ଦନଆ ରମଣଡର ପରଶନତ ରଉତ : କମତ ବଆଇନ ସମପତତ ଠଳ କରଥଲ ? ତଦନତ ଅଧକର କରବ ଜର

କନକ ବ୍ୟୁରୋ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା । ଗିରଫ ହୋଇଥିବା ନବରଙ୍ଗପୁରର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ଆଜିଠୁ ଆରମ୍ଭ ହେବ ଜେରା । ୫ ଦିନିଆ ରିମାଣ୍ଡରେ ନେଇଛି ଭିଜିଲାନ୍ସ । ରିମାଣ୍ଡ ସମୟରେ ପ୍ରଶାନ୍ତ କିଭଳି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କଲେ ସେ ନେଇ ଅଧିକ ଖୋଳତାଡ଼ କରିବ ଭିଜିଲାନ୍ସ । ପୂର୍ବରୁ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସରContinue reading “ଦନଆ ରମଣଡର ପରଶନତ ରଉତ : କମତ ବଆଇନ ସମପତତ ଠଳ କରଥଲ ? ତଦନତ ଅଧକର କରବ ଜର”

ଆଜ ଶରଜଉଙକ ସନବଶ : ଦରଶନକ ଶଙଖଳତ କରବକ ପରଶସନ ପକଷର ବୟପକ ପରସତତ; ଶରକଷତରର ଭକତମୟ ପରବଶ

କନକ ବ୍ୟୁରୋ : ଆଜି ଶ୍ରୀଜିଉଙ୍କ ବଡ ତଡାଉ ବା ସୁନାବେଶ । ବାହୁଡ଼ାଯାତ୍ରା ସାରି ଫେରିବା ପରେ ସିଂହଦ୍ୱାରରେ ରଥ ଉପରୁ ଅଗଣିତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାବିଗ୍ରହ । ବର୍ଷବ୍ୟାପୀ ରତ୍ନବେଦିରେ ସୁନାବେଶରେ ଦର୍ଶନ ଦେଉଥିବା ମହାବାହୁ ମହଣ ମହଣ ରତ୍ନଖଚିତ ସୁବର୍ଣ୍ଣ ଅଳଙ୍କାର ପିନ୍ଧି ବଡ଼ଦାଣ୍ଡରେ ଦେବେ ଦର୍ଶନ । ସୁନାର କିରିଟ, କୁଣ୍ଡଳ, ରତ୍ନଖଚିତ ଘାଗଡ଼ା ମାଳି, ବାହାଡ଼ା ମାଳି, ତାବିଜ ମାଳି, ହରିଡ଼ା କଦମ୍ୱ ମାଳି, ବାଘନଖୀ ମାଳି,Continue reading “ଆଜ ଶରଜଉଙକ ସନବଶ : ଦରଶନକ ଶଙଖଳତ କରବକ ପରଶସନ ପକଷର ବୟପକ ପରସତତ; ଶରକଷତରର ଭକତମୟ ପରବଶ”

ସଙଗ ରଚଥଲ ସଙଗର ହତୟ ଷଡଯନତର! ପଲସର ସନଦହ ଆଖର ବରତତପରଲନ ଅଭଯକତ

କନକ ବ୍ୟୁରୋ: ନାଁ ବିକାଶ ମହାପାତ୍ର । ସାଙ୍ଗକୁ ହତ୍ୟା କରି ଯିଏ ଦୁର୍ଘଟଣାର ରୂପ ଦେଇ ଖସି ଯିବାକୁ ଯୋଜନା କରିଥିଲା । ହେଲେ ପୋଲିସର ସନ୍ଦେହୀ ଆଖି ଖୋଲିଦେଲା ଅଭିଯୁକ୍ତ ବିକାଶ ମହାପାତ୍ରର ଅସଲ ମୁଖା । ଗତ ଜୁନ ୨୧ତାରିଖ ରାତିରେ ଶିରିପୁର ଛକରେ ଜଣେ ଆସିଷ୍ଟାଣ୍ଟ ବ୍ୟାଙ୍କ ମ୍ୟାନଜର ଅମିତ କାନୁନଗୋଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଖଣ୍ଡଗିରି ଥାନା ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିContinue reading “ସଙଗ ରଚଥଲ ସଙଗର ହତୟ ଷଡଯନତର! ପଲସର ସନଦହ ଆଖର ବରତତପରଲନ ଅଭଯକତ”

ତରପରର ହଦୟ ବଦରକ ଦଶୟ ଇସକନ ରଥର ନଆଲଗ ମତ ଗରତର

କନକ ବ୍ୟୁରୋ : ତ୍ରିପୁରାରେ ଇସ୍କନ ରଥଯାତ୍ରାବେଳେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । କୁମାରଘାଟ ଠାରେ ଭଗବାନଙ୍କ ରଥଯାତ୍ରା ଚାଲିଥିବା ବେଳେ ରଥଟି ହାଇ ଟେନସନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ରଥରେ ନିଆଁ ଲାଗିଯାଇଥିଲା । ଏହି ସମୟରେ ରଥରେ ଥିବା ଲୋକମାନଙ୍କ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ହେବା ସହ ୧୫ ଜଣରୁ ଅଧିକ ଗୁରୁତର ହୋଇଛନ୍ତି । ପୀଡିତମାନଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକContinue reading “ତରପରର ହଦୟ ବଦରକ ଦଶୟ ଇସକନ ରଥର ନଆଲଗ ମତ ଗରତର”

ରଳମନତରଙକ ଇଞଜନୟରଙକ ପରମରଶ ସମୟନବରତତ ହବ ଅପକଷ ସରକଷକ ଗରତୱ ଦଆଯଉ

କନକ ବ୍ୟୁରୋ: ଜୁନ ୨ ତାରିଖରେ ହୋଇଥିବା ବାହାନଗା ଟ୍ରେନ ଦୁର୍ଘଟଣାର ଦୁଃଖ ଏବେ ବି ତାଜା ହୋଇ ରହିଛି । କିନ୍ତୁ ଏହାରି ଭିତରେ ସ୍ୱାଭାବିକ ହୋଇଆସୁଛି ଏହି ରୁଟରେ ରେଳ ଚଳାଚଳ । ଦୁର୍ଘଟଣା ପରେ ବାହାନଗା ଷ୍ଟ୍ରେସନରେ ଟ୍ରେନ ରହୁନଥିଲା । ମଙ୍ଗଳବାର ଠାରୁ ଏହି ଷ୍ଟେସନରେ ଟ୍ରେନ ଅଟକୁଛି । ବାହାନଗାରୁ ଟିକେଟ କାଟି ଟ୍ରେନରେ ଆସିଛନ୍ତି ଯାତ୍ରୀ । ଚଳିତ ଶତାବ୍ଦୀର ସବୁଠୁ ବଡ଼ ଟ୍ରେନ ଦୁର୍ଘଟଣା ପରେ ରେଳContinue reading “ରଳମନତରଙକ ଇଞଜନୟରଙକ ପରମରଶ ସମୟନବରତତ ହବ ଅପକଷ ସରକଷକ ଗରତୱ ଦଆଯଉ”

ଛତଶଗଡ ପରଦଶ କଗରସ କଳକ ତଟଇବକ ଅଣଟଭଡଛ ଦଳ ପସସ ସଭପତ ଓ ସଧରଣ ସମପଦକଙକ ମଧୟ ଚଲଛ ବବଦ

କନକ ବ୍ୟୁରୋ : ଛତିଶଗଡ ବିଧାନସଭା ନିର୍ବାଚନକୁ ଆଉ କିଛି ଦିନ ବାକି ରହିଛି । କିଭଳି ରାଜ୍ୟର ଶାସନ ଡୋରି ପୁଣି ହାତରେ ରହିବ ଏନେଇ ବର୍ତ୍ତମାନଠୁ କସରତ ଆରମ୍ଭ କରିଛି କଂଗ୍ରେସ । ବୁଧବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ନେତା ରାହୁଲ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ଛତିଶଗଡ ପ୍ରଦେଶ କଂଗ୍ରେସର ବୈଠକ ବସିଛି । ସେପଟେ ବିଧାନସଭା ନିର୍ବାଚନ ପୂର୍ବରୁ ଛତିଶଗଡ ପ୍ରଦେଶ କଂଗ୍ରେସରେ ଫାଟ ଦେଖାଦେଇଛି । ପିସିସି ସଭାପତି ମୋହନContinue reading “ଛତଶଗଡ ପରଦଶ କଗରସ କଳକ ତଟଇବକ ଅଣଟଭଡଛ ଦଳ ପସସ ସଭପତ ଓ ସଧରଣ ସମପଦକଙକ ମଧୟ ଚଲଛ ବବଦ”

କନୟ ଡକର ପଇ ଯବ କଳ ହଲ ପଟଙଗର ସଡକ ଦରଘଟଣର ଚଲଗଲ ଗଟଏ ପରବର

କନକ ବ୍ୟୁରୋ: ମଙ୍ଗଳବାର କୋରାପୁଟ ପଟ୍ଟାଙ୍ଗୀ ଥାନା ଅନ୍ତର୍ଗତ ୨୭ନଂ ଜାତୀୟ ରାଜପଥରେ ଦୁର୍ଘଟଣାରେ ଚାଲିଗଲେ ଗୋଟିଏ ପରିବାର । କନ୍ୟା ଡାକରା ପାଇଁ ଯିବା କାଳ ହେଲା । ଅଧାରେ ଅଟିକିଗଲା ବାହାଘର । ବାହା ବେଦୀ ସାଜସଜ୍ଜା ସରିଥିଲା । ଭୋଜି ପାଇଁ ପରିବା କଟାକଟି ବି ସରିଥିଲା । ଖାଲି ଚୁଲି ଜଳିନଥିଲା । ବାହାଘର ପ୍ରସ୍ତୁତି ଭିତରେ ହଠାତ ଦୁର୍ଘଟଣାର ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ଖବର ଆସିଲା କନ୍ୟାContinue reading “କନୟ ଡକର ପଇ ଯବ କଳ ହଲ ପଟଙଗର ସଡକ ଦରଘଟଣର ଚଲଗଲ ଗଟଏ ପରବର”

ଭରତ-ଆମରକ ପରତରକଷ ଚକତ ଉପର ପରଶନ ଉଠଇଲ କଗରସ ଅନୟଦଶ ତଳନର ଗଣ ଦମର ଆମରକ ଠର ଡରନ କଣବ ଭରତ ସରକର

କନକ ବ୍ୟୁରୋ : ନିକଟରେ ମପ୍ରଧାନମନ୍ତ୍ରୀ ମୋଦୀ ଆମେରିକାଗସ୍ତ କରିଥିଲେ । ଏହି ସମୟରେ ଦୁଇ ଦେଶ ମଧରେ ଗୁରୁତ୍ୱପୂର୍ଣ୍ଣ ତଥା ବଡ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ତେବେ ଏହି ପ୍ରତିରକ୍ଷା ଡିଲକୁ ନେଇ ବଡ ଅଭିଯୋଗ ଆଣିଛି କଂଗ୍ରେସ । ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ନେତା ପୱନ ଖେଡା କହିଛନ୍ତି ଆମେରିକାଠୁ ଭାରତ ଯେଉଁ ପ୍ରିଡେଟର ଡ୍ରୋନ କିଣିବ ସେଥିରେ ବଡ ଦୁର୍ନିତୀ ହୋଇଛି । କାରଣ ଅନ୍ୟ ଦେଶ ତୁଳନାରେContinue reading “ଭରତ-ଆମରକ ପରତରକଷ ଚକତ ଉପର ପରଶନ ଉଠଇଲ କଗରସ ଅନୟଦଶ ତଳନର ଗଣ ଦମର ଆମରକ ଠର ଡରନ କଣବ ଭରତ ସରକର”

ଗୟରଜର ପହଚଲ ମଟର ବଇକ ସଜଡଲ କଗରସ ନତ ରହଲ ଗନଧ ମକନଙକ ଭଟଲ ହଲଚଲ ପଚରବଝଲ ରହଲ

କନକ ବ୍ୟୁରୋ : ଗ୍ୟାରେଜରେ ପହଁଚିଲେ ଓ ମେକାନିକଙ୍କ ସହ ମିଶି ଗାଡ଼ି ସଜାଡ଼ିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଯାହାର ଫଟୋ ଏବେ ସାମାଜିକ ଗଣାମଧ୍ୟମରେ ଚର୍ଚ୍ଚା ସୃଷ୍ଟି କରିଛି । ଅଚାନକ ଦିଲ୍ଲୀର କରୋଲବାଗର ଏକ ଗ୍ୟାରେଜରେ ପହଞ୍ଚିଥିଲେ ରାହୁଲ ଗାନ୍ଧୀ । ଯେଉଁଠାରେ ମଙ୍ଗଳବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦେଖିବାକୁ ମିଳିଛି । ତେବେ ଗ୍ୟାରେଜରେ ରାହୁଲ ଗାନ୍ଧୀଙ୍କୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା । ରାହୁଲ ଗାନ୍ଧୀContinue reading “ଗୟରଜର ପହଚଲ ମଟର ବଇକ ସଜଡଲ କଗରସ ନତ ରହଲ ଗନଧ ମକନଙକ ଭଟଲ ହଲଚଲ ପଚରବଝଲ ରହଲ”

ବବହ ଉତସବ ବଳ ରହନତ ସବଧନ ରଷଣ ଚଲଥବ ବଳ ବରଯତର ଦଳଙକ ଉପର ଚଢ଼ଗଲ ଦରତଗମ ଟରକ

କନକ ବ୍ୟୁରୋ: କନ୍ୟା ଘରେ ପହଞ୍ଚିବେ ବରଯାତ୍ରୀ । ବରଯାତ୍ରୀଙ୍କ ପାଇଁ ଆଗମନ ପୂର୍ବରୁ ସଜାଇ ରଖାଯାଇଥିଲା ଭୋଜିଭାତ । କନ୍ୟା ଘର ଆଉ କିଛି ବାଟ ଥିଲା । ନାଚରେ ମସଗୁଲ ଥିଲେ ବରଯାତ୍ରୀ ।ଏତିକି ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ବରଯାତ୍ରୀଙ୍କ ରୋଷଣୀ ଉପରେ ମାଡ଼ିଯାଇଥିଲା । ଯାହାପରେ କାନ୍ଦ ବୋବାଳିରେ ପରିଣତ ହୋଇଥିଲା ବିବାହ ସମାରୋହ । ସମୟ: ମଙ୍ଗଳବାର ରାତି ପ୍ରାୟ ୨ଟା ସ୍ଥାନ: ଷଠୀଘର, କେନ୍ଦୁଝର ବରଯାତ୍ରୀଙ୍କୁContinue reading “ବବହ ଉତସବ ବଳ ରହନତ ସବଧନ ରଷଣ ଚଲଥବ ବଳ ବରଯତର ଦଳଙକ ଉପର ଚଢ଼ଗଲ ଦରତଗମ ଟରକ”

Design a site like this with WordPress.com
Get started