କନକ ବ୍ୟୁରୋ: ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହେଲିକପ୍ଟର ଜରୁରୀକାଳିନ ଅବତରଣ କରିଛି । ଖରାପ ମୌସୁମୀ ଯୋଗୁଁ ହେଲିକପ୍ଟରକୁ ଏମରଜେନ୍ସି ଲାଣ୍ଡିଂ କରିବାକୁ ପଡିଛି । ମମତା ବାନାର୍ଜୀ ଜଲପାଇଗୁଡିରୁ ବାଗଡୋଗରା ଯାଉଥିଲେ । ଏହାରି ମଧ୍ୟରେ ସାଲୁଗାଡା ନିକଟ ଆର୍ମି ଏୟାରବେସରେ ହେଲିକପ୍ଟର ଜରୁରୀକାଳିନ ଅବତରଣ କରିଥିଲା । ଆଉ ଏହି ସମୟରେ ଝଟକା ଲାଗିବା କାରଣରୁ ମମତା ବାନାର୍ଜୀ ଆହତ ହୋଇଥିଲେ । ତାଙ୍କ ପିଠି ଓ ଆଣ୍ଠୁରେ ଆଘାତ ଲାଗିଛିContinue reading “ଜରରକଳନ ଅବତରଣ କଲ ପଶଚମବଙଗ ମଖୟମନତରଙକ ହଲକପଟର: ପଠ ଓ ଆଣଠର ଲଗଛ ଆଘତ”
Tag Archives: News
ଦଗପହଣଡ ବସ ଦରଘଟଣ ପଇ ଦୟ କଏ? ପରଥମକ ତଦନତ ପର ବରହମପର ଏସପ କହଲ ଓଏସଆରଟସ ବସ ଡରଇଭରଙକ ତରଟ ଯଗ ଘଟଛ ବସ ଦରଘଟଣ
କନକ ବ୍ୟୁରୋ: ଦିଗପହଣ୍ଡି ବସ୍ ଦୁର୍ଘଟଣା ପାଇଁ ଦାୟୀ କିଏ? ପ୍ରାଥମିକ ତଦନ୍ତ ପରେ ଏନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି । ଏସପି କହିଛନ୍ତି, ଓଏସଆରଟିସି ବସ୍ ଡ୍ରାଇଭରଙ୍କ ତ୍ରୁଟି ଯୋଗୁଁ ଘଟିଛି ବସ ଦୁର୍ଘଟଣା । ସେପଟେ ଉଭୟ ମିନି ବସ ଓ ଓଏସଆରଟିସି ବସ ଡ୍ରାଇଭର ମଦ୍ୟପାନ କରିଥିବା ସନ୍ଦେହରେ ଉଭୟ ଡ୍ରାଇଭରଙ୍କ ମେଡିକାଲ ପରୀକ୍ଷା କରାଯାଇଥିଲା । ତେବେ ଉଭୟଙ୍କ ରିପୋର୍ଟ ନେଗେଟିଭ ଆସିଛି । ଯାହା ପରେ ଦୁର୍ଘଟଣା ପାଇଁContinue reading “ଦଗପହଣଡ ବସ ଦରଘଟଣ ପଇ ଦୟ କଏ? ପରଥମକ ତଦନତ ପର ବରହମପର ଏସପ କହଲ ଓଏସଆରଟସ ବସ ଡରଇଭରଙକ ତରଟ ଯଗ ଘଟଛ ବସ ଦରଘଟଣ”
ବରମବର ବଦୟତକଟ ପରତବଦର କଗରସର ବକଷଭ: ନୟଗଡ଼ର ବଦୟତ କରଯୟଳୟ ଉପରକ ଅଣଡ ଓ ଟମଟ ମଡ
କନକ ବ୍ୟୁରୋ: ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ନୟାଗଡ଼ କଂଗ୍ରେସର ବିକ୍ଷୋଭ । ଟାଟା କମ୍ପାନୀ ବିରୋଧରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଅଫିସ ଆଗରେ ପ୍ରତିବାଦ କରିବା ସହ ଅଣ୍ଡା ଓ ଟମାଟୋ ମାଡ଼ କରିଛନ୍ତି କଂଗ୍ରେସ କର୍ମୀ । କଂଗ୍ରେସ ଅଭିଯୋଗ କରିଛି ଯେ, ବାରମ୍ବାର ବିଦ୍ୟୁତକାଟ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଜିଲ୍ଲାର ବଡ଼ ବଡ଼ କ୍ରସର ଓ ମିଲ୍ ମାଲିକମାନଙ୍କ ଠାରୁ ମୋଟା ଅଙ୍କର ଲାଂଚ ନେଇ ବିଭାଗ ସେମାନଙ୍କୁ ନିରବଚ୍ଛିନ୍ନContinue reading “ବରମବର ବଦୟତକଟ ପରତବଦର କଗରସର ବକଷଭ: ନୟଗଡ଼ର ବଦୟତ କରଯୟଳୟ ଉପରକ ଅଣଡ ଓ ଟମଟ ମଡ”
କନଦର ଅରଥମନତରଙକ ଚଠ ଲଖଲ ମଖୟମନତର ନବନ ପଟଟନୟକ କନଦପତର ଉପର ପରତୟହର କରଯଉ ଜଏସଟ
କନକ ବ୍ୟୁରୋ : କେନ୍ଦୁପତ୍ର ବ୍ୟବସାୟ ଉପରେ କେନ୍ଦ୍ର ସରକାର ଲଗାଇଥିବା ୧୮ ପ୍ରତିଶତ ଟ୍ୟାକ୍ସକୁ ଛାଡ କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି କି କେନ୍ଦୁପତ୍ର ଏକ କ୍ଷୁଦ୍ର ବନଜାତ ଦ୍ରବ୍ୟ । ଓଡିଶାର ୮ଲକ୍ଷ କେନ୍ଦୁପତ୍ର ତୋଳାଳି ଓ ଋତୁକାଳୀନ ଶ୍ରମିକଙ୍କର ଏହା ଆର୍ଥିକ ମେରୁଦଣ୍ଡ । ଏହାସହ କେନ୍ଦୁପତ୍ର ତୋଳାଳି ଓ ଶ୍ରମିକମାନେ ଅଧିକାଂଶ ଆଦିବାସୀ ଓContinue reading “କନଦର ଅରଥମନତରଙକ ଚଠ ଲଖଲ ମଖୟମନତର ନବନ ପଟଟନୟକ କନଦପତର ଉପର ପରତୟହର କରଯଉ ଜଏସଟ”
ମଖୟ ଶସନ ସଚବଙକ କନଦର ସରକରଙକ ଚଠ: ସସଦ ଅପରଜତ ଷଡଙଗ କରଥଲ ଅଭଯଗ ଜଣ ଆଇଏଏସଙକ ବରଧର କରଯୟନଷଠନ ପଇ ଉଲଲଖ
କନକ ବ୍ୟୁରୋ: ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ସରକାରଙ୍କ ଚିଠି । କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ସଚିବଙ୍କ ଚିଠି । ସାଂସଦ ଅପରାଜିତାଙ୍କ ଅଭିଯୋଗ ଆଧାରରେ ଚିଠି । ଜଣେ ଆଇଏଏସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉଲ୍ଲେଖ । ଆଇଏଏସଙ୍କ ବିରୋଧରେ ପ୍ରମାଣ ସହ ହୋଇଥିଲା ଅଭିଯୋଗ । ଅପରାଜିତା ଓ ମନମୋହନ ସାମଲ କରିଥିଲେ ଅଭିଯୋଗ । ପ୍ରମାଣ ଆକାରରେ ଦେଇଥିଲେ ସିଡି ଓ ପେନ ଡ୍ରାଇଭ । ୨୪ ଜୁନରେ ଲିଖିତContinue reading “ମଖୟ ଶସନ ସଚବଙକ କନଦର ସରକରଙକ ଚଠ: ସସଦ ଅପରଜତ ଷଡଙଗ କରଥଲ ଅଭଯଗ ଜଣ ଆଇଏଏସଙକ ବରଧର କରଯୟନଷଠନ ପଇ ଉଲଲଖ”
ପରବତନ ଗଣପର ବଧୟକଙକ ଆଜବନ କରଦଣଡ: ଗରଭବତ ପତନଙକ ହତୟ ନଇ ଥନର ହଇଥଲ ମମଲ
କନକ ବ୍ୟୁରୋ: ପତ୍ନୀଙ୍କୁ ହତ୍ୟା କରିବା ମାମଲାରେ ପୂର୍ବତନ ବିଧାୟକ ରାମମୂର୍ତି ଗମାଙ୍ଗଙ୍କୁ ମିଳିଛି ଆଜୀବନ କାରାଦଣ୍ଡାଦେଶ । ଆଜି ଭୁବନେଶ୍ୱର କୋର୍ଟରେ ହାଜର ହେବା ପରେ ଦଣ୍ଡବିଧାନ ଶୁଣାଇଛନ୍ତି କୋର୍ଟ । ଦଫା ୩୦୨ ଆଧାରରେ ଆଜୀବନ କାରାଦଣ୍ଡା ସହ ୫୦ହଜାର ଟଙ୍କାର ଜୋରିମାନା ଲଗାଯାଇଛି । ସେହିପରି ୨୦୧ ଦଫା ଆଧାରରେ ୩ ବର୍ଷ ଜେଲଦଣ୍ଡ ଓ ୧୦ହଜାର ଟଙ୍କା ଜୋରିମାନା ଲଗାଯାଇଛି । ଗର୍ଭବତୀ ପତ୍ନୀଙ୍କୁ ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେContinue reading “ପରବତନ ଗଣପର ବଧୟକଙକ ଆଜବନ କରଦଣଡ: ଗରଭବତ ପତନଙକ ହତୟ ନଇ ଥନର ହଇଥଲ ମମଲ”
ବସସଆଇର ମଖୟ ଚୟନକରତତ ହଇପରନତ ଅଜତ ଅଗରକର ଜଣନତ କଭଳ ଥଲ ଏହ ପରବ ଅଲରଉଣଡରଙକ କୟରୟର ?
କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଲ୍ ରାଉଣ୍ଡର ଅଜିତ ଅଗରକରଙ୍କୁ ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଭାବେ ଚୟନ କ,ରିପାରନ୍ତି । ମୁଖ୍ୟ ଚୟନକର୍ତ୍ତା ଦୌଡରେ ଏବେ ସେ ସବୁଠାରୁ ଆଗରେ ରହିଛନ୍ତି । ଏବେ ଶିବ ସୁନ୍ଦର ଦାସ ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଭାବେ ଦାୟୀତ୍ୱ ସମ୍ଭାଳୁଛନ୍ତି । ଖୁବଶୀଘ୍ର ବିସିସିଆଇ ତରଫରୁ ମୁଖ୍ୟ ଚୟନକରର୍ତ୍ତା ଚୟନ କରାଯିବ । କିଛିଦିନ ପୂର୍ବରୁ ଏହି ପଦପାଇଁ ବିରେନ୍ଦ୍ର ସେହୱାଗଙ୍କ ନାମକୁ ନେଇ ଚର୍ଚ୍ଚାContinue reading “ବସସଆଇର ମଖୟ ଚୟନକରତତ ହଇପରନତ ଅଜତ ଅଗରକର ଜଣନତ କଭଳ ଥଲ ଏହ ପରବ ଅଲରଉଣଡରଙକ କୟରୟର ?”
ବଜଡ ପରଶନର ଉତତର ରଖଲ ବଜପ : କହଲ ଡରର ହଉ ପଛ ବଜଡ ମଖପତରମନଙକର ଭଙଗଲ ନଦ
କନକ ବ୍ୟୁରୋ : ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେଡ଼ି ପଚାରିଥିବା ପ୍ରଶ୍ନର ଉତ୍ତର ରଖିଲା ବିଜେପି । କହିଲା ଡେରିରେ ହେଉ ପଛେ ବିଜେଡ଼ି ମୁଖପାତ୍ରମାନଙ୍କର ନିଦ ଭାଙ୍ଗିଛି । ୧୭ ତାରିଖ ଭୁବନେଶ୍ଵର ସାଂସଦ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଥିଲେ କିନ୍ତୁ ଉତ୍ତର ମିଳିଲା ନାହିଁ । ବିଜେଡି ମୁଖପାତ୍ରମାନେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଭୟ କରୁଛନ୍ତି, ତେଣୁ ସାଂସଦ ନଥିଲା ବେଳେ ପ୍ରଶ୍ନ କରୁଛନ୍ତି ବୋଲି କହିଲା ବିଜେପି । ଶ୍ରୀମୟୀ ମିଶ୍ରଙ୍କContinue reading “ବଜଡ ପରଶନର ଉତତର ରଖଲ ବଜପ : କହଲ ଡରର ହଉ ପଛ ବଜଡ ମଖପତରମନଙକର ଭଙଗଲ ନଦ”
ଜମମ କଶମର କଲଗମର ଏନକଉଣଟର : ଜଣ ଆତଙକ ନପତ ହଇଥବ ବଳ ଜଣ ଯବନ ଆହତ
କନକ ବ୍ୟୁରୋ : ଜାମ୍ମୁ କାଶ୍ମୀର କୁଲଗାମରେ ଏନକାଉଣ୍ଟର । ଗତକାଲି ବିଳମ୍ବିତ ରାତିରେ କୁଲଗାମ ଜିଲ୍ଲାରେ ସୁରକ୍ଷାବଳ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଏନକାଉଣ୍ଟରରେ ଜଣେ ଆତଙ୍କୀ ନିପାତ ହୋଇଥିବା ବେଳେ ୨ଜଣ ଯବାନ ଆହତ ହୋଇଛନ୍ତି । ଘଟଣା ସ୍ଥଳରୁ ବିପୁଳ ପରିମାଣର ଗୋଳାବାରୁଦ, ଅସ୍ତ୍ରଶସ୍ତ୍ର ଓ ଆପତିଜନକ ସାମଗ୍ରୀ ଜବତ କରିଛି ପୋଲିସ । କୁଲଗାମ୍ ଜିଲ୍ଲାର ହୁୱାରାରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ସୁଚନା ମିଳିବା ପରେ ସର୍ଚ୍ଚContinue reading “ଜମମ କଶମର କଲଗମର ଏନକଉଣଟର : ଜଣ ଆତଙକ ନପତ ହଇଥବ ବଳ ଜଣ ଯବନ ଆହତ”
ସରଙକ ଜଗର ଲଢବ ସନପଅ ! ଚକରର ଇସତଫ ଦଲ ମନମଥ ରଉତରୟ
କନକ ବ୍ୟୁରୋ : ଚାକିରି ଛାଡ଼ିଲେ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ । ଏୟାର ଇଣ୍ଡିଆରେ କ୍ୟାପଟେନ୍ ଭାବେ କାର୍ଯ୍ୟରତ ଥିଲେ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ । ୨୦୨୪ରେ ସୁର ରାଉତରାୟ ନିର୍ବାଚନ ଲଢ଼ିବେନି ବୋଲି ପୂର୍ବରୁ ଘୋଷଣା କରିସାରିଛନ୍ତି । ତେଣୁ ସୁରଙ୍କ ଜାଗାରେ ତାଙ୍କ ସାନ ପୁଅ ମନ୍ମଥ ନିର୍ବାଚନ ଲଢ଼ିପାରନ୍ତି ବୋଲି ସୂଚନା ମିଳିଛି । ତେବେ କାହିଁକି ଚାକିରି ଛାଡ଼ିଲେ, ସେ ନେଇ ପ୍ରତିକ୍ରିୟାContinue reading “ସରଙକ ଜଗର ଲଢବ ସନପଅ ! ଚକରର ଇସତଫ ଦଲ ମନମଥ ରଉତରୟ”