ବଶୱକ ମଳଲ କ ଦୱତୟ ଏଲନ ମସକ ! ବରଷ ବୟସର ବଶୱ ଧନ ତଲକର ସମଲ ହଲ ଏହ ଯବକ

କନକ ବ୍ୟୁରୋ : ସାଧାରଣ ଭାବେ ଯଦି କେହି କୋଟିପତି ହେଉଛନ୍ତି ତେବେ ଏହା ପଛରେ ତାଙ୍କର ସମର୍ପଣ ଓ ଶ୍ରମକୁ ଶ୍ରେୟ ଦିଆଯାଇଥାଏ । କାରଣ ଦୁନିଆ ଟଙ୍କା ଉପରେ ଅଧାରିତ ଓ ବିଶ୍ୱରେ ଏବେ ହଜାର ହଜାର କୋଟିପତି ରହିଛନ୍ତି । ଏହି କ୍ରମରେ ଏବେ ଆମେ ଆପଣଙ୍କୁ ଏଭଳି ଜଣେ ଯୁବକଙ୍କ କଥା କହୁଛୁ ଯେ, କି ୨୫ ବର୍ଷରେ କୋଟିପତି ହେବା ସହ ବିଶ୍ୱ ଧନୀ ତାଲିକାରେ ସୂଚିତ ହୋଇଛନ୍ତି ।Continue reading “ବଶୱକ ମଳଲ କ ଦୱତୟ ଏଲନ ମସକ ! ବରଷ ବୟସର ବଶୱ ଧନ ତଲକର ସମଲ ହଲ ଏହ ଯବକ”

ଆସଲ ଫବରଆର ର ସସଟଭ ଫଟଜ ପଥୱ ଶଙକ ପଇ ବଢଲ ଅଡଆ

କନକ ବ୍ୟୁରୋ : ଭାରତୀୟ କ୍ରିକେଟର ପୃଥ୍ୱୀ ଶ’ ଓ ମଡେଲ ସପନା ଗିଲଙ୍କ ମଧ୍ୟରେ ପାଟିତୁଣ୍ଡ ଘଟଣାକୁ ଏହା ଭିତରେ ବେଶ କିଛି ମାସ ବିତି ଗଲାଣି । ଏପରିକି ଗତ କିଛି ଦିନ ପୂର୍ବେ ପୃଥ୍ୱୀ ଶ’ଙ୍କୁ ଏହି ଘଟଣାରେ ନିର୍ଦ୍ଦୋଷ ବୋଲି କହିଛି ପୋଲିସ । କିନ୍ତୁ ଏହା ଭିତରେ ଏକ ସିସିଟିଭି ଭିଡ଼ିଓ ସାମ୍ନାକୁ ଆସିଛି । ଯେଉଁଥିରେ କେମିତି ବିବାଦ ଆରମ୍ଭ ହୋଇଥିଲା ତାହା ଦେଖିବାକୁ ମିଳିଛି । ଏହିContinue reading “ଆସଲ ଫବରଆର ର ସସଟଭ ଫଟଜ ପଥୱ ଶଙକ ପଇ ବଢଲ ଅଡଆ”

କଜରୱଲ କୟବନଟର ବଡ ଅଦଳବଦଳ ଆତଶଙକ ଅରଥ ଏବ ରଜସୱ ବଭଗର ଦୟତୱ

କନକ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରି୍ୱାଲ ସରକାରରେ ବଡ ଅଦଳବଦଳ ହୋଇଛି । ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନକୁ ଉପରାଜ୍ୟପାଳ ମଞ୍ଜୁରୀ ଦେଇଛନ୍ତି । ଉପରାଜ୍ୟପାଳଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଆତିଶି ବର୍ତ୍ତମାନ ଅର୍ଥ ଏବଂ ରାଜସ୍ୱ ବିଭାଗର ଦାୟିତ୍ୱ ସମ୍ଭାଳିବେ । ପୂର୍ବରୁ ତାଙ୍କ ପାଖରେ ଅନେକ ମନ୍ତ୍ରାଳୟର ଦାୟିତ୍ୱ ଥିବା ବେଳେ ସେ ଏହି ଦୁଇ ବିଭାଗର ଦାୟିତ୍ୱ ସମ୍ଭାଳିବେ । The post କେଜ୍ରିୱାଲContinue reading “କଜରୱଲ କୟବନଟର ବଡ ଅଦଳବଦଳ ଆତଶଙକ ଅରଥ ଏବ ରଜସୱ ବଭଗର ଦୟତୱ”

ମଣପରର ରହଲଙକ ରକଯବକ ନଇ ବବଦ ଇମଫଲ ଫରଆସଛ ରହଲଙକ କରକଡ

କନକ ବ୍ୟୁରୋ: ମଣିପୁର ଗତ ୨ ମାସ ଧରି ହିଂସା ଦ୍ୱାରା ପ୍ରଭାବିତ ହେଉଛି । ଶାନ୍ତି ପ୍ରତିଷ୍ଠା ପାଇଁ ଏଠି ଅନେକ ପ୍ରକାର ଉଦ୍ୟମ ଜାରିରହିଛି ହେଲେ ଶାନ୍ତି ପ୍ରତିଷ୍ଠା ହୋଇପାରୁନାହିଁ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୁଇ ଦିନିଆ ମଣିପୁର ଗସ୍ତେରେ ଅଛନ୍ତି । ବିମାନବନ୍ଦରରୁ ବାହାରିବା ପରେ ସେ ବିଷ୍ଣୁପୁର ଜିଲ୍ଲା ଗସ୍ତ କରିଥିଲେ । ତେବେ ସ୍ଥାନୀୟ ଚେକ୍ ପୋଷ୍ଟରେ ତାଙ୍କ କାରକେଡକୁ ପୁଲିସ ଅଟକାଇ ଦେଇଥିଲା । କାରକେଡ୍Continue reading “ମଣପରର ରହଲଙକ ରକଯବକ ନଇ ବବଦ ଇମଫଲ ଫରଆସଛ ରହଲଙକ କରକଡ”

ଆତମହତୟ ହବ ପଲଟଛ କଟ! ମସର ଗଲଣ ଛତରଙକ ଜବନ: କରଣ କହଲ ବଶଷଜଞ

କନକ ବ୍ୟୁରୋ: କୋଟା କହିଲେ ପ୍ରତିଯୋଗିତାର ଏକ ସହର ବୋଲି ସମସ୍ତେ ବୁଝିଥାନ୍ତି । ହେଲେ ଏବେ ଏହା ଆତ୍ମହତ୍ୟାର କେନ୍ଦ୍ର ପାଲଟିଥିବା ଦେଖାଯାଉଛି । କାରଣ ୨ ମାସ ଭିତରେ ୯ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିବା ଖବର ଅଭିଭାବକଙ୍କୁ ଚିନ୍ତାରେ ପକାଇଛି । ରାଜସ୍ଥାନର ଶିକ୍ଷା ନଗରୀ କୁହାଯାଉଥିବା କୋଟା ସହରରେ ଛାତ୍ରଙ୍କ ଲଗାତାର ଆତ୍ମହତ୍ୟା ଖବର ଏବେ ସୋସିଆଲ ମିଡିଆରେ ଜୋର ଧରିବାକୁ ଲାଗିଲାଣି । ଜୁନ୍ ୨୭ ତାରିଖରେ ନିଟ୍ ପାଇଁ ପ୍ରସ୍ତୁତContinue reading “ଆତମହତୟ ହବ ପଲଟଛ କଟ! ମସର ଗଲଣ ଛତରଙକ ଜବନ: କରଣ କହଲ ବଶଷଜଞ”

ପଇ ବଜପର ମଗ ଯଜନ ଟ ଭଗର ବଭକତ ହଲ କମ ଲଗତର ଦନ ହବ ବଠକ

କନକ ବ୍ୟୁରୋ: ଆଗାମୀ କିଛି ମାସ ମଧ୍ୟରେ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ୨୦୨୪ରେ ସାରା ଦେଶରେ ଲୋକସଭା ନିର୍ବାଚନ ହେବ । ଏହା ପୂର୍ବରୁ ଭାରତୀୟ ଜନତା ଦଳ ସଂଗଠନକୁ ସକ୍ରିୟ କରିବାରେ ଲାଗିପଡିଛି । ଜନତାଙ୍କ ମଧ୍ୟରେ ନିଜର ଦବଦବା ଜାହିର କରିବା ପାଇଁ ଲଗାତର ଭାବେ ଯୋଜନା ପ୍ରସ୍ତୁତ ହେଉଛି । ଆଗାମୀ ନିର୍ବାଚନ ପାଇଁ ଦଳ ଆଞ୍ଚଳିକ ନେତାମାନଙ୍କ ବୈଠକ କରିବାକୁ ଯାଉଛି । ଏଥିପାଇଁContinue reading “ପଇ ବଜପର ମଗ ଯଜନ ଟ ଭଗର ବଭକତ ହଲ କମ ଲଗତର ଦନ ହବ ବଠକ”

ଅଭଯଗର ଗଟଏ ଦନ ପର ପଣ ରହଲ ଗନଧଙକ ଟରଗଟ କଲ ବଜପ ନତ ଅମତ ମଲବୟ ରହଲଙକ ମଣପର ଗସତକ ନଇ କହଲ ଏଭଳ କଥ

କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କ ବିରୋଧରେ ଟ୍ୱିଟକୁ ନେଇ ଅଭିଯୋଗ ହେବାର ଗୋଟିଏ ଦିନ ପରେ ବିଜେପି ଆଇଟି ସେଲ ପ୍ରମୁଖ ୍ରଅମିତ ମାଲବୀୟ ପୁଣି କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଗୁରୁବାର ଦିନ ଅମିତ ମାଲବୀୟ ଟ୍ୱିଟ୍ ମାଧ୍ୟମରେ ରାହୁଲ ଗାନ୍ଧୀଙ୍କ ମଣିପୁର ଗସ୍ତକୁ ନେଇ ଟାର୍ଗେଟ୍ କରିଛନ୍ତି । ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି କି ରାହୁଲ ଗାନ୍ଧୀ ଶାନ୍ତିଦୂତ ନୁହଁନ୍ତି ବରଂ ସେ ଜଣେ ରାଜନୈତିକ ଅବସରବାଦୀ । ଏହାସହ କଂଗ୍ରେସContinue reading “ଅଭଯଗର ଗଟଏ ଦନ ପର ପଣ ରହଲ ଗନଧଙକ ଟରଗଟ କଲ ବଜପ ନତ ଅମତ ମଲବୟ ରହଲଙକ ମଣପର ଗସତକ ନଇ କହଲ ଏଭଳ କଥ”

ବହକ କନନର ସନଦହ କଲ ଶଶଘର ଲକ : ବବଦ ପର ବପଘରକ ଚଲଗଲ ନଆବହ; ଆଣଲ ଯତକ ନରଯତନ ଅଭଯଗ

ବାଲିପାଟଣା ଅଞ୍ଚଳର ଜଣେ ଯୁବକ ପିପିଲି ଥାନା ଅଞ୍ଚଳରେ ଗତ ୨ ତିରାଖରେ ବିବାହ କରିଥିଲେ । ଝିଅଘର ପକ୍ଷରୁ ପସନ୍ଦ ମୁତାବକ ଜାନି ଯୌତୁକ ଦିଆଯାଇଥିଲା । ପୁଅଘର ପକ୍ଷରୁ ମଧ୍ୟ ବେଶ କିଛି ଖର୍ଚ୍ଚ କରାଯାଇଥିଲା । ବଡ ଆଡମ୍ବରରେ ବିବାହ ଓ ଭୋଜିଭାତ ଶେଷ ହୋଇଥିଲା । ତେବେ ସମାନ ଢଙ୍ଗରେ ଚତୁର୍ଥୀରେ ଶାରୀରିକ ସମ୍ପର୍କ ରଖିବାକୁ ନୂଆବୋହୂ ଅମଙ୍ଗ ହୋଇଥିବା ଜଣାପଡିଛି । ନିହାତି ୬ ମାସ ଅପେକ୍ଷା କରିବାକୁ ସ୍ୱାମୀଙ୍କୁContinue reading “ବହକ କନନର ସନଦହ କଲ ଶଶଘର ଲକ : ବବଦ ପର ବପଘରକ ଚଲଗଲ ନଆବହ; ଆଣଲ ଯତକ ନରଯତନ ଅଭଯଗ”

ରଥ ଉପର ମହପରଭ କହକ ହଅନତ ସନବଶ? ସକଷପର ଏହ ପଛର ଐତହସକ ତଥୟ

କନକ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ଶୀଜୀଉମାନଙ୍କର ବିଭିନ୍ନ ବେଶ ହୋଇଥାଏ। ସେହି ବେଶମାନଙ୍କ ମଧ୍ୟରୁ ସୁନାବେଶ ଅତ୍ୟନ୍ତ ଦୁର୍ଲଭ ଓ ଆକର୍ଷଣୀୟ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ୫ ଥର ସୁନାବେଶ ହୋଇଥାଏ। ରଥ ଉପରେ ହେଉଥିବା ସୁନାବେଶରେ ମହାପ୍ରଭୁ ମହଣ ମହଣ ସୁନାରେ ସଜ୍ଜିତ ହୋଇଥା’ନ୍ତି। ଏହି ବେଶ ଦେଖିବା ପରେ ଭକ୍ତମାନଙ୍କ ମନରେ ପ୍ରଶ୍ନ ଉଠେ କି ମହାପ୍ରଭୁଙ୍କର ଏହି ବେଶ କାହିଁକି ହୁଏ, ଏତେ ସୁନା କେଉଁଠୁ ଆସିଲା ଏଭଳି ଅନେକ ପ୍ରଶ୍ନ। ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ସର୍ବମୋଟ୍Continue reading “ରଥ ଉପର ମହପରଭ କହକ ହଅନତ ସନବଶ? ସକଷପର ଏହ ପଛର ଐତହସକ ତଥୟ”

ସୱମଙକ ବସଇ ବପଘର ସତର ଫରର : ଗହଣ ନଇ ଫରର ଅଭଯଗ; ଥନର ଅଭଯଗ

କନକ ବ୍ୟୁରୋ : ସୁନା ଧରି ଚମ୍ପଟ ମାରିଲା ନୂଆବୋହୂ । ବାଲିପଟଣା ଥାନାରେ ହୋଇଥିବା ଅଭିଯୋଗ ଆନୁସାରେ ପୁରୀରେ ବାପଘରେ ସାମ୍ବୀଙ୍କୁ ବସାଇ ଫେରାର ହୋଇଯାଇଛି ନୂଆବୋହୂ । ବନମାଳିପୁର ବାଘବରାହୀପାଟଣା ଅଞ୍ଚଳର ଯୁବକ ପୁରୀ ଟାଉନଥାନା ମାଟିମଣ୍ଡପ ସାହିରେ ବିବାହ କରିଥିଲେ । ଗତ ୯ ତାରିଖରେ ପୁରୀର ଏକ କଲ୍ୟାଣ ମଣ୍ଡପରେ ବୈଦିକ ରୀତିନୀତିରେ ବିବାହ ଶେଷ ହୋଇଥିଲା । ବର ପକ୍ଷରୁ କୌଣସି ଯୌତୁକ ଦାବି କରାଯାଇନଥିଲା । ବରଂ ବରପକ୍ଷContinue reading “ସୱମଙକ ବସଇ ବପଘର ସତର ଫରର : ଗହଣ ନଇ ଫରର ଅଭଯଗ; ଥନର ଅଭଯଗ”

Design a site like this with WordPress.com
Get started