ହଇକରଟ ଗଲ ବଲଉଡ ସଙଗର ସରନ ଭଟଟ : ଗରଫଦର ଏଡଇବକ ଆଗଆ ଜମନ ଆବଦନ

କନକ ବ୍ୟୁରୋ : ହାଇକୋର୍ଟ ଗଲେ ବଲିଉଡ ସିଙ୍ଗର ସୌରିନ ଭଟ୍ଟ । ଗିରଫଦାରୀ ଏଡାଇବାକୁ ସୌରିନ ଭଟ୍ଟ ଉଚ୍ଚନ୍ୟାୟଳୟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ତାଙ୍କ ନାଁରେ କଟକ ମହିଳା ଥାନାରେ ଦୁଷ୍କର୍ମ ଅଭିଯୋଗ ରହିଛି । ଜଣେ ଯୁବତୀଙ୍କ ଏତଲା ଆଧାରରେ ପୋଲିସ ମାମଲା ରୁଜୁ କରିଛି । ନୋଟିସ ସତ୍ୱେ ଏଯାଏଁ ସୌରିନ ଥାନାରେ ହାଜର ହୋଇ ନାହାନ୍ତି । ପୋଲିସ ତାଙ୍କୁ ଜେରା କରିବା ପାଇଁ ପଶ୍ଚିମବଙ୍ଗ ଯାଇଥିଲା, ସେଠାରେContinue reading “ହଇକରଟ ଗଲ ବଲଉଡ ସଙଗର ସରନ ଭଟଟ : ଗରଫଦର ଏଡଇବକ ଆଗଆ ଜମନ ଆବଦନ”

ଦଗପହଣଡ ବସ ଦରଘଟଣ : ଗଟଏ ଶମଶନର ଜଳଲ ଜଣଙକ ଜଇ; କନଦବବଳର ଫଟ ପଡଲ ପରବଶ

କନକ ବ୍ୟୁରୋ : ଗୋଟିଏ ଶ୍ମଶାନରେ ଜଳିଲା ୫ ଜଣଙ୍କ ଜୁଇ । ଦିଗପହଣ୍ଡି ବସ ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୁଜାଗଡ଼ ଗାଁର ୫ ଜଣଙ୍କର ମୃତ୍ୟୁ ହୋଇଛି । ସମସ୍ତ ୫ ଜଣଙ୍କର ଏକାଠି ଅନ୍ତିମ ସଂସ୍କାର କରାଯାଇଛି । ମୃତକ ୫ ଜଣ ହେଲେ, ଶରତ ପ୍ରଧାନ, ଶିବାନୀ ପ୍ରଧାନ, ଆଦ୍ୱିକ ପ୍ରଧାନ, ସୁଜ୍ଞାନୀ ପ୍ରଧାନ ଏବଂ ସଞ୍ଜୟ ମେଦିନୀରାଏ । ଏହି ୫ ଜଣଙ୍କର ମୃତଦେହ ଗାଁରେ ପହଞ୍ଚିବାContinue reading “ଦଗପହଣଡ ବସ ଦରଘଟଣ : ଗଟଏ ଶମଶନର ଜଳଲ ଜଣଙକ ଜଇ; କନଦବବଳର ଫଟ ପଡଲ ପରବଶ”

ସର ରଜୟକ ଦହଲଇ ଦଲ ଦଗପହଣଡ ଦରଘଟଣ : ଲହର ଭଜଲ ବହଘର ଖସ

କନକ ବ୍ୟୁରୋ : ବିବାହ ଉତ୍ସବ ସାରି ଫେରୁଥିବାବେଳେ ରାସ୍ତାରେ ଜଗିଥିଲା ମୃତ୍ୟୁ । ଆଉ ଅଳ୍ପ ସମୟ ମଧ୍ୟରେ ଖୁସି କୁଆଡେ ଉଭେଇଗଲା, ମାଡି ଆସିଲା ଦୁଃଖର କଳାବାଦଲ । ଗଞ୍ଜାମ ଦିଗପହଣ୍ଡିରେ ଦୁଇ ବସ ମଧ୍ୟରେ ମୁହାଁମୁହୁଁ ଧକ୍କାରେ ଯାଇଛି ୧୨ ଜଣଙ୍କ ଜୀବନ । ରାୟଗଡାରୁ ଭୁବନେଶ୍ୱର ଆସୁଥିବା ଓଏସଆରଟିସି ବସ ସହ କନ୍ୟାକୁ ଛାଡି ବ୍ରହ୍ମପୁରରୁ ଫେରୁଥିବା ମିନି ବସର ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲାContinue reading “ସର ରଜୟକ ଦହଲଇ ଦଲ ଦଗପହଣଡ ଦରଘଟଣ : ଲହର ଭଜଲ ବହଘର ଖସ”

ଏକମର ପରକଳପର ଭମ ପଜନ ଓ ଶଳନୟସ ଉତସବ : ମଖୟମନତରଙକ ନମନତରଣ କଲ ବଧୟକ ଅଶକ ଚନଦର ପଣଡ

କନକ ବ୍ୟୁରୋ : ଲଗାଣ ବର୍ଷା ସତ୍ୱେ ବହୁ ପ୍ରତିକ୍ଷୀତ ଏକାମ୍ର ପ୍ରକଳ୍ପର ଭୂମି ପୂଜନ ଓ ଶିଳାନ୍ୟାସ ଉତ୍ସବ ମହା ଆଡମ୍ବରରେ ଆରମ୍ଭ ହୋଇଛି । ଏକାମ୍ର ପ୍ରକଳ୍ପ ଭୂମିପୂଜା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା । ଗତକାଲି ସନ୍ଧ୍ୟାରେ ଲିଙ୍ଗରାଜ ମନ୍ଦିର ସେବାୟତ ଓ ମେୟର ସୁଲୋଚନା ଦାସ ସମେତ ଭୁବନେଶ୍ୱରର ବିଧାୟକ ମିଶି, ମୁଖ୍ୟମନ୍ତ୍ରୀଙ୍କୁ ପାରମ୍ପରିକ ଭାବେ ନିମନ୍ତ୍ରଣ କରିଛନ୍ତି । ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନContinue reading “ଏକମର ପରକଳପର ଭମ ପଜନ ଓ ଶଳନୟସ ଉତସବ : ମଖୟମନତରଙକ ନମନତରଣ କଲ ବଧୟକ ଅଶକ ଚନଦର ପଣଡ”

ପରସତତ ହଉଛ ପଡପଠ : ବହଡ ଯତରର ମଉସ ମଙକ ପଡ ପଠ ଖଇଥନତ ମହପରଭ

କନକ ବ୍ୟୁରୋ : ବାହୁଡା ଯାତ୍ରାରେ ମାଉସୀ ମା’ଙ୍କ ପୋଡ ପିଠା ଖାଇଥାନ୍ତି ମହାପ୍ରଭୁ । ଏନେଇ ବଳଗଣ୍ଡି ଛକ ନିକଟରେ ଥିବା ମା’ ଅର୍ଧେଶୋଷଣୀ ମାଉସୀ ମା’ଙ୍କ ମନ୍ଦିରରେ ଚାଲିଛି ପୋଡ ପିଠା ପ୍ରସ୍ତୁତି । ରଥ ବାହୁଡିକି ଯାଉଥିବା ବେଳେ ପୋଡ ପିଠାକୁ ମାଉସମାଙ୍କ ପୂଜକ ପୂଜାପଣ୍ଡା ସାଆନ୍ତଙ୍କୁ ଦେବା ପରେ ଭୋଗ କରାଯାଇଥାଏ । ସେଇଥିପାଇଁ ସ୍ୱତନ୍ତ୍ର ଭାବେ ପୋଡ ପିଠା ତିଆରି ଚାଲିଛି । କାଳିଆ ଠାକୁରଙ୍କ ନବଦିନାତ୍ମକ ରଥଯାତ୍ରା ଅବସରରେContinue reading “ପରସତତ ହଉଛ ପଡପଠ : ବହଡ ଯତରର ମଉସ ମଙକ ପଡ ପଠ ଖଇଥନତ ମହପରଭ”

ଆଡପ ମଣଡପର ଆଜ ଶରଜଉଙକ ସନଧୟ ଦରଶନ : ସନଧୟ ଟ ପରଯୟନତ ମହପରଭଙକ ଦରଶନ କରପରବ ଶରଦଧଳ

କନକ ବ୍ୟୁରୋ : ଆଜି ମହାପ୍ରଭୁ ଜଗନ୍ନାଥଙ୍କ ସନ୍ଧ୍ୟା ଦର୍ଶନ । ଆଡପମଣ୍ଡପରେ ସାଂଧ୍ୟ ଦର୍ଶନ ଦେବେ ଶ୍ରୀଜିଉ । ଆଜି ସକାଳୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜନ୍ମବେଦୀରେ ମହାପ୍ରଭୁଙ୍କୁ ସାଂଧ୍ୟ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । କିନ୍ତୁ ରାତି ୧୨ଟା ଯାଏଁ ଆଡପ ଅବଢା ମିଳିବ । ଭକ୍ତମାନେ ନାକଚଣା ଦ୍ୱାର ଦେଇ ଆନନ୍ଦବଜାରରୁ ଆଡପ ଅବଢା ଆଣିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସନ୍ଧ୍ୟା ୫ଟା ପରେ ଶ୍ରୀଗୁଣ୍ଡିଚା ମନ୍ଦିରରେContinue reading “ଆଡପ ମଣଡପର ଆଜ ଶରଜଉଙକ ସନଧୟ ଦରଶନ : ସନଧୟ ଟ ପରଯୟନତ ମହପରଭଙକ ଦରଶନ କରପରବ ଶରଦଧଳ”

ରଜୟର ବରଷ ଜର : ଆଜ ଜଲଲ ପଇ ୟଲ ୱରଣଣ ଜର ପରବଳ ବରଷ ସମଭବନ

କନକ ବ୍ୟୁରୋ : ମୌସୁମୀ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗିରହିଛି । ରାଜ୍ୟରେ ସକ୍ରିୟ ମୌସୁମୀ ଓ ଲଘୁଚାପ ପ୍ରଭାବରେ ଆହୁରି ୨ ଦିନ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଆଜି ପାଇଁ ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେଥିପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ନୂଆପଡା, ବଳାଙ୍ଗୀର, ବରଗଡ, ସୁବର୍ଣ୍ଣପୁର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର,Continue reading “ରଜୟର ବରଷ ଜର : ଆଜ ଜଲଲ ପଇ ୟଲ ୱରଣଣ ଜର ପରବଳ ବରଷ ସମଭବନ”

ରଜୟ ପଇ ହଜର କଟ ଟଙକ ମଞଜର କଲ କନଦର ସରକର ଓଡଶ ପଇ ହଜର କଟ ଟଙକ ପରଦନ ପଇ ବୟବସଥ

କନକ ବ୍ୟୁରୋ: ଓଡିଶା ପାଇଁ ୪ହଜାର ୫୨୮ କୋଟି ଟଙ୍କା ମଞ୍ଜୁର । ପୁଞ୍ଜିନିବେଶ ପାଇଁ ରାଜ୍ୟମାନଙ୍କୁ ସ୍ୱତନ୍ତ୍ର ସହାୟତା ଯୋଜନା ୨୦୨୩-୨୪ ଅଧୀନରେ ଏହି ଅନୁମୋଦନ ଦେଇଛନ୍ତି କେନ୍ଦ୍ର ସରକାର । ଭାରତ ସରକାରଙ୍କ ଅର୍ଥ ମନ୍ତ୍ରାଳୟ ଅଧୀନ ବ୍ୟୟବିଭାଗ ଦ୍ୱାରା ଚଳିତ ବର୍ଷରେ ଦେଶର ୧୬ ରାଜ୍ୟ ପାଇଁ ୫୬ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି । ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ, ବିଦ୍ୟୁତ୍ ଶକ୍ତି, ସଡକ, ସେତୁ ଏବଂContinue reading “ରଜୟ ପଇ ହଜର କଟ ଟଙକ ମଞଜର କଲ କନଦର ସରକର ଓଡଶ ପଇ ହଜର କଟ ଟଙକ ପରଦନ ପଇ ବୟବସଥ”

Design a site like this with WordPress.com
Get started