ଘର କଳର ବଳ ପଡଲ ଦଢ ବରଷର କନ ଝଅ ବଷ କରୟ ଯଗ ମଆ ଓ କନ ଝଅର ମତୟ

କନକ ବ୍ୟୁରୋ: ପାରିବାରିକ କଳହର କରୁଣ ପରିଣତି । ଘର କଳି ଯୋଗୁଁ ଅବେଳରେ ଝଡି ପଡିଲା କଅଁଳ କଢି । ଦେଢ ବର୍ଷର ଶିଶୁ କନ୍ୟା ମାଆ ସହ ସବୁ ଦିନ ପାଇଁ ମୃତ୍ୟୁ ଶଯ୍ୟାରେ ଶୋଇଯାଇଛି । ମାଆ-ଝିଅଙ୍କ ମୃତଦେହ ଦୁଇଟି ଡାକ୍ତରଖାନାରେ ଥିବା ବେଳେ ଏହି ଘଟଣାକୁ ନେଇ ହତ୍ୟା ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ବାପା । The post ଘର କଳିରେ ବଳି ପଡିଲା ଦେଢ ବର୍ଷର କୁନି ଝିଅ।Continue reading “ଘର କଳର ବଳ ପଡଲ ଦଢ ବରଷର କନ ଝଅ ବଷ କରୟ ଯଗ ମଆ ଓ କନ ଝଅର ମତୟ”

ଓଡଶ ମଲଟସ ମଶନ ଦଇଛ ମହଳମନଙକ ସୱତନତର ପରଚୟ

କନକ ବ୍ୟୁରୋ: ଦିନ ଥିଲା ମହିଳାମାନେ ଘରର ଚାରିକାନ୍ଥ ମଧ୍ୟରେ ରହି କେବଳ ଘର କାମରେ ନିୟୋଜିତ ଥିଲେ । ଧୀରେ ଧୀରେ ସମୟର ପରିବର୍ତ୍ତନ ସହ ସେମାନେ ଘରର ଚାରିକାନ୍ଥ ମଧ୍ୟରୁ ବାହାରି ପୁରୁଷଙ୍କ ସହ କାନ୍ଧରେ କାନ୍ଧ ମିଳାଇ ପ୍ରତ୍ୟେକ କାର୍ଯ୍ୟରେ ଯୋଗ ଦେବା ସହ ପ୍ରତିଟି କ୍ଷେତ୍ରରେ ନିଜ ଦକ୍ଷତାକୁ ପ୍ରତିପାଦନ କରି ସେମାନେ ପ୍ରମାଣ କରିପାରିଛନ୍ତି ଯେ ସେମାନେ ମଧ୍ୟ ପୁରୁଷଙ୍କ ଠାରୁ କମ୍ ନୁହଁନ୍ତି । ସେହିପରି ସୁନ୍ଦରଗଡ ଜିଲ୍ଲାରContinue reading “ଓଡଶ ମଲଟସ ମଶନ ଦଇଛ ମହଳମନଙକ ସୱତନତର ପରଚୟ”

ବହଘର ପଲଟଲ ଶଷଯତର ଶକର ବଡଲ ଖଣଡଦଉଳ ଗ

କନକ ବ୍ୟୁରୋ: ଦିଗପହଣ୍ଡି ଦୁର୍ଘଟଣାରେ ଦୋହଲି ଯାଇଛି ଗାଁ । କାନ୍ଦ ବୋବାଳିରେ ଫାଟିପଡୁଛି ଝିଅ ବାହାଘରକୁ ନେଇ ହସଖୁସିରେ ଥିବା ପରିବାର । ଭଉଣୀ-ଭିଣୋଇଙ୍କ ହାତଗଣ୍ଠି ଫିଟାଇ ଘରକୁ ଫେରୁଥିବା ଖଣ୍ଡଦେଉଳି ଗାଁର ଅଶୋକ ପ୍ରଧାନଙ୍କ ସାନ ଝିଅ ରୂପାଲି ଶବ ପାଲଟି ଯାଇଛି । କେବଳ ରୂପାଲି ନୁହଁନ୍ତି ଏହି ଦୁର୍ଘଟଣାରେ ୧୨ ଜଣଙ୍କ ଜୀବନ ଦୀପ ଲିଭି ଯାଇଛି । ଏବଂ ୭ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ଗଂଜାମ ଜିଲ୍ଲାପାଳContinue reading “ବହଘର ପଲଟଲ ଶଷଯତର ଶକର ବଡଲ ଖଣଡଦଉଳ ଗ”

ଦଗପହଣଡ ବସ ଦରଘଟଣ: ଓଏସଆରଟସ ଡରଇଭରଙକ ଗରଫ କଲ ପଲସ

କନକ ବ୍ୟୁରୋ: ଦିଗପହଣ୍ଡି ବସ ଦୁର୍ଘଟଣାରେ ଡ୍ରାଇଭରକୁ ଗିରଫ କଲା ପୁଲିସ । ଭୁବନେଶ୍ୱରରୁ ପୁଲିସ ଡ୍ରାଇଭରକୁ ଉଠାଇନେଇଛି । ସରକାରୀ ବସର ଡ୍ରାଇଭରକୁ ଦିଗପହଣ୍ଡି ପୁଲିସ ଗିରଫ କରିଛି । ଖଣ୍ଡଗିରି ଓଏସଆରଟିସି ବସ ଡିପୋରୁ ପୁଲିସ ତାଙ୍କୁ ଗିରଫ କରିଛି । ଭରତପୁର ପୁଲିସ ସହାୟତାରେ ତାଙ୍କୁ ଗିରଫ କରାଯାଇଛି । The post ଦିଗପହଣ୍ଡି ବସ୍ ଦୁର୍ଘଟଣା: ଓଏସଆରଟିସି ଡ୍ରାଇଭରଙ୍କୁ ଗିରଫ କଲା ପୁଲିସ first appeared on Kanak News. fromContinue reading “ଦଗପହଣଡ ବସ ଦରଘଟଣ: ଓଏସଆରଟସ ଡରଇଭରଙକ ଗରଫ କଲ ପଲସ”

ଅଫସର ଛଟବଡ଼ କମ ପଇ ଏଚଆରଙକ ପଖକ ଯବକ ପଡ଼ବନ ସଏସଏମ ଟକର ଏଆଇ ଦୱର ପରସତତ ହଇଛ ଏଚଆର ମଧ

କନକ ବ୍ୟୁରୋ: ଅଫିସର ଛୋଟ ବଡ କାମ ତଥା ନିଜ କାର୍ଯ୍ୟ ବିଷୟରେ ଜାଣିବା ପାଇଁ ଏଣିକି ଏଚ.ଆରଙ୍କ ପାଖକୁ ଯିବାକୁ ପଡିବନି । ଉତ୍ତର ପାଇବା ପାଇଁ ଘଂଟା ଘଂଟା ସମୟ ଅପେକ୍ଷା କରିବାକୁ ପଡିବନି । କାରଣ ଆପଣଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେବ ଭର୍ଚୁଆଲ ଏଚ.ଆର । ସିଏସଏମ ଟେକର ଆର୍ଟିଫିସିଆଲ ଇଂଟିଲିଜେନସ ବା ଏଆଇ ପ୍ରସ୍ତୁତ କରିଛି ଭର୍ଚୁଆଲ ଏଚ.ଆର ମେଧା କେ । ନିଜ କମ୍ପ୍ୟୁଟରରେ ବସି ସବୁ ପ୍ରଶ୍ନରContinue reading “ଅଫସର ଛଟବଡ଼ କମ ପଇ ଏଚଆରଙକ ପଖକ ଯବକ ପଡ଼ବନ ସଏସଏମ ଟକର ଏଆଇ ଦୱର ପରସତତ ହଇଛ ଏଚଆର ମଧ”

ଧରମନଦର ପରଧନଙକ ବଜଡର ଟରଗଟ ବଭନନ ପରସଙଗ ଉଠଇ କନଦରମନତରଙକ ଉପର ବରଷଲ ଢଙକନଳ ସସଦ ମହଶ ସହ

କନକ ବ୍ୟୁରୋ: ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡିର ଟାର୍ଗେଟ । ବିଭିନ୍ନ ପ୍ରସଙ୍ଗ ଉଠାଇ ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ । ବାହାଘର ବେଳେ ବାଇଗଣ ରୁଆ ଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଅନୁଗୁଳ ଗସ୍ତ କରି କୋକୁଆ ଭୟ ସୃଷ୍ଟି କରୁଥିବା ମହେଶ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଧର୍ମେନ୍ଦ୍ର ନିଜ ଜନ୍ମଭୂମିରେ କିଛି ବି ବିକାଶ କାମ କରିନାହାନ୍ତି, ରେଳବାଇର କିଛି କାମ କରିନାହାନ୍ତି, ତାଳଚେରContinue reading “ଧରମନଦର ପରଧନଙକ ବଜଡର ଟରଗଟ ବଭନନ ପରସଙଗ ଉଠଇ କନଦରମନତରଙକ ଉପର ବରଷଲ ଢଙକନଳ ସସଦ ମହଶ ସହ”

ମଣପର ହସକ ନଇ ପରଧନମନତରଙକ ଉଚଚସତରୟ ବଠକ ସଥତ ନଇ ଅବଗତ କରଇଲ ଗହମନତର

କନକ ବ୍ୟୁରୋ: ମଣିପୁରରେ ଗତ ୫୩ ଦିନ ଧରି ହିଂସା ଲାଗିରହିଛି । ଏହାରି ମଧ୍ୟରେ ଆମେରିକା ଏବଂ ମିଶର ଗସ୍ତରୁ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଫେରୁ ଫେରୁ ଆକ୍ସନ ମୋଡରେ ଆସିଛନ୍ତି ମୋଦୀ । ସୋମବାର ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଅନ୍ୟ ଅଧିକାରୀ ଉପସ୍ଥିତ ରହିଛନ୍ତି । ପ୍ରଧାନମନ୍ତ୍ରୀ ବୈଠକରେ ମଣିପୁରର ବର୍ତ୍ତମାନ ସ୍ଥିତି ଉପରେContinue reading “ମଣପର ହସକ ନଇ ପରଧନମନତରଙକ ଉଚଚସତରୟ ବଠକ ସଥତ ନଇ ଅବଗତ କରଇଲ ଗହମନତର”

ଭରତର ପରତଶତ ଅଞଚଳର ପହଞଚଲ ଦକଷଣ ପଶଚମ ମସମ ବୟ ଦଶର ଅନକ ସଥନର ବରଷ ଜର

କନକ ବ୍ୟୁରୋ: ଚଳିତ ବର୍ଷ ମୌସୁମୀବାୟୁ ଭାରତର ୮୦ ପ୍ରତିଶତ ଅଞ୍ଚଳରେ ପହଞ୍ଚି ସାରିଲାଣି । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଡ. ନରେଶ କୁମାର । ରବିବାର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ମୌସୁମୀ ଦ୍ରୁତ ଗତିରେ ଦେଶର ବିଭିନ୍ନ ସ୍ଥାନରେ ପହଞ୍ଚିଛି । ରବିବାର ମୌସୁମୀ ଦିଲ୍ଲୀ ଓ ମୁମ୍ବାଇରେ ଏକ ସମୟରେ ପହଞ୍ଚିଥିଲା । ତେବେ, ଦୀର୍ଘ ୬୨ ବର୍ଷର ବ୍ୟବଧାନ ପରେ ଏଭଳି ଘଟଣାContinue reading “ଭରତର ପରତଶତ ଅଞଚଳର ପହଞଚଲ ଦକଷଣ ପଶଚମ ମସମ ବୟ ଦଶର ଅନକ ସଥନର ବରଷ ଜର”

ଦଲଲର ବନଧକ ମନର ଲଟ ଲକଷ ଲଟନଲ ଲଟର

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ବନ୍ଧୁକ ମୁନରେ ଲୁଟ୍ । ଇଣ୍ଡିଆ ଗେଟକୁ ରିଂ ରୋଡ ସହ ଯୋଡିଥିବା ପ୍ରଗତି ମଇଦାନ ଟନେଲରୁ ଏଭଳି ଏକ ଘଟଣା ଦିଲ୍ଲୀରେ ଚର୍ଚା ସୃଷ୍ଟି କରିଛି । ବନ୍ଧୁକ ମୁନରେ ଡେଲିଭରି ଏଜେଣ୍ଟଙ୍କଠାରୁ ୨ ଲକ୍ଷ ଲୁଟିନେଲେ ଲୁଟେରା । ଡେଲିଭରି ଏଜେଣ୍ଟ ଜଣଙ୍କ ପଇସା ଭର୍ତି ବ୍ୟାଗ ନେଇ ଏକ କାରରେ ଗୁରଗାଓଁ ଯାଉଥିଲେ । ଭିଡିଓରେ ସ୍ପଷ୍ଟ ଜଣାପଡୁଛି ପ୍ରଥମେ ଗୋଟିଏ ବାଇକରେ ୨ ଜଣ ବ୍ୟକ୍ତିContinue reading “ଦଲଲର ବନଧକ ମନର ଲଟ ଲକଷ ଲଟନଲ ଲଟର”

ଉତତରଖଣଡର ଗପନଥ ମନଦରର ଢଞଚର ଦଖବକ ମଳଛ ପରବରତତନ ଗତ କଛ ବରଷ ମଧୟର ମନଦର କଛ ମତରର ଢଳଥବ ଅଭଯଗ

କନକ ବ୍ୟୁରୋ : ଉତ୍ତରାଖଣ୍ଡକୁ ମାଡି ଆସୁଛି କି ବଡ ସଙ୍କଟ? କାରଣ ଉତ୍ତରାଖଣ୍ଡରେ ଥିବା ଗୋପିନାଥ ମନ୍ଦିର କିଛି ମାତ୍ରାରେ ଢଳିପଡିଛି । ସେଭଳି ଗର୍ଭଗୃହକୁ ପାଣି ପଶିବା ହେଉ କି ମନ୍ଦିର ଆଖପାଖ ଅଞ୍ଚଳରେ ଫାଟ ସୃଷ୍ଟି ହେବା କିଛି ଏଭଳି ସଂକେତ ଦେଉଛି । ସ୍ଥାନୀୟ ଲୋକ ଓ ମନ୍ଦିରର ପୂଜାରୀଙ୍କ କହିବା ଅନୁଯାୟୀ, ଗତ କିଛିବର୍ଷ ହେବ ମନ୍ଦିରର ଢାଞ୍ଚାରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଯାହା ଆଗାମୀ ଦିନରେ ବଡContinue reading “ଉତତରଖଣଡର ଗପନଥ ମନଦରର ଢଞଚର ଦଖବକ ମଳଛ ପରବରତତନ ଗତ କଛ ବରଷ ମଧୟର ମନଦର କଛ ମତରର ଢଳଥବ ଅଭଯଗ”

Design a site like this with WordPress.com
Get started