ଓଡ଼ଶ ମଲଟସ ମଶନ ଯଗ ସୱବଲମବ ହଉଛନତ ସଵୟ ସହୟକ ଗଷଠ: ଟ ମଲଟ ଶକତ ବକରୟ କନଦରର ଅଢଇ କଟର ବୟବସୟ

କନକ ବ୍ୟୁରୋ: ୫୦ଟଙ୍କା ଜମାରାଶିରୁ ଆରମ୍ଭ କରିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନେ ଆଜି ମାସକୁ ୪ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି । ଦିନ ଥିଲା ସେମାନେ ବଡ଼ି, ପାମ୍ପଡ଼, ଆରିଷା ଆଦି ଭଳି ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ବ୍ୟାଗ୍‌ରେ ଧରି ଘର ଘର ବୁଲି ବିକ୍ରି କରୁଥିଲେ । ଅଧିକାଂଶ ସମୟରେ ତାହା ବିଶ୍ୱାସଯୋଗ୍ୟ ମଧ୍ୟ ହୋଇପାରୁନଥିଲା । ମାତ୍ର ଏବେ ସେମାନେ ବିଶ୍ୱଦରବାରରେ ପହଂଚିବା ସହ ନିଜର ସ୍ୱତନ୍ତ୍ର ପରିଚୟContinue reading “ଓଡ଼ଶ ମଲଟସ ମଶନ ଯଗ ସୱବଲମବ ହଉଛନତ ସଵୟ ସହୟକ ଗଷଠ: ଟ ମଲଟ ଶକତ ବକରୟ କନଦରର ଅଢଇ କଟର ବୟବସୟ”

ଶରମନଦର ଭତରର ଭଡଓ ଭଇରଲ ସସଆଲ ମଡଆର ଘର ବଲଛ ଭତର ବଢ଼ ଓ ଆଡ଼ପ ମଣଡପର ଦଶୟ ସହଦୱର ଥନର ମମଲ ରଜ

କନକ ବ୍ୟୁରୋ: ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ଧାମ । ଆଉ ଏତିକିବେଳେ ସାମନାକୁ ଆସିଛି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥ୍ାରେ ସାଂଘାତିକ ତ୍ରୁଟି । ସୋସିଆଲ ମିଡିଆରେ ଘୁରି ବୁଲୁଛି ଶ୍ରୀମନ୍ଦିର ଭିତର ବେଢ଼ା ଓ ଆଡପ ମଣ୍ଡପର ଦୃଶ୍ୟ  । ରୋହିତ ଜୟସ୍ୱାଲ ନାମକ ଜଣେ ଯୁବକ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେହି ଭିଡିଓ ପୋଷ୍ଟ କରିଛନ୍ତି । ତେବେ କଡା ସୁରକ୍ଷା ବ୍ୟବସ୍ଥା ସତ୍ୱେ ଜୟସ୍ୱାଲ କେମିିତି ମନ୍ଦିର ଭିତରେContinue reading “ଶରମନଦର ଭତରର ଭଡଓ ଭଇରଲ ସସଆଲ ମଡଆର ଘର ବଲଛ ଭତର ବଢ଼ ଓ ଆଡ଼ପ ମଣଡପର ଦଶୟ ସହଦୱର ଥନର ମମଲ ରଜ”

ବରଗଡ଼ର ମଖୟମନତରଙକ ଅଡଓ ଶଣଇଲ -ଟ ସଚବ ନବନ କହଲ ଲକଙକ କଥ ବଝବ ପଇ ସଚବଙକ ସ ପଠଇଛନତ ଏପଟ ବରଧଙକ ଘନଘନ ଆକରମଣ

କନକ ବ୍ୟରୋ: ୫ଟି ସଚିବଙ୍କ ଗସ୍ତକୁ ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଉଛନ୍ତି । ବିଭିନ୍ନ ଜିଲ୍ଲାରେ ସଚିବ ଉନ୍ନୟନ ପ୍ରକଳ୍ପ ସମୀକ୍ଷା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ କିଏ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଏପଟେ ଆଜି ବରଗଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଅଡିଓ ଶୁଣାଇଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍ । ଏହି ଅଡିଓରେ ନବୀନ କହୁଛନ୍ତି, ଲୋକଙ୍କ ସୁଖଦୁଃଖ ବୁଝିବା ପାଇଁ ସେ ତାଙ୍କ ସଚିବଙ୍କୁ ପଠାଇଛନ୍ତି । ଦୁଇ ଦିନିଆContinue reading “ବରଗଡ଼ର ମଖୟମନତରଙକ ଅଡଓ ଶଣଇଲ -ଟ ସଚବ ନବନ କହଲ ଲକଙକ କଥ ବଝବ ପଇ ସଚବଙକ ସ ପଠଇଛନତ ଏପଟ ବରଧଙକ ଘନଘନ ଆକରମଣ”

ଦଗପହଣଡ ଦରଘଟଣର ଜଣଙକ ମତୟ ମତଦହ ଦଖ ଫଟପଡଲ ଗ ଦଣଡ ଶମଶନର ପଉଶ ହଲ ସନର ସସର

କନକ ବ୍ୟୁରୋ: କିଛି ଘଣ୍ଟା ପୂର୍ବରୁ ଯେଉଁ ଗାଁରେ ହସଖୁସି ଥିଲା , କିଛି ଘଣ୍ଟା ପରେ ସେହି ଗାଁରେ ଖେଳିଗଲା ଶୋକର ଛାୟା । ଜଣକ ପରେ ଜଣକ ମୃତଦେହ ଗାଁ ଦାଣ୍ଡରେ ପହଞ୍ଚୁଥିଲା । ଆଉ ମୃତଦେହ ଦେଖି ଫାଟିପଡୁଥିଲା ଗାଁ ଦାଣ୍ଡ । ଗଞ୍ଜାମ ଜିଲ୍ଲା ଖଣ୍ଡଦେଉଳି, ମୁଜାଗଡ ଓ ସିନ୍ଦୁପୁର ଗାଁରୁ ଆସିଛି ଛାତିିଫଟା ଦୃଶ୍ୟ । ଶ୍ମଶାନର ନିଆଁ ସତରେ କେତେ ନିଷ୍ଠୁର । ଶବର ବୟସ ଦେଖେନି କି’Continue reading “ଦଗପହଣଡ ଦରଘଟଣର ଜଣଙକ ମତୟ ମତଦହ ଦଖ ଫଟପଡଲ ଗ ଦଣଡ ଶମଶନର ପଉଶ ହଲ ସନର ସସର”

ଦଗପହଣଡ ଦରଘଟଣ: ହସଖସର ହତଗଣଠ ଫଟଇଥଲ ସନ ଭଉଣ ରପଲ କଛ ଘଣଟ ପର ଦରଘଟଣର ଚଲଗଲ ଜବନ

କନକ ବ୍ୟୁରୋ: ବସ ଦୁର୍ଘଟଣାରେ  ପ୍ରାଣ ହରାଇଛନ୍ତି  କନ୍ୟାଙ୍କ ଉଭଣୀ ରୁପାଲି ପ୍ରଧାନ । ଭିଣୋଇ-ବଡ ଭଉଣୀଙ୍କ ହାତଗଣ୍ଠି ଖୋଲି ଖୁସିରେ ଘରକୁ ଫେରୁଥିଲେ ରୁପାଲି  । କିନ୍ତୁ ଦୁର୍ଘଟଣାରେ ଯାଇଛି ତାଙ୍କ ଜୀବନ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ରୁପାଲିଙ୍କ ମୁଣ୍ଡକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । କିଏ ଜାଣିଥିଲା ଖୁସିର ଆୟୁଷ ସରିଯାଉଛି । କିଏ ଜାଣିଥିଲା, ରାତି ପାହିଲା ବେଳକୁ କାହାଣୀ ସରିଯିବ । ହସ, ଲୁହରେ ବଦଳିଯିବContinue reading “ଦଗପହଣଡ ଦରଘଟଣ: ହସଖସର ହତଗଣଠ ଫଟଇଥଲ ସନ ଭଉଣ ରପଲ କଛ ଘଣଟ ପର ଦରଘଟଣର ଚଲଗଲ ଜବନ”

କନୟଯତରଙକ ନଇ ଫରଥବ ମନବସ ସହ ମହମହ ଧକକ ହଲ ଓଏସଆରଟସ ବସ ଜଣଙକ ମତୟ ଗରତର ଅନକମପ ରଶ ଘଷଣ କଲ ପରଧନମନତର ଓ ମଖୟମନତର

କନକ ବ୍ୟୁରୋ: ଗଞ୍ଜାମ ଦିଗପହଣ୍ଡିରେ ଦୁଇ ବସ ମଧ୍ୟରେ ମୁହାଁମୁହୁଁ ଧକ୍କାରେ ଯାଇଛି ୧୨ ଜଣଙ୍କ ଜୀବନ । ରାୟଗଡାରୁ ଭୁବନେଶ୍ୱର ଆସୁଥିବା ଓଏସଆରଟିସି ବସ ସହ କନ୍ୟାକୁ ଛାଡି ବ୍ରହ୍ମପୁରରୁ ଫେରୁଥିବା ମିନି ବସର ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ୭ ଜଣ ପ୍ରାଣ ହରାଇଥିଲେ । ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ରାଜ୍ୟ ସରକାର ୩ ଲକ୍ଷ ଲେଖାଁଏ ଓ କେନ୍ଦ୍ରContinue reading “କନୟଯତରଙକ ନଇ ଫରଥବ ମନବସ ସହ ମହମହ ଧକକ ହଲ ଓଏସଆରଟସ ବସ ଜଣଙକ ମତୟ ଗରତର ଅନକମପ ରଶ ଘଷଣ କଲ ପରଧନମନତର ଓ ମଖୟମନତର”

ଉତକଳ ବଶୱବଦୟଳୟ ଅନବନଧତ କଲଜର ଯକତ ଶଷ ସମଷଟର ପରକଷଫଳ ପରକଶତ ଦଖନତ କଉ ବଭଗର ପସ ହର କତ?

କନକ ବ୍ୟୁରୋ: ପ୍ରକାଶ ପାଇଲା ଯୁକ୍ତ ତିନି ଶେଷ ସେମିଷ୍ଟାର କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ । ଉତ୍କଳ ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ ମହାବିଦ୍ୟାଳୟ ଗୁଡିକର ସ୍ନାତକ ଶେଷ ସେମିଷ୍ଟାର ପରୀକ୍ଷା ଫଳ ପ୍ରକାଶ ପାଇଛି । ଉଭୟ ନିୟମିତ ଏବଂ ବ୍ୟାକ୍ ପରୀକ୍ଷାର୍ଥୀଙ୍କ ଫଳ ସୋମବାର ପ୍ରକାଶ ପାଇଛି । ଏନେଇ ଉତ୍କଳ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝୀ ସୂଚନା ଦେଇଛନ୍ତି । ଚଳିତ ବର୍ଷ କଳା ଅନର୍ସରେ ୨୫Continue reading “ଉତକଳ ବଶୱବଦୟଳୟ ଅନବନଧତ କଲଜର ଯକତ ଶଷ ସମଷଟର ପରକଷଫଳ ପରକଶତ ଦଖନତ କଉ ବଭଗର ପସ ହର କତ?”

ଅବୟବସଥ ଘରର ରଜୟ ସରକରଙକ ଆଦରଶ ବଦୟଳୟ ନମପଡ ଆଦରଶ ବଦୟଳୟର ନହ ଆବଶୟକୟ ଭତଭମ

କନକ ବ୍ୟୁରୋ: ଶିକ୍ଷା ବିଭାଗର ବିକଳ ଚିତ୍ର । ଆଦର୍ଶ ବିଦ୍ୟାଳୟରେ ଅବ୍ୟବସ୍ଥା । ପୁରୀ ଜିଲ୍ଲା ନିମାପଡ଼ା ଅଂଚଳରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ନିମାପଡ଼ା ଆଦର୍ଶ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ବସିବା ପାଇଁ ବ୍ୟବସ୍ଥା ନାହିଁ । ରାଜ୍ୟ ସରକାର ଗ୍ରାମାଂଚଳର ଛାତଛାତ୍ରୀଙ୍କୁ “ସିବିଏସସିଇ” ଢ଼ାଞ୍ଚାରେ ଶିକ୍ଷାଦାନ ଦେବା ପାଇଁ ରାଜ୍ୟର ପ୍ରତି ବ୍ଲକରେ “ଓଡ଼ିଶା ଆଦର୍ଶ ବିଦ୍ୟାଳୟ” ପ୍ରତିଷ୍ଠା କରିଛନ୍ତି । ହେଲେ କୋଟିକୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବାContinue reading “ଅବୟବସଥ ଘରର ରଜୟ ସରକରଙକ ଆଦରଶ ବଦୟଳୟ ନମପଡ ଆଦରଶ ବଦୟଳୟର ନହ ଆବଶୟକୟ ଭତଭମ”

ସରକର ଅଫସର ପଶଗଲ ବରଷ ପଣ କମକଷନଗର ଉପଜଲଲପଳଙକ କରଯୟଳୟର ଓଦ ହଇଗଲ କଗଜପତର

କନକ ବ୍ୟୁରୋ: କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଶିଲା ପାଣି । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ଢ଼େଙ୍କାନାଳ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ଫଳରେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପାଣି ପଶିଯାଇଛି । ଅଫିସ ରେକର୍ଡ ରୁମ୍ ସହିତ ଅନ୍ୟ ରୁମରେ ମଧ୍ୟ ପାଣି ପଶି ଯାଇଛି । ଜରୁରୀକାଳୀନ ଫାଇଲ ମଧ୍ୟ ଭିଜିଯାଇଛି । ଗତକାଲିଠାରୁ ଏହି ପାଣି ଅଫିସ ପରିସରରେ ପଶି ରହିଥିଲା । ଆଜିିContinue reading “ସରକର ଅଫସର ପଶଗଲ ବରଷ ପଣ କମକଷନଗର ଉପଜଲଲପଳଙକ କରଯୟଳୟର ଓଦ ହଇଗଲ କଗଜପତର”

ଗଛର ଭଲ ତଳ ଜଗଛନତ ବନ କରମଚର ନବରଙଗପରର ଜଙଗଲ ଛଡ ବରମବର ଗ ମହ ହଉଛନତ ଜଙଗଲ ଜନତ

କନକ ବ୍ୟୁରୋ: ଗଛ ଉପରେ ଭାଲୁ, ତଳେ ବନ ବିଭାଗ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଏକମ୍ବା ଗାଁର କିଛି ଦୂରରେ ଏକ ଭାଲୁ ଏକ ବାହାଡ଼ା ଗଛ ଉପରେ ଚଢିରହିଛି । ଧିରେ ଧିରେ ଜଙ୍ଗଲ ନଷ୍ଟ ହେଉଥିବା ବେଳେ ଖାଦ୍ୟ ଅନ୍ୱେଷଣରେ ବିଭିନ୍ନ ସମୟରେ ଜଙ୍ଗଲ ଜନ୍ତୁ ଗାଁ ମୁହାଁ ହେଉଛନ୍ତି । ଏହି ଅଂଚଳରେ ଅନେକ ସମୟରେ ଜଙ୍ଗଲରୁ ଭାଲୁ ଆସୁଥିବା ଦେଖିବାକୁ ମିଳିଥାଏ । ଏବଂ ଲୋକଙ୍କ ଭୟରେ ଗଛContinue reading “ଗଛର ଭଲ ତଳ ଜଗଛନତ ବନ କରମଚର ନବରଙଗପରର ଜଙଗଲ ଛଡ ବରମବର ଗ ମହ ହଉଛନତ ଜଙଗଲ ଜନତ”

Design a site like this with WordPress.com
Get started