୧୭ ନଭେମ୍ବରରେ ଛତିଶଗଡର ବାକି ୭୦ଟି ଆସନ ପାଇଁ ପଡିବ ଭୋଟ । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ମୋଦୀଙ୍କ ପ୍ରଚାର

କନକ ବ୍ୟୁରୋ : ଛତିଶଗଡ଼ରେ ନଭେମ୍ବର ୧୭ରେ ପଡ଼ିବ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ବାକି ୭୦ଟି ଆସନ ପାଇଁ ପଡ଼ିବ ଭୋଟ୍ । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍ ପଡ଼ିବାକୁ ଥିବା ଆସନ ଗୁଡ଼ିକରେ ଜୋରଦାର ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଭିତରେ ରାଜ୍ୟରେ ଶାସନରେ ଥିବା କଂଗ୍ରେସ ଓ ବିରୋଧୀ ବିଜେପିର ରଣନୀତିକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ଚର୍ଚ୍ଚା ହେଉଛି କର୍ଣ୍ଣାଟକରେ କଂଗ୍ରେସର ବିଜୟContinue reading “୧୭ ନଭେମ୍ବରରେ ଛତିଶଗଡର ବାକି ୭୦ଟି ଆସନ ପାଇଁ ପଡିବ ଭୋଟ । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ମୋଦୀଙ୍କ ପ୍ରଚାର”

ରାଜଧାନୀରେ ଅସୁରକ୍ଷିତ ନାରୀ । ୨୪ ଘଣ୍ଟାରେ ୩ଝିଅ, ମହିଳାଙ୍କୁ ହତ୍ୟା ଅଭିଯୋଗ

କନକ ବ୍ୟୁରୋ : ନାରୀଙ୍କ ପାଇଁ ଅସୁରକ୍ଷିତ ରାଜଧାନୀ । ଗତ ୨୪ ଘଂଟା ଭିତରେ ଗଲାଣି ୩ ଝିଅ, ମହିଳାଙ୍କ ଜୀବନ । କେଉଁଠି ବଧୂ ହତ୍ୟା ଅଭିଯୋଗ, ତ ପୁଣି କେଉଁଠି ମହିଳାଙ୍କୁ ଛୁରୀ ଭୁଷି ହତ୍ୟା । ଏପରିକି ମାତ୍ର ୩ ବର୍ଷର କଅଁଳା ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବାର ଖବର ଗତ ୨୪ ଘଂଟା ଭିତରେ ସାମ୍ନାକୁ ଆସିଛି । ରାଜଧାନୀରେ ବଧୂ ହତ୍ୟା ଅଭିଯୋଗ । ଝିଅକୁ ଶାଶୁଘରେContinue reading “ରାଜଧାନୀରେ ଅସୁରକ୍ଷିତ ନାରୀ । ୨୪ ଘଣ୍ଟାରେ ୩ଝିଅ, ମହିଳାଙ୍କୁ ହତ୍ୟା ଅଭିଯୋଗ”

ରାଜଧାନୀ ରାଜରାସ୍ତାରେ ଏସିଡ୍ ପୀଡିତା । ନ୍ୟାୟ ଦାବିରେ ଭୁବନେଶ୍ୱର ଲୋୟର ପିଏମଜିରେ ଏସିଡ୍ ପୀଡିତାଙ୍କ ନିରବ ପ୍ରତିବାଦ

କନକ ବ୍ୟୁରୋ : ନ୍ୟାୟ ଦାବିରେ ରାଜଧାନୀର ରାଜରାସ୍ତାରେ ଏସିଡ୍ ପୀଡିତା । ଭୁବନେଶ୍ୱର ଲୋୟର ପିଏମଜିରେ ଏସିଡ୍ ପୀଡିତାଙ୍କ ନୀରବ ପ୍ରତିବାଦ । କିଏ ପାରିବାରିକ ହିଂସାର ଶିକାର ହୋଇଛି ତ ଆଉ କିଏ ନିଶା ବିରୋଧରେ ସ୍ୱର ଉଠାଇ ଦୁର୍ବୃତଙ୍କ ଆକ୍ରୋଷର ଶିକାର ହୋଇଛନ୍ତି । ଏସିଡ୍ ମାଡ କରି ଦୁର୍ବୃତ ଫେରାର ଥିବାବେଳେ ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି ଏସିଡ୍ ପୀଡିତା । ବନ୍ଦ ହୋଇ ପଡିଥିବା ମାମଲାର ଯାଂଚ କରିବାକୁContinue reading “ରାଜଧାନୀ ରାଜରାସ୍ତାରେ ଏସିଡ୍ ପୀଡିତା । ନ୍ୟାୟ ଦାବିରେ ଭୁବନେଶ୍ୱର ଲୋୟର ପିଏମଜିରେ ଏସିଡ୍ ପୀଡିତାଙ୍କ ନିରବ ପ୍ରତିବାଦ”

ୟୁଏନଡିପି ରିପୋର୍ଟରେ ବଡ ଖୁଲାସା । ଦେଶରେ କମିଛି ଗରିବଙ୍କ ସଂଖ୍ୟା, ହେଲେ ବଢିଛି ଆର୍ଥିକ ଅସମାନତା

କନକ ବ୍ୟୁରୋ : ଭାରତ ଗତ ୨୦୨୨ ମସିହାରେ ଟପ୍ -୧୦ ଅର୍ଥବ୍ୟବସ୍ଥାର ୫ମ ସ୍ଥାନରେ ପହଂଚିଛି । ଏହାସହ ୨୦୨୭ ସୁଦ୍ଧା ଦେଶର ତୃତୀୟ ବୃହତ ଅର୍ଥବ୍ୟବସ୍ଥା ହୋଇଯିବ ବୋଲି ଏବେକାର ସରକାର ଦାବି କରୁଛନ୍ତି   । ଏହାସହ ଦେଶ ଏବେ ଉଚ୍ଚ ରୋଜଗାର ଦେଶ ତାଲିକାରେ ମଧ୍ୟ ସାମିଲ ହୋଇଛି । ହେଲେ ଭାରତରେ ଆୟ ଭାଗ କରିବା ବ୍ୟବସ୍ଥାରେ ଅସମାନତା ବୃଦ୍ଧି ପାଇବାରେ ଲାଗିଛି । ଚିନ୍ତାର ବିଷୟ ହେଉଛି ଗତ ୨୦Continue reading “ୟୁଏନଡିପି ରିପୋର୍ଟରେ ବଡ ଖୁଲାସା । ଦେଶରେ କମିଛି ଗରିବଙ୍କ ସଂଖ୍ୟା, ହେଲେ ବଢିଛି ଆର୍ଥିକ ଅସମାନତା”

ମ୍ୟାଚ୍ ପରେ ଆରମ୍ଭ ହେଲା ବାକ୍ ଯୁଦ୍ଧ । ମାଥ୍ୟୁଜ୍ କହିଲେ, ସାକିବ ଓ ବାଂଲାଦେଶ ପ୍ରତି ଆଉ ସମ୍ମାନ ନାହିଁ, ଏଭଳି ଲଜ୍ୟାଜନକ କାମ କୌଣସି ଟିମ୍ କରିବେନି ।

କନକ ବ୍ୟୁରୋ : କ୍ରିକେଟ ଇତିହାସରେ ପ୍ରଥମ ଖେଳାଳୀ ଭାବେ ଟାଇମ ଆଉଟର ଶିକାର ହୋଇ ପ୍ୟାଭିଲିୟନ ଫେରିଛନ୍ତି ଶ୍ର୍ରୀଲଙ୍କାର ମାଥ୍ୟୁଜ୍ । ମ୍ୟାଚରେ ବିଳମ୍ବ କରିବା ମାଥ୍ୟୁଜଙ୍କ ପାଇଁ ମହଙ୍ଗା ପିଡିଥିଲା । ବାଂଲାଦେଶ ଅଧିନାୟକଙ୍କ ଅପିଲ ପରେ ମାଥ୍ୟୁଜଙ୍କୁ ବିନା ବଲ ଖେଳି ଆଉଟ ହୋଇ ପ୍ୟାଭିଲିୟନ ଫେରିବାକୁ ପଡିଥିଲା । ବାଂଲାଦେଶ ଏହି ମୁକାବିଲାକୁ ୩ ୱିକେଟରେ ବାଜି ମାରିନେଇଥିଲା । ଏହି ଟାଇମ ଆଉଟକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଥିବା ବେଳେContinue reading “ମ୍ୟାଚ୍ ପରେ ଆରମ୍ଭ ହେଲା ବାକ୍ ଯୁଦ୍ଧ । ମାଥ୍ୟୁଜ୍ କହିଲେ, ସାକିବ ଓ ବାଂଲାଦେଶ ପ୍ରତି ଆଉ ସମ୍ମାନ ନାହିଁ, ଏଭଳି ଲଜ୍ୟାଜନକ କାମ କୌଣସି ଟିମ୍ କରିବେନି ।”

ବିହାର ଶିକ୍ଷା ବ୍ୟବସ୍ଥାର ଗୁମର ଖୋଲିଲା ଜାତିଗତ ଜନଗଣନା । ରାଜ୍ୟରେ ମାତ୍ର ୭ ପ୍ରତିଶତ ଯୁବବର୍ଗ ଗ୍ରାଜୁଏଟ୍, ୨୫ ପ୍ରତିଶତ ସବର୍ଣ୍ଣ ପରିବାର ଗରିବ

କନକ ବ୍ୟୁରୋ : ମାଗଣା ଚାଉଳ, ମାଗଣା ବୀମା, କ୍ଷମତା ପାଇଁ ବୟାନବାଜୀ, ମେଣ୍ଟ ପାଇଁ ମିଟିଂ । ଏସବୁ ଏବେ ରାଜନୀତି କରୁଥିବା ନେତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ସାମଗ୍ରୀର ଦାମ ମହଙ୍ଗା କରି ଖୋଲା ବଜାରରେ ବିକିବା   । ଏହାକୁ ଲୋକ ବିରୋଧ କଲେ ତାହାକୁ ଶସ୍ତା କରି କିମ୍ବା ମାଗଣା ବାଣ୍ଟି ବାହା ବାହା ନେବା । ଏହା ହେଉଛି ଭୋଟ ରାଜନୀତି । ହେଲେ ଏସବୁ ଭିତରେ ବାସ୍ତବତାକୁ ଭୁଲି ଯାଉନାହାଁନ୍ତିContinue reading “ବିହାର ଶିକ୍ଷା ବ୍ୟବସ୍ଥାର ଗୁମର ଖୋଲିଲା ଜାତିଗତ ଜନଗଣନା । ରାଜ୍ୟରେ ମାତ୍ର ୭ ପ୍ରତିଶତ ଯୁବବର୍ଗ ଗ୍ରାଜୁଏଟ୍, ୨୫ ପ୍ରତିଶତ ସବର୍ଣ୍ଣ ପରିବାର ଗରିବ”

ଏକ ଲକ୍ଷ ୭୦ ହଜାର ଆଫଗାନ ଶରଣାର୍ଥୀଙ୍କୁ ପାକିସ୍ତାନ ଦେଶରୁ ବାହାରକଲା ।  ତରଖମ ସୀମାରେ ନାହିଁ ନଥିବା ଭିଡ

ପାକିସ୍ତାନରେ ଅବୈଧ ଭାବେ ରହୁଥିବା ବିଦେଶୀ ନାଗରିକଙ୍କୁ ବହିଷ୍କାର କରିବା ପାଇଁ ଏକ ଅଭିଯାନ ଚାଲିଛି । ରବିବାର ଦିନ ୬୫୦୦ ରୁ ଅଧିକ ଆଫଗାନିସ୍ତାନ ନାଗରିକ ତରଖମ ସୀମା ଦେଇ ପାକିସ୍ତାନ ଛାଡିଥିଲେ । ମୋଟ ଉପରେ ପାକିସ୍ତାନ ଛାଡୁଥିବା ଆଫଗାନିସ୍ତାନ ନାଗରିକଙ୍କ ସଂଖ୍ୟା ୧,୭୦,୦୦୦ ଅତିକ୍ରମ କରିଛି। ପାକିସ୍ତାନ ସରକାର ନଭେମ୍ବର ୧ ସୁଦ୍ଧା ବେଆଇନ ଭାବେ ବାସ କରୁଥିବା ବିଦେଶୀ ନାଗରିକ ମାନଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ । ପାକିସ୍ତାନରେ ବେଆଇନContinue reading “ଏକ ଲକ୍ଷ ୭୦ ହଜାର ଆଫଗାନ ଶରଣାର୍ଥୀଙ୍କୁ ପାକିସ୍ତାନ ଦେଶରୁ ବାହାରକଲା ।  ତରଖମ ସୀମାରେ ନାହିଁ ନଥିବା ଭିଡ”

ସ୍ୱଳ୍ପ ବୃଷ୍ଟିପାତ ଉଜାଡ଼ି ଦେଇଛି ଧାନ ଚାଷ । ପୋଡ଼ିଗଲାଣି ଧାନ ଗଛ । ମରୁଡ଼ି ଆଶଙ୍କାରେ ଚାଷୀ

କନକ ବ୍ୟୁରୋ : ସ୍ୱଳ୍ପ ବୃଷ୍ଟିପାତ ଉଜାଡ଼ି ଦେଇଛି ଧାନ ଚାଷ । ଗଞ୍ଜାମ ଜିଲ୍ଲା ଆସିକା, ଧରାକୋଟ ଓ ସେରଗଡ଼ର ଅନେକ ପଞ୍ଚାୟତରେ ଜମି ଫାଟି ଆଁ । ପୋଡ଼ିଗଲାଣି ଧାନ ଗଛ । ମରୁଡ଼ିରେ ଆଶଙ୍କାରେ ଚାଷୀ । ଅନିୟମିତ ମୌସୁମି ବର୍ଷା ସାଙ୍ଗକୁ ଜଳ ସେଚନର ଅଭାବ ଫଳରେ ହେକ୍ଟର ହେକ୍ଟର ଚାଷ ଜମି ପଡ଼ିଆ ପଡ଼ିଛି । ଯେଉଁ ଜମିରେ ଲୋକେ ସାମାନ୍ୟ ବର୍ଷା ପରେ ପମ୍ପରେ ପାଣି ମଡାଇ ଧାନContinue reading “ସ୍ୱଳ୍ପ ବୃଷ୍ଟିପାତ ଉଜାଡ଼ି ଦେଇଛି ଧାନ ଚାଷ । ପୋଡ଼ିଗଲାଣି ଧାନ ଗଛ । ମରୁଡ଼ି ଆଶଙ୍କାରେ ଚାଷୀ”

ପିଆଜ ଦର ବୃଦ୍ଧି ନେଇ କଂଗ୍ରେସର ଅଭିନବ ପ୍ରତିବାଦ । କେନ୍ଦ୍ରାପଡା ପୁରୁଣା ବସଷ୍ଟାଣ୍ଡରେ ୨୫ ଟଙ୍କାରେ ପିଆଜ ବିକିଲେ କଂଗ୍ରେସ କର୍ମୀ

କନକ ବ୍ୟୁରୋ : ପିଆଜ ଦର ବୃଦ୍ଧିକୁ ନେଇ କଂଗ୍ରେସର ଅଭିନବ ପ୍ରତିବାଦ । ୭୦ ଟଙ୍କା କିଲୋ ପିଆଜକୁ ୨୫ ଟଙ୍କାରେ ବିକ୍ରି କଲେ କଂଗ୍ରେସ ନେତା ଓ କର୍ମୀ । କେନ୍ଦ୍ରାପଡା, ପୁରୁଣା ବସଷ୍ଟାଣ୍ଡରୁ ଆସିଛି ଏଭଳି ଦୃଶ୍ୟ । ପିଆଜ ଦର ବୃଦ୍ଧିକୁ ନେଇ ପ୍ରତିବାଦ କରିବା ସହ କିଲୋ ପିଛା ୨୫ ଟଙ୍କାରେ ବିକ୍ରି କରିଛନ୍ତି କଂଗ୍ରେସ କର୍ମୀ । ଆଉ ୭୦ ଟଙ୍କା ପିଆଜ କିଲୋକୁ ୨୫ ଟଙ୍କାରେ କିଣିContinue reading “ପିଆଜ ଦର ବୃଦ୍ଧି ନେଇ କଂଗ୍ରେସର ଅଭିନବ ପ୍ରତିବାଦ । କେନ୍ଦ୍ରାପଡା ପୁରୁଣା ବସଷ୍ଟାଣ୍ଡରେ ୨୫ ଟଙ୍କାରେ ପିଆଜ ବିକିଲେ କଂଗ୍ରେସ କର୍ମୀ”

ରାଜଧାନୀରେ ଅସୁରିକ୍ଷ ନାରୀ । ୨୪ ଘଣ୍ଟାରେ ୪ ଝିଅ, ମହିଳାଙ୍କ ହତ୍ୟା ଅଭିଯୋଗ

କନକ ବ୍ୟୁରୋ : ନାରୀଙ୍କ ପାଇଁ ଅସୁରକ୍ଷିତ ରାଜଧାନୀ । ଗତ ୨୪ ଘଣ୍ଟା ଭିତରେ ଗଲାଣି ୩ ଝିଅ, ମହିଳାଙ୍କ ଜୀବନ । କେଉଁଠି ବଧୂ ହତ୍ୟା ଅଭିଯୋଗ, ତ ପୁଣି କେଉଁଠି ମହିଳାଙ୍କୁ ଛୁରୀ ଭୁଷି ହତ୍ୟା । ଏପରିକି ମାତ୍ର ୩ ବର୍ଷର କଅଁଳା ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବାର ଖବର ଗତ ୨୪ ଘଂଟା ଭିତରେ ସାମ୍ନାକୁ ଆସିଛି । ରାଜଧାନୀରେ ବଧୂ ହତ୍ୟା ଅଭିଯୋଗ । ଝିଅକୁ ଶାଶୁଘରେContinue reading “ରାଜଧାନୀରେ ଅସୁରିକ୍ଷ ନାରୀ । ୨୪ ଘଣ୍ଟାରେ ୪ ଝିଅ, ମହିଳାଙ୍କ ହତ୍ୟା ଅଭିଯୋଗ”

Design a site like this with WordPress.com
Get started