କନକ ବ୍ୟୁରୋ : ବିଶାଳକାୟ ଟାଇଟାନିକ ଜାହାଜ ସହ ଅନେକ ରହସ୍ୟମାନ ଯୋଡ଼ି ହୋଇ ରହିଛି । ଦୀର୍ଘ ୧୧୧ ବର୍ଷ ଧରି ବୁଡ଼ି ରହିଥିବା ଜାହାଜକୁ ନେଇ ବିଭିନ୍ନ ରିପୋର୍ଟ ସବୁ ପ୍ରକାଶ କାଇଛି । ଯୁଗ ଆଗେଇବା ସହ ଟେକ୍ନୋଲୋଜି ମଧ୍ୟ ଆଗେଇଛି । ତେବେ ଆଜିଯାଏଁ କାହିଁକି ଜାହାଜଟି ଉଦ୍ଧାର ହୋଇପାରିନାହିଁ । ଏଭଳି ଅନେକ ପ୍ରଶ୍ନ ଆଜି ମଧ୍ୟ ଲୋକଙ୍କ ମନରେ ଉଠିଥାଏ । ବାସ୍ତବରେ କିନ୍ତୁ ଟାଇଟାନିକ ଜାହାଜ ଉଦ୍ଧାରContinue reading “ବରଷ ହବ ସମଦର ଭତର ପଡ ରହଛ ଟଇଟନକ କହକ ଉଦଧର ହଇପରନ ଜହଜର ଭଗନବଶଷ ଜଣନତ ଉଦଧର ପଇ କଉଠ ରହଛ ପରତବନଧକ”
Tag Archives: News
ବଦଶର ବୟବହର କରପରବ ଭରତୟ ଟଙକ! ଏହସବ ଦଶର ନଉଛନତ ଭରତୟ ନଟ ଜଣନତ କତ ଟଙକ ପରଯୟନତ ନଇଥନତ ବୟବସୟ?
କନକ ବ୍ୟୁରୋ : ଭାରତର ପଡ଼ୋଶୀ ଦେଶରେ ଚଳୁଛି ଭାରତୀୟ ନୋଟ୍ । କେବଳ ଗୋଟିଏ ଦେଶ ନୁହେଁ ବରଂ ଏଭଳି କିଛି ଦେଶରେ ଭାରତୀୟ ଟଙ୍କା ବଦଳ କରିବା ପରିବର୍ତେ ସାମାନ କିଣିପାରିବେ କିମ୍ବା ଅନ୍ୟ ସୁବିଧା ସୁଯୋଗ ପାଇପାରିବେ । ତେବେ ଆସନ୍ତୁ ନଜର ପକାଇବା ସମ୍ପୂର୍ଣ୍ଣ ଖବର ଉପରେ.. ଭାରତର ପଡ଼ୋଶୀ ଦେଶ ନେପାଳରେ ବର୍ଷ ବର୍ଷ ଧରି ଭାରତୀୟ ଟଙ୍କା ବ୍ୟବହାର ହୋଇଆସୁଛି । ଯଦିଓ ନେପାଳର ନିଜସ୍ୱ ମୁଦ୍ରା ରହିଛିContinue reading “ବଦଶର ବୟବହର କରପରବ ଭରତୟ ଟଙକ! ଏହସବ ଦଶର ନଉଛନତ ଭରତୟ ନଟ ଜଣନତ କତ ଟଙକ ପରଯୟନତ ନଇଥନତ ବୟବସୟ?”
ହତର ମତର ଦଇଦନ ଆଧର ସହ ପନ ଲଙକ ନକରଥଲ ଗଣବ ହଜର ଟଙକ
କନକ ବ୍ୟୁରୋ : ଶେଷ ହେବାକୁ ଯାଉଛି ଜୁନ୍ ମାସ । ଏହା ସହିତ ଶେଷ ହେବାକୁ ଯାଉଛି ଆଧାର ଓ ପାନ୍ ସହ ଲିଙ୍କ କରିବାର ସମୟସୀମା । ଜୁନ୍ ୩୦ ତାରିଖ ଆଧାର ସହ ପାନ୍ କାର୍ଡ ଲିଙ୍କ୍ କରିବାକ ଡେଡଲାଇନ୍ ଦିଆଯାଇଥିଲା । ତେଣୁ ହାତରେ ମାତ୍ର ଆଉ ୨ଦିନ ରହିଛି । ଆଧାର ସହ ପାନ୍ ଲିଙ୍କ୍ କରାଇନାହାନ୍ତି ତେବେ ଶେଷ ତାରିଖକୁ ଅପେ କ୍ଷ ନକରି ଆଜି ହିଁ ଲିଙ୍କ୍Continue reading “ହତର ମତର ଦଇଦନ ଆଧର ସହ ପନ ଲଙକ ନକରଥଲ ଗଣବ ହଜର ଟଙକ”
ଶରମନଦର ଅଭମଖ ଗଡଲ ବଡଠକରଙକ ରଥ : ଶରଧବଲର ତଳଧୱଜ ରଥକ ଟଣ ନଉଛନତ ଶରଦଧଳ
କନକ ବ୍ୟୁରୋ : ନବଦିନାତ୍ମକ ଯାତ୍ରା ସାରି ଆଜି ଶ୍ରୀମନ୍ଦିର ଅଭିମୁଖେ ଗଡିଲା ଚତୁର୍ଦ୍ଧାମୂରତିଙ୍କ ରଥ । ପରମ୍ପରା ଅନୁଯାୟୀ ସମସ୍ତ ନୀତି ଶେଷ ପରେ ପୁନର୍ବାର ରଥରେ ବସି ତିନି ଠାକୁର ରତ୍ନବେଦୀ ଅଭିମୁଖେ ମହାପ୍ରଭୁ । ତେବେ ନୀତି ନିର୍ଘଣ୍ଟ ଅନୁସାରେ ସମସ୍ତ ରୀତିନୀତି ସୁରୁଖୁରରେ ସମ୍ପନ୍ନ ହୋଇଛି । ମଧ୍ୟାହ୍ନ ସୁଦ୍ଧା ପହଣ୍ଡି ନୀତି ଏବଂ ପରେ ଛେରାପହଁରା ନୀତି ଶେଷ ହୋଇଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ବଡ ଠାକୁର ଶ୍ରୀବଳଭଦ୍ରଙ୍କContinue reading “ଶରମନଦର ଅଭମଖ ଗଡଲ ବଡଠକରଙକ ରଥ : ଶରଧବଲର ତଳଧୱଜ ରଥକ ଟଣ ନଉଛନତ ଶରଦଧଳ”
ରମଣଡର ଗଲ ପରଶନତ ରଉତ : ଦନଆ ରମଣଡର ନଲ ଭଜଲନସ; ପରବର ଦଆଯଇଛ ବଧୟତମଳକ ଅବସର
କନକ ବ୍ୟୁରୋ : ରିମାଣ୍ଡରେ ଗଲେ ପ୍ରଶାନ୍ତ ରାଉତ । ୫ ଦିନିଆ ରିମାଣ୍ଡରେ ନେଲା ଭିଜିଲାନ୍ସ । ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ନେଇ ଖୋଳତାଡ କରିବ ଭିଜିଲାନ୍ସ । ପୂର୍ବରୁ ପ୍ରଶାନ୍ତଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଦୁଇ ଦିନ ତଳେ ଗିରଫ କରାଯାଇଥିଲା । ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଥିଲା । ତାଙ୍କ ଘରୁContinue reading “ରମଣଡର ଗଲ ପରଶନତ ରଉତ : ଦନଆ ରମଣଡର ନଲ ଭଜଲନସ; ପରବର ଦଆଯଇଛ ବଧୟତମଳକ ଅବସର”
ଆରମଭ ହଲ ଛରପହର ନତ : ତମଯନର ଆସଲ ଗଜପତ ମହରଜ
କନକ ବ୍ୟୁରୋ : ଆରମ୍ଭ ହେଲା ଛେରାପହଁରା ନୀତି । ତାମଯାନରେ ଆସିଲେ ଗଜପତି ମହାରାଜ । ତାଳଧ୍ୱଜ ରଥରେ ଛେରାପହଁରା ନୀତି ସମ୍ପନ୍ନ । ଦର୍ପଦଳନ ରଥରେ ଚାଲିଛି ଛେରାପହଁରା ନୀତି । ପୁରୀ ଗଜପତି ମହାରାଜା ରଥଯାତ୍ରା ଓ ବାହୁଡ଼ା ଯାତ୍ରା ବ୍ୟତୀତ ଦୋଳବେଦୀରେ , ସ୍ନାନବେଦୀରେ ଓ ଚାପଉପରେ ଛେରା ପହଁରା ସେବା କରନ୍ତି । ସେହି ସ୍ଥାନକୁ ସୁନା ପହଁରାରେ ଓଳେଇ ସଫା କରିଥାନ୍ତି । ଶ୍ରୀଗୁଣ୍ଡିଚା ଓ ବାହୁଡା଼ ଯାତ୍ରାରContinue reading “ଆରମଭ ହଲ ଛରପହର ନତ : ତମଯନର ଆସଲ ଗଜପତ ମହରଜ”
ଘଟର ଖସଲ ବରଯତର ଗଡ ଯବକଙକ ମତୟ ହମଚଳ ରମପରର ବଡ ଦରଘଟଣ
କନକ ବ୍ୟୁରୋ: ହିମାଚଳପ୍ରଦେଶ ସିମଲାରେ ବଡ ଧରଣର ଦୁର୍ଘଟଣା ଘଟିଛି । ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ କାର ଘାଟିରୁ ଖସିପଡିବାରୁ ଘଟଣାସ୍ଥଳରେ ୪ଜଣ ଯୁବକଙ୍କ ମୃତ୍ୟୁ ହେବା ସହ ଅନ୍ୟମାନେ ଗୁରୁତର ଆହତ ହୋଇଥିବା ସୂଚନା ରହିଛି । ସୂଚନା ମୁତାବକ, ବୁଧବାର ସିମଲାରୁ ରାମପୁର ଯାଉଥିବା ଏକ ବରଯାତ୍ରୀ କାର୍ ଦୁର୍ଘଟଣାର ଶିକାର ହୋଇଛି । ଏଥିରେ ୫ଜଣ ଥିଲେ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪ଜଣ ଯୁବକଙ୍କୁ ପୋଷ୍ଟମର୍ଟମ ପାଇଁ ନିଆଯାଇଥିବାବେଳେ ଅନ୍ୟContinue reading “ଘଟର ଖସଲ ବରଯତର ଗଡ ଯବକଙକ ମତୟ ହମଚଳ ରମପରର ବଡ ଦରଘଟଣ”
ଅଗନବର ହଲ ସସଦ ରବ କଶନଙକ ଝଅ ଡଫନସ ଫରସର ସମଲ ହଲ ଇଶତ
କନକ ବ୍ୟୁରୋ: ଗୋରଖପୁରରୁ ବିଜେପି ସାଂସଦ ରବି କିଶନଙ୍କ ଝିଅ ଇଶିତା ଶୁକ୍ଳା ଡିଫେନ୍ସ ଫୋର୍ସରେ ସାମିଲ ହେଲେ । ନିଜ ଝିଅର ନିଷ୍ପତ୍ତି ଉପରେ ଖୁସି ଜାହିର କରିଛନ୍ତି ସାଂସଦ ରବି କିଶନ । ଅଭିନେତାରୁ ସାଂସଦ ବନିଥିବା ରବି କିଶନଙ୍କ ଝିଅ ଇଶିତା ଶୁକ୍ଳା ଡିଫେନ୍ସ ଫୋର୍ସରେ ସାମିଲ ହେବା ପରେ ସୋସିଆଲ ମିଡିଆରେ ନିଜର ଖୁସିକୁ ପ୍ରକାଶ କରିଛନ୍ତି ରବି କିଶନ । ଇଶିତା ଦିଲ୍ଲୀ ନିର୍ଦ୍ଦେଶାଳୟର ୭ ମହିଳା ବାଟାଲିନର କ୍ୟାଟେଡରେContinue reading “ଅଗନବର ହଲ ସସଦ ରବ କଶନଙକ ଝଅ ଡଫନସ ଫରସର ସମଲ ହଲ ଇଶତ”
ଖଇର ଖସ ପଡଲ ପକଅପ ଭୟନ : ଦରଘଟଣର ମତ ଆହତ ଡକତରଖନର ଭରତତ
କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଢୁଲୁ ଘାଟିରେ ମର୍ମଦୁନ୍ତ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟିର ଖାଇରେ ଖସି ପଡିଲା ପିକଅପ ଭ୍ୟାନ । ଘଟଣାସ୍ଥଳରେ ଡ୍ରାଇଭର ସମେତ ଅନ୍ୟ ଜଣଙ୍କ ମୃତ୍ୟୁ ସୂଚନା । ୧୧ଜଣ ଆହତଙ୍କୁ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା । ଗୁରୁତରଙ୍କ ମଧ୍ୟରେ ଅନେକ ମହିଳା ରହିଥିବା ଜଣାପଡିଛି । ନବରଙ୍ଗପୁର ଜିଲ୍ଲାରୁ ଧନସୁଲିସାପ୍ତାହିକ ବଜାରକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।Continue reading “ଖଇର ଖସ ପଡଲ ପକଅପ ଭୟନ : ଦରଘଟଣର ମତ ଆହତ ଡକତରଖନର ଭରତତ”
ଶର ଜଗନନଥଙକ ପହଣଡ : ଝଲ ଝଲ ରଥରଢ଼ ହବପଇ ପହଣଡର ଭବ ବନଦଆ କଳଆ ସଆନତ
କନକ ବ୍ୟୁରୋ : ଆଜି ପବିତ୍ର ବାହୁଡ଼ା ଯାତ୍ରା । କାଳିଆ ଭାବରେ ବନ୍ଧା ଭକ୍ତ । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରିବା ପରେ ବଡ଼ଠାକୁର ଶ୍ରୀ ବଳଦେବଙ୍କୁ ପହଣ୍ଡିରେ ଗୁଣ୍ଡିଚା ମନ୍ଦିରରୁ ରଥାରୁଢ଼ ପାଇଁ ଅଣାଯିବା ପରେ ଭଉଣୀ ସୁଭଦ୍ରାଙ୍କୁ ଧାଡ଼ି ପହଣ୍ଡିରେ ରଥାରୁଢ କରାଯାଇଛି । ଭାଇ ଭଉଣୀଙ୍କ ପହଣ୍ଡି ବିଜେ ପରେ ଶେଷରେ କାଳିଆ ସାଆନ୍ତଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି । ତେବେ ଦିବ୍ୟContinue reading “ଶର ଜଗନନଥଙକ ପହଣଡ : ଝଲ ଝଲ ରଥରଢ଼ ହବପଇ ପହଣଡର ଭବ ବନଦଆ କଳଆ ସଆନତ”