କନକ ବ୍ୟୁରୋ: ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ୧୭ ବର୍ଷର ନାବାଳକ ଉପରେ ଟ୍ରାଫିକ୍ ପୁଲିସ ଗୁଳି ଚଳାଇବାକୁ କେନ୍ଦ୍ର କରି ହିଂସା ଉଗ୍ର ରୂପ ନେଇଛି । ଆଜି ଦ୍ୱିତୀୟ ଦିନରେ ମଧ୍ୟ ପ୍ୟାରିସରେ ବିକ୍ଷୋଭକାରୀଙ୍କ ଦ୍ୱାରା ହିଂସା ଜାରି ରହିଥିବା ଜଣାପଡିଛି । ହିଂସାର କାରଣ କ’ଣ? ସୂଚନା ମୁତାବକ, ପ୍ୟାରିସରେ ନାହେଲ ଏମ୍ ନାମକ ନାବାଳକ ଟ୍ରାଫିକ୍ ନିୟମ ଭାଙ୍ଗି ଗାଡି ରୋକିବାକୁ ମନା କରିଦେଇଥିଲା । ଏହାପରେ ଜଣେ ପୁଲିସକର୍ମୀ ନାବାଳକ ଉପରକୁContinue reading “ଦୱତୟ ଦନର ଜଳଛ ପୟରସ ଟରଫକ ନୟମ ଉଲଘନ ନଇ ନବଳକକ ଗଳ ପର ହସର ଉଗର ରପ”
Tag Archives: News
-ଟ ସଚବଙକ ନଇ କନଦରର ଚଠ ପର ଜବବ ରଖଲ ବଜଡ ପରସନନ କହଲ କହକ କଷମତ ହସତନତର କରନହନତ ମଖୟମନତର ବର ଲକଙକ ପଖର ସରକରଙକ ପହଞଚଇଛନତ
କନକ ବ୍ୟୁରୋ : ୫-ଟି ସଚିବଙ୍କ ପ୍ରସଙ୍ଗରେ ବିରୋଧୀଙ୍କ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । ପ୍ରସନ୍ନ କହିଛନ୍ତି, କିଛି ଲୋକ କହୁଛନ୍ତି ପାୱାର ଡେଲିଗେଟ୍ ହେଉଛି । କିନ୍ତୁ ମୁଖ୍ୟମନ୍ତ୍ରୀ କାହାକୁ କ୍ଷମତା ହସ୍ତାନ୍ତର କରିନାହାନ୍ତି । ମୁଖ୍ୟମନ୍ତ୍ରୀ ବିଜେଡିର ସଭାପତି ହିସାବରେ ଦଳର କର୍ମୀଙ୍କୁ ଦାୟିତ୍ୱ ଦେଉଛନ୍ତି । ସେହିପରି ଶାସନର ମୁଖ୍ୟ ଭାବେ ସରକାରୀ କର୍ମକର୍ତାଙ୍କୁ ବିଭିନ୍ନ ଦାୟିତ୍ୱ ଦେଇଛନ୍ତି । ସରକାରୀ ଅଧିକାରୀଙ୍କୁ ଦାୟିତ୍ୱContinue reading “-ଟ ସଚବଙକ ନଇ କନଦରର ଚଠ ପର ଜବବ ରଖଲ ବଜଡ ପରସନନ କହଲ କହକ କଷମତ ହସତନତର କରନହନତ ମଖୟମନତର ବର ଲକଙକ ପଖର ସରକରଙକ ପହଞଚଇଛନତ”
ରପର ଝଲସଲ ଶରମନଦର ସହଦୱର : ମ ଲକଷମ ସଆନତଣ ମହପରଭଙକ କରବ ଭବୟ ସୱଗତ
କନକ ବ୍ୟୁରୋ : ରୂପାରେ ଝଲସିଲା ଶ୍ରୀମନ୍ଦିର ସିଂହଦ୍ୱାର । ୩ଦିନ ଧରି ଚାଲିଥିବା ସିଂହଦ୍ୱାର ରୂପା ଛାଉଣୀ କାମ ଶେଷ ହୋଇଛି । ଶାଗୁଆନ୍ କାଠରେ ନବନିର୍ମିତ କବାଟ ସିଂହଦ୍ୱାରରେ ଲାଗିବା ପରେ ମୁମ୍ବାଇରୁ ଆସିଥିବା କାରିଗରମାନେ ଏହା ଉପରେ ବିଭିନ୍ନ ଡିଜାଇନର ରୂପା ପ୍ଲେଟ ସବୁ ଲଗାଇଛନ୍ତି । ଧାର୍ଯ୍ୟ ସମୟର ବହୁ ଆଗରୁ ଏହି କାମ ଶେଷ ହୋଇଛି । ଶ୍ରୀମନ୍ଦିର ସିଂହ ଦ୍ୱାର ସମ୍ପୂର୍ଣ୍ଣ ଭାବେ ନୂଆ ତିଆରି କରାଯାଇଛି ।Continue reading “ରପର ଝଲସଲ ଶରମନଦର ସହଦୱର : ମ ଲକଷମ ସଆନତଣ ମହପରଭଙକ କରବ ଭବୟ ସୱଗତ”
ଜନସଧରଣଙକ ମଳନ ଉତତମ ସୱସଥୟସବ : ଦବ ନ ଶଣଲ ରଜରସତ ଅବରଧ ଚତବନ
କନକ ବ୍ୟୁରୋ : ଜନସାଧାରଣଙ୍କୁ ମିଳୁନି ଉତ୍ତମ ସ୍ୱାସ୍ଥ୍ୟ ସେବା । ପିଏଚସିକୁ ସିଏଚସି କରିବା ଦାବିରେ, ଦୀର୍ଘ ୩୬ ଦିନ ଧରି ଗଣ ସତ୍ୟାଗ୍ରହରେ ବସିଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ଜନସାଧାରଣ । ବେଗୁନିଆରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବେ ଅବହେଳିତ ଅବସ୍ଥାରେ ରହିଛି । ବେଗୁନିଆ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ଦେଢ଼ ଲକ୍ଷରୁ ଉର୍ଦ୍ଧ୍ୱ ଜନସାଧାରଣ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରି ସେମାନେ ଧାରଣାରେ ବସିଛନ୍ତି ।Continue reading “ଜନସଧରଣଙକ ମଳନ ଉତତମ ସୱସଥୟସବ : ଦବ ନ ଶଣଲ ରଜରସତ ଅବରଧ ଚତବନ”
ମଦଙକ ସହ ଅମତ ଶହଙକ ଘଣଟ ଧର ମନସ ମନଥନ ଗରତୱପରଣଣ ପରସଙଗ ଉପର ଆଲଚନ
କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆବସରେ ୫ ଘଣ୍ଟା ଧରି ମାନସମନ୍ଥନ ହୋଇଥିଲା, ଯେଉଁଥିରେ କିଛି ଗୁରୁତ୍ୱପ୍ରୂ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବା ସହ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହୋଇଥିବା ସୂଚନା ରହିଛି । ସାଧାରଣ ନିର୍ବାଚନ ପୂର୍ବରୁ ୟୁନିଫର୍ମ ସିଭିଲ କୋଡ୍ ଏବଂ ୟୁସିସି ବିଲ ଉପରେ ମୋହର ବାଜିବାContinue reading “ମଦଙକ ସହ ଅମତ ଶହଙକ ଘଣଟ ଧର ମନସ ମନଥନ ଗରତୱପରଣଣ ପରସଙଗ ଉପର ଆଲଚନ”
ଆଷଢ଼ର ପରବ ଦର ଆକଶ ଛଆ : ସପତହକ ଭତର ଦଇ ଗଣ ବଢ଼ଲଣ ଦର; କଉ ପରବ ଦର କତ ?
କନକ ବ୍ୟୁରୋ : ଆଷାଢ଼ରେ ପରିବାଦର ଆକାଶ ଛୁଆଁ । କିଛି ଦିନ ତଳେ ୪୦ରୁ ୫୦ ଟଙ୍କାରେ ପରିବା ବିକ୍ରି ହେଉଥିବା ବେଳେ ଏବେ ଏହା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଭଲ ବାଇଗଣ କିଲୋ ପିଛା ୮୦ଟଙ୍କା ଥିବା ବେଳେ ତା ଠାରୁ ସାମାନ୍ୟ କମ୍ ମାନର ବାଇଗଣ ୫୦ରୁ ୬୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ଭଲ ପୋଟଳ ଦର ୮୦ ଟଙ୍କା ଥିବା ବେଳେ ସାମାନ୍ୟ କମ୍Continue reading “ଆଷଢ଼ର ପରବ ଦର ଆକଶ ଛଆ : ସପତହକ ଭତର ଦଇ ଗଣ ବଢ଼ଲଣ ଦର; କଉ ପରବ ଦର କତ ?”
ଗରହକ ସବକନଦରର ଠକଇ : ଲକଙକ ବରଦଧକୟ ଭତତ କଳଆ ଟଙକ ଲଟ ଅଭଯଗ; ଅଭଯକତ ଫରର
କନକ ବ୍ୟୁରୋ : ଗ୍ରାହକ ସେବାକେନ୍ଦ୍ର କରି ଠକେଇ । ଲୋକଙ୍କ ବାର୍ଦ୍ଧକ୍ୟ ଭତ୍ତା, କାଳିଆ ଟଙ୍କା ଲୁଟ ହୋଇଥିବା ହୋଇଛି ଅଭିଯୋଗ । କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନାରେ ଏତଲା ଦେଇଛନ୍ତି ଠକେଇର ଶିକାର ହୋଇଥିବା ଲୋକେ । ଗାଁର ହରିଶଚନ୍ଦ୍ର ରାଉତ, ତାଙ୍କ ମା’ ଶରସ ରାଉତଙ୍କ ସହ ଗାଁର ଆଉ ୨ ମହିଳା ମିଶି ଏଭଳି କରିଥିବା ସ୍ୱଂୟ ସହାୟକ ଗୋଷ୍ଠୀ ଓ ଅନ୍ୟ ମହିଳାମାନେ ଅଭିଯୋଗ କରିଛନ୍ତି । ବାର୍ଦ୍ଧକ୍ୟ ଭତ୍ତା,Continue reading “ଗରହକ ସବକନଦରର ଠକଇ : ଲକଙକ ବରଦଧକୟ ଭତତ କଳଆ ଟଙକ ଲଟ ଅଭଯଗ; ଅଭଯକତ ଫରର”
ଏନସପର ଗରତୱପରଣଣ ବଠକ ହଲ ଆସଲନ ଅଜତ ପୱର ପଷଟରର ବ ନହ ଫଟ!
କନକ ବ୍ୟୁରୋ: ବୁଧବାର ଦିଲ୍ଲୀରେ ଏନସିପିର କାର୍ଯ୍ୟକାରିଣୀ ବୈଠକ ହେଲା । ସବୁ ନେତା ଯୋଗ ଦେଲେ ହେଲେ ଦେଖିବାକୁ ମିଳିନଥିଲେ ଅଜିତ୍ ପୱାର । କେବଳ ସେତିକି ନୁହେଁ ଲାଗିଥିବା ପୋଷ୍ଟରରେ ମଧ୍ୟ ନଥିଲା ତାଙ୍କ ଫଟୋ, ଯାହାକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା । ଅନ୍ୟପଟେ ଏହି ଘଟଣାକୁ ନେଇ ଉତ୍ତର ରଖିଛନ୍ତି ଦଳୀୟ ନେତା ।ଏନ୍ସିପିର କାର୍ୟ୍ୟକାରୀ ସଭାପତି ପ୍ରଫୁଲ ପଟେଲ କହିଛନ୍ତି, ଏହି ବୈଠକ ଏନ୍ସିପିର ଜାତୀୟ କାର୍ୟ୍ୟକାରିଣୀ ବୈଠକContinue reading “ଏନସପର ଗରତୱପରଣଣ ବଠକ ହଲ ଆସଲନ ଅଜତ ପୱର ପଷଟରର ବ ନହ ଫଟ!”
ରଜଧନର ଗଳକଣଡ ଘଟଣ : ଜଣଙକ ଉଠଇ ନଲ ଲକଷମସଗର ପଲସ
କନକ ବ୍ୟୁରୋ : ରାଜଧାନୀରେ ପୁଣି ଫୁଟିଲା ଅପରାଧୀଙ୍କ ବନ୍ଧୁକ । ଝାରପଡ଼ା ଅଞ୍ଚଳରେ ଜଣେ ଯୁବକଙ୍କୁ ଅତର୍କିତ ଭାବେ ଗୁଳିମାଡ଼ ହୋଇଛି । ଗୁଳିମାଡରେ ଦୁଇ ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଜଗନ୍ନାଥ ନଗର ଲେନ ୱାନ ସ୍ଥିତ ପ୍ରଜାପତି ମଣ୍ଡପ ସମ୍ମୁଖରେ, କାର ସାଇଟ୍ ମରାକୁ ନେଇ ଗଣ୍ଡଗୋଳ ଓ ଉଭୟଙ୍କ ଭିତରେ ବଚସା ହୋଇଥିଲା । ପ୍ରଭାତ ମାର୍ଥା ନାମକ ଯୁବକ ଦୁଇଟି ବନ୍ଧୁକ ଧରି ପୁଲିସ ସମ୍ମୁଖରେContinue reading “ରଜଧନର ଗଳକଣଡ ଘଟଣ : ଜଣଙକ ଉଠଇ ନଲ ଲକଷମସଗର ପଲସ”
ଅମରନଥ ଦରଶନ କରବକ ଯଉଥବ ଭକତଙକ ପଇ ହଲମଟ ବଧୟତମଳକ ଶରଇନ ବରଡ ଦରଶଇଲ କରଣ
କନକ ବ୍ୟୁରୋ: ଅମରନାଥ ଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହା ପୂର୍ବରୁ ଏହାକୁ ପରିଚାଳିତ କରୁଥିବା ଶ୍ରାଇନବୋର୍ଡ ପକ୍ଷରୁ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଶ୍ରଦ୍ଧାଳୁଙ୍କୁ ଅବଗତ କରାଯାଇଛି । ଏଥର ଅମରନାଥ ଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ସୂଚନା ମୁତାବକ, ଅମରନାଥ ଯାତ୍ରା ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି । ଏଥରର ଏହି ଯାତ୍ରା ସବୁଠୁ ସ୍ୱତନ୍ତ୍ର ଓ ଦୀର୍ଘ ସମୟContinue reading “ଅମରନଥ ଦରଶନ କରବକ ଯଉଥବ ଭକତଙକ ପଇ ହଲମଟ ବଧୟତମଳକ ଶରଇନ ବରଡ ଦରଶଇଲ କରଣ”