କନକ ବ୍ୟୁରୋ : ମାଲକାନଗିରି ସୀମାରେ ମାଓବାଦୀଙ୍କ ବର୍ବରକାଣ୍ଡ । ଅପହରଣ ପରେ ୨ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ । ପ୍ରଜାକୋର୍ଟରେ ଦୁଇ ଜଣ ଗାଁ ଲୋକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଛତିଶଗଡ଼ ସୁକମା ଜିଲ୍ଲା ତାଡ଼ମେଟଲା ପଞ୍ଚାୟତର ନାଏବ ସରପଞ୍ଚ ମାଡ଼ବୀ ଗଙ୍ଗା ଏବଂ ଶିକ୍ଷାଦୁତ କବାସୀଙ୍କ ମୃତ୍ୟୁ ହୋଇଛି । ମାଓବାଦୀମାନେ ନାଏବ ସରପଞ୍ଚଙ୍କ ସମେତ ୧୫ ଜଣ ଗାଁ ଲୋକଙ୍କୁ ଅପହରଣ କରିଥିଲେ । ସେମାନଙ୍କContinue reading “ସମର ମତଲ ମଓବଦ : ପରଜକରଟର ଜଣଙକ ହତୟ !”
Tag Archives: News
ସଇବରନଟକସ ଇନକୟବସନ ସଣଟର : ରଉରକଲ ରମସର ପରଥମଥର ପଇ ଖଲଲ
କନକ ବ୍ୟୁରୋ : ରାଉରକେଲା ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଷ୍ଟଡିଜ ବା ରିମ୍ସରେ ଖୋଲିଲା ରାଜ୍ୟର ପ୍ରଥମ ସାଇବରନେଟିକ୍ସ ଇନକ୍ୟୁବେସନ ସେଣ୍ଟର । ଏଠାରେ ସାଇବର ଓ ଡାଟା ସୁରକ୍ଷା ସମ୍ପର୍କିତ ଗବେଷଣା, ନୂତନ ଉଦ୍ଭାବନ ପାଇଁ ଛାତ୍ରଛାତ୍ରୀଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳ ଆଧାରିତ ତାଲିମ, ବୈଷୟିକ ସହାୟତା ଯୋଗାଇ ଦିଆଯିବ । ଏହା ଦ୍ୱାରା ସାଇବର ସୁରକ୍ଷା କ୍ଷେତ୍ରରେ ଥିବା ଦକ୍ଷ ଓ ଅଭିଜ୍ଞ ସାଇବର ଏକ୍ସପର୍ଟଙ୍କ ଅଭାବ ବହୁମାତ୍ରାରେ ପୂରଣ ହେବା ସହ ଏହି କେନ୍ଦ୍ରContinue reading “ସଇବରନଟକସ ଇନକୟବସନ ସଣଟର : ରଉରକଲ ରମସର ପରଥମଥର ପଇ ଖଲଲ”
ସମଦରର ଉଦଧର ହଲ ଟଇଟନ ସବମରନ ଅବଶଷ ମନବ ଅବଶଷ ମଧୟ ମଳଥବ ସଚନ
କନକ ବ୍ୟୁରୋ: ଆମେରିକା କୋଷ୍ଟଗାର୍ଡର ଅଧିକାରୀମାନେ ଦୁର୍ଘଟଣାଗ୍ରସ୍ତ ଟାଇଟନ୍ ବୁଡାଜାହାଜର ଭଗ୍ନାବଶେଷ ସହ କିଛି ମାନବ ଅବେଶେଷ ସମୁଦ୍ର ଭିତରୁ ଉଦ୍ଧାର କରିଥିବା ସୂଚନା ମିଳିଛି । ଏହାକୁ ପରୀକ୍ଷା କରାଇବାକୁ ମେଡିକାଲ ଲ୍ୟାବକୁ ପଠାଯାଇଛି । ତେବେ ସବମାରିନର ଅବଶେଷ ଗୁଡିକୁ କାନାଡାର ସେଣ୍ଟ ବନ୍ଦରକୁ ନିଆଯାଇଛି । କହିରଖୁଁ, ଜୁନ୍ ୧୮ ତାରିଖରେ ଟାଇଟନ୍ ସବମାରିନରେ ୫ ଜଣ ମ୍ୟାରିନର ବସି ଦେଢ ଶହ ବର୍ଷ ପୂୁର୍ବରୁ ବୁଡିଯାଇଥିବା ଐତିହାସିକ ଟାଇଟାନିକ୍ ଜାହାଜକୁ ଦେଖିବାକୁContinue reading “ସମଦରର ଉଦଧର ହଲ ଟଇଟନ ସବମରନ ଅବଶଷ ମନବ ଅବଶଷ ମଧୟ ମଳଥବ ସଚନ”
ଦଗପହଣଡର ବଭତସ ହତୟକଣଡ : ଜଣଙକ ହତୟ କଲ ଦରବତତ; ପଲସର ତଦନତ ଜର
କନକ ବ୍ୟୁରୋ : ଦିଗପହଣ୍ଡି ମହୁଡାରେ ବୀଭତ୍ସ ହତ୍ୟାକାଣ୍ଡ । ୨ଜଣଙ୍କୁ ହତ୍ୟା କଲେ ଦୁର୍ବୃତ୍ତ । ମହୁଡାର ଶିବ ଗୌଡ ଓ ଲିଟୁ ଗୌଡଙ୍କୁ ହତ୍ୟା କରାଯାଇଛି । ଖାଲି ସେତିକି ନୁହେଁ ଦୁହିଁଙ୍କୁ ହତ୍ୟା କରିବା ପରେ ସେମାନଙ୍କ ବାଇକ୍ ପୋଡି ଦେଇଛନ୍ତି । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ନେଇ ସୂଚନା ମିଳିଛି । ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି । ଦିଗପହଣ୍ଡି ଥାନା ପୋଲିସର ତଦନ୍ତ ଜାରି ରହିଛି । TheContinue reading “ଦଗପହଣଡର ବଭତସ ହତୟକଣଡ : ଜଣଙକ ହତୟ କଲ ଦରବତତ; ପଲସର ତଦନତ ଜର”
କରତତନ ଗଡ ଯଉଥବ ବଳ ଅଘଟଣ : ଓଲଟଲ ପକଅପ ଭୟନ; ଦରଘଟଣର ଜଣ ମତ ଆହତ
କନକ ବ୍ୟୁରୋ : ସଂକୀର୍ତ୍ତନରେ ଯୋଗ ଦେବାପାଇଁ ଯାଉଥିବା ବେଳେ ପାଟଣାଗଡ଼-ବଲାଙ୍ଗୀର ମୁଖ୍ୟ ରାସ୍ତାରେ ଦୁର୍ଘଟଣା । ଭଇଁଷା ଗ୍ରାମର ବସଷ୍ଟାଣ୍ଡ ଠାରେ ପିକ୍ଅପ୍ ଓଲଟି ଜଣକର ମୃତ୍ୟୁ ଘଟିଥିବା ବେଳେ ୪ ଗୁରୁତର ଓ ୫ ଆହତ ହୋଇଥିବା ନେଇ ସୂଚନା ମିଳିଛି । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ରାମପୁର ଠାରୁ ବାନ୍ଧନବାଡି ଗ୍ରାମରେ ହେଉଥିବା ସଂକୀର୍ତ୍ତନ ହେଉଥିଲା ପାଟଣାଗଡ଼ ସହରର ରାମପୁରର ସଂକୀର୍ତ୍ତନ ଦଳ ଭାଗ ନେବା ପାଇଁ ପିକଅପ ଭ୍ୟାନ ଯୋଗେ ବାନ୍ଧନବାଡ଼ିକୁContinue reading “କରତତନ ଗଡ ଯଉଥବ ବଳ ଅଘଟଣ : ଓଲଟଲ ପକଅପ ଭୟନ; ଦରଘଟଣର ଜଣ ମତ ଆହତ”
ରଥ ଟଣବ ବଳ ବଦୟତ ଆଘତ : ଘଟଣସଥଳର ମତ ଆହତ; ମତକଙକ ପରବରକ ପରଧନମନତରଙକ ସହୟତ ଘଷଣ
କନକ ବ୍ୟୁରୋ : ବାହୁଡ଼ା ଯାତ୍ରା ବେଳେ ତ୍ରିପୁରାରେ ଅଘଟଣ । ରାଜ୍ୟର ଉନାକୋଟି ଜିଲ୍ଲାରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଚାଲିଥିବାବେଳେ ରଥରେ ବିଦ୍ୟୁତ ତାର ଲାଗିବାରୁ ବିଦ୍ୟୁତ ଆଘାତରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି । ପୁଲିସ ସୂଚନା ଅନୁଯାୟୀ, ରଥଟି ଲୁହାରେ ନିର୍ମିତ ଥିଲା ଏବଂ ବହୁତ ସଜେଇ ଦିଆଯାଇଥିଲା । ବାହୁଡ଼ା ଯାତ୍ରା ସମୟରେ ରଥଟି ଓଭରହେଡ୍ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ରଥରେ ବିଦ୍ୟୁତ୍Continue reading “ରଥ ଟଣବ ବଳ ବଦୟତ ଆଘତ : ଘଟଣସଥଳର ମତ ଆହତ; ମତକଙକ ପରବରକ ପରଧନମନତରଙକ ସହୟତ ଘଷଣ”
ଇନଦପର ଅଞଚଳର ପଣ କମଭର ଆତଙକ : ଗଙଗଧର ତରଇଙକ ଟଣ ନଲ କମଭର; ଉଦଧର ପଇ ଅଗନଶମ ବହନର ଉଦୟମ ଜର
କନକ ବ୍ୟୁରୋ : କେନ୍ଦ୍ରାପଡ଼ା ଇନ୍ଦୁପୁର ଅଞ୍ଚଳରେ ପୁଣି କୁମ୍ଭୀର ଆତଙ୍କ । ସକାଳୁ ସକାଳୁ ବିରୂପା ନଦୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଅଘଟଣ । ଗଙ୍ଗାଧର ତରାଇଙ୍କୁ ପାଣି ଭିତରକୁ କୁମ୍ଭୀର ଟାଣି ନେଇଛି । ଏପର୍ଯ୍ୟନ୍ତ ବ୍ୟକ୍ତିଙ୍କ କୌଣସି ସନ୍ଧାନ ମିଳିନି । ବ୍ୟକ୍ତିଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମବାହିନୀ, ଗ୍ରାମବାସୀଙ୍କ ଉଦ୍ୟମ ଜାରି ରହିଛି । The post ଇନ୍ଦୁପୁର ଅଞ୍ଚଳରେ ପୁଣି କୁମ୍ଭୀର ଆତଙ୍କ : ଗଙ୍ଗାଧର ତରାଇଙ୍କୁ ଟାଣିContinue reading “ଇନଦପର ଅଞଚଳର ପଣ କମଭର ଆତଙକ : ଗଙଗଧର ତରଇଙକ ଟଣ ନଲ କମଭର; ଉଦଧର ପଇ ଅଗନଶମ ବହନର ଉଦୟମ ଜର”
ବଧନସଭ ନରବଚନ ପରବର ଛତଶଗଡର କଗରସର ମଷଟରଷଟରକ : ଟ.ଏସ ସହଦଓ ହବ ନଆ ଉପମଖୟମନତର; ପରସତବକ ହଇକମଣଡଙକ ମଞଜର
କନକ ବ୍ୟୁରୋ : ବିଧାନସଭା ନିର୍ବାଚନ ପୂର୍ବରୁ ଛତିଶଗଡରେ କଂଗ୍ରେସ ବଡ ନିଷ୍ପତି ନେଇଛି । ରାଜ୍ୟର ଶିକ୍ଷା ଓ ସ୍ୱାସ୍ୟମନ୍ତ୍ରୀ ଟି.ଏସ ସିଂହଦେଓଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜନ ଖଡଗେ । ଖଡଗେ କହିଛନ୍ତି, ସିଂଦେଓଙ୍କ ସେବାରେ ଛତିଶଗଡ ବାସୀ ଉପକୃତ ହେବେ । ଟିଏସ ସିଂହଦେଓଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଛତିଶଗଡରେ ଚଳିତବର୍ଷ ଶେଷରେ ବିଧାନସଭା ନିର୍ବାଚନ ହେବାର ଅଛି ।Continue reading “ବଧନସଭ ନରବଚନ ପରବର ଛତଶଗଡର କଗରସର ମଷଟରଷଟରକ : ଟ.ଏସ ସହଦଓ ହବ ନଆ ଉପମଖୟମନତର; ପରସତବକ ହଇକମଣଡଙକ ମଞଜର”
ଜଲଇର ଲଞଚ ହବ ଚନଦରଯନ- : ସଚନ ଦଲ ଇସର ମଖୟ ଏସ. ସମନଥନ
କନକ ବ୍ୟୁରୋ : ଅପେକ୍ଷା ଅନ୍ତ ହେଲା । ଜୁଲାଇ ୧୨ରୁ ୧୯ ମଧ୍ୟରେ ଚନ୍ଦ୍ରଯାନ ଥ୍ରୀକୁ ଲଞ୍ଚ କରିବ ଇସ୍ରୋ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ମୁଖ୍ୟ ଏସ ସୋମନାଥନ ଏହି ସୂଚନା ପ୍ରଦାନ କରିଛନ୍ତି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା କେନ୍ଦ୍ରରୁ ଚନ୍ଦ୍ରଯାନ ଥ୍ରୀର ଉତ୍ତକ୍ଷେପଣ କରାଯିବ । ଯଦି ଏହି ଉତ୍ତକ୍ଷେପଣ ସଫଳ ହେବ ତେବେ ୪ର୍ଥ ଦେଶ ଭାବେ ଭାରତ ପରିଗଣିତ ହେବ । ପୂର୍ବରୁ ରୁଷ, ଆମେରିକା ଓContinue reading “ଜଲଇର ଲଞଚ ହବ ଚନଦରଯନ- : ସଚନ ଦଲ ଇସର ମଖୟ ଏସ. ସମନଥନ”
ଗଡ ପରକକ ନଇ ଗଳମଡ : ଗରତର ଅବସଥର ଆହତ; ଗଟଏ ବନଧକ ଜବତ ପଲସର ତଦନତ ଜର
କନକ ବ୍ୟୁରୋ : ରାଜଧାନୀରେ ପୁଲିସ ସାମ୍ନାରେ ଗର୍ଜିଲା ଅପରାଧୀଙ୍କ ବନ୍ଧୁକ । ଝାରପଡ଼ା ଅଞ୍ଚଳରେ ଜଣେ ଯୁବକଙ୍କୁ ଅତର୍କିତ ଭାବେ ଗୁଳିମାଡ଼ ହୋଇଛି । ଗୁଳିମାଡରେ ଦୁଇ ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଜଣଙ୍କ ଗୋଡରେ ଗୁଳି ବାଜିଥିବା ଜଣାପଡିଛି । ଜଗନ୍ନାଥ ନଗର ଲେନ ୱାନ ସ୍ଥିତ ପ୍ରଜାପତି ମଣ୍ଡପ ସମ୍ମୁଖରେ, କାର ପାର୍କିଂ କରିବାକୁ ନେଇ ଗଣ୍ଡଗୋଳ ଓ ଉଭୟଙ୍କ ଭିତରେ ବଚସା ଭିତରେ ଦୁଇଟି ବନ୍ଧୁକ ଧରିContinue reading “ଗଡ ପରକକ ନଇ ଗଳମଡ : ଗରତର ଅବସଥର ଆହତ; ଗଟଏ ବନଧକ ଜବତ ପଲସର ତଦନତ ଜର”