କନକ ବ୍ୟୁରୋ: ପୃଥିବୀ ପାଖ ଦେଇ ୯୧ ମିଟର ଓସାରବିଶିଷ୍ଟ ଖଣ୍ଡେ ପ୍ରକାଣ୍ଡ ଗ୍ରହାଣୁ ପୃଥିବୀ ପାଖ ଦେଇ ଅତିକ୍ରମ କରିବ ବୋଲି ‘ଦି ଇଣ୍ଡିପେଣ୍ଡେଣ୍ଟ୍’ ସମ୍ବାଦପତ୍ର ରିପୋର୍ଟ କରିଛି। ବିପଦ ସୃଷ୍ଟି କରିବାର ସମ୍ଭାବନା ଥିବା ୧୬୦ ମିଟର୍ ବ୍ୟାସର ଏହି ବିଶାଳ ପଥରଖଣ୍ଡ ‘୨୦୧୩ ଡବ୍ଲୁଭି୪୪’ର ଗତି ଉପରେ ଆମେରିକୀୟ ମହାକାଶ ସଂସ୍ଥାନ ‘ନାସା’ ଦୃଷ୍ଟି ରଖିଛି। ‘ନାସା’ର ‘ନିୟର୍-ଆର୍ଥ ଅବ୍ଜେକ୍ଟ୍ ଷ୍ଟଡିଜ୍’ କହିଛି ଯେ, ଏହି ଗ୍ରହାଣୁ ୩.୩ ନିୟୁତ କିଲୋମିଟର୍ ବ୍ୟବଧାନରେContinue reading “ପଥବ ଆଡକ ଆସଛ ବଶଳ ଗରହଣ ସକଣଡ ପରତ ବଗ . କଲମଟର”
Tag Archives: News
ଦବ ସଭଦରଙକ ପହଣଡ ବଜ ନତ : ରଥରଢ ହଲ ହଦଳମହ ମ ସଭଦର
କନକ ବ୍ୟୁରୋ : ଆଜି ମହାପ୍ରଭୁଙ୍କ ବାହୁଡାଯାତ୍ରା । ନବଦିନାତ୍ମକ ଯାତ୍ରା ସାରି ଶ୍ରୀଜୀଉ ଫେରିବେ । ଜନ୍ମବେଦୀରୁ ନୀଳକନ୍ଦର ଫେରିବେ । ବାହୁଡା ଯାତ୍ରା ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ରହିଛି । ଭକ୍ତଙ୍କ ଗହଳିରେ ଶରଧାବାଲି ଉଛୁଳି ଉଠୁଛି । ଭୋରରୁ ନୀତିକାନ୍ତି ଆରମ୍ଭ ହୋଇଛି । ପ୍ରଥମେ ଚକ୍ରରାଜ ସୁଦର୍ଶନ ଏବଂ ପରେ ବଡ ଭାଇ ବଳଭଦ୍ରଙ୍କ ପରେ ଆରମ୍ଭ ହୋଇଛି ଦେବୀ ସୁଭଦ୍ରାଙ୍କ ପହଣ୍ଡିବିଜେ ନୀତି । ଧାଡି ପହଣ୍ଡିରେ ରଥକୁ ବିଜେ କରୁଛନ୍ତିContinue reading “ଦବ ସଭଦରଙକ ପହଣଡ ବଜ ନତ : ରଥରଢ ହଲ ହଦଳମହ ମ ସଭଦର”
ପରଭ ଶରବଳଭଦରଙକ ପହଣଡ : ଦବୟ ଟହଆ ସଶଭତ ହଇ ଝଲଝଲ ଆସଲ ଭଇ ବଳରମ
କନକ ବ୍ୟୁରୋ : ଆଜି ପବିତ୍ର ବାହୁଡ଼ା ଯାତ୍ରା । ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡିପରେ ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରିବା ପରେ ବଡ଼ଠାକୁର ଶ୍ରୀ ବଳଦେବଙ୍କୁ ପହଣ୍ଡିରେ ଗୁଣ୍ଡିଚାଘରୁ ରଥାରୁଢ଼ ପାଇଁ ଅଣାଯାଇଛି । ଦିବ୍ୟ ଟାହିଆ ସୁଶୋଭିତ ହୋଇ ବଡ଼ଠାକୁର ଭକ୍ତଙ୍କ ଗହଳରେ ଝୁଲିଝୁଲି ରଥାରେ ବିରାଜମାନ ହେବାପାଇଁ ଆସିବାର ଦୃଶ୍ୟ ବିମୋହିତ କରିଛି । ବଳଭଦ୍ରଙ୍କ ପରେ ଗୁଣ୍ଡିଚାଘରୁ ପହଣ୍ଡିରେContinue reading “ପରଭ ଶରବଳଭଦରଙକ ପହଣଡ : ଦବୟ ଟହଆ ସଶଭତ ହଇ ଝଲଝଲ ଆସଲ ଭଇ ବଳରମ”
ବରଯତରଙକ ଉପର ଚଢଗଲ ଟରକ ମତ : ଦରଘଟଣ ଯଗ ଫରଗଲ ବର ହଲନ ବହଘର
କନକ ବ୍ୟୁରୋ : ବରଯାତ୍ରୀଙ୍କ ଉପରେ ଚଢିଗଲା ଟ୍ରକ୍ । ଏହି ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ଜଣ ଗୁରୁତର ଅଛନ୍ତି । କନ୍ୟାଘର ସାମ୍ନାରେ ନାଚୁଥିବା ବେଳେ ଚଢିଗଲା ଟ୍ରକ୍ । ୯ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । କେନ୍ଦୁଝର ଟାଉନ ଥାନା ଯୁଡିଆଘାଟି ଷଠୀଘର ନିକଟରେ ଦୁର୍ଘଟଣା ହୋଇଛି । ତେବେ ଦୁର୍ଘଟଣା ଯୋଗୁଁ ବର ଫେରି ଯାଇଛି, ବାହାଘର ହୋଇପାରି ନାହିଁ । ବିବାହ ଶୋଭାଯାତ୍ରା ଚାଲିଥିଲା ।Continue reading “ବରଯତରଙକ ଉପର ଚଢଗଲ ଟରକ ମତ : ଦରଘଟଣ ଯଗ ଫରଗଲ ବର ହଲନ ବହଘର”
ଆରମଭ ହଲ ପହଣଡ ବଜ ନତ : ଜନମବଦର ରତନବଦକ ଫରବ ଚତରଦଧମରତ ଚକରରଜ ସଦରଶନଙକ ପହଣଡ ଆରମଭ
କନକ ବ୍ୟୁରୋ : ଆଜି ବାହୁଡା ଯାତ୍ରା । ନବଦିନାତ୍ମକ ଯାତ୍ରା ସାରି ଫେରିବେ ମହାପ୍ରଭୁ । ଜନ୍ମବେଦୀରୁ ରତ୍ନ ସିଂହାସନକୁ ଯିବେ ଠାକୁର । ଏହି ଅବସରରେ ଆରମ୍ଭ ହୋଇଛି ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି । ମା’ ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଥାପନା କରିବା ପାଇଁ ସେବାୟତମାନେ ଆରମ୍ଭ କରିଛନ୍ତି ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି । ତେବେ ମହାପ୍ରଭୁଙ୍କୁ ଦେଖିବା ପାଇଁ ବଡଦାଣ୍ଡରେ ଭକ୍ତଙ୍କ ଭିଡ ଜମିଛି । ରତ୍ନବେଦୀରୁ ଜନ୍ମବେଦୀକୁ ଆସିଥିଲେ ଚତୁର୍ଦ୍ଧାମୂରତିContinue reading “ଆରମଭ ହଲ ପହଣଡ ବଜ ନତ : ଜନମବଦର ରତନବଦକ ଫରବ ଚତରଦଧମରତ ଚକରରଜ ସଦରଶନଙକ ପହଣଡ ଆରମଭ”
ବଶୱକପ ପରବର ସହୱଗଙକ ଭବଷୟବଣ ଏହ ଟ ଟମ ଖଳପରନତ ସମଫଇନଲ ଜଣନତ ତଲକର ରହଛ କଉ ଟମ?
କନକ ବ୍ୟୁରୋ : ଦିନିକିଆ ବିଶ୍ୱକପ୍ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ । ଦିନିକିଆ ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା ହୋଇଥିବା ବେଳେ ପୂର୍ବତନ ଭାରତୀୟ ବ୍ୟାଟର ବଡ ଭବିଷ୍ୟବାଣୀ କରିଛନ୍ତି । ସେହୱାଗ କହିଛନ୍ତି ଲିଗ୍ ପର୍ଯ୍ୟାୟ ବାଦ୍ ଭାରତ-ପାକିସ୍ତାନ ମଧ୍ୟରେ ସେମିଫାଇନାଲ ମୁକାବିଲା ଦେଖିବାକୁ ମିଳିପାରେ । ସେହିଭଳି ଏହି ଦୁଇ ଟିମ୍ ବ୍ୟତୀତ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ସୁପର-୪ ଟିମ୍ ଭାବେ ସେମିଫାଇନାଲକୁ ଏଣ୍ଟ୍ରି କରିପାରନ୍ତି । ଏହାବାଦ୍ ସେହୱାଗ ଷ୍ଟାଡିୟମ ଓContinue reading “ବଶୱକପ ପରବର ସହୱଗଙକ ଭବଷୟବଣ ଏହ ଟ ଟମ ଖଳପରନତ ସମଫଇନଲ ଜଣନତ ତଲକର ରହଛ କଉ ଟମ?”
ନବଦନତମକ ଯତର ସର ଫରବ ମହପରଭ : ପରଶସନ ତରଫର କଡ ସରକଷ ବୟବସଥ
କନକ ବ୍ୟୁରୋ : ଆଜି ବାହୁଡା ଯାତ୍ରା । ନବଦିନାତ୍ମକ ଯାତ୍ରା ସାରି ଫେରିବେ ମହାପ୍ରଭୁ । ଜନ୍ମବେଦୀରୁ ରତ୍ନ ସିଂହାସନକୁ ଯିବେ ଠାକୁର । ଆଗେଇ ଚାଲିଛି ଶ୍ରୀଜିଉଙ୍କ ନୀତିକାନ୍ତି । ନାକଚଣା ଦ୍ୱାରରେ ଦଣ୍ଡାୟମାନ ତିନି ରଥ । ବଡଦାଣ୍ଡରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ପ୍ରଶାସନ ତରଫରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବାହୁଡ଼ା ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ବୁଧବାର ମଧ୍ୟାହ୍ନ ୧୨ଟାରେ ପହଣ୍ଡି ଆରମ୍ଭContinue reading “ନବଦନତମକ ଯତର ସର ଫରବ ମହପରଭ : ପରଶସନ ତରଫର କଡ ସରକଷ ବୟବସଥ”
ବରଯତରଙକ ଉପର ଚଢଗଲ ଟରକ : ଜଣଙକ ମତୟ ହଇଥବ ବଳ ଜଣ ଗରତର
କନକ ବ୍ୟୁରୋ : ବରଯାତ୍ରୀଙ୍କ ଉପରେ ଚଢିଗଲା ଟ୍ରକ୍ । ଏହି ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ଜଣ ଗୁରୁତର ଅଛନ୍ତି । କନ୍ୟାଘର ସାମ୍ନାରେ ନାଚୁଥିବା ବେଳେ ଚଢିଗଲା ଟ୍ରକ୍ । ୯ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । କେନ୍ଦୁଝର ଟାଉନ ଥାନା ଯୁଡିଆଘାଟି ଷଠୀଘର ନିକଟରେ ଦୁର୍ଘଟଣା ହୋଇଛି । ବିବାହ ଶୋଭାଯାତ୍ରା ଚାଲିଥିଲା । ହରିଚନ୍ଦନପୁର ବ୍ଲକ୍ ଜଙ୍ଘିରା ନିକଟସ୍ଥ ମାନପୁର ଗ୍ରାମରୁ ଏକ ବରଯାତ୍ରୀ ଦଳ କେନ୍ଦୁଝରContinue reading “ବରଯତରଙକ ଉପର ଚଢଗଲ ଟରକ : ଜଣଙକ ମତୟ ହଇଥବ ବଳ ଜଣ ଗରତର”
ଆଜ ପବତର ବହଡଯତର ଭଇ ଓ ଭଉଣଙକ ସହ ଜନମବଦର ଫରବ ମହପରଭ
କନକ ବ୍ୟୁରୋ : ଶ୍ରୀଗୁଣ୍ଡିଚା ମନ୍ଦିରରେ ନବ ଦିନାତ୍ମକ ଯାତ୍ରା, ଲୀଳାଖେଳା ଶେଷ କରି ଚତୁର୍ଦ୍ଧାମୂର୍ତ୍ତି ଆଜି ବାହୁଡ଼ିବେ। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ଶରଧାବାଲିରେ ତିନି ରଥ ପ୍ରସ୍ତୁତ ରହିଛି। ରାତିରେ ତିନି ରଥରେ ଚାରମାଳ ବନ୍ଧା କାମ ମଧ୍ୟ ସରିଛି। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାକୁ ସଫଳ କରିବାକୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। -ମଧ୍ୟାହ୍ନ ୧୨ଟାରୁ ୨ଟା ୩୦ ମଧ୍ୟରେ ବାହୁଡା ପହଣ୍ଡି -ଗୋଟାଏରୁ ୨ଟା ୩୦ ମଧ୍ୟରେ ବେଶଶେଷContinue reading “ଆଜ ପବତର ବହଡଯତର ଭଇ ଓ ଭଉଣଙକ ସହ ଜନମବଦର ଫରବ ମହପରଭ”
ବଡଦଣଡର ବପର ଦଖ: ପତ ପତନ ଅଲଗ ହଇ ରହବ ପର ନଜ ପଲଙକ ଝରଛନତ ବପ
କନକ ବ୍ୟୁରୋ: ବୁଝାମଣାର ଅଭାବ ଓ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଖିଟପିଟ୍ ଯଦି ଉଗ୍ର ହୁଏ ତାହାଲେ ଏହାର ପ୍ରଭାବ ପଡେ ପିଲାଙ୍କ ଉପରେ । କାରଣ ମାମଲା ଯଦି କୋର୍ଟରେ ରୁହେ ତାହାଲେ ବାପ-ପୁଅ ହେଉ ଅବା ବାପ-ଝିଅ ଉଭୟ ପରସ୍ପରକୁ କେତେବେଳେ ଦେଖା କରିବେ ସେଥିପାଇଁ କୋର୍ଟଙ୍କର ଗୋଟିଏ ନିର୍ଦ୍ଦେଶ ରହିଥାଏ । ଆଉ ରକ୍ତର ସଂପର୍କ ଯୋଡିହେବାକୁ ଯେତେବେଳେ କୋର୍ଟର ଅନୁମତିକୁ ଅପେକ୍ଷା କରିବାକୁ କିମ୍ବା ମାନିବାକୁ ପଡିବ ତାହେଲେ ସ୍ଥିତି କଣ ହୋଇଥିବାContinue reading “ବଡଦଣଡର ବପର ଦଖ: ପତ ପତନ ଅଲଗ ହଇ ରହବ ପର ନଜ ପଲଙକ ଝରଛନତ ବପ”