ଅଗନବର ହଲ ରବ କଶନଙକ ଝଅ ପରତରକଷ କଷତରର ସମଲ ହଲ ଇଶତ

କନକ ବ୍ୟୁରୋ : ଅଭିନେତାରୁ ରାଜନେତା ହୋଇଥିବା ଗୋରଖପୁରର ବିଜେପି ସାଂସଦ ରବି କିଶନ ଏକ ଖୁସି ଖବର ତାଙ୍କ ପ୍ରଶଂସକଙ୍କୁ ସୋସିଆଲ ମିଡିଆ ଜରିଆରେ ଜଣାଇଛନ୍ତି । ଏହି ଖୁସି ଖବରଟି ହେଉଛି ରବି କିଶନଙ୍କ ୨୧ବର୍ଷୀୟ ଝିଅ ଇଶିତା ଶୁକ୍ଳା ପ୍ରତିରକ୍ଷା କ୍ଷେତ୍ରରେ ସାମିଲ ହୋଇଛନ୍ତି । ଇଶିତା ଦିଲ୍ଲୀ ନିର୍ଦ୍ଦେଶାଳୟର ୭ ମହିଳା ବାଟାଲିନର କ୍ୟାଟେଡରେ ଯୋଗ ଦେଇଥିଲେ । ଝିଅ ଅଗ୍ନିବୀର ହେବା ପରେ ଟ୍ୱିଟରରେ ରବି କିଶନ ଏହି ଖବର ଜଣାଇଛନ୍ତି।Continue reading “ଅଗନବର ହଲ ରବ କଶନଙକ ଝଅ ପରତରକଷ କଷତରର ସମଲ ହଲ ଇଶତ”

ଆଜଦ ସମଜ ପରଟ ମଖୟ ଚନଦରଶଖର ଆଜଦଙକ ଉପର ମରଣନତକ ଆକରମଣ ଦହର ବଜଛ ଗଳ

କନକ ବ୍ୟୁରୋ : ଆଜାଦ ସମାଜ ପାର୍ଟି (ଭୀମ ଆର୍ମି) ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଉତ୍ତର ପ୍ରଦେଶର ସହାରନପୁର ନିକଟରେ ଏହି ଆକ୍ରମଣ ହୋଇଛି  । କିଛି ଅସାମାଜିକ ଲୋକ ଚନ୍ଦ୍ରଶେଖରଙ୍କ ଉପରକୁ ଗୁଳି ଚଳାଇଛନ୍ତି । ଆକ୍ରମଣ ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଚନ୍ଦ୍ରଶେଖରଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଛି । ସଦ୍ୟ ସୂଚନା ମୁତାବକ ଚନ୍ଦ୍ରଶେଖର ଆଜାଦଙ୍କ ଅଣ୍ଟାରେ ଗୁଳି ବାଜିଛି । Uttar Pradesh | ChandraContinue reading “ଆଜଦ ସମଜ ପରଟ ମଖୟ ଚନଦରଶଖର ଆଜଦଙକ ଉପର ମରଣନତକ ଆକରମଣ ଦହର ବଜଛ ଗଳ”

ଏଥର କରର ଯଇପରବ ଭରତର ଥଇଲୟଣଡ ମଦ ସରକରଙକ ଆକଟ ଇଷଟ ପଲସର ପରଭବ

କନକ ବ୍ୟୁରୋ: ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନିର୍ମାଣ ହୋଇଥିବା ଭାରତରୁ ଚୀନ ଯାଏଁ ଯାଉଥିବା ଏକମାତ୍ର ରାସ୍ତାକୁ ଏବେ ଯୁଦ୍ଧକାଳୀନ ଭିତ୍ତିରେ  କରାଯାଉଛି । ଏହା ମଣିପୁର ସହ ମିଆଁମାର ଓ ଥାଇଲ୍ୟାଣ୍ଡକୁ ସଂଯୋଗ କରୁଛି ଏହି ହାଇୱେ । ମୋଦୀ ସରକାରଙ୍କ ଆକ୍ଟ ଆକ୍ଟ ଇଷ୍ଟ ପଲିସିର ପ୍ରଭାବରେ ଏହି ହାଇୱେର ୭୦ ପ୍ରତିଶତ କାମ ଶେଷ ହୋଇସାରିଲାଣି ।ତେବେ ମଣିପୁରରେ ହିଂସା ଯୋଗୁଁ ଏହାର କାମ କିଛି ଦିନ ପାଇଁ ଧିମା ହୋଇଥିବା କହିଛନ୍ତି କେନ୍ଦ୍ରContinue reading “ଏଥର କରର ଯଇପରବ ଭରତର ଥଇଲୟଣଡ ମଦ ସରକରଙକ ଆକଟ ଇଷଟ ପଲସର ପରଭବ”

ପରବଳ ବରଷ ପର ମମବଇର ବଢଲ ସମସୟ ଅନକ ସଥନର ଭରରହଛ ପଣ ସତରକ କଲ ବଏମସ

କନକ ବ୍ୟୁରୋ: ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇ ଏବଂ ଏହାର ନିକଟବର୍ତ୍ତୀ ଥାଣେରେ ବୁଧବାର ସକାଳୁ ପ୍ରବଳ ବର୍ଷା ଜାରିରହିଛି । ବର୍ଷା କାରଣରୁ ଜନଜୀବନ ବ୍ୟାପକଭାବେ ପ୍ରଭାବିତ ହେବାରେ ଲାଗିଛି । ବର୍ଷା କାରଣରୁ ଅନେକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଛି । କିଛି ସ୍ଥାନରେ ଘରେ ପାଣି ପଶିଥିବା ବେଳେ ଆଉ କିଛି ସ୍ଥାନରେ ଘର ଭାଙ୍ଗିମଧ୍ୟ ଯାଇଛି । ସଡକରେ ପାଣି ଜମିବା କାରଣରୁ ଅନେ୍ଧରୀ ଅଞ୍ଚଳରେ ଗାଡିମୋଟର ଯାତାୟତକୁ ରୋକିଦିଆଯାଇଛି ।Continue reading “ପରବଳ ବରଷ ପର ମମବଇର ବଢଲ ସମସୟ ଅନକ ସଥନର ଭରରହଛ ପଣ ସତରକ କଲ ବଏମସ”

ଏକମର ପରକଳପକ ବଜପର ବରଧ ବରଷଲ ବଜଡ

କନକ ବ୍ୟୁରୋ : ଏକାମ୍ର ପ୍ରକଳ୍ପକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ, କେନ୍ଦ୍ରମନ୍ତ୍ରୀ ଓ ପୂର୍ବତନ ରାଜ୍ୟ ବିଜେପି ସଭାପତି ବିରୋଧ କରୁଥିବା ନେଇ ଅଭିଯୋଗ ଆଣିଲା ବିଜେଡି । ମୁଖ୍ୟମନ୍ତ୍ରୀ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ କେନ୍ଦମନ୍ତ୍ରୀ ଏହି ଏକାମ୍ର କ୍ଷେତ୍ରକୁ ବିରୋଧ କରିଚାଲିଲେ କିନ୍ତୁ ଲିଙ୍ଗରାଜଙ୍କ ଆଶ୍ରିବାଦରୁ ଆଜି ଏକାମ୍ର ଚଳାଞ୍ଚଳ । ମୁଖ୍ୟମନ୍ତ୍ରୀଙ୍କ ଯାହା ପରିକଳ୍ପନା ଥିଲା ଆଜି ବାସ୍ତବ ରୂପ ନେଇଛି । ଓଡ଼ିଶାContinue reading “ଏକମର ପରକଳପକ ବଜପର ବରଧ ବରଷଲ ବଜଡ”

ଏହ ଦଶର ବୟସ ଗଣନ ନଇ ଥବ ପରମପରକ ବୟବସଥକ କଲ ସମପତ ବରଷ କମଗଲ ଦଶସର ଲକଙକ ବୟସ

କନକ ବ୍ୟୁରୋ : ବୟସ ଏକ ଏମିତି ଜିନିଷ ଯାହା କେବଳ ବଢିଥାଏ । ବୟସ କାହାର କେବେ କମ୍ ହୋଇଥିବାର ଆପଣ କେବେ ବି ଶୁଣିନଥିବେ । ହେଲେ ଏବେ ବିଶ୍ୱର ଏକ ଏଭଳି ଦେଶ ଯାହାର ନିର୍ଣ୍ଣୟ ଫଳରେ ପ୍ରତି ଲୋକର ବୟସ ୧ରୁ ୨ବର୍ଷ କମ୍ ହୋଇଯାଇଛି । ସୂଚନା ମୁତାବକ ଦକ୍ଷିଣ କୋରିଆର ବୟସ ଗଣନା ନେଇ ଥିବା ପାରମ୍ପାରିକ ବ୍ୟବସ୍ଥାକୁ ସମାପ୍ତ କରିଦିଆଯାଇଛି । ଏହା ବଦଳରେ ବୟସ ଗଣନାContinue reading “ଏହ ଦଶର ବୟସ ଗଣନ ନଇ ଥବ ପରମପରକ ବୟବସଥକ କଲ ସମପତ ବରଷ କମଗଲ ଦଶସର ଲକଙକ ବୟସ”

ବଡଦଣଡର ଲଗଲ ରଥ ତଳଧୱଜ ପର ପହଞଚଲ ଦରପଦଳନ ରଥ

କନକ ବ୍ୟୁରୋ: ବଡଦାଣ୍ଡରେ ଲାଗିଲା ୨ ରଥ । ପ୍ରଥମେ ବଡଭାଇ ବଳଭଦ୍ର ଆଉ ବର୍ତ୍ତମାନ ଦେବୀ ସୁଭଦ୍ରାଙ୍କ ରଥ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିଛି । ଶରଧାବାଲିରୁ ବାହାରି ୨ ରଥ ବଡଦାଣ୍ଡରେ ଲାଗିଥିବା ବେଳେ ପଛରେ ଘର୍ଘର ନାଦରେ ଆଗେଇ ଚାଲିଛି ନନ୍ଦିଘୋଷ ରଥ । ଭକ୍ତମାନେ ଉତ୍ସାହର ସହ ରଥକୁ ଟାଣିନେଉଛନ୍ତି । ନିର୍ଦ୍ଧାରିତ ସମୟର ଅନେକ ପୂର୍ବରୁ ଦୁଇ ରଥ ବଡଦାଣ୍ଡରେ ଲାଗିଛନ୍ତି । The post ବଡଦାଣ୍ଡରେ ଲାଗିଲା ୨ ରଥ।Continue reading “ବଡଦଣଡର ଲଗଲ ରଥ ତଳଧୱଜ ପର ପହଞଚଲ ଦରପଦଳନ ରଥ”

ଆସସ ସରଜ ବଳ ଲରଡସର ହଙଗମ ପଚ ଖରପ କରବ ପଇ ପଡଆର ପହଞଚଲ ପରଦରଶନକର

କନକ ବ୍ୟୁରୋ: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଆସେସ ସିରିଜର ଦ୍ୱିତୀୟ ମ୍ୟାଚର ଖେଳ ଜାରିରହିଛି । ଏହି ମୁକାବିଲା ଲଣ୍ଡନର ଲର୍ଡସରେ ଖେଳାଯାଉଛି । ମ୍ୟାଚର ପ୍ରଥମ ଦିନରେ ପଡିଆରେ ହଙ୍ଗାମା ଦେଖିବାକୁ ମିଳିଥିଲ।। ଜଣେ ପ୍ରଦର୍ଶନକାରୀ ପଡିଆ ମଧ୍ୟକୁ ଚାଲିଆସିବା ସହ ହାତରେ କିଛି ସାମଗ୍ରୀ ନେଇ ପିଚ ଖରାପ କରିବାକୁ ଚେଷ୍ଟା କରିଥିଲା । ନାରଙ୍ଗୀ ରଙ୍ଗର କିଛି ରଙ୍ଗ କିମ୍ବା ମାଟିକୁ ହାତରେ ଧରି ସେ ପଡିଆକୁ ଆସିଥିଲେ ।Continue reading “ଆସସ ସରଜ ବଳ ଲରଡସର ହଙଗମ ପଚ ଖରପ କରବ ପଇ ପଡଆର ପହଞଚଲ ପରଦରଶନକର”

ବଏଚକ ମଲୟର ବକର ହଲ ଛଳ ଜଣନତ କଣ ଥଲ ବଶଷତୱ

ବକରିଦ ପର୍ବ ଚଳିତବର୍ଷ ଜୁନ ୨୯ ତାରିଖରେ ଲୋକେ ପାଳନ କରିବେ। ଏଥିପାଇଁ ଜୋରସୋର ପ୍ରସ୍ତୁତି ବି ଆରମ୍ଭ ହୋଇଯାଇଛି। ମୁସଲମାନ ଭାଇ ଓ ଭଉଣୀମାନଙ୍କ ପାଇଁ ବକରିଦ ଏକ ବଡ଼ ପର୍ବ ବୋଲି ଧରାଯାଇଥାଏ। ବକରିଦ ପର୍ବ ବଳିଦାନର ପ୍ରତୀକ ବୋଲି କୁହାଯାଏ। ବକରିଦ ପର୍ବ ପାଇଁ ଛେଳି କିଣା ବି ଆରମ୍ଭ ହୋଇଯାଇଛି। ଛେଳି ସାଧାରଣ ମୂଲ୍ୟରେ ବିକ୍ରି ହେଉଥିବା ବେଳେ ନିକଟରେ ଦୁଇଟି ଛେଳି ୩ବିଏଚକେ ଘର ମୂଲ୍ୟରେ ବିକ୍ରି ହୋଇଥିବା ଜଣାପଡ଼ିଛି।Continue reading “ବଏଚକ ମଲୟର ବକର ହଲ ଛଳ ଜଣନତ କଣ ଥଲ ବଶଷତୱ”

ଧରମନଦର ପରଧନ-ଭପନଦର ଯଦବଙକ ନଆ ଦୟତୱ କରଣଣଟକ-ଗଜରଟର ନଆ ଅଧୟକଷ ବଡ ପରବରତତନ ପଇ ବଜପର ପରସତତ ଆରମଭ

କନକ ବ୍ୟୁରୋ: ବିଜେପି ଆଗାମୀ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ତାର ପ୍ରସ୍ତୁତିକୁ ଜୋରଦାର କରିଛି । ଏହି କ୍ରମରେ ଦଳ ସାଙ୍ଗଠନିକସ୍ତରରେ ବଡ ପରିବର୍ତ୍ତନ କରିପାରେ । ସୂଚନା ଅନୁସାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭୁପେନ୍ଦ୍ର ଯାଦବଙ୍କୁ ନୂଆ ଦାୟିତ୍ୱ ମିଳିପାରେ । ଏହାଛଡା ଗୁଜରାଟ ଏବଂ କର୍ଣ୍ଣାଟକ ସମେତ ତିନି ରାଜ୍ୟରେ ନୂଆ ଅଧ୍ୟକ୍ଷଙ୍କୁ ଦାୟିତ୍ୱ ମିଳିପାରେ । ସାଙ୍ଗଠନିକସ୍ତରରେ ପରିବର୍ତ୍ତନ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପିContinue reading “ଧରମନଦର ପରଧନ-ଭପନଦର ଯଦବଙକ ନଆ ଦୟତୱ କରଣଣଟକ-ଗଜରଟର ନଆ ଅଧୟକଷ ବଡ ପରବରତତନ ପଇ ବଜପର ପରସତତ ଆରମଭ”

Design a site like this with WordPress.com
Get started