କନକ ବ୍ୟୁରୋ: ବାହୁଡିବେ ଜଗା ବଳିଆ । ଉଭଣୀକୁ ସାଙ୍ଗରେ ନେଇ ଫେରିବେ । ଆସନ୍ତାକାଲି ବାହୁଡାଯାତ୍ରା ପାଇଁ ପ୍ରସ୍ତୁତି ଶେଷ ହୋଇଯାଇଛି । ଆଜି ସଂଧ୍ୟା ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ତେବେ ୫ଟାରୁ ଦର୍ଶନ ବନ୍ଦ ରହିଥିବାରୁ ଭକ୍ତ ଅସନ୍ତୋଷ ପ୍ରକାଶ କରିଥିଲେ । ଅନ୍ୟପଟେ ସପରିବାର ସହ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଗଜପତି । ବାହୁଡିବେ ଜଗା ବଳିଆ । ଉଭଣୀକୁ ସାଙ୍ଗରେ ନେଇ ଫେରିବେ । ଆସନ୍ତାକାଲି ବାହୁଡାଯାତ୍ରାContinue reading “ସରଲ ଆଡପ ମଣଡପର ଦରଶନ: ସପରବର ସହ ଦରଶନ କଲ ଗଜପତ ମହରଜ ଆରମଭ ହଲ ବହଡ ପରସତତ କରଯୟ”
Tag Archives: News
ଭରତୟଙକ ଉପର ମନସକ ଉତପଡନର ଅଭଯଗ ଆଣଲ ଆମରକୟ ସମବଦକ ସମଜକ ଗଣମଧୟମର ଧମକ ମଳଥବ କହଲ ସବରନ ସଦଦକ
କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶ୍ନ ପଚାରି ଏବେ ଅଡୁଆରେ ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ସାମ୍ବାଦିକା ସାବ୍ରିନା ସିଦ୍ଦିକ । ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକାଗସ୍ତରେ ଯାଇଥିବାବେଳେ ସାବ୍ରିନା ତାଙ୍କୁ ଭାରତର ଅଳ୍ପସଂଖ୍ୟକଙ୍କୁ ନେଇ ଏକ ପ୍ରଶ୍ନ ପଚାରିଥିଲେ । ଏହାପରଠୁ ସାମ୍ବାଦିକା ସମାଲୋଚନାର ଶିକାର ହେବା ସହ ତାଙ୍କୁ ମାନସିକ ଉତ୍ପୀଡନ କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ଯେବେଠୁ ମୋଦୀଙ୍କୁ ସେ ଭାରତୀୟ ମୁସଲିମ ଓ ଅଳ୍ପସଂଖ୍ୟଙ୍କ ସୁରକ୍ଷା ନେଇ ପ୍ରଶ୍ନ ପଚାରିଛନ୍ତିContinue reading “ଭରତୟଙକ ଉପର ମନସକ ଉତପଡନର ଅଭଯଗ ଆଣଲ ଆମରକୟ ସମବଦକ ସମଜକ ଗଣମଧୟମର ଧମକ ମଳଥବ କହଲ ସବରନ ସଦଦକ”
ଟମଟ ଦର ଆକଶ ଛଆ: କଲ ପଛ ଦର ଟଙକ
କନକ ବ୍ୟୁରୋ: ହଠାତ୍ ଟମାଟୋ ଦର ଆକାଶ ଛୁଆଁ । ୨୫ରୁ ୩୦ ଟଙ୍କାରେ ମିଳୁଥିବା ଟମାଟୋ ଏବେ ୧୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି । ଦର ବୃଦ୍ଧି ପରେ ଏବେ ଗ୍ରାହକ କିଣିବାକୁ ପଛଘୁଂଚା ଦେଉଥିବା ବେଳେ ନନେଲେ ବି ଚଳିବନି ଚିନ୍ତା କରି ଅଳ୍ପ କିଣୁଛନ୍ତି । ଅନ୍ୟପଟେ ଦର ବୃଦ୍ଧି ପଛରେ ରୋଗପୋକ ବୋଲି ବ୍ୟବସାୟୀ କହିଛନ୍ତି । ତରକାରୀ, ଡାଲମାକୁ ସୁଆଦିଆ କରୁଥିବା ଟମାଟୋର ଦର ଶୁଣି ଏବେ ଡରContinue reading “ଟମଟ ଦର ଆକଶ ଛଆ: କଲ ପଛ ଦର ଟଙକ”
ବଦଶର ଫର ବରଧଙକ ଟରଗଟ କଲ ପରଧନମନତର ମଧୟପରଦଶର ନରବଚନ ରଲର ବରଧ ମଣଟ ବଠକକ କଲ ଟରଗଟ
କନକ ବ୍ୟୁରୋ: ବିଦେଶରୁ ଫେରିବା ପରେ ବିରୋଧୀଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିହାରରେ ପାଟଣାରେ ହୋଇଥିବା ବିରୋଧୀ ଦଳଙ୍କ ବୈଠକକୁ ସମାଲୋଚନା କରିଛନ୍ତି ମୋଦୀ । କହିଛନ୍ତି, ଅତି କମରେ ସବୁୁ ବିରୋଧୀ ୨୦ ଲକ୍ଷ କୋଟି ଟଙ୍କାର ଦୁର୍ନୀତି କରିଛନ୍ତି । ତେଣୁ ଭୟଭୀତ ହୋଇ ପରସ୍ପର ସହ ହାତ ମିଳାଇଛନ୍ତି । ସେପଟେ ତିନି ତଲାକ, ୟୁନିଫର୍ମ ସିଭିଲ କୋର୍ଡ ତଥା ସମସ୍ତଙ୍କ ପାଇଁ ଏକା ନିୟମ ନେଇ ପ୍ରଧାନମନ୍ତ୍ରୀContinue reading “ବଦଶର ଫର ବରଧଙକ ଟରଗଟ କଲ ପରଧନମନତର ମଧୟପରଦଶର ନରବଚନ ରଲର ବରଧ ମଣଟ ବଠକକ କଲ ଟରଗଟ”
ସନଦହ ପଇ ସତରଙକ ହତୟ: ପରବତନ ବଧୟକଙକ ଆଜବନ କରଦଣଡ
କନକ ବ୍ୟୁରୋ: ପତ୍ନୀଙ୍କୁ ହତ୍ୟା କରିବା ମାମଲାରେ ପୂର୍ବତନ ବିଧାୟକ ରାମମୂର୍ତି ଗମାଙ୍ଗଙ୍କୁ ଆଜୀବନ କାରାଦଣ୍ଡାଦେଶ । ଆଜି ଭୁବନେଶ୍ୱର ଗମାଙ୍ଗଙ୍କୁ ଦଣ୍ଡ ଶୁଣାଇଛନ୍ତି ସ୍ୱତନ୍ତ୍ର ଏମଏଲଏ, ଏମପି କୋର୍ଟ । ଦଫା ୩୦୨ ଆଧାରରେ ଆଜୀବନ କାରାଦଣ୍ଡା ସହ ୫୦ହଜାର ଟଙ୍କାର ଜୋରିମାନା ଲଗାଯାଇଛି । ୨୮ ବର୍ଷ ତଳେ ଗର୍ଭବତୀ ପତ୍ନୀଙ୍କୁ ହତ୍ୟା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତି ଗମାଙ୍ଗ । ରାମମୂର୍ତ୍ତି ଗମାଙ୍ଗଟଙ୍କ କ୍ୱାର୍ଟରରେ ପହଂଚିଥିଲାContinue reading “ସନଦହ ପଇ ସତରଙକ ହତୟ: ପରବତନ ବଧୟକଙକ ଆଜବନ କରଦଣଡ”
ଆସଲ ଦନକଆ ବଶୱକପ କରଯୟସଚ ଅକଟବର ର ଭରତ-ପକସତନ ମକବଲ
କନକ ବ୍ୟୁରୋ: ୧୦୦ ଦିନ ପୂର୍ବରୁ ଭାରତରେ ହେବାକୁ ଥିôବା ଆଇସିସି ଦିନିକିଆ ବିଶ୍ୱକପ-୨୦୨୩ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଅକ୍ଟୋବର ୫ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଗତ ବିଶ୍ୱକପରେ ଫାଇନାଲକୁ ଯାଇଥିବା ଦୁଇ ଟିମ୍ ଚାମ୍ପିୟନ୍ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଅକ୍ଟୋବର ୧୫ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବହୁ ପ୍ରତିକ୍ଷୀତ ଭାରତ-ପାକିସ୍ତାନ ମ୍ୟାଚ ଖେଳାଯିବ । ପ୍ରାୟContinue reading “ଆସଲ ଦନକଆ ବଶୱକପ କରଯୟସଚ ଅକଟବର ର ଭରତ-ପକସତନ ମକବଲ”
ହତୟ ଧମକ ପଇବ ପର କଡ଼ ସରକଷ ଭତର ଅଭନତ ସଲମନ ଖନ ଏକସପଲସ ବଦଳର ସଲମନଙକ ଦଆଗଲ ୱଇପଲସ ସରକଷ ବୟବସଥ
କନକ ବ୍ୟୁରୋ: ସଲମାନ ଖାନଙ୍କୁ ନିଶ୍ଚୟ ହତ୍ୟା କରିବି । ମୌକା ମିିଳିଲେ ପ୍ରତିଶୋଧ ନେବି । ସଲମାନ କ୍ଷମା ମାଗନ୍ତୁ ନଚେତ ପରିଣାମ ଭୋଗିବେ । ବର୍ତମାନ ଏମିତି କିଛି ଧମକକୁ ନେଇ ସାରା ଦେଶରେ ଚର୍ଚ୍ଚା । କାନାଡ଼ାରେ ବସି ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଖୁଲମଖୁଲ୍ଲା ହତ୍ୟା ଧମକ ଦେଇଛି ଗ୍ୟାଙ୍ଗଷ୍ଟର ଗୋଲଡ଼ି ବ୍ରାର । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଗ୍ୟାଙ୍ଗଷ୍ଟର ଗୋଲଡ଼ି କହିଛି –ସଲମାନ ଖାନ ବିଷ୍ଣୋୟୀ ସମାଜରContinue reading “ହତୟ ଧମକ ପଇବ ପର କଡ଼ ସରକଷ ଭତର ଅଭନତ ସଲମନ ଖନ ଏକସପଲସ ବଦଳର ସଲମନଙକ ଦଆଗଲ ୱଇପଲସ ସରକଷ ବୟବସଥ”
ଦଗପହଣଡ ଦରଘଟଣ ପଇ ଦୟ କଏ? ପରଥମକ ତଦନତ ପର ସଚନ ଦଲ ବରହମପର ଏସପ
କନକ ବ୍ୟୁରୋ: ଦିଗପହଣ୍ଡି ବସ ଦୁର୍ଘଟଣା ପାଇଁ ଓଏସଆରଟିସି ବସ ଡ୍ରାଇଭର ଦାୟୀ । ଦୁର୍ଘଟଣା ପରେ ସଂପୃକ୍ତ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଭୁବନେଶ୍ୱର ଚାଲି ଆସିଥିଲେ । ପରେ କମିଶନରେଟ ପୋଲିସ ସାହାଯ୍ୟରେ ଦିଗପହଣ୍ଡି ପୋଲିସ ଡ୍ରାଇଭରଙ୍କୁ ନେଇ ଘଟଣାସ୍ଥଳରେ ଦୁର୍ଘଟଣାର ଡେମୋ କରାଇଥିଲେ । ଓଏସଆରଟିସି ବସଟି ଦ୍ରୁତ ଗତିରେ ଆସୁଥିଲା ଓ ମଧ୍ୟରାତ୍ରୀ ସଂପୃକ୍ତ ରାତିରେ ଡ୍ରାଇଭରଙ୍କ ଆଖି ପଡିଯାଇଥିଲା ବୋଲି କହିଛନ୍ତି ବ୍ରହ୍ମପୁର ଏସପି । ଫଳରେ ଘଟିଥିବା ମର୍ମନ୍ତୁଦContinue reading “ଦଗପହଣଡ ଦରଘଟଣ ପଇ ଦୟ କଏ? ପରଥମକ ତଦନତ ପର ସଚନ ଦଲ ବରହମପର ଏସପ”
ବଦଳଲ ପଣପଗ ବଢ଼ଲ ଦରଦମ ଆକଶଛଆ ଟମଟ ଦର
କନକ ବ୍ୟୁରୋ: ହଠାତ୍ ଟମାଟୋ ଦର ହୋଇଛି ଆକାଶ ଛୁଆଁ । ୨୫ରୁ ୩୦ ଟଙ୍କାରେ ମିଳୁଥିବା ଟମାଟୋ ଏବେ ୧୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି । ଦେଶର ବିଭିନ୍ନ ସ୍ଥାନରେ ଦର ଶହେ ଟଙ୍କା ପହଂଚିଲାଣି । ମେଟ୍ରୋ ସିଟିରେ ମଧ୍ୟ ଟମାଟୋ ଦର ପାଖାପାଖି ୧୦୦ରୁ ୧୨୦ ଟଙ୍କାରେ ପହଞ୍ଚିଲାଣି । ପ୍ରବଳ ଗରମ ପରେ ଆରମ୍ଭ ହୋଇଛି ବର୍ଷା । ଗରମ ଯୋଗୁଁ ଟମାଟୋ ପଚିଯାଇ ବ୍ୟବସାୟୀଙ୍କୁ କ୍ଷତି ପହଞ୍ଚାଇଥିଲା ଆଉContinue reading “ବଦଳଲ ପଣପଗ ବଢ଼ଲ ଦରଦମ ଆକଶଛଆ ଟମଟ ଦର”
ବଦରହ ପର ସମନକ ଆସଲ ପଟନ ୱଗନର ଗରପ ଆଗର ରଖଲ ସରତତ
କନକ ବ୍ୟୁରୋ: ଦେଶ ଏବଂ ସରକାର ବିରୋଧରେ ବିଦ୍ରୋହ କରିଥିବା ୱାଗନର ପାରାମିଲିଟାରୀ ଗ୍ରୁପକୁ ଚେତାବନୀ ଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ବିଦ୍ରୋହର ୪ଦିନ ପରେ ପୁଟିନ୍ ସାମ୍ନାକୁ ଆସିଛନ୍ତି । ଆଉ ଦେଶବାସୀଙ୍କୁ ଉଦବୋଧନ ଦେଇ ପୁଟିନ୍ କହିଛନ୍ତି, ରକ୍ତପାତକୁ ଏଡ଼ାଇବାକୁ ଯାଇ ସେ ୱାଗନର ଗ୍ରୁପର ବିଦ୍ରୋହୀଙ୍କୁ ଯିବାକୁ ଦେଇଥିଲେ । ଏଥିସହ ବିଦ୍ରୋହ କରିଥିବା ୱାଗନର ଗ୍ରୁପର ଯବାନଙ୍କ ପାଇଁ ୩ ଟି ସର୍ତ ରଖିଛନ୍ତି । ୱାଗନର ଗ୍ରୁପରContinue reading “ବଦରହ ପର ସମନକ ଆସଲ ପଟନ ୱଗନର ଗରପ ଆଗର ରଖଲ ସରତତ”