୀଙ୍କ ସହ ବାପଘର ବୁଲିଯାଇଥିଲେ କନିଆ । ନିଜ ସ୍ୱାମୀଙ୍କୁ ଛାଡି ସବୁ ସୁନାଗହଣା ସହ ମାରିଥିଲେ ଚମ୍ପଟ । ସେହିପରି ଅନ୍ୟ ଏକ ବାହାଘରContinue reading “ସନ ଗହଣ ଧର ଚମପଟ ମରଲ ନଆବହ ସପଟ ବହକ କନନର ସନଦହ କଲ ଶଶଘର ଲକ ଭବନଶୱର ଉପକଣଠ ବଲପଟଣ ଥନର ଦଇଟ ଭନନ ଭନନ ଅଭଯଗ”

ରଜଧନର ଫଟଲ ରଜନତର ଗଳ ଭବନଶୱର ଝରପଡ ଅଞଚଳର ଗଳକଣଡ ଦଇ ଅଭଯକତ ଗରଫ ତଦନତ କରଛ କମସନରଟ ପଲସ

କନକ ବ୍ୟୁରୋ: ରାଜନୀତି ପାଇଁ ରାଜଧାନୀରେ ଗୁଳିକାଣ୍ଡ । ରକ୍ତରଞ୍ଜିତ ହେଲା ଭୁବନେଶ୍ୱରର ଝାରପଡା ଅଞ୍ଚଳ । ତେବେ ବିଜେପି କର୍ପୋରେଟର ପ୍ରାର୍ଥୀ ଆଉ ବିଜେଡି କର୍ପୋରେଟଙ୍କ ସମ୍ପର୍କୀୟ କାର ସାଇଡ୍ ମରାକୁ ନେଇ ହୋଇଥିଲେ ମୁହାଁମୁହିଁ । ଯୁକ୍ତିତର୍କ, କଥା କଟାକଟିରୁ ମାମଲା ଗୁଳି ଚାଳନା ପର୍ଯ୍ୟନ୍ତ ପହଁଚିଯାଇଥିଲା । ଆଉ ରାଜନୈତିକ ଶତ୍ରୁତାକୁ ନେଇ ଏହି ଗୁଳିକାଣ୍ଡ ହୋଇଥିବା ଜଣାପଡିଛି । ରାଜନୀତି ପାଇଁ ରାଜଧାନୀରେ ଗୁଳି! ପୁଣି ଅଶାନ୍ତ ହେଲା ଝାରପଡ଼ା! ବୁଧବାର,Continue reading “ରଜଧନର ଫଟଲ ରଜନତର ଗଳ ଭବନଶୱର ଝରପଡ ଅଞଚଳର ଗଳକଣଡ ଦଇ ଅଭଯକତ ଗରଫ ତଦନତ କରଛ କମସନରଟ ପଲସ”

ବରଧ ଭତର ଜଗତସହପର ଗସତର -ଟ ସଚବ ବଭନନ ଉନନୟନ କରଯୟର କଲ ସମକଷ କଳ ଟ-ସରଟ ପନଧ କଳ ବଲନ ଉଡଇ ପରତବଦ କଲ ବଜପ ଯବମରଚଚ

କନକ ବ୍ୟୁରୋ: କେନ୍ଦ୍ରର ଚିଠି ଓ ବିରୋଧୀଙ୍କ ସମାଲୋଚନା ସତ୍ୱେ ଗସ୍ତ ଜାରି ରଖିଛନ୍ତି ୫-ଟି ସଚିବ । ଆଜି ଜଗତସିଂହପୁର ଜିଲ୍ଳା ଗସ୍ତ କରି ବିଭିନ୍ନ ବିକାଶମୂଳକ କାମର ସମୀକ୍ଷା କରିଛନ୍ତି ଭିକେ ପାଣ୍ଡିଆନ । ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଶିଆଳି ବେଳାଭୂମିର ବିକାଶ, ବେଳାଭୂମି ରାଜପଥ ନିର୍ମାଣ, କମ୍ୟୁନିଟି ସେଣ୍ଟର, ପାନୀୟ ଜଳଯୋଗାଣ ପ୍ରକଳ୍ପ ଆଦି ଖୁବ୍ ଶୀଘ୍ର ଶେଷ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କେନ୍ଦ୍ରର ଚିଠି ପରେ ୫-ଟିContinue reading “ବରଧ ଭତର ଜଗତସହପର ଗସତର -ଟ ସଚବ ବଭନନ ଉନନୟନ କରଯୟର କଲ ସମକଷ କଳ ଟ-ସରଟ ପନଧ କଳ ବଲନ ଉଡଇ ପରତବଦ କଲ ବଜପ ଯବମରଚଚ”

ଷଟଲନ ସରକରର ମନତରଥବ ବ ସନଥଲ ବଲଜଙକ ରଜୟପଳ କଲ ବରଖସତ ଇଡ କରଥଲ ଗରଫ

କନକ ବ୍ୟୁରୋ : ତାମିଲନାଡୁରେ ପୁଣି ଆରମ୍ଭ ହେଲା ସରକାର ଓ ରାଜ୍ୟପାଳ ମଧ୍ୟରେ ବିବାଦ । ଇଡି ଦ୍ୱାରା ଗିରଫ ହୋଇ ଜେଲରେ ଥିବା ଷ୍ଟାଲିନ ସରକାରର ମନ୍ତ୍ରୀ ବି ସେନ୍ଥିଲ ବାଲାଜୀଙ୍କୁ ରାଜ୍ୟପାଳ ଆର.ଏନ ରବି ତତ୍କାଳ ପ୍ରଭାବରେ ବରଖାସ୍ତ କରିଛନ୍ତି । ତାମିଲନାଡୁ ରାଜଭବନ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି କି ମନ୍ତ୍ରୀ ବି ସେନ୍ଥିଲ ବାଲାଜୀ ଟଙ୍କା ବଦଳରେ ଚାକିରି ମାମଲା ସହିତ ଅନ୍ୟ ଦୁର୍ନୀତି ମାମଲାରେ ଜଡିତ ଥିବାରୁContinue reading “ଷଟଲନ ସରକରର ମନତରଥବ ବ ସନଥଲ ବଲଜଙକ ରଜୟପଳ କଲ ବରଖସତ ଇଡ କରଥଲ ଗରଫ”

କମତ ପରଣଣ ହଲ ଶରଜଉଙକ ରତନଭଣଡର? ଶରମନଦରକ କଉଠ ଆସଲ ଏତ ସନ?

କନକ ବ୍ୟୁରୋ: ସୁନାବେଶରେ ସଜେଇ ହେଇ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ରଥ ଉପରେ ନାନାଦି ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ ହୋଇ ଶ୍ରୀଜିଉମାନେ ଝଟକୁଛନ୍ତି । ଏହି ଦିବ୍ୟଦୃଶ୍ୟ ଦେଖିବା ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ରକୁ ଛୁଟି ଆସିଛନ୍ତି । ୧୪୬୦ ମସିହାରୁ ରଥ ଉପରେ ଶ୍ରୀଜିଉଙ୍କ ସୁନାବେଶ ହୋଇ ଆସୁଥିବା କୁହନ୍ତି, ଜଗନ୍ନାଥ ସଂସ୍କୃତି ଗବେଷକ । ତେବେ ଶ୍ରୀମନ୍ଦିରକୁ ଏତେ ସୁନା କିପରି ଆସିଲା, ଜାଣିବା ପାଇଁ ଆଜି ବି ଲୋକଙ୍କ ମଧ୍ୟରେContinue reading “କମତ ପରଣଣ ହଲ ଶରଜଉଙକ ରତନଭଣଡର? ଶରମନଦରକ କଉଠ ଆସଲ ଏତ ସନ?”

ସନବଶର ଝଟକଛନତ ରଥରଢ଼ ଠକର ମହଣ ମହଣ ସୱରଣଣ ଅଳଙକରର ସଜଇ ହଇ ଦଉଛନତ ଦରଶନ ପଢନତ କଉ ଠକର ପନଧଛନତ କ ରତନ ଅଳଙକର?

କନକ ବ୍ୟୁରୋ: ସୁନାରେ ଝଟକିଲେ ମହାବାହୁ । ରଥ ଉପରେ ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରା ଦିବ୍ୟ ସୁନାବେଶରେ ଦେଇଛନ୍ତି ଦର୍ଶନ । ଆଉ ତିନିଠାକୁରଙ୍କ ଏହି ସୁନାବେଶକୁ ଦେଖିବାକୁ ଲୋକାରଣ୍ୟ ହୋଇପଡିଛି ଶ୍ରୀକ୍ଷେତ୍ର । ତେବେ ରଥଯାତ୍ରାର ପର୍ବ ଭିତରେ ଶ୍ରୀଜିଉଙ୍କ ସୁନାବେଶ ଏକ ଅଲୌକିକ ପର୍ବ । ଏଥିରେ ସାମିଲହୋଇ ନିଜକୁ ଧନ୍ୟ ମନେ କରିଛନ୍ତି ଲକ୍ଷ ଲକ୍ଷ ଭକ୍ତ । ତିନିଠାକୁରଙ୍କ ସୁନାବେଶ ଦେଖିବାକୁ ବଡ଼ଦାଣ୍ଡରେ ନାହିଁ ନଥିବା ଭିଡ଼Continue reading “ସନବଶର ଝଟକଛନତ ରଥରଢ଼ ଠକର ମହଣ ମହଣ ସୱରଣଣ ଅଳଙକରର ସଜଇ ହଇ ଦଉଛନତ ଦରଶନ ପଢନତ କଉ ଠକର ପନଧଛନତ କ ରତନ ଅଳଙକର?”

Design a site like this with WordPress.com
Get started