କନକ ବ୍ୟୁରୋ: ଫାଇଭ୍-ଟି ସଚିବଙ୍କ ବିରୋଧରେ ଦିଲ୍ଲୀ ଗଲେ ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ । କେନ୍ଦ୍ର ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗକୁ ଚିଠି ଲେଖି ଅଭିଯୋଗ କଲେ ବିଜୟ । ସଚିବ ଆଇଏଏସ କଣ୍ଡକ୍ଟ ରୁଲର ଉଲ୍ଲଂଘନ କରୁଛନ୍ତି । ତାଙ୍କ ଗସ୍ତକୁ ନେଇ ତୁରନ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠିରେ ଦାବି ଜଣାଇଛନ୍ତି ବିଜୟ । ୫-ଟି ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲାContinue reading “5T ସଚବଙକ ବରଧର ଦଲଲ ଗଲ ବଜୟ ସଚବଙକ ଗସତକ ନଇ ତଦନତ ଓ କରଯୟନଷଠନ ନବକ ଦବ”
Tag Archives: News
କଟକ ମହନଗର ନଗମ ବଠକର ହହଲଲ : ବଲଯତର ଦରନତ ପରସଙଗ ଉଠଇ ମୟରଙକ ଘରଲ ବରଧ
କନକ ବ୍ୟୁରୋ : କଟକ ମହାନଗର ନିଗମ ବୈଠକରେ ହୋହଲ୍ଲା । ୨ ବିରୋଧୀ ଦଳ ବିଜେପି ଓ କଂଗ୍ରେସ କର୍ପୋରେଟରମାନେ ହୋହଲ୍ଲା ସହ ପାଟିତୁଣ୍ଡ କରିଛନ୍ତି । ସ୍ୱର୍ଣ୍ଣଦେବୀ ଏଜେଂସିକୁ ୱାର୍ଡର ରକ୍ଷାଣବେକ୍ଷଣ କାମ ଦେବା ନେଇ ବିରୋଧ କରିଛନ୍ତି କର୍ପୋରେଟର । ଏହାସହ ବାଲିଯାତ୍ରା ଦୁର୍ନୀତି ପ୍ରସଙ୍ଗ ଉଠାଇ ମଧ୍ୟ ମେୟରଙ୍କୁ ଘେରିଥିଲେ ବିରୋଧୀ । ତେବେ ହଙ୍ଗାମା ପରେ ବୈଠକ ଛାଡି ପଳେଇଲେ ଉଭୟ କଟକ ମେୟର ଓ କଟକ ମହାନଗର ନିଗମContinue reading “କଟକ ମହନଗର ନଗମ ବଠକର ହହଲଲ : ବଲଯତର ଦରନତ ପରସଙଗ ଉଠଇ ମୟରଙକ ଘରଲ ବରଧ”
ଜଣ ବୟକତଙକ ନମର ଚଲପରବ କତଟ ବୟଙକ ଆକଉଣଟ ? ଜଣନତ କଣ ରହଛ ରଜରଭ ବୟଙକର ନୟମ
କନକ ବ୍ୟୁରୋ : ଦେଶରେ ଜନଧନ ଯୋଜନାରେ ବ୍ୟାଙ୍କ ଆକାଉଣ୍ଟ ଖୋଲାଯିବା ପରେ ଏବେ ଦେଶରେ ଅଧିକାଂଶ ଲୋକଙ୍କ ପାଖରେ ବ୍ୟାଙ୍କ ଆକାଉଣ୍ଟ ରହିଛି । ଏକ ରିପୋର୍ଟ ମୁତାବକ ଏବେ ଦେଶରେ ୯୫ ପ୍ରତିଶତ ନାଗରିକଙ୍କ ପାଖରେ ବ୍ୟାଙ୍କ ଆକାଉଣ୍ଟ ରହିଛି । ଆର୍ଥିକ କାରବାର ପାଇଁ ନାଗରିକଙ୍କ ପାଖରେ ବ୍ୟାଙ୍କ ଆକାଉଣ୍ଟ ରହିବା ନିହାତି ଜରୁରୀ । ଏହା ମାଧ୍ୟମରେ ଆପଣ ସୁରକ୍ଷିତ ଭାବେ ଆର୍ଥିକ କାରବାର କରିପାରିବେ । କିଛି ଲୋକଙ୍କ ନାମରେContinue reading “ଜଣ ବୟକତଙକ ନମର ଚଲପରବ କତଟ ବୟଙକ ଆକଉଣଟ ? ଜଣନତ କଣ ରହଛ ରଜରଭ ବୟଙକର ନୟମ”
ଭରସମୟ ହରଇ ଓଲଟଲ ବସ : ର ଅଧକ ଆହତ ହଇଥବ ବଳ ଗରତର
କନକ ବ୍ୟୁରୋ : ଭାରସାମ୍ୟ ହରାଇ ଓଲଟି ପଡିଲା ବସ । ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଆହତ ହୋଇଥିବା ବେଳେ ୫ଜଣ ଗୁରୁତର ଅଛନ୍ତି । ସମସ୍ତଙ୍କୁ ବାରିପଦା ପିଆରଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବାରିପଦା ସହର ନିକଟ ରଙ୍ଗାମାଟିଆରେ ଏହି ଦୁର୍ଘଟଣା ଘଟିଛି । ଯାତ୍ରାବାହୀ ବସଟି ଜଳେଶ୍ୱରରୁ ବାରିପଦା ଯାଉଥିଲା । ବସରେ ପାଖାପାଖି ୫୦ଜଣ ଯାତ୍ରୀ ଥିଲେ । The post ଭାରସାମ୍ୟ ହରାଇ ଓଲଟିଲା ବସ : ୧୦ରୁContinue reading “ଭରସମୟ ହରଇ ଓଲଟଲ ବସ : ର ଅଧକ ଆହତ ହଇଥବ ବଳ ଗରତର”
ଦଗପହଣଡ ବସ ଦରଘଟଣ : ଜଇର ଜଳଲ ପଅର ଖଳନ; ଦନ ତଳ ଆଦୱକର ହଇଥଲ ପରଥମ ଜନମଦନ
କନକ ବ୍ୟୁରୋ : ପ୍ରଧାନ ପରିବାରକୁ ଉଜାଡ଼ି ଦେଇଛି ଦିଗପହଣ୍ଡି ଦୁର୍ଘଟଣା । ବଡ଼ ସାନ ହୋଇ ଚାଲିଯାଇଛନ୍ତି ପରିବାରର ୧୨ଜଣ ସଦସ୍ୟ । ଏହି ଦୁର୍ଘଟଣାରେ ବର୍ଷକ ଶିଶୁ ଆଦ୍ୱିକର ମୃତ୍ୟୁ ହୋଇଛି । ଯାହାର ୮ ଦିନ ତଳେ ପ୍ରଥମ ଜନ୍ମଦିନ କରିଥିଲେ ପରିବାର । ଦୁନିଆ ଭଲ ଭାବେ ଜାଣିବା ଆଗରୁ ମାଆ ସହ ଛୁଆ ଆଦ୍ୱିକର ମଧ୍ୟ ଦୁନିଆ ଛାଡ଼ି ଚାଲିଯାଇଛି । ଆଦ୍ୱିକର ଜୁଇରେ ସେ ଖେଳୁଥିବା କଣ୍ଢେଇ ବିContinue reading “ଦଗପହଣଡ ବସ ଦରଘଟଣ : ଜଇର ଜଳଲ ପଅର ଖଳନ; ଦନ ତଳ ଆଦୱକର ହଇଥଲ ପରଥମ ଜନମଦନ”
ସବଠର ମହଙଗ ଏହ ଦଶର ମଦର ଡଲର ପଉଣଡ ବ ଏହ ଆଗର ଅତ ଶସତ
କନକ ବ୍ୟୁରୋ : ସବୁଠାରୁ ମହଙ୍ଗା ମୁଦ୍ରା ମାମଲାରେ ପଶ୍ଚିମଦେଶ ଠାରୁ ବହୁ ଆଗରେ ରହିଛି ଏହି ଦେଶର ମୁଦ୍ରା । ଏହି ଦେଶର ମୁଦ୍ରା ଏତେ ମଜବୁତ ହେବାର ମୁଖ୍ୟ କାରଣ ହେଉଛି ତେଲ ଓ ପ୍ରାକୃତିକ ଗ୍ୟାସର ଭଣ୍ଡାର । ତେବେ ଆସନ୍ତୁ ଜାଣିବା ବିଶ୍ୱର ସବୁଠାରୁ ମହଙ୍ଗା ମୁଦ୍ରା ବାବଦରେ । ଏହି ଦେଶର ମୁଦ୍ରା ଆଗରେ ଡଲାର ଓ ପାଉଣ୍ଡ ବି ବହୁ ଶସ୍ତା । କୁୱେତର ମୁଦ୍ରା ଦିନାର ବିଶ୍ୱରContinue reading “ସବଠର ମହଙଗ ଏହ ଦଶର ମଦର ଡଲର ପଉଣଡ ବ ଏହ ଆଗର ଅତ ଶସତ”
ମଣପର ହସ ପଇ ମଆମର ରସତ ଦଇ ଆସଥଲ ବପଳ ଅସତରଶସତର ମଳଲ ଗପତ ସଚନ
କନକ ବ୍ୟୁରୋ : ମଣିପୁର ହିଂସାକାଣ୍ଡ ଏବେବି ଜାରୀ ରହିଛି । ଏହି ହିଂସାକାଣ୍ଡରେ ଅନେକ ଧନଜୀବନ ନଷ୍ଟ ହେଲାଣି । ଆଉ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ଇଣ୍ଟେଲିଜେନ୍ସ ବ୍ୟୁରୋ କହିବା ଅନୁସାରେ, ମଣିପୁରରେ ଅଶାନ୍ତି ଖେଳାଇବା ପାଇଁ ଯେଉଁସବୁ ହତିଆର ବ୍ୟବହାର କରାଯାଇଥିଲା ତାହା ତସ୍କରଙ୍କ ଦ୍ୱାରା ମିଆଁମାର୍ ରାସ୍ତା ଦେଇ ଆସିଥିଲା । ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ମିଆଁମାର ରାସ୍ତା ଦେଇ ମଣିପୁରକୁ ଆସିଥିଲା ପୁଳାContinue reading “ମଣପର ହସ ପଇ ମଆମର ରସତ ଦଇ ଆସଥଲ ବପଳ ଅସତରଶସତର ମଳଲ ଗପତ ସଚନ”
ସରକର କୱରଟରର ଲଟନଲ ସନ ଅଳଙକର : ଜଗ ଦରଶନ ପଇ ପର ଯଇଥଲ ସପରବର
କନକ ବ୍ୟୁରୋ : ଭୁବନେଶ୍ୱର ୟୁନିଟ୍ ୬ ଅଞ୍ଚଳରେ ଥିବା ଏକ ସରକାରୀ କ୍ୱାର୍ଟରରୁ କଳାକନା ବୁଲାଇଲେ ଲୁଟେରା । ଲୁଟିନେଲେ ସୁନା ଅଳଙ୍କାର , ଲାପଟପ୍ , ଟିଭି ଓ ବାଇକ୍ । ଚୋରି ହୋଇଥିବା ଜିନିଷ ଗୁଡିକର ମୁଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରିଛି ପୋଲିସ୍ । ତେବେ ଚୋରଙ୍କ ଶିକାର ହୋଇଛନ୍ତି ଓଡିଶା ବିଧାନସଭାରେ କାର୍ଯ୍ୟରତ ଏଏସଓ ପ୍ରଣବ କୁମାର ପଣ୍ଡା । ୟୁନିଟ ୬ ରContinue reading “ସରକର କୱରଟରର ଲଟନଲ ସନ ଅଳଙକର : ଜଗ ଦରଶନ ପଇ ପର ଯଇଥଲ ସପରବର”
ଆସଲ ବଶୱକପର କରଯୟସଚ ଅକଟବରର ଭରତ-ପକସତନ ମହମକବଲ ଜଣନତ କଉଦନ କହସହ ଖଳବ ଟମ ଇଣଡଆ?
କନକ ବ୍ୟୁରୋ : କ୍ରିକେଟପ୍ରେମୀଙ୍କ ପାଇଁ ଆଜି ଆସିଲା ଖୁସିଖବର । ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କଲା ବିସିସିଆଇ । ୧୫ ଅକ୍ଟୋବରରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ବିଶ୍ୱକପର ପ୍ରଥମ ମୁକାବିଲା ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅହମ୍ମଦାବାଦରେ ଖେଳାଯିବ । ସେହିଭଳି ବିଶ୍ୱକପରେ ଭାରତ ନିଜର ଅଭିଯାନ ଅଷ୍ଟ୍ରେଲିଆ ବିପକ୍ଷରେ ଆରମ୍ଭ କରିବ । ଅକ୍ଟୋବର ୮ରେ ଭାରତ ନିଜର ପ୍ରଥମContinue reading “ଆସଲ ବଶୱକପର କରଯୟସଚ ଅକଟବରର ଭରତ-ପକସତନ ମହମକବଲ ଜଣନତ କଉଦନ କହସହ ଖଳବ ଟମ ଇଣଡଆ?”
ଅପରଜତଙକ ବଜଡର ପରଶନ ଉତତର ରଖବକ ଶରମୟ ଦଲ ଆହୱନ
କନକ ବ୍ୟୁରୋ : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିଜେଡିର ୫ ପ୍ରଶ୍ନ । ପ୍ରେସମିଟ୍ କରି ଅପରାଜିତାଙ୍କୁ ୫ ପ୍ରଶ୍ନ କରିଛନ୍ତି ବିଜେଡିର ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଥିବା ଶ୍ରୀମୟୀ ମିଶ୍ର । ୧ – ଗତ କିଛି ଦିନ ହେବ ବର୍ଷା ସମୟରେ ଇସ୍କନ ସମ୍ମୁଖରେ ଜାତୀୟ ରାଜପଥ ଏବଂ ସର୍ଭିସ ରୋଡ଼ରେ ପାଣି ଜମୁଛି । ଯାହାଫଳରେ ଲୋକେ ନାନାଦି ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଭୁବନେଶ୍ୱର ସାଂସଦ ଅପରାଜିତାContinue reading “ଅପରଜତଙକ ବଜଡର ପରଶନ ଉତତର ରଖବକ ଶରମୟ ଦଲ ଆହୱନ”