କନକ ବ୍ୟୁରୋ: କାଳିଆ ପିନ୍ଧୁଛନ୍ତି ପୁରୁଣା ସୁନା । ବର୍ତ୍ତମାନ ଥିବା ସୁନା ଭାଙ୍ଗିଗଲାଣି, ମରାମତି ହେଉଛି । ତେଣୁ ଖୁବଶୀଘ୍ର ରତ୍ନଭଣ୍ଡାର ଖୋଲିବାକୁ ଦାବି କରିଛନ୍ତି ଶ୍ରୀଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର । କନକ ନ୍ୟୁଜକୁ ସେ କହିଛନ୍ତି, ଜଗନ୍ନାଥ ବାରମ୍ବାର ପୁରୁଣା ସୁନା ପିନ୍ଧୁଛନ୍ତି । ବର୍ଷା ହେଲେ ରତ୍ନଭଣ୍ଡାରରେ ପାଣି ପଡି କଣ ନଷ୍ଟ ହେବଣି ତାହା କାହାକୁ ଜଣାନାହିଁ । ଆଉ ସରକାର ଘୋଷଣା କଲେ ଲୋକେ ସୁନା ଗଦାContinue reading “କଳଆ ପନଧଛ ପରଣ ସନ ରତନଭଣଡର ଖଲବକ ଦବ କଲ ଜଗନନଥଙକ ମଖୟ ବଡ଼ଗରହ ଜଗନ କହଲ ଭଣଡରର ରହଛ ଶଗଡ଼ ଶଗଡ଼ ସନ”
Tag Archives: News
ଓଡଶ ଦକଷତ ବକଶ ପରଷଦର ଅଧୟକଷ ପଦ ଛଡଲ ସବରତ ବଗଚ ଅଳକ ମଶରଙକ ମଳଲ ନଆ ଦୟତୱ
କନକ ବ୍ୟୁରୋ : ଓଡିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ପଦ ଛାଡିଛନ୍ତି ସୁବ୍ରତ ବାଗଚି । ଏନେଇ ସେ ନିଜେ ଟ୍ୱିଟରରେ ସୂଚନା ଦେଇଛନ୍ତି । ସେ ଅଧ୍ୟକ୍ଷ ପଦ ଛାଡିବା ପରେ ତାଙ୍କ ସ୍ଥାନରେ ଅଳକା ମିଶ୍ରଙ୍କୁ ଦାୟିତ୍ୱ ମିଳିଛି । ସୁବ୍ରତ ବାଗଚି ଦୀର୍ଘ ୭ ବର୍ଷ ଧରି ଓଡିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ । ବ୍ୟକ୍ତିଗତ କାରଣ ପାଇଁ ସେ ପଦ ଛାଡିଥିବା କଥା ଟ୍ୱିଟରContinue reading “ଓଡଶ ଦକଷତ ବକଶ ପରଷଦର ଅଧୟକଷ ପଦ ଛଡଲ ସବରତ ବଗଚ ଅଳକ ମଶରଙକ ମଳଲ ନଆ ଦୟତୱ”
ଆପର ମଶନ ମଧୟପରଦଶ ଦଳର ସମଲ ହଲ ଲକପରୟ ଅଭନତର ଚହତ ପଣଡ
କନକ ବ୍ୟୁରୋ : ମଧ୍ୟପ୍ରଦେଶ ବିଧାନସଭାକୁ ନେଇ ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ଆକ୍ସନମୋଡକୁ ଆସିଥିବା ବେଳେ ଏବେ ତୃତୀୟ ରାଜନୈତିକ ପାର୍ଟି ଭାବେ ଆମ୍ ଆଦମୀ ପାର୍ଟି ମଧ୍ୟ ନିର୍ବାଚନକୁ ନେଇ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି କ୍ରମରେ ଦାମୋହରେ ରହୁଥିବା ଅଭିନେତ୍ରୀ ଚାହତ ପାଣ୍ଡେ ଆଜି ଦିଲ୍ଲୀସ୍ଥିତ ଆପ୍ କାର୍ଯ୍ୟାଳୟରେ ପହଂଚି ଦଳରେ ଯୋଗ ଦେଇଛନ୍ତି । ଦଳର ରାଷ୍ଟ୍ରୀୟ ମହାସଚିବ ସନ୍ଦୀପ ପାଠକଙ୍କ ଉପସ୍ଥିତିରେ ସେ ଆପରେ ସାମିଲContinue reading “ଆପର ମଶନ ମଧୟପରଦଶ ଦଳର ସମଲ ହଲ ଲକପରୟ ଅଭନତର ଚହତ ପଣଡ”
ବହଡ ଯତର ଦରଘଟଣର ମତକଙକ ପଇ ମଖୟମନତରଙକ ଶକ ମତକ ଙକ ପରବର ପଇ ଲକଷ ଟଙକର ସହୟତ ରଶ ଘଷଣ
କନକ ବ୍ୟୁରୋ : ଗତ କାଲି ବାହୁଡା଼ ଯାତ୍ରା ସମୟରେ କେଉଁଝର ଜିଲ୍ଲା କେନ୍ଦୁଆ ଗ୍ରାମ ଠାରେ ୩ ଜଣ ଓ କୋରାପୁଟ ଜିଲ୍ଲା କୋଲାବ ନଗର ଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି. ଏବଂ ଶୋକ ସନ୍ତପ୍ତ ପରିବାରContinue reading “ବହଡ ଯତର ଦରଘଟଣର ମତକଙକ ପଇ ମଖୟମନତରଙକ ଶକ ମତକ ଙକ ପରବର ପଇ ଲକଷ ଟଙକର ସହୟତ ରଶ ଘଷଣ”
କବଠ ଆରମଭ ହଇଥଲ ମହପରଭଙକ ସନବଶ? କଉଠ ଆସଲ ଏତ ସନ? ପଢନତ ମହପରଭଙକ ସନବଶ ପଛର ଇତହସ
କନକ ବ୍ୟୁରୋ: ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ସୁନାବେଶ ଅନ୍ୟତମ, ଯାହାକି ଅତ୍ୟନ୍ତ ଉପଭୋଗ୍ୟ ଓ ଆକର୍ଷଣୀୟ । ମହାପ୍ରଭୁଙ୍କ ସକଳ ବେଶରେ ମାଧୁର୍ଯ୍ୟ ଲାବଣ୍ୟ ପ୍ରକଟିତ ହେଉଥିବା ସ୍ଥଳେ, କେବଳ ସୁନା ବେଶରେ ଐଶ୍ୱର୍ଯ୍ୟ ପ୍ରାବଲ୍ୟ ପରିସ୍ଫୁଟ ହୋଇଥାଏ। ଆଜି ହେଉଛି ମହାପ୍ରଭୁଙ୍କ ସୁନାବେଶ । ବାହୁଡା ଯାତ୍ରାରେ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ସମ୍ମୁଖକୁ ଫେରିବା ପରେ ଆଜି ମହଣ ମହଣ ସୁନାରେ ସଜେଇ ହେବେ ସାଆନ୍ତେ । ରଥ ଉପରୁ ଆଜି ଅଗଣିତ ଭକ୍ତଙ୍କୁContinue reading “କବଠ ଆରମଭ ହଇଥଲ ମହପରଭଙକ ସନବଶ? କଉଠ ଆସଲ ଏତ ସନ? ପଢନତ ମହପରଭଙକ ସନବଶ ପଛର ଇତହସ”
ବରଧ ମଣଟର ଦୱତୟ ପରଯୟୟ ବଠକକ ନଇ ଶରଦ ପୱରଙକ ବଡ ଘଷଣ ସମଲ ନହ ବର ଏହଠର ଅନଷଠତ ହବ ବଠକ
କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ମହାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟ ବୈଠକ ସ୍ଥାନ ବଦଳିଯାଇଛି । ପ୍ରଥମେ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ସିମଲା ଠାରେ ହେବ ବୋଲି କୁହାଯାଉଥିବା ବେଳେ ବୈଠକ ବେଙ୍ଗାଲୁରୁରେ ହେବ ବୋଲି ଘୋଷଣା କରିଛନ୍ତି ଏନସିପି ନେତା ଶରଦ ପାୱାର । ଏହି ବୈଠକ ଜୁଲାଇ ୧୩ ଓ ୧୪ ତାରିଖ ଦୁଇଦିନ ଧରି ବେଙ୍ଗାଲୁରୁ ଠାରେ ହେବ ବୋଲି ଶରଦ ପାୱାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପୁଣେContinue reading “ବରଧ ମଣଟର ଦୱତୟ ପରଯୟୟ ବଠକକ ନଇ ଶରଦ ପୱରଙକ ବଡ ଘଷଣ ସମଲ ନହ ବର ଏହଠର ଅନଷଠତ ହବ ବଠକ”
ବଶୱର ସବଠର ଶକତଶଳ ଦଶର ରଷଟରମଖୟଙକ ଗମଭର ରଗ ମଶନ ସହଯୟର ଶଇବ ବଳ ନଉଛନତ ନଶୱସ ହୱଇଟ ହଉସ କଲ ଖଲସ
କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୮୦ ବର୍ଷ ବୟସ ପାର କରିସାରିଛନ୍ତି । ଏହି କାରଣରୁ ତାଙ୍କର ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଦେଇଛି । ସେ ଆମେରିକାର ସବୁଠାରୁ ବୟସ୍କ ରାଷ୍ଟ୍ରପତି । ବର୍ତ୍ତମାନ ବାଇଡେନ ଶୋଇବା ବେଳେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି । ତେଣୁ ଶୋଇବା ସମୟରେ ତାଙ୍କୁ ସିଏପିଏ ବା କଣ୍ଟିନ୍ୟୁୟସ ଏୟାରୱେ ପ୍ରେସର ମେଶିନରେ ରଖାଯାଉଛି । ଏହା ଦ୍ୱାରା ସେ ରାତିରେ ଠିକ ଭାବରେContinue reading “ବଶୱର ସବଠର ଶକତଶଳ ଦଶର ରଷଟରମଖୟଙକ ଗମଭର ରଗ ମଶନ ସହଯୟର ଶଇବ ବଳ ନଉଛନତ ନଶୱସ ହୱଇଟ ହଉସ କଲ ଖଲସ”
କବଳ ଥର ନହ ବରଷକ ଥର ସନ ବଶର ସଜଇ ହଅନତ ମହପରଭ ଜଣନତ କଉ କଉ ଦନ ସନବଶ ହଅନତ ସଆନତ?
କନକ ବ୍ୟୁରୋ: ଆଜି ମହାପ୍ରଭୁଙ୍କ ସୁନାବେଶ । ବାହୁଡା ଯାତ୍ରାରେ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ସମ୍ମୁଖକୁ ଫେରିବା ପରେ ଆଜି ମହଣ ମହଣ ସୁନାରେ ସଜେଇ ହେବେ ସାଆନ୍ତେ । ଏଥିପାଇଁ ପୁରୀରେ ବି ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ରଥ ଉପରୁ ଆଜି ଅଗଣିତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାବିଗ୍ରହ । ତେବେ ଆପଣ ଜାଣିଛନ୍ତି କି? ବର୍ଷକୁ କେବଳ ଥରେ ନୁହେଁ ବରଂ ୫ ଥର ସୁନାବେଶରେ ସଜେଇ ହୁଅନ୍ତିContinue reading “କବଳ ଥର ନହ ବରଷକ ଥର ସନ ବଶର ସଜଇ ହଅନତ ମହପରଭ ଜଣନତ କଉ କଉ ଦନ ସନବଶ ହଅନତ ସଆନତ?”
ପର ରଥଯତରର ଜଏସପ ଫଉଣଡସନ ତରଫର ଭକତମନଙକ ପଇ ଭଜନ ସବ ବରତତମନ ପରଯୟନତ ଲକଷର ଅଧକ ଭକତଙକ ସତଜ ରନଧ ଖଦୟ ଯଗଣ
କନକ ବ୍ୟୁରୋ : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସମାଜକଲ୍ୟାଣ ସଂସ୍ଥା ଜେଏସପି ଫାଉଣ୍ଡେସନ ପୁରୀର ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥ ରଥ ଯାତ୍ରା ସମୟରେ ଏହାର ମିଶନ ଜିରୋ ହଙ୍ଗର କାର୍ଯ୍ୟକ୍ରମ ଅଧୀନରେ ବର୍ତ୍ତମାନ ପର୍ୟ୍ୟନ୍ତ ୩୦୦,୦୦୦ରୁ ଅଧିକ ଭକ୍ତଙ୍କୁ ସତେଜ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି । ଏହାର ଚେୟାରପର୍ସନ୍ ଶାଲୁ ଜିନ୍ଦଲଙ୍କ ମାର୍ଗଦର୍ଶନରେ ଫାଉଣ୍ଡେସନ ପକ୍ଷରୁ ଭକ୍ତମାନଙ୍କୁ ଥଣ୍ଡା ପାନୀୟ ଜଳ ଏବଂ ଗ୍ଲୁକୋଜ ପ୍ୟାକେଟ୍ ମଧ୍ୟ ଯୋଗାଇ ଦିଆଯାଇଥିଲା । ଜିଲ୍ଲା ପ୍ରଶାସନContinue reading “ପର ରଥଯତରର ଜଏସପ ଫଉଣଡସନ ତରଫର ଭକତମନଙକ ପଇ ଭଜନ ସବ ବରତତମନ ପରଯୟନତ ଲକଷର ଅଧକ ଭକତଙକ ସତଜ ରନଧ ଖଦୟ ଯଗଣ”
ମଦଙକ ପଇ ପଲଟ ରମ ହଇଥଲ ମଖୟମନତର ଲକଷସରଇର ନତଶଙକ ଉପର ଅମତ ଶହଙକ ନଶନ
କନକ ବ୍ୟୁରୋ: ଗୃହମନ୍ତ୍ରୀ ଅମିତ ଶାହ ଆଜି ବିହାରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରେ ଜୋରଦାର ହମଲା କରିଛନ୍ତି । ଲକ୍ଷୀସରାଇରେ ଜନସଭାକୁ ସମ୍ବୋଧିତ କରି ଶାହ ନୀତିଶ କୁମାରଙ୍କୁ ପଲଟୁ ରାମ କହି କଟାକ୍ଷ କରିଛନ୍ତି । ବିହାରରେ ବିରୋଧୀଙ୍କ ବୈଠକକୁ ନେଇ ମଧ୍ୟ ଅମିତ ଶାହ ହମଲା କରିଛନ୍ତି । ଗୃହମନ୍ତ୍ରୀ କଂଗ୍ରେସକୁ ମଧ୍ୟ କଟାକ୍ଷ କରି କହିଛନ୍ତି ଦଳ ଗତ ୨୦ ବର୍ଷ ଧରି ରାହୁଲ ଗାନ୍ଧୀଙ୍କୁ ଲଞ୍ଚ କରିବା ପାଇଁ ଉଦ୍ୟମContinue reading “ମଦଙକ ପଇ ପଲଟ ରମ ହଇଥଲ ମଖୟମନତର ଲକଷସରଇର ନତଶଙକ ଉପର ଅମତ ଶହଙକ ନଶନ”