କନକ ବ୍ୟୁରୋ : ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ମରଣାନ୍ତକ ଆକ୍ରମଣ । କାରରେ ଆସିଥିବା ଦୁବୁର୍ତ ଗୁଳିମାଡ କରିଥିବାବେଳେ ଅଳ୍ପକେ ବର୍ତିଛନ୍ତି ଚନ୍ଦ୍ରଶେଖର । ତୁରନ୍ତ ଚନ୍ଦ୍ରଶେଖରଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଉତରପ୍ରଦେଶର ସହାରନପୁରର ଦେବବନ୍ଦ ଅଞ୍ଚଳରେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖରଙ୍କ ଉପରେ ଦୁବୁର୍ତ ମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି । ଦିଲ୍ଲୀରୁ ଘରକୁ ଯିବା ସମୟରେ ଏପରି ଘଟଣା ଘଟିଛି । ତେବେ ଦୁବୁର୍ତମାନେ ୪ ରାଉଣ୍ଡ ଗୁଳିContinue reading “ଭମ ଆରମ ମଖୟ ଚନଦରଶଖର ଆଜଦଙକ ଉପର ମରଣନତକ ଆକରମଣ ଗରତର ଅବସଥର ଦଓବନଧ ହସପଟଲର ଚଲଛ ଚକତସ”
Tag Archives: News
ଦଲଲ ହଜଖସ ଜଗନନଥ ମନଦରର ରଷଟରପତଙକ ଦରଶନକ ନଇ ବଢ଼ଲ ବବଦ ଗରଭଗହ ବହର ଦରଶନ କରଥଲ ଦରପଦ ମରମ
କନକ ବ୍ୟୁରୋ: ମନ୍ଦିର ଗର୍ଭଗୃହ ବାହାରେ ରାଷ୍ଟ୍ରପତିଙ୍କ ପୂଜା । ସୋସିଆଲ ମିଡିଆରେ ଆରମ୍ଭ ହେଲା ବିତର୍କ । ଦିଲ୍ଲୀର ହଜଖାସ୍ ସ୍ଥିତ ଜଗନ୍ନାଥ ମନ୍ଦିରର ଗର୍ଭଗୃହ ଦ୍ୱାର ବାହାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ରଥଯାତ୍ରା ଦିନ ନିଜର ୬୫ତମ ଜନ୍ମଦିନ ପଡିଥିବାରୁ ରାଷ୍ଟ୍ରପତି ଦର୍ଶନ ପାଇଁ ମନ୍ଦିର ଯାଇଥିଲେ । ଫଟୋରେ ଦେଖିବାକୁ ମିଳିଛି ଏହି ସମୟରେ ମହାମହିମ ଗର୍ଭଗୃହ ଦ୍ୱାର ବାହାରେ ହାତଯୋଡି ଠିଆ ହୋଇଛନ୍ତି ଓ ଭିତରେContinue reading “ଦଲଲ ହଜଖସ ଜଗନନଥ ମନଦରର ରଷଟରପତଙକ ଦରଶନକ ନଇ ବଢ଼ଲ ବବଦ ଗରଭଗହ ବହର ଦରଶନ କରଥଲ ଦରପଦ ମରମ”
ଜତୟ ସତରର ଶରଷଠ ବବଚତ ପଞଚୟତରଜ ସସଥମନଙକ ସମବରଦଧନ ବକଶର ମପଦଣଡର ଓଡଶର ପଞଚୟତରଜ ସସଥମନ ଦଶର ପଥ ପରଦରଶକ
କନକ ବ୍ୟୁରୋ : ଜାତୀୟ ସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପଞ୍ଚାୟତିରାଜ ଅନୁଷ୍ଠାନ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିପୁଳ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି । ଆଜି ଲୋକସେବା ଭବନର କନ୍ଭେସନ୍ ହଲ୍ ଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯେଉଁ ପଞ୍ଚାୟତିରାଜ ଅନୁଷ୍ଠାନ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିବ ତାକୁ ରାଜ୍ୟ ସରକାର, କେନ୍ଦ୍ର ସରକାର ଦେଉଥିବାContinue reading “ଜତୟ ସତରର ଶରଷଠ ବବଚତ ପଞଚୟତରଜ ସସଥମନଙକ ସମବରଦଧନ ବକଶର ମପଦଣଡର ଓଡଶର ପଞଚୟତରଜ ସସଥମନ ଦଶର ପଥ ପରଦରଶକ”
ମନଦର ରଷଘର ନରମଣ ନଇ ବବଦ ବରଧର ଜଲଲପଳ ଓ କମଶନରଙକ ଚଠ
କନକ ବ୍ୟୁରୋ: ଏକାମ୍ର ପ୍ରକଳ୍ପ ଯୋଜନାରେ ଅନନ୍ତ ବାସୁଦେବ ମନ୍ଦିରରେ ରୋଷ ଘର ନିର୍ମାଣକୁ ନେଇ ବିବାଦ ସୃଷ୍ଟି ହୋଇଛି । ମନ୍ଦିର ପରିସରରେ ରୋଷଘର ପାଇଁ ଓବିସିସି ପକ୍ଷରୁ ଟେଣ୍ଡର କରଯାଇଛି । କିନ୍ତୁ ପୂଜକ ନିଯୋଗ ପକ୍ଷରୁ ଏହାକୁ ବିରୋଧ କରାଯାଇଛି । ବିରୋଧ କରି ଜିଲ୍ଲାପାଳ ଏବଂ ବିଏମସି କମିଶନରଙ୍କ ପାଖକୁ ଚିଠି କରିଛନ୍ତି । ଏକ ଗୋଷ୍ଠୀ ଅନନ୍ତ ବାସୁଦେବଙ୍କ ପାଖରେ ସଂକୁଡି ଭୋଗ ହୁଏ ନାହିଁ କହୁଥିବାବେଳେ ଏହାକୁ ଖଣ୍ଡନContinue reading “ମନଦର ରଷଘର ନରମଣ ନଇ ବବଦ ବରଧର ଜଲଲପଳ ଓ କମଶନରଙକ ଚଠ”
ଏକମର କଷତରର ହବ ନବକଳବର ପରକଳପର ଶଳନୟସ କଲ ମଖୟମନତର ନବନ ପଟଟନୟକ
କନକ ବ୍ୟୁରୋ: ସୁସଜ୍ଜିତ ଯଜ୍ଞ ମଣ୍ଡପରୁ ଭାସି ଆସିଲା ପଣ୍ଡିତଙ୍କ ମନ୍ତ୍ରୋଚାରଣ । ବେଦ, ମନ୍ତ୍ର, ପୂଜାପାଠରେ କମ୍ପୁଥିଲା ଏକାମ୍ରକ୍ଷେତ୍ର । ଚାରିଆଡେ ଶୁଭୁଥିଲା ଶିବସ୍ତୁତି । ଆଉ ତାରି ଭିତରେ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶିଳାନ୍ୟାସ କରିବା ପରେ ଯଜ୍ଞ ମଣ୍ଡପକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ । ଯଜ୍ଞ ମଣ୍ଡପରେ ଆରାଧନା କରିଥିଲେ ନବୀନ । ଏକାମ୍ର ପ୍ରକଳ୍ପର ବୈଶିଷ୍ଟ୍ୟ.. – ଏକାମ୍ର ପ୍ରକଳ୍ପର ସ୍ଥାପତ୍ୟ, ପ୍ରତ୍ନତାତ୍ତତ୍ତ୍ୱିକ ଏବଂ ପ୍ରାଚୀନContinue reading “ଏକମର କଷତରର ହବ ନବକଳବର ପରକଳପର ଶଳନୟସ କଲ ମଖୟମନତର ନବନ ପଟଟନୟକ”
ରଥଟଣ ବଳ ବଡ଼ଦଣଡର ଅଘଟଣ ତଳଧୱଜ ରଥ ଦଉଡ଼ ଛଡ଼ଯବର ଜଣ ସବୟତ ଆହତ
କନକ ବ୍ୟୁରୋ: ରଥଟଣା ବେଳେ ଅଘଟଣ । ବଳଭଦ୍ରଙ୍କ ରଥ ଦଉଡ଼ି ଛିଡ଼ିପଡ଼ିବାରୁ ଜଣେ ଭୋଇ ସେବକ ଆହତ ହୋଇଛନ୍ତି । ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ଯାଉଥିବା ବଳଭଦ୍ରଙ୍କ ରଥଟଣା ବେଳେ ଏଭଳି ଅଘଟଣ ଘଟିଛି । ମାର୍କେଟ ଛକ ନିକଟରେ ରଥ ଦଉଡ଼ି ଛିଣ୍ଡିଯିବାରୁ ଆହତ ହୋଇଛନ୍ତି ସେବକ । ତାଙ୍କୁ ସଙ୍ଗେ ସଙ୍ଗେ ପୁରୀ ମେଡିକାଲରେ ଭର୍ତି କରାଯାଇଥିଲା । ସେହିପରି ବାହୁଡା ଯାତ୍ରା ବେଳେ ଠେଲାପେଲା ହୋଇଥିଲେ ଶ୍ରଦ୍ଧାଳୁ । ପୁଲିସContinue reading “ରଥଟଣ ବଳ ବଡ଼ଦଣଡର ଅଘଟଣ ତଳଧୱଜ ରଥ ଦଉଡ଼ ଛଡ଼ଯବର ଜଣ ସବୟତ ଆହତ”
ବନୟ ପଣର ପଣ ବହରର ଭସଗଲ ହଜର କଟ ବଜଟର ନରମଣଧନ ପଲ ସପଟ ପରବର ପଶଚମ ଉତରର ଦକଷଣ ସବଠ କଳ ସଜଛ ଲଗଣ ବରଷ ଓ ବନୟ ବତପତ
କନକ ବ୍ୟୁରୋ : ମୌସୁମୀ ପ୍ରଭାବରେ ଦେଶର ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଦିଲ୍ଲୀ ,ଉତରପ୍ରଦେଶ , ଉତରାଖଣ୍ଡ , ବିହାର, ମଧ୍ୟପ୍ରଦେଶ, ହରିୟାଣା, ସମେତ ବହୁ ସ୍ଥାନରେ ପ୍ରବଳ ବର୍ଷା ହେଇଛି । ଉତର ପଶ୍ଚିମ ଭାରତର ଅଳ୍ପ କିଛି ସ୍ଥାନକୁ ଛାଡ଼ିଦେଲେ ମୈାସୁମୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାରୁ ଅତି ପ୍ରବଳ ବର୍ଷା ହେବା ଯୋଗୁଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ହିମାଚଳ ପ୍ରଦେଶରେ ଏତେ ମାତ୍ରାରେContinue reading “ବନୟ ପଣର ପଣ ବହରର ଭସଗଲ ହଜର କଟ ବଜଟର ନରମଣଧନ ପଲ ସପଟ ପରବର ପଶଚମ ଉତରର ଦକଷଣ ସବଠ କଳ ସଜଛ ଲଗଣ ବରଷ ଓ ବନୟ ବତପତ”
ବହଡ ଯତର: ସହଦୱରର ଲଗଲ ନନଦଘଷ ରଥ
କନକ ବ୍ୟୁରୋ: ସିଂହଦ୍ୱାରରେ ପହଞ୍ଚିଲା ନନ୍ଦିଘୋଷ ରଥ । ତାଳଧ୍ୱଜ ଏବଂ ଦର୍ପଦଳନ ରଥ ପରେ ସିଂହଦ୍ୱାରରେ ଲାଗିଛି ନନ୍ଦିଘୋଷ ରଥ । ଶରଧାବାଲିରୁ ବାହାରିବା ପରେ ୩ ରଥ ଶେଷରେ ସିଂହଦ୍ୱାର ସମ୍ମୁଖରେ ଲାଗିଛନ୍ତି । The post ବାହୁଡା ଯାତ୍ରା: ସିଂହଦ୍ୱାରରେ ଲାଗିଲା ନନ୍ଦିଘୋଷ ରଥ first appeared on Kanak News. from Kanak News via
ବହଡ : ବଭନନ ସଥନର ଆସଲ ଅଘଟଣର ଖବର ବଦୟତ ଆଘତର ଭନନ ଭନନ ସଥନର ମତ
କନକ ବ୍ୟୁରୋ : ବାହୁଡାଯାତ୍ରାକୁ ନେଇ ଚାରିଆଡେ ଆଜି ଖୁସିର ମାହୋଲ । ରାଜ୍ୟର ଅନେକ ସ୍ଥାନରେ ବାହୁଡାଯାତ୍ରା ଅନୁଷ୍ଠିତ ହୋଇଛି । କାଳିଆର ଲୀଳାଖେଳା ସାରା ଜଗତ ଦେଖୁଛି । ଆଉ ଏହାରି ଭିତରେ ବିଭିନ୍ନ ସ୍ଥାନରୁ ଆସିଛି ଅଘଟଣର ଖବର । ଭିନ୍ନ ଭିନ୍ନ ସ୍ଥାନରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କୋରାପୁଟରେ ଜଣେ ଯୁବକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି । ଆଉ ୨ ଗୁରୁତରଙ୍କୁ କୋରାପୁଟContinue reading “ବହଡ : ବଭନନ ସଥନର ଆସଲ ଅଘଟଣର ଖବର ବଦୟତ ଆଘତର ଭନନ ଭନନ ସଥନର ମତ”
ଶଷ ହଲ ଚନଦରଯନ-ର ଅପକଷ ଜଲଇ ତରଖର ଇସର କରବ ଲଞଚ
କନକ ବ୍ୟୁରୋ : ଭାରତରେ ଚନ୍ଦ୍ରଯାନ-୩କୁ ନେଇ ଲାଗି ରହିଥିବା ଅପେକ୍ଷା ଶେଷ ହେବାକୁ ଯାଉଛି । ଏହି ମହାକାଶ ଯାନକୁ ଚନ୍ଦ୍ରରେ ଅବତରଣ କରାଯିବା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଜୁଲାଇ ୧୩ ତାରିଖରେ ଚନ୍ଦ୍ରଯାନ-୩କୁ ଉତକ୍ଷେପଣ କରିବ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା କେନ୍ଦ୍ରରୁ ଅପରାହ୍ନ ୨ଟାରେ ଚନ୍ଦଯାନ -୩ର ଉତକ୍ଷେପଣ କରାଯିବ । ଯଦି ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେପଣ ହେବ ତେବେ ବିଶ୍ୱରେ ଭାରତContinue reading “ଶଷ ହଲ ଚନଦରଯନ-ର ଅପକଷ ଜଲଇ ତରଖର ଇସର କରବ ଲଞଚ”