ପରବର ପଶଚମ ଉତତରର ଦକଷଣ ସବଠ ବନୟ ପରଳୟ ବନୟ ବତପତର ଆସମର ଅସଥରତ ଉତତରଖଣଡ ହମଚଳ ଓ ଜମମକଶମରର ବରଷ ସଙଗକ ଭସଖଳନ

କନକ ବ୍ୟୁରୋ: ପ୍ରବଳ ବର୍ଷା ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ପ୍ରଳୟଙ୍କାରୀ ବନ୍ୟା । ଯୁଆଡ଼େ ଚାହିଁବ ଖାଲି ପାଣି ଆଉ ପାଣି । ଲକ୍ଷ ଲକ୍ଷ ଲୋକେ ବନ୍ୟାଘେରରେ ଜୀବନଯାପନ କରୁଛନ୍ତି । ଆସାମ, ହିମାଚଳପ୍ରଦେଶ, ବିହାର, ଜମ୍ମୁ କଶ୍ମୀର, ହରିୟାଣା ଆଦି ସ୍ଥାନରେ ବନ୍ୟା ଯୋଗୁଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପଟେ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଭୂସ୍ଖଳନ ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଅଟକି ରହିଛି ବହୁContinue reading “ପରବର ପଶଚମ ଉତତରର ଦକଷଣ ସବଠ ବନୟ ପରଳୟ ବନୟ ବତପତର ଆସମର ଅସଥରତ ଉତତରଖଣଡ ହମଚଳ ଓ ଜମମକଶମରର ବରଷ ସଙଗକ ଭସଖଳନ”

କରଇମ କୟପଟଲ ପଲଟଛ ରଜଧନ ଦଲଲ ଦବ ଆଲକର ବନଧକ ମନର ଧମକ ଦଇ ଲକଷଧକ ଟଙକ ଲଟନଲ ଦବରତ

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ବନ୍ଧୁକ ମୁନରେ ଲୁଟ୍ । କାରକୁ ଘେରି ୪ଜଣ ଦୁବୁର୍ତ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି । ଲୁଟ ସମୟର ଘଟଣା ସିସିଟିଭିରେ କଏଦ ହୋଇଛି । ସେପଟେ କିଛି ସୁରାକ ଆଧାରରେ ଛାନଭିନ ଜାରି ରଖିଛି ଦିଲ୍ଲୀ ପୁଲିସ । ଘଟଣାକୁ ନେଇ ଦିଲ୍ଲୀ ପୁଲିସ ଓ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛି ଆମ ଆଦମୀ ପାର୍ଟି ଅପରାଧର ପେଣ୍ଠସ୍ଥଳୀ ପାଲଟିଛି ଦିଲ୍ଲୀ ବନ୍ଧୁକ ମୁନରେ ଧମକ ପରେContinue reading “କରଇମ କୟପଟଲ ପଲଟଛ ରଜଧନ ଦଲଲ ଦବ ଆଲକର ବନଧକ ମନର ଧମକ ଦଇ ଲକଷଧକ ଟଙକ ଲଟନଲ ଦବରତ”

ପଛକ ହଟଲ ବଦରହ ସନ ୱଗନର ରଷଆ ଉପର ଟଳଲ ସଙକଟ କନତ କଆଡ଼ ଗଲ ରଷଟରପତ ପଟନ?

କନକ ବ୍ୟୁରୋ: ୭୨ ଘଣ୍ଟାର ହଟଚମଟ ପରେ ଶାନ୍ତ ପଡିଛି ରୁଷ । ବିଦ୍ରୋହୀ ସେନା ୱାଗନର ମସ୍କୋ ମୁହାଁ ହେଉଥିବାବେଳେ ହଠାତ ଓହରିଯାଇଛି । ଯାହାକୁ ନେଇ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ସେପଟେ ପ୍ରଶ୍ନ ଉଠୁଛି ଯେଉଁ ଭାବେ ୱାଗନର ମସ୍କୋ ମୁହାଁ ହେଉଥିଲା ହଠାତ କାହିଁକି ଓହରିଗଲା? ଏତେ ବଡ ଘଟଣା ଘଟିଥିଲେ ମଧ୍ୟ ଉଭୟ ପୁଟିନ ଓ ୱାଗନର ସେନା ମୁଖ୍ୟ କ’ଣ ପାଇଁ ଚୁପ ରହିଛନ୍ତିContinue reading “ପଛକ ହଟଲ ବଦରହ ସନ ୱଗନର ରଷଆ ଉପର ଟଳଲ ସଙକଟ କନତ କଆଡ଼ ଗଲ ରଷଟରପତ ପଟନ?”

ଉଦଘଟନ ପରବର ଭଶଡଲ ଇଣଡର ଷଟଡୟମ ସଥୟତୱ ଉପର ଉଠଲ ପରଶନ ଏପଟ ରଜୟର ବରଷ ଆହର ଦନ

କନକ ବ୍ୟୁରୋ: ଗଞ୍ଜାମ କୋଦଳା ଏନଏସିରେ ୭ କୋଟିର ତିଆରି ହେଉଛି ଇଣ୍ଡୋର ଷ୍ଟାଡିୟମ । କିନ୍ତୁ ସାମାନ୍ୟ ବର୍ଷାରେ ଭୁଶୁଡି ପଡିଛି ଷ୍ଟାଡିୟମ । ଛାତରୁ ପାଣି ଗଳୁଥିବା ବେଳେ ସିମେଣ୍ଟ ଖସୁଛି । ଚାରିପଟ କାନ୍ଥରେ ବି ଫାଟ ସୃଷ୍ଟି ହୋଇଛି । ଠିକାଦାର ଓ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକାରେ ଏଠାରେ ନିମ୍ନମାନର କାମ ହୋଇଥିବା ଜଳ ଜଳ ହୋଇ ଦେଖାଯାଉଛି । ଦୀର୍ଘ ବର୍ଷର ଦାବି ପରେ କୋଦଳାରେ ଷ୍ଟାଡିୟମ ନିର୍ମାଣ ଚାଲିଥିଲାContinue reading “ଉଦଘଟନ ପରବର ଭଶଡଲ ଇଣଡର ଷଟଡୟମ ସଥୟତୱ ଉପର ଉଠଲ ପରଶନ ଏପଟ ରଜୟର ବରଷ ଆହର ଦନ”

ମଣଷର କମ କରବ ଏଆଇ ଟଲ ଅଫସର ଛଟବଡ଼ କମ ପଇ ଏଚଆରଙକ ପଖକ ଯବକ ପଡ଼ବନ ଏଆଇ ଦୱର ପରସତତ ହଇଛ ଏଚଆର ମଧ କ

କନକ ବ୍ୟୁରୋ: ଅଫିସର ଛୋଟ ବଡ କାମ ତଥା ନିଜ କାର୍ଯ୍ୟ ବିଷୟରେ ଜାଣିବା ପାଇଁ ଏଣିକି ଏଚ.ଆରଙ୍କ ପାଖକୁ ଯିବାକୁ ପଡିବନି । ଉତ୍ତର ପାଇବା ପାଇଁ ଘଣ୍ଟା ଘଣ୍ଟା ସମୟ ଅପେକ୍ଷା କରିବାକୁ ପଡିବନି । କାରଣ ଆପଣଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେବେ ଭର୍ଚୁଆଲ ଏଚ.ଆର । ସିଏସଏମ ଟେକର ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ବା ଏଆଇ ପ୍ରସ୍ତୁତ କରିଛି ଭର୍ଚୁଆଲ ଏଚ.ଆର ମେଧା କେ । କମ୍ପାନୀରେ ରହିବେ ଅଦୃଶ୍ୟ ଏଚ.ଆର ଆର୍ଟିଫିସିଆଲContinue reading “ମଣଷର କମ କରବ ଏଆଇ ଟଲ ଅଫସର ଛଟବଡ଼ କମ ପଇ ଏଚଆରଙକ ପଖକ ଯବକ ପଡ଼ବନ ଏଆଇ ଦୱର ପରସତତ ହଇଛ ଏଚଆର ମଧ କ”

ଢଙକନଳର ନରବଚନ ଲଢବ କ ଧରମନଦର ପରଧନ? କନଦରମନତରଙକ ମରଥନ କରଯୟକରମ ଦଉଛ ନଆ ଇସର ଧରମନଦରଙକ ଘରଲ ବଜଡ ସସଦ

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେଉଁ ଆସନକୁ ନିର୍ବାଚନ ଲଢିବେ, ତାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗିରହିଛି । ଆଉ ଏହି ସମୟରେ ଢେଙ୍କାନାଳରେ କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ କାର୍ଯ୍ୟକ୍ରମ କିଛି ନୂଆ ଇସାରା କରୁଛି । କୁହାଯାଉଛି, ସେ ଢେଙ୍କାନାଳ ଆସନରୁ ଲଢିବା ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି । ଆଉ ଏହି ଚର୍ଚ୍ଚା ମଧ୍ୟରେ କେନ୍ଦ୍ରମନ୍ତ୍ରୀଙ୍କୁ ଘେରିଛନ୍ତି ବିଜେଡି ସାଂସଦ ମହେଶ ସାହୁ । ଢ଼େଙ୍କାନାଳରୁ ଲଢ଼ିବେ ଧର୍ମେନ୍ଦ୍ର! କ୍ଷେତ୍ର ପ୍ରସ୍ତୁତି କରୁଛନ୍ତିିContinue reading “ଢଙକନଳର ନରବଚନ ଲଢବ କ ଧରମନଦର ପରଧନ? କନଦରମନତରଙକ ମରଥନ କରଯୟକରମ ଦଉଛ ନଆ ଇସର ଧରମନଦରଙକ ଘରଲ ବଜଡ ସସଦ”

କନକ ନୟଜର ରୟଲଟ ଚକ ସଧଙକ ଜଣନହ ସଧରଣ ମନତର ନଗ ସଧ ବଶର ଲଟପଟ ଅଭଯଗ ଜଣଙକ ଅଟକ ରଖ ପଚରଉଚର କରଛ ପଲସ

କନକ ବ୍ୟୁରୋ: ରାଜଧାନୀରେ  ଆତ୍ମଘୋଷିତ ନାଗା ବାବା ଚଳାଇଛନ୍ତି କାରନାମା । ମନ୍ତ୍ର ତନ୍ତ୍ର ନ ଜାଣି ଲୋକଙ୍କୁ ଠକିବାକୁ ଉଦ୍ୟମ କରୁଛନ୍ତି । ଆଜି କନକ ନ୍ୟୁଜ କ୍ୟାମେରାରେ ଏଭଳି କିଛି ଦୃଶ୍ୟ କଏଦ ହୋଇଛି । ଆତ୍ମଘୋଷିତ ବାବାଙ୍କୁ ଶିବତାଣ୍ଡବ କିଏ ଲେଖିଥିଲେ ବୋଲି ପଚାରିବାରୁ, ଏହାକୁ ଏଡାଇବାକୁ ଉଦ୍ୟମ କରିଛନ୍ତି ସଂପୃକ୍ତ ବାବା । ତେବେ ୟୁପିରୁ ଆସିଥିବା ଏହି ନାଗାସାଧୁ ପୁରୀ ନ ଯାଇ ଭୁବନେଶ୍ୱରରେ କଣ କରୁଥିଲେ ବୋଲି ପ୍ରଶ୍ନContinue reading “କନକ ନୟଜର ରୟଲଟ ଚକ ସଧଙକ ଜଣନହ ସଧରଣ ମନତର ନଗ ସଧ ବଶର ଲଟପଟ ଅଭଯଗ ଜଣଙକ ଅଟକ ରଖ ପଚରଉଚର କରଛ ପଲସ”

ପଇ ଜରଦର ହଲ କସରତ ରଜୟସଭ ସସଦ ସଜତ କମର କହଲ ବଜଡ ଜତବ ର ଅଧକ ସଟ ର ମସନ ଥଲ ବଜପର ସଳଗନ

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ସବୁ ଦଳ । ବିଜେଡିରେ ଚାଲିଛି ମାରାଥନ ବୈଠକ । ନବୀନ ନିବାସରେ ଟିକେଟ କସରତ ହେଉଛି । ଆଉ ଆଜି ବିଜେଡିର ରାଜ୍ୟସଭା ସାଂସଦ ସୁଜିତ୍ କୁମାର ବଡ଼ ବୟାନ ରାଜନୀତିକୁ ସରଗରମ କରିଛି । ସେ କହିଛନ୍ତି, ଆଗାମୀ ବିଧାନସଭା ନିର୍ବାଚନରେ ବିଜେଡି ୧୨୦+ ସିଟରେ ଜିତିବ । ତେବେ ପୂର୍ବରୁ ବିଜେପି ୨୦୧୯ରେ ୧୨୦ ନାରା ଦେଇ ନିର୍ବାଚନ ଲଢିଥିଲା ।Continue reading “ପଇ ଜରଦର ହଲ କସରତ ରଜୟସଭ ସସଦ ସଜତ କମର କହଲ ବଜଡ ଜତବ ର ଅଧକ ସଟ ର ମସନ ଥଲ ବଜପର ସଳଗନ”

Design a site like this with WordPress.com
Get started