ନଦର ଖସପଡଲ ମନ ଟରକ; ମତ ର ଅଧକ ଆହତ

କନକ ବ୍ୟୁରୋ: ମଧ୍ୟପ୍ରଦେଶ ଦତିଆରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ବୁହାରା ନଦୀରେ ଖସିପଡିଛି ଏକ ମିନି ଟ୍ରକ୍, ଫଳରେ ଘଟଣାସ୍ଥଳରେ ୧୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି । ସୂଚନା ମୁତାବ. ଗ୍ୱାଲିଅର ବିଲହେଟି ଗାଁରୁ ଏକ ବିବାହ ଉତ୍ସବରେ ଯୋଗ ଦେଇ ଲୋକେ ଏକ ମିନିଟ୍ରକ୍ ଯୋଗେ ଟିକାମଗଡକୁ ଫେରୁଥିଲେ । ବୁହାରା ଗାଁ ନିକଟରେ ଏକ ନିର୍ମାଣାଧିନ ବ୍ରିଜ୍ ନିକଟରେ ଟ୍ରକ ଭାରସାମ୍ୟ ହରାଇ ନଦୀରେContinue reading “ନଦର ଖସପଡଲ ମନ ଟରକ; ମତ ର ଅଧକ ଆହତ”

ସମନ ନଗରକ ସହତକ କଜରୱଲଙକ ସମରଥନ କହଲ ବଚରକ ଭବ ସମରଥନ ହଲ

କନକ ବ୍ୟୁରୋ : ସମାନ ନାଗରିକ ସଂହିତା ବା ୟୁନିଫର୍ମ ସିଭିଲ କୋଡକୁ ନେଇ ଆମ୍ ଆଦମୀ ପାର୍ଟି ତରଫରୁ ବଡ ବୟାନ ଆସିଛି । ଦଳ ତରଫରୁ କୁହାଯାଇଛି କି, ବୈଚାରିକ ରୂପେ ଆମେ ୟୁସିସିକୁ ସମର୍ଥନ କରୁଛୁ ହେଲେ ସବୁ ଧର୍ମ ଓ ସଂପ୍ରଦାୟର ଲୋକଙ୍କ ସହ ଆଲୋଚନା କରି ସରକାର ସମସ୍ତଙ୍କର ସହମତି ଆଣିବା ଦରକାର । ଆମ୍ ଆଦମୀ ପାର୍ଟିର ନେତା ସନ୍ଦୀପ ପାଠକ କହିଛନ୍ତି କି, ବୈଚାରିକ ଭାବେ ଦଳContinue reading “ସମନ ନଗରକ ସହତକ କଜରୱଲଙକ ସମରଥନ କହଲ ବଚରକ ଭବ ସମରଥନ ହଲ”

ପରର ଠଲପଲ ଆହତ ଜଣ ମହଳ ଗରତର

କନକ ବ୍ୟୁରୋ : ଆଜି ବାହୁଡା ଯାତ୍ରା ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ । କାଳିଆକୁ ଦର୍ଶନ ପାଇଁ କାହିଁ କେଉଁ ଦୂରରୁ ଶ୍ରୀକ୍ଷେତ୍ରକୁ ଧାଇଁଆସିଛନ୍ତି ଭକ୍ତ । ଲକ୍ଷ ଲକ୍ଷ ଲୋକ ବଡଦାଣ୍ଡରେ ଗହଳି ଲାଗିଥିବା ବେଳେ ବାହୁଡା ଯାତ୍ରାରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଠେଲାପେଲା ସ୍ଥିତି ସୃଷ୍ଟି ହୋଇଥିଲା । ଯେଉଁଥିରେ ପୁଲିସ କର୍ମଚାରୀଙ୍କ ସମେତ ୬ଜଣ ଆହତ । ଠେଲାପେଲାରେ ଆହତ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି ।Continue reading “ପରର ଠଲପଲ ଆହତ ଜଣ ମହଳ ଗରତର”

ସରକରଙକ ତରଫର ଲକଙକ ବଡ ଆଶୱସଥ ଜନମ ଓ ମତୟ ପଞଜକରଣ ବଳ ବଧୟତମଳକ ହବ ନହ ଆଧର କରଡ

କନକ ବ୍ୟୁରୋ : ଦେଶରେ ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ସମୟରେ ଆଧାର ପ୍ରମାଣୀକରଣ କରିବାକୁ କେନ୍ଦ୍ର ସରକାର ରେଜିଷ୍ଟାର ଜେନେରାଲଙ୍କ କାର୍ଯ୍ୟାଳୟକୁ ଅନୁମତି ଦେଇଛନ୍ତି । ତେବେ ଏଭଳି ପଞ୍ଜିକରଣ ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ ହେବ ନାହିଁ । ଜୁନ ୨୭ ତାରିଖରେ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଜନ୍ମ ଏବଂ ମୃତ୍ୟୁ ପଞ୍ଜିକରଣ ସମୟରେ ପ୍ରଦାନ କରାଯାଇଥିôବା ପରିଚୟ ବିବରଣୀକୁ ପ୍ରମାଣୀକରଣ କରିବା ପାଇଁContinue reading “ସରକରଙକ ତରଫର ଲକଙକ ବଡ ଆଶୱସଥ ଜନମ ଓ ମତୟ ପଞଜକରଣ ବଳ ବଧୟତମଳକ ହବ ନହ ଆଧର କରଡ”

ବହଡଲ ମହବହ : ଘଣଟ ବଜଲ ଡହକ ଡକ ଦଲ କଳଗସଇର ନନଦଘଷ ଗଡଲ

କନକ ବ୍ୟୁରୋ : ଚଳଚଂଚଳ ଶ୍ରୀକ୍ଷେତ୍ର । ନଅ ଦିନର ଯାତ୍ରା ଶେଷ କରି ଶ୍ରୀମନ୍ଦିରକୁ ବାହୁଡି ଯାଉଛନ୍ତି କାଳିଆ ସାଆନ୍ତ । ପ୍ରଶାସନ ଠାରୁ ଆରମ୍ଭ କରି ସେବାୟତ, ଭକ୍ତ ଯାଏଁ, ସମସ୍ତେ ନିଜ ନିଜ ସେବାରେ ବ୍ୟସ୍ତ । ତେବେ ବାହୁଡା ଯାତ୍ରାର ନିର୍ଘଂଟ ନୀତି ଅନୁଯାୟୀ ସକାଳ ଆଠଟାରୁ ଆରମ୍ଭ ହୋଇଥିଲା ପହଣ୍ଡି ଯାତ୍ରା । ପରମ୍ପରା ଅନୁଯାୟୀ ସମସ୍ତ ନୀତି ଶୃଂଖଳିତ ଭାବେ ଶେଷ ହୋଇଛି । ତେବେ ନିର୍ଦ୍ଧାରିତ ସମୟContinue reading “ବହଡଲ ମହବହ : ଘଣଟ ବଜଲ ଡହକ ଡକ ଦଲ କଳଗସଇର ନନଦଘଷ ଗଡଲ”

ଜଲଇ ର ସସଦର ବସପର ମସମ ଅଧବଶନ ସସଦୟ କମଟ ବଠକର ଖବଶଘର ହଇପର ଘଷଣ

କନକ ବ୍ୟୁରୋ : ସଂସଦର ମୌସୁମୀ ଅଧିବେଶନ ଜୁଲାଇମାସ ତୃତୀୟ ସପ୍ତାହରୁ ଆରମ୍ଭ ହୋଇପାରେ । ସଂସଦୀୟ ମାମଲାରେ କ୍ୟାବିନେଟ କମିଟି ବୈଠକ ଆଗାମୀ କିଛିଦିନ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠଳରେ ମୌସୁମୀ ଅଧିବେଶନ ନେଇ ତାରିଖ ସ୍ଥିର କରାଯିବ । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏହି ବୈଠଳରେ ଅଧ୍ୟକ୍ଷତା କରିବେ । ସୂଚନା ମୁତାବକ ୨୦୨୩ର ମୌସୁମୀ ଅଧିବେଶନ ଜୁଲାଇ ୧୭ ତାରିଖରୁ ଆରମ୍ଭ ହୋଇପାରେ । ସଂସଦର ମୌସୁମୀ ଅଧିବେଶନContinue reading “ଜଲଇ ର ସସଦର ବସପର ମସମ ଅଧବଶନ ସସଦୟ କମଟ ବଠକର ଖବଶଘର ହଇପର ଘଷଣ”

ହତର ରଞଚ ପଚକସ ଧର ଗଡ ସଜଡଲ ରହଲ ଫଟକ ନଇ ଚରଚଚ

କନକ ବ୍ୟୁରୋ : ଦିନକୁ ଦିନ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି । ଲୋକଙ୍କ ନିକଟତର ହେବା ପାଇଁ ବିଭିନ୍ନ ଉପାୟରେ ପ୍ରୟାସ କରୁଛନ୍ତି ରାହୁଲ୍ ଆଉ ଏହାରି ମଧ୍ୟରେ ରାହୁଲ ଗାନ୍ଧୀଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋରେ ରାହୁଲ ଗାନ୍ଧୀଙ୍କୁ ଏକ ଗାଡି ମେକାନିକ୍ ଗ୍ୟାରେଜରେ ଦେଖିବାକୁ ମିଳିଛି । ଦିଲ୍ଲୀର କରୋଲବାଗରେ ଏକ ଗାଡି ଗ୍ୟାରେଜରେ ଅଚାନକ ପହଞ୍ଚିଥିଲେ ରାହୁଲ ।Continue reading “ହତର ରଞଚ ପଚକସ ଧର ଗଡ ସଜଡଲ ରହଲ ଫଟକ ନଇ ଚରଚଚ”

ଗଡଲ ଦବଦଳନତଳଧୱଜ ପର ଶରମନଦର ଅଭମଖ ଗଡଲ ହଦଳମହ ଦବ ସଭଦରଙକ ରଥ

କନକ ବ୍ୟୁରୋ : ନବଦିନାତ୍ମକ ଯାତ୍ରା ସାରି ଆଜି ଶ୍ରୀମନ୍ଦିର ଅଭିମୁଖେ ଗଡିଲା ଚତୁର୍ଦ୍ଧାମୂରତିଙ୍କ ରଥ । ପ୍ରଥମେ ବଡ ଭାଇ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡିବା ପରେ ପଛେ ପଛେ ଗଡିଲା ଦେବୀ ସୁଭଦ୍ରା ଦେବଦଳନ ରଥ । ପରମ୍ପରା ଅନୁଯାୟୀ ସମସ୍ତ ନୀତି ଶୃଂଖଳିତ ଭାବେ ଶେଷ ହୋଇଛି । ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ବଡ ଠାକୁର ଶ୍ରୀବଳଭଦ୍ରଙ୍କ ରଥ ତାଳଧ୍ୱଜ ରଥ ପ୍ରଥମେ ଟଣାହୋଇଥିଲା ବେଳେ ପଛେ ପଛେ ଗଡିଚାଲିଛି ହଳଦୀମୁହିଁContinue reading “ଗଡଲ ଦବଦଳନତଳଧୱଜ ପର ଶରମନଦର ଅଭମଖ ଗଡଲ ହଦଳମହ ଦବ ସଭଦରଙକ ରଥ”

ବହନର ରସରଚଚ କରଥବ ବଜଞନକଙକ ବଡ ଖଲସ ପରକର ଭତଣ ସଷଟ କର ବଶୱକ ଧୱସ କରବକ ଯଜନ କରଥଲ ଚନ

କନକ ବ୍ୟୁରୋ : ସାରା ବିଶ୍ୱରେ ଏବେ କରୋନା ସଂକ୍ରମଣ ଥମିଯାଇଛି । ହେଲେ କରୋନା ଭୂତାଣୁକୁ ନେଇ ଏବେ ଯେଉଁ ଖବର ଆସିଛି ତାହା ଆପଣଙ୍କୁ ଚକିତ କରିଦେବ । ଚୀନର ବୁହାନ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟରୋଲୋଜୀର ବୈଜ୍ଞାନିକ ଦାବି କରିଛନ୍ତି କି, ଚୀନ ଦ୍ୱାରା କରୋନାକୁ ଏକ ଜୈବିକ ଅସ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିଲା । ଏହି କ୍ରମରେ ଲ୍ୟାବରେ ୪ ପ୍ରକାରର ଭିନ୍ନ ଭିନ୍ନ ଷ୍ଟେନ ପ୍ରସ୍ତୁତ କରାଯାଇ ଯାଂଚ କରାଯାଇଥିଲା କିContinue reading “ବହନର ରସରଚଚ କରଥବ ବଜଞନକଙକ ବଡ ଖଲସ ପରକର ଭତଣ ସଷଟ କର ବଶୱକ ଧୱସ କରବକ ଯଜନ କରଥଲ ଚନ”

କନଦଝର ଟରକ ଦରଘଟଣ ମଖୟମନତରଙକ ଶକ : ମତକଙକ ନକଟତମ ଆତମୟଙକ ପଇ ଲକଷ ଟଙକ ସହୟତ ଘଷଣ

କନକ ବ୍ୟୁରୋ :  କେନ୍ଦୁଝର ଜିଲ୍ଲା ଷଠୀଘର ଠାରେ ହୋଇଥିବା ଟ୍ରକ ଦୁର୍ଘଟଣାରେ ପାଞ୍ଚ ଜଣ ଲୋକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।  ଏଥିସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଏହି ଦୁର୍ଘଟଣାରେ ଆହତମାନଙ୍କୁ ମାଗଣାରେ ଉପଯୁକ୍ତContinue reading “କନଦଝର ଟରକ ଦରଘଟଣ ମଖୟମନତରଙକ ଶକ : ମତକଙକ ନକଟତମ ଆତମୟଙକ ପଇ ଲକଷ ଟଙକ ସହୟତ ଘଷଣ”

Design a site like this with WordPress.com
Get started