କନକ ବ୍ୟୁରୋ: କେନ୍ଦ୍ରରୁ ଚିଠି ଆସିଲା । ଆଉ ରାଜ୍ୟରେ ଚର୍ଚ୍ଚା ବଢିଲା । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କର ଅଭିଯୋଗକ୍ରମେ କେନ୍ଦ୍ର ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ସଚିବଙ୍କ ବିରୋଧରେ ବିହିତ ପଦକ୍ଷେପ ନେବା କଥା ଦର୍ଶାଯାଇଛି । ସେପଟେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ମଧ୍ୟ ଫାଇଭ ଟି ସଚିବଙ୍କ ସମୀକ୍ଷାକୁContinue reading “ବରଧଙକ ବରଧ ସତୱ ବରଗଡ କରଯୟକରମର ସମଲ ହଲ ଫଇଭ-ଟ ସଚବ: ସପଟ ଚରଚଚ ବଢ଼ଇଲ କନଦରର ଚଠ”
Tag Archives: News
ଶସକ ଦଳ ବନମ ବରଧ: ମଖୟମନତରଙକ ଅଡଓକ ନଇ ତଜଲ ରଜନତ
କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ଅଡିଓ ବାର୍ତା ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି କରିଛି । ବରଗଡର ଏକ ସଭାରେ ମୁଖ୍ୟମନ୍ତ୍ରୀଙ୍କ ଅଡିଓ ଫାଇଭ ଟି ସଚିବ ଶୁଣାଇଥିବାର ଚିତ୍ର ସାମ୍ନାକୁ ଆସିଥିଲା । ଯେଉଁଥିରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟତାର ସହ କହିଥିଲେ ସେ ତାଙ୍କ ସଚିବଙ୍କୁ ଲୋକଙ୍କ ସୁଖ ଦୁଃଖ ବୁଝିବାକୁ ପଠାଇଛନ୍ତି । କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ବିରୋଧୀ । ବିଜେପି ମୁଖ୍ୟମନ୍ତ୍ରୀଙ୍କ ଅଡିଓ ଉପରେ ପ୍ରଶ୍ନ କରିଥିବା ବେଳେ ବରିଷ୍ଠ କଂଗ୍ରେସ ନେତାContinue reading “ଶସକ ଦଳ ବନମ ବରଧ: ମଖୟମନତରଙକ ଅଡଓକ ନଇ ତଜଲ ରଜନତ”
ବରଷୟ ବଢ ବପଙକ କନଧର ପରବରର ବଝ ଅବଳର ପଅ ଚଲଯବ ପର କଳଆ ରଥର ଚତର କର ପରଣଙକ ମହର ଦଉଛନତ ଦନ
କନକ ବ୍ୟୁରୋ : ଯେଉଁ ହାତ ପ୍ରଭୁ ଜଗନ୍ନାଥଙ୍କ ବସ୍ତ୍ର ପରିବର୍ତନ କରୁଥିଲା ଏବଂ ନବଯୌବନ ବେଳେ ଚିତ୍ର ଆଙ୍କୁଥିଲା ସେହି ଚିତ୍ରକରକୁ ଘାରିଛି ଏବେ ଭୋକର ଚିନ୍ତା । ପରିବାର ଚଳାଇବାକୁ ଆପଣାଇଛନ୍ତି ଅନ୍ୟ ବାଟ । ଯେଉଁ ହାତ ପ୍ରଭୁଙ୍କ କାମ କରୁଥିଲା, ସେହି ହାତ ଏବେ ସିମେଂଟ, କାଠ ଓ ମାଟିରେ ବିଭିନ୍ନ ପ୍ରକାର ମୂର୍ତି ଓ କଣ୍ଢେଇ ତିଆରି ଗୁଜୁରାଣ ମେଂଟାଉଛି । ନାତୁଣୀଙ୍କ ମୁହଁରେ ଦାନା ଦେବା ପାଇଁ ହାତରେContinue reading “ବରଷୟ ବଢ ବପଙକ କନଧର ପରବରର ବଝ ଅବଳର ପଅ ଚଲଯବ ପର କଳଆ ରଥର ଚତର କର ପରଣଙକ ମହର ଦଉଛନତ ଦନ”
କନଦଝର ଜତୟ ରଜପଥର ଦଖବକ ମଳଲ ଅମଣଷପଣଆ ମଲ କକରର ଶବକ ଗଡର ବନଧ ଘଷଡ ଘଷଡ ନଉଥବର ଦଶୟ ହଲ ଭଇରଲ
କନକ ବ୍ୟୁରୋ : ମଣିଷ ହେଉ ବା ଜୀବଜନ୍ତୁ ସମସ୍ତଙ୍କୁ ସମ୍ମାନ ଦେବାର ଆବଶ୍ୟକତା ରହିଛି । ସେ ଜୀବିତ ହୁଅନ୍ତୁ ବା ମୃତ କାହାରିକୁ ଅସମ୍ମାନ କରିବା ମଣିଷପଣିଆ ନୁହେଁ । ଏଇ ଦେଖୁନାହାନ୍ତି, ଏ କି ପ୍ରକାର ମଣିଷପଣିଆ । ଏନଏଚଆଇର ଏହି ଗାଡି ଚଳାଉଥିବା ବ୍ୟକ୍ତିର ମଣିଷପଣିଆ ଅଛି ନା ନାହିଁ । ସେ ଜଣେ ମଣିଷ ତ । ଏହି ଦୃଶ୍ୟକୁ ଦେଖିବା ପରେ ଗାଡି ଚାଳକଙ୍କ ମାନବିକତାକୁ ନେଇ ପ୍ରଶ୍ନContinue reading “କନଦଝର ଜତୟ ରଜପଥର ଦଖବକ ମଳଲ ଅମଣଷପଣଆ ମଲ କକରର ଶବକ ଗଡର ବନଧ ଘଷଡ ଘଷଡ ନଉଥବର ଦଶୟ ହଲ ଭଇରଲ”
କବ ତଟବ ସମ ବବଦ ! ଆନଧର ଓଡଶ ସମର ଥବ ଚଷ ଜମକ ନଇ ଓଡଶ ଓ ପଡଶ ଚଷଙକ ମଧୟର ଉତଜନ
କନକ ବ୍ୟୁରୋ : ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଜମିକୁ ନେଇ ବିବାଦ । ଚାଷ ଜମିକୁ ନେଇ ସୀମାନ୍ତରେ ଥିବା ଦୁଇ ଗ୍ରାମ ମଧ୍ୟରେ ବିବାଦ ଆରମ୍ଭ ହୋଇଛି । ରାୟଗଡା ଜିଲ୍ଲା ରାମାନାଗୁଡା ବ୍ଲକ ଲାଉଗୁଡା ଗ୍ରାମବାସୀ ଓ ଆନ୍ଧ୍ରପ୍ରଦେଶର କେଦାରପୁର ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି । ସୀମାନ୍ତରେ ଥିବା ଚାଷ ଜମିକୁ ନେଇ ଦୁଇ ଗାଁରେ ତିକ୍ତତା ବଢୁଛି । ଜମି ବିବାଦକୁ ନେଇ ରାମାନାଗୁଡ଼ା ଥାନାରେ ଅଭିଯୋଗ ହୋଇଛି । ତେବେ ଓଡିଶାର ସୀମାନ୍ତବର୍ତିContinue reading “କବ ତଟବ ସମ ବବଦ ! ଆନଧର ଓଡଶ ସମର ଥବ ଚଷ ଜମକ ନଇ ଓଡଶ ଓ ପଡଶ ଚଷଙକ ମଧୟର ଉତଜନ”
ସପ ଧରବକ ଯଇ ସପ କମଡର ଶକର ହଲ ଯବକ କନଦରପଡ ତଗରଆ ଗର ଦଇ ଜଣଙକ କମଡଲ ନଗ
କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ପାଖଡ ପଂଚାୟତର ତିଗିରିଆ ଗ୍ରାମରେ ଘଟିଛି ଏକ ଅଭବନୀୟ ଘଟଣା । ଗ୍ରାମର ଭଗବାନ ତ୍ରିପାଠୀ ନାମକ ଜଣେ ବ୍ୟକ୍ତି ଘର ପଛପଟ ବାଡିରେ ଗଦା ହୋଇଥିବା ଘଷି ଜାଳକୁ ସଫା କରୁଥିବା ସମୟରେ ଏକ ବିଷଧର ସାପ କାମୁଡିବା ଫଳରେ ଗୁରୁତର ଆହତ ହୋଇଥିବା ବେଳେ ସାପ ଧରିବାକୁ ଯାଇଥିବା ଆଶିଷ ବେହେରା ନାମକ ଯୁବକ ସାପ କାମୁଡିବା ଫଳରେ ଗୁରୁତର ଆହତ ହୋଇଛନ୍ତି ।Continue reading “ସପ ଧରବକ ଯଇ ସପ କମଡର ଶକର ହଲ ଯବକ କନଦରପଡ ତଗରଆ ଗର ଦଇ ଜଣଙକ କମଡଲ ନଗ”
ବରମବର ଅଘଷତ ବଦୟତକଟ ପରତବଦର କଗରସର ରଜୟବୟପ ବକଷଭ ମଲକନଗର ଓ ନୟଗଡ଼ ବଦୟତ ଅଫସକ ଅଣଡ ଓ ଟମଟ ମଡ
କନକ ବ୍ୟୁରୋ : ଅଘୋଷିତ ବିଦ୍ୟୁତ କାଟ ବିରୋଧରେ ସାରା ରାଜ୍ୟରେ ଶାଣିତ ହେଉଛି ପ୍ରତିବାଦର ସ୍ୱର । ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ବିଦ୍ୟୁତ୍ ବିତରଣକାରୀ ସଂସ୍ଥାର କାର୍ଯ୍ୟାଳୟକୁ ଅଣ୍ଡା ଓ ଟମାଟୋ ମାଡ କରି ପ୍ରତିବାଦ କରିଛନ୍ତି ଆନ୍ଦୋଳନକାରୀ । ୨୦୨୧ରେ ଟାଟା କମ୍ପାନୀ ଦାୟୀତ୍ୱ ନେବା ପୂର୍ବରୁ ଥିବା ବକେୟା ଟଙ୍କା ଆଦାୟ କଲେ ଗାଁ ଗଣ୍ଡାରେ ମାଡ ଖାଇବେ ଟାଟା କମ୍ପାନୀ କର୍ମଚାରୀ । ମାଲକାନଗିରିରେ ସିଧାସଳଖContinue reading “ବରମବର ଅଘଷତ ବଦୟତକଟ ପରତବଦର କଗରସର ରଜୟବୟପ ବକଷଭ ମଲକନଗର ଓ ନୟଗଡ଼ ବଦୟତ ଅଫସକ ଅଣଡ ଓ ଟମଟ ମଡ”
ବଜଡକ ବଜପର କଉଣଟର ବବ ସ କହଲ ଇସକନ ସମନର ପଣ ଜମବ ସମସୟର ସମଧନ କବ?
କନକ ବ୍ୟୁରୋ: ସାଂସଦ ଅପରାଜିତାଙ୍କୁ ବିଜେଡିର ଟାର୍ଗେଟ ପରେ ପାଲଟା ଜବାବ୍ ରଖିଲା ବିଜେପି । ଭୁବନେଶ୍ୱର ବିଜେପି ଜିଲ୍ଲା ସଭାପତି ବାବୁ ସିଂ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ରଙ୍କ ପ୍ରଶ୍ନର ଶାଣିତ ଜବାବ୍ ରଖିଛନ୍ତି । ବାବୁ ସିଂ କହିଛନ୍ତି ଯେ, ଇସ୍କନ ସାମ୍ନାରେ ପାଣି ଜମୁଛି, ଏହାର ସମାଧାନ କେବେ? ଭୁବନେଶ୍ୱରର ଗଳିକନ୍ଦି କେତେଥର ବୁଲିଛନ୍ତି ଶ୍ରୀମୟୀ, କେଉଁ ୱାର୍ଡରେ କେଉଁ ସମସ୍ୟା ଅଛି ତାହା ଜାଣିଛନ୍ତି କି ଶ୍ରୀମୟୀ? ଯଦି ହଁ ତେବେContinue reading “ବଜଡକ ବଜପର କଉଣଟର ବବ ସ କହଲ ଇସକନ ସମନର ପଣ ଜମବ ସମସୟର ସମଧନ କବ?”
ସରଲ ମହପରଭଙକ ଆଡପ ଦରଶନ: କଲ ବହଡବ ଶରଜଉ
କନକ ବ୍ୟୁରୋ: ସରିଲା ମହାପ୍ରଭୁଙ୍କ ଆଡପ ଦର୍ଶନ । ନିର୍ଦ୍ଧାରିତ ସମୟ ଅନୁସାରେ ଶେଷ ହୋଇଛି ଆଡପ ଦର୍ଶନ । ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । କାଲି ଶ୍ରୀମନ୍ଦିରକୁ ବାହୁଡିବେ ମହାପ୍ରଭୁ । ଗହଳିକୁ ନଜରରେ ରଖି ପ୍ରଶାସନ ପକ୍ଷ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଭକ୍ତମାନେ କିପରି ସୁରୁଖୁରୁରେ ମହାବାହୁଙ୍କ ଦର୍ଶନ କରିବା ସହ ରଥ ଟାଣିପାରିବେ ସେ ନେଇ ମଧ୍ୟ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।Continue reading “ସରଲ ମହପରଭଙକ ଆଡପ ଦରଶନ: କଲ ବହଡବ ଶରଜଉ”
ଅଡଆର ଦଲଲ ମଖୟମନତର ଅରବନଦ କଜରୱଲ ସରକର ବଙଗଳ ମରମତ ମମଲର ଯଚ କରବ ସଏଜ
କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନ ମରାମତି ମାମଲାରେ ଏବେ ସିଏଜି ଯାଂଚ କରିବ । କଥିତ ଅନିୟମିତତା ଓ ନିୟମର ଉଲଙ୍ଘନ ଉପରେ ବିଶେଷ ଯାଂଚ ହେବ । ସୂଚନା ମୁତାବକ ଦିଲ୍ଲୀ ଉପ ରାଜ୍ୟପାଳ ବି.କେ ସକସେନାଙ୍କ କାର୍ଯ୍ୟାଳୟ ତରଫରୁ ମେ ୨୪ ତାରିଖରେ କେନ୍ଦ୍ର ଗୃହମନ୍ତ୍ରଣାଳୟକୁ ଏକ ଚିଠି ଲେଖାଯାଇଥିଲା । ଏଥିରେ ସିଏଜି ଦ୍ୱାରା ବିଶେଷ ଯାଂଚ କରିବାକୁ ସୁପାରିଶ କରାଯାଇଥିଲା । ଚିଠିରେ ଅଭିଯୋଗContinue reading “ଅଡଆର ଦଲଲ ମଖୟମନତର ଅରବନଦ କଜରୱଲ ସରକର ବଙଗଳ ମରମତ ମମଲର ଯଚ କରବ ସଏଜ”