କନଦରର ଚଠ ବଜଡ ସରକରକ ଭସମ କରଦବ : ମହନ ମଝ

କନକ ବ୍ୟୁରୋ : ୫ଟି ସଚିବ ପ୍ରସଙ୍ଗରେ ରାଜ୍ୟ ସରକାର ଓ ବିଜେଡିକୁ ପୁଣି ଘେରିଛି ବିଜେପି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ୫ଟି ସଚିବ ବିବାଦରେ ବିଷମ ସଙ୍କଟରେ ପଡିଛନ୍ତି ବିଜେଡି ଓ ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ ଚିଠି ଆଗାମୀ ଦିନରେ ବିଜେଡି ସରକାର ପାଇଁ ବିପଦ ହେବ । କେନ୍ଦ୍ରର ଚିଠିକୁ ଛୋଟ ଭାବିବା ସେମାନଙ୍କ ମୁର୍ଖାମୀ । ଗୋଟିଏ ଧାଡିର ଚିଠି ଆଟମ ବମContinue reading “କନଦରର ଚଠ ବଜଡ ସରକରକ ଭସମ କରଦବ : ମହନ ମଝ”

ଫଇଭ-ଟ ସଚବଙକ ଗସତକ ବରଧ : କଳ ପଷକ ଓ କଳ ବଲନ ଉଡଇ ପରତବଦ

କନକ ବ୍ୟୁରୋ : ଫାଇଭ-ଟି ସଚିବଙ୍କ ଗସ୍ତକୁ ବିରୋଧ ପରେ ବିରୋଧ ଜାରି ରଖିଛି ବିଜେପି । ଆଜି ଜଗତସିଂହପୁର ଗସ୍ତରେ ଫାଇଭ-ଟି ସଚିବ ଯାଇଥିବାବେଳେ ତାଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିରୋଧ କରାଯାଇଛି । ପାରାଦୀପ ବିଜେପି ପକ୍ଷରୁ ୫ଟି ସଚିବଙ୍କ ଗସ୍ତକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପାରାଦୀପ, କୁଜଙ୍ଗ, ରାହାମାରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି । ସଚିବଙ୍କ ହେଲିକପ୍ଟର ଆକାଶContinue reading “ଫଇଭ-ଟ ସଚବଙକ ଗସତକ ବରଧ : କଳ ପଷକ ଓ କଳ ବଲନ ଉଡଇ ପରତବଦ”

ବଳସମୟ ମହଲ ସନ ଖଣ ଓ ଘରଇ ବମନ ଜଣନତ କତ ବଶଳ ସମରଜୟର ଅଧକର ୱଗନର ଗରପର ମଖୟ ୟବଗନ ପରଗଝନ

କନକ ବ୍ୟୁରୋ : ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ବିରୋଧରେ ଏକ ବିଫଳ ବିଦ୍ରୋହର ନେତୃତ୍ୱ ନେଇଥିବା ୱାଗନର ଗ୍ରୁପର ମୁଖ୍ୟ ୟେବଗେନି ପ୍ରିଗୋଝିନଙ୍କ ସମ୍ପତ୍ତିକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେବାରେ ଲାଗିଛି । ଭିନ୍ନ ଭିନ୍ନ ଗଣମାଧ୍ୟମ ଏନେଇ ଭିନ୍ନ ଭିନ୍ନ ରିପୋର୍ଟ ପ୍ରକାଶ କରିଛନ୍ତି । କେବେ ପୁଟିନଙ୍କର ଅତି ନିକଟତର କୁହାଯାଉଥିବା ୟେବଗେନି ପ୍ରିଗୋଝିନଙ୍କର ଏଭଳି ମାନସିକତା ଏବେ ସମସ୍ତଙ୍କୁ ଚକିତ କରିଦେଇଛି । ସେପଟେ ପୁଟିନଙ୍କ ବିରୋଧରେ ବିଦ୍ରୋହ କରିବାContinue reading “ବଳସମୟ ମହଲ ସନ ଖଣ ଓ ଘରଇ ବମନ ଜଣନତ କତ ବଶଳ ସମରଜୟର ଅଧକର ୱଗନର ଗରପର ମଖୟ ୟବଗନ ପରଗଝନ”

ଝରପଡ ଅଞଚଳର ଗଳକଣଡ ଘଟଣ : ଗଳ ମରଥବ ବୟକତ ପରଭତଙକ ପଏସଓ; ଦଇଟ ବନଧକର ଚଳଇଥଲ ଗଳ

କନକ ବୁରୋ : ରାଜଧାନୀରେ ପୁଣି ଫୁଟିଲା ଗୁଳି । ଝାରପଡ଼ା ଅଞ୍ଚଳରେ ଜଣେ ଯୁବକଙ୍କୁ ଅତର୍କିତ ଭାବେ ଗୁଳିମାଡ଼ ହୋଇଛି । ଗୁଳିମାଡରେ ଦୁଇ ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଜଗନ୍ନାଥ ନଗର ଲେନ ୱାନ ସ୍ଥିତ ପ୍ରଜାପତି ମଣ୍ଡପ ସମ୍ମୁଖରେ, କାର ସାଇଡ୍ ମରାକୁ ନେଇ ଗଣ୍ଡଗୋଳ ଓ ଉଭୟଙ୍କ ଭିତରେ ବଚସା ହୋଇଥିଲା । ଦୁଇଟି ବନ୍ଧୁକରୁ ଫୁଟିଥିଲା ଗୁଳି । ଗୁଳିମାଡ଼ କରିଥିବା ବ୍ୟକ୍ତି ଜଣକ ଦିବାକରContinue reading “ଝରପଡ ଅଞଚଳର ଗଳକଣଡ ଘଟଣ : ଗଳ ମରଥବ ବୟକତ ପରଭତଙକ ପଏସଓ; ଦଇଟ ବନଧକର ଚଳଇଥଲ ଗଳ”

କଗରସକ ଚତବନ ଦଲ ଫନପ କହଲ ନମ ଓ ଲଗ ସହ ଲଗଇଥବ ପଷଟର ହଟଇ ଦଅ ନହଲ

କନକ ବ୍ୟୁରୋ : କର୍ଣ୍ଣାଟକରେ ବୋମାଇ ସରକାର ଉପରେ ଅଭିଯୋଗ ଆଣି କଂଗ୍ରେସ ସେ ସମୟରେ କ୍ୟୁଆର କୋଡର ବ୍ୟବହାର କରିଥିଲା । ଏବେ ମଧ୍ୟପ୍ରଦେଶରେ ଶିବରାଜସିଂ ଚୌହାନ ସରକାର ଉପରେ ସମାନ ରଣନୀତି ପ୍ରୟୋଗ କରିଛି କଂଗ୍ରେସ । ଏହି କ୍ରମରେ ଡିଜିଟାଲ ପେମେଣ୍ଟ କମ୍ପାନୀ ଫୋନପେ କଂଗ୍ରେସ ଉପରେ ନିଜର ଲୋଗ ବ୍ୟବହାର କରିବା ନେଇ ଆପତ୍ତି ଉଠାଇଛି । ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଆଗରୁ କଂଗ୍ରେସ ଓ ବିଜେପି ମଧ୍ୟରେ ପୋଷ୍ଟର ୱାରContinue reading “କଗରସକ ଚତବନ ଦଲ ଫନପ କହଲ ନମ ଓ ଲଗ ସହ ଲଗଇଥବ ପଷଟର ହଟଇ ଦଅ ନହଲ”

ଦଇଦନଆ ମଣପର ଗସତର କଗରସ ନତ ରହଲ ଗନଧ ଆଶରୟସଥଳକ ଯଇ ଶଣବ ହସ ପଡତଙକ ଦଖ

କନକ ବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୁଇଦିନିଆ ମଣିପୁର ଗସ୍ତରେ ଯାଇ ଇମ୍ଫାଲରେ ପହଂଚିଛନ୍ତି । ସେ ଗୁରୁବାର ସକାଳେ ଦିଲ୍ଲୀରୁ ବିମାନ ଯୋଗେ ମଣିପୁର ଗସ୍ତ କରିଥିଲେ । ୨୯ ଓ ୩୦ ତାରିଖ ଦୁଇଦିନ ଧରି ସେ ମଣିପୁରରେ ରହିଛି । ସେଠାରେ ସେ ଆଶ୍ରୟ ସ୍ଥଳରେ ଥିବା ହିଂସା ପୀଡିତଙ୍କ ସମସ୍ୟା ବାବଦରେ ବୁଝିବେ । ଏହା ବ୍ୟତୀତ ରାହୁଲ ଗାନ୍ଧୀ ମଣିପୁରର ରାଜଧାନୀ ଇମ୍ଫାଲ ଓ ଚୁରାଚାନ୍ଦୁପରରେ ସିଭିଲContinue reading “ଦଇଦନଆ ମଣପର ଗସତର କଗରସ ନତ ରହଲ ଗନଧ ଆଶରୟସଥଳକ ଯଇ ଶଣବ ହସ ପଡତଙକ ଦଖ”

ବଜଡର ଅନୟ ନ ବକଶ ଲକ ଜଣଛନତ ସଖଦଖ ଓ ବକଶର ସଥ କଏ : ଦବ ମଶର

କନକ ବ୍ୟୁରୋ : ଫାଇଭ୍–ଟି ସଚିବଙ୍କ ପ୍ରସଙ୍ଗରେ ବିରୋଧୀଙ୍କ ଅଭିଯୋଗ । ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି, ବିରୋଧୀ ଲିଫଲେଟ୍ ବାଣ୍ଟନ୍ତୁ କି ଘର ଘର ବୁଲନ୍ତୁ । ଲୋକ ଜାଣିଛନ୍ତି ତାଙ୍କ ସୁଖ ଦୁଖରେ ସାଥୀ କିଏ ? ବିକାଶର ସାଥୀ କିଏ ? ନିର୍ବାଚନ ବର୍ଷର ସବୁ ଦଳ ଏଭଳି କାର୍ଯ୍ୟକ୍ରମ କରନ୍ତି । ଏହାର କିଛି ପ୍ରଭାବ ପଡିବନାହିଁ । ବିଗତ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ଜନତା ଯେଉଁଭଳିContinue reading “ବଜଡର ଅନୟ ନ ବକଶ ଲକ ଜଣଛନତ ସଖଦଖ ଓ ବକଶର ସଥ କଏ : ଦବ ମଶର”

ବହଡ ଯତରର ଜଣଙକ ଭଜଲ ମଡ : ସବଡଗର ଉତତଜନ; ପଲଟନ ପଲସ ଫରସ ମତୟନ

କନକ ବ୍ୟୁରୋ : ସୁନ୍ଦରଗଡ଼ ଜିଲ୍ଲା ସବଡେଗାରେ ଉତ୍ତେଜନା । ୫ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅନ୍ୟପଟେ ଆଜି ଇଦ ଥିବାରୁ ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ମୁତୟନ କରାଯାଇଛି ।  ଏହା ସହ ଉଭୟ ଗୋଷ୍ଠୀର ୫ ଜଣଙ୍କୁ ଅଟକ ରଖାଯାଇଛି । ଗତକାଲି ସଂଧ୍ୟାରେ ରଥଟଣା ହେଉଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଗୋଟିଏ ଗୋଷ୍ଠୀର ଭୁଜାଲି ମାଡ଼ରେContinue reading “ବହଡ ଯତରର ଜଣଙକ ଭଜଲ ମଡ : ସବଡଗର ଉତତଜନ; ପଲଟନ ପଲସ ଫରସ ମତୟନ”

ସନବଶ : କଉଠ କରବ ପରକ ? ପରସମଟର ଏଡଜ ଅମତଭ ଠକରଙକ ସଚନ

କନକ ବ୍ୟୁରୋ : ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ପାଇଁ ପୁରୀରେ ପ୍ରବଳ ଗହଳି ଦେଖିବାକୁ ମିଳିଛି । ଅପରାହ୍ନ ୩ ଟାରୁ ସୁନାବେଶ ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ସେଥିପାଇଁ ଚାରିଆଡୁ ପୁରୀକୁ ଭକ୍ତଙ୍କ ସୁଅ ଛୁଟିଛି । ପ୍ରବଳ ଭିଡ ଆଶଙ୍କା କରି ଟ୍ରାଫିକ୍ ବ୍ୟବସ୍ଥା କଡାକଡି କରାଯାଇଛି । ଯାତ୍ରୀମାନେ କେଉଁ ବାଟ ଦେଇ ବଡ଼ଦାଣ୍ଡକୁ ଯିବେ ଏବଂ କେଉଁଠି ସେମାନଙ୍କର ବାଇକ୍, କାର, ବସ ପାର୍କ କରିବେ ସେନେଇ ସୂଚନା ଦେଇଛନ୍ତିContinue reading “ସନବଶ : କଉଠ କରବ ପରକ ? ପରସମଟର ଏଡଜ ଅମତଭ ଠକରଙକ ସଚନ”

ଟୟକସ ଚର ପଇ ଡରଇଭରକ ଅପହରଣ ପର ହତୟ : ଦନ ପର ରସତର ମତଦହ ଉଦଧର

କନକ ବ୍ୟୁରୋ : ଟ୍ୟାକ୍ସି ଚୋରି ପାଇଁ ଡ୍ରାଇଭରକୁ ଅପହରଣ ପରେ ହତ୍ୟା । ଅପହରଣର ୫ ଦିନ ପରେ ରାସ୍ତାରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର । କଟକରୁ ଅପହରଣ ପରେ ଆନନ୍ଦପୁର ଘଷିପୁରା ଥାନା ଦରଖା ନିକଟ ରାସ୍ତାରେ ଚାଳକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକ ଡ୍ରାଇଭର ହେଲେ ପୁରୀ ଜିଲ୍ଲା କଣାସ ଥାନା ଛୋଟିଯୋଡ଼ି ଗାଁର ଭଗବାନ ବଇରୀ । ସୂଚନା ଅନୁସାରେ ଭଗବାନ ପେସାରେ ଜଣେ ଗାଡ଼ି ଚାଳକ ।Continue reading “ଟୟକସ ଚର ପଇ ଡରଇଭରକ ଅପହରଣ ପର ହତୟ : ଦନ ପର ରସତର ମତଦହ ଉଦଧର”

Design a site like this with WordPress.com
Get started