କନକ ବ୍ୟୁରୋ: ଶିକ୍ଷୟିତ୍ରୀଙ୍କ ଠାରୁ ଲୁଟ୍ । ବନ୍ଧୁକ ଦେଖାଇ ଲୁଟିନେଲେ ସୁନାଗହଣା, ଟଙ୍କା ସହ ୨ଟି ମୋବାଇଲ । କେନ୍ଦୁଝର ଜିଲ୍ଲା ସୋସୋ ଥାନା ଆମ୍ବଗଡ଼ିଆ ଛକ ନିକଟରେ ହୋଇଛି ଲୁଟ୍ । ପଢ଼ିିଆପଲ୍ଲୀ ହାଇସ୍କୁଲର ପଣିଆପଙ୍କର ଶିକ୍ଷୟତ୍ରୀ ନିବେଦିତା ପାତ୍ର ଆଜି ତାଙ୍କ ଗାଁ ମଟରା ଗଡ଼ିଆରୁ ସ୍କୁଟିରେ ସ୍କୁଲକୁ ଯାଉଥିବା ସମୟରେ ଲୁଟର ଶିକାର ହୋଇଥିଲେ । ୩ଜଣ ଯୁବକ କଳା ରଙ୍ଗର ପଲସରରେ ଆସି ତାଙ୍କୁ ବନ୍ଧୁକ ଦେଖାଇ ପିନ୍ଧିଥିବା ସୁନାContinue reading “ସ୍କୁଲକୁ ଯାଉଥିବା ବେଳେ ଶିକ୍ଷୟିତ୍ରୀଙ୍କୁ ଅଟକାଇଲେ ଦୁର୍ବୃତ୍ତ: କେନ୍ଦୁଝର ଜିଲ୍ଲା ଆମ୍ବଗଡିଆ ଛକରେ ପଲସର ଲୁଟେରାଙ୍କ ଆତଙ୍କ”
Tag Archives: News
ପ୍ରଥମ ଥର ପାଇଁ ପ୍ରତିରକ୍ଷା ଶିଳ୍ପରେ ଭାରତ ଶତପ୍ରତିଶତ ଏଫଡିଆଇକୁ ଅନୁମୋଦନ କରିଛି : ସ୍ୱିଡେନ କମ୍ପାନୀ ‘ସାବ’ ପ୍ରତିରକ୍ଷା କ୍ଷେତ୍ରରେ ୧୦୦ ପ୍ରତିଶତ ଏଫଡିଆଇ ପାଇବାକୁ ମନୋନୀତ ହୋଇଛି
ପ୍ରଥମ ଥର ପାଇଁ ପ୍ରତିରକ୍ଷା ଶିଳ୍ପରେ ଶତପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ (ଏଫଡିଆଇ)କୁ ଭାରତ ଅନୁମତି ଦେଇଛି । ଏକ ପ୍ରତିରକ୍ଷା ପ୍ରକଳ୍ପରେ ସ୍ୱିଡେନ କମ୍ପାନୀ ‘ସାବ’ ଭାରତର ପ୍ରଥମ ୧୦୦ ପ୍ରତିଶତ ଏଫଡିଆଇ ହାସଲ କରିଛି । ହରିୟାଣାରେ ଏକ କାରଖାନା ପ୍ରତିଷ୍ଠା ପାଇଁ ଏହି ଅନୁମୋଦନ ଦିଆଯାଇଛି । ଏହି କାରଖାନାରେ ଆଣ୍ଟି ଆର୍ମର , ଆଣ୍ଟି ଟ୍ୟାଙ୍କ, ବଙ୍କର୍ ଏବଂ କାର୍ଲ-ଗୁସ୍ତାଫ୍ M4 ରକେଟ୍ ଲଞ୍ଚର୍ ପ୍ରସ୍ତୁତ କରାଯିବ । ଭାରତୀୟContinue reading “ପ୍ରଥମ ଥର ପାଇଁ ପ୍ରତିରକ୍ଷା ଶିଳ୍ପରେ ଭାରତ ଶତପ୍ରତିଶତ ଏଫଡିଆଇକୁ ଅନୁମୋଦନ କରିଛି : ସ୍ୱିଡେନ କମ୍ପାନୀ ‘ସାବ’ ପ୍ରତିରକ୍ଷା କ୍ଷେତ୍ରରେ ୧୦୦ ପ୍ରତିଶତ ଏଫଡିଆଇ ପାଇବାକୁ ମନୋନୀତ ହୋଇଛି”
ଏମିତି ଆସେ ମୃତ୍ୟୁ: ବସ୍ ଷ୍ଟାଣ୍ଡରେ ଠିଆ ହୋଇଥିବା ବେଳେ ହଠାତ୍ ମାଡି ଆସିଲା ବସ୍
କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶ ବିଜୟୱାଡାରେ ଅଘଟଣ । ବସ୍ ଷ୍ଟାଣ୍ଡରେ ବସିଥିବା ବେଳେ ହଠାତ୍ ମାଡିଗଲା ବସ୍ । ଘଟଣା ସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଛି । ବିଜୟୱାଡା ସ୍ଥିତ ପଣ୍ଡିତ ନେହେରୁ ବସ୍ ଷ୍ଟେସନ୍ରେ ଆନ୍ଧ୍ର ପ୍ରଦେଶ ରାଜ୍ୟ ପରବିହନ କର୍ପୋରେସନ୍ର ବସ୍ ମାଡି ଯାଇ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ସମୟର ସିସି ଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ସିସି ଟିଭିରେ କଏଦ ଦୃଶ୍ୟରେ ଦେଖିବାକୁ ମିଳିଛିContinue reading “ଏମିତି ଆସେ ମୃତ୍ୟୁ: ବସ୍ ଷ୍ଟାଣ୍ଡରେ ଠିଆ ହୋଇଥିବା ବେଳେ ହଠାତ୍ ମାଡି ଆସିଲା ବସ୍”
ବିଡିଏକୁ କାହିଁକି ଦିଆଯିବ ଉତ୍କଳ ବିଶ୍ୱବିଦ୍ୟାଳୟ ଜମି? ପ୍ରକଳ୍ପକୁ ବିରୋଧ କରି ମାତିଲେ ପୂର୍ବତନ ଛାତ୍ର ନେତା
କନକ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟ ଜମିରେ ବିଡିଏର ପ୍ରକଳ୍ପକୁ ବିରୋଧ । ପ୍ରକଳ୍ପକୁ ବିରୋଧ କରି ମୁଖ୍ୟ ଫାଟକ ନିକଟରେ ପ୍ରତିବାଦ କରିଛନ୍ତି ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରନେତା । ଛାତ୍ରନେତାଙ୍କ ଅଭିଯୋଗ କରିଛନ୍ତି ଯେ ଜଗନ୍ନାଥ ଜମିକୁ ନେବା ପରେ ସରକାର ଏବେ ବିଭିନ୍ନ ବିଶ୍ୱବିଦ୍ୟାଳୟର ଜମିକୁ ହଡ଼ପ କରିବାକୁ ଯୋଜନା କରାଯାଉଛି । ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ପାଖାପାଖି ୨୦ଏକର ଜମି ବିଡିଏକୁ ହସ୍ତାନ୍ତ କରିଛି । ଯଦି ବିଶ୍ୱବିଦ୍ୟାଳୟର ଗାରିମା ନଷ୍ଟ ହୁଏ, ତାହେଲେ ଆଗାମୀContinue reading “ବିଡିଏକୁ କାହିଁକି ଦିଆଯିବ ଉତ୍କଳ ବିଶ୍ୱବିଦ୍ୟାଳୟ ଜମି? ପ୍ରକଳ୍ପକୁ ବିରୋଧ କରି ମାତିଲେ ପୂର୍ବତନ ଛାତ୍ର ନେତା”
ସୁନ୍ଦରଗଡ ଜିଲ୍ଲା ପ୍ରଶାସନର ସୁନ୍ଦର ପ୍ରୟାସ । ଭିନ୍ନକ୍ଷମଙ୍କ ପାଇଁ ପ୍ରତି ବ୍ଲକରେ ଉଦଘାଟିତ ହେଉଛି ଫିଜିଓଥେରାପି କେନ୍ଦ୍ର
କନକ ବ୍ୟୁରୋ : ଭିନ୍ନକ୍ଷମତା ଏକ ଅଭିଶାପ ନୁହେଁ । ଏହା କେତେବେଳେ କାହା ଜୀବନରେ ଆସିପାରେ । ଅନେକ ସମୟରେ ଲୋକ ଭିନ୍ନକ୍ଷମ ହୋଇ ଜନ୍ମ ହୋଇଥାଆନ୍ତି । ତେବେ ଭିନ୍ନକ୍ଷମତା ଜନ୍ମଗତ ବା ଦୁର୍ଘଟଣାଜନିତ ବା ବାର୍ଦ୍ଧକ୍ୟଜନିତ ହୋଇଥାଉ, ଉପଯୁକ୍ତ ଚିକିତ୍ସା ଏବଂ ସହାୟତା ଦ୍ୱାରା ଲୋକଙ୍କୁ ସକ୍ଷମ କରାଯାଇ ପାରିବ । ତେବେ ଏଥିପାଇଁ ବ୍ୟବସ୍ଥିତ ପ୍ରୟାସ ଏବଂ ଉଦଯୋଗର ଆବଶ୍ୟକତା ରହିଛି । ସୁନ୍ଦରଗଡ ଜିଲ୍ଲା ଏ ନେଇ ଏବେ ଅନ୍ୟମାନଙ୍କContinue reading “ସୁନ୍ଦରଗଡ ଜିଲ୍ଲା ପ୍ରଶାସନର ସୁନ୍ଦର ପ୍ରୟାସ । ଭିନ୍ନକ୍ଷମଙ୍କ ପାଇଁ ପ୍ରତି ବ୍ଲକରେ ଉଦଘାଟିତ ହେଉଛି ଫିଜିଓଥେରାପି କେନ୍ଦ୍ର”
ଦିଲ୍ଲୀ ବାୟୁ ପ୍ରଦୁଷଣକୁ ନେଇ ଖପ୍ପା ହେଲେ ସୁପ୍ରିମକୋର୍ଟ । ତୁରନ୍ତ ପଦକ୍ଷେପ ନେବାକୁ ୫ ରାଜ୍ୟକୁ ଦେଲେ ନିର୍ଦ୍ଦେଶ
କନକ ବ୍ୟୁରୋ : ଦିଲ୍ଲୀ ବାୟୁ ପ୍ରଦୂଷଣକୁ ନେଇ ବର୍ଷିଲେ ସର୍ବୋଚ୍ଚ ନ୍ୟାୟାଳୟ । କହିଲେ, ପ୍ରଦୂଷଣ ନେଇ ରାଜ୍ୟ ସରକାର ତୁରନ୍ତ ନିଅନ୍ତୁ ପଦକ୍ଷେପ । ଶୁଣାଣି କରୁଥିବା ସୁପ୍ରିମକୋର୍ଟ ଜଷ୍ଟିସ୍ କୋଲ୍ କହିଛନ୍ତି ରାଜ୍ୟ ସରକାର ପ୍ରଦୂଷଣ ରୋକିବାକୁ ତୁରନ୍ତ ପଦକ୍ଷେପ ନିଅନ୍ତୁ । ନଚେତ୍ ଆମେ ଯଦି ଆମ ବୁଲଡୋଜର ଚଲାଇବୁ ତାହାଲେ ଆଗାମୀ ୧୫ ଦିନ ଯାଏଁ ତାହା ଅଟକିବ ନାହିଁ । ପ୍ରଦୂଷଣ ନେଇ ଦିଲ୍ଲୀକୁ ଲାଗି ଥିବା ୫ଟିContinue reading “ଦିଲ୍ଲୀ ବାୟୁ ପ୍ରଦୁଷଣକୁ ନେଇ ଖପ୍ପା ହେଲେ ସୁପ୍ରିମକୋର୍ଟ । ତୁରନ୍ତ ପଦକ୍ଷେପ ନେବାକୁ ୫ ରାଜ୍ୟକୁ ଦେଲେ ନିର୍ଦ୍ଦେଶ”
ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ବିରୋଧୀଙ୍କ ଶାଣିତ ଆକ୍ରମଣ । ବରଗଡ ଏସପି ଅଫିସ ଆଗରେ କଂଗ୍ରେସର ଧାରଣା
କନକ ବ୍ୟୁରୋ : ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ କଂଗ୍ରେସର ଯୋରଦାର ପ୍ରତିବାଦ । ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି । ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବାରୁ କଂଗ୍ରେସ ନେତା ଓ କର୍ମୀ ବରଗଡ ଏସପି ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତିା ଅଭିଯୋଗ କରିଛନ୍ତି, ଓଡିଶା ପୁଲିସ ଗୃହ ବିଭାଗରେ ଅଧିନରେ ରହି ବିଜୁ ଜନତା ଦଳ ପାଇଁ କାମ କରୁଛି । ସେପଟେContinue reading “ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ବିରୋଧୀଙ୍କ ଶାଣିତ ଆକ୍ରମଣ । ବରଗଡ ଏସପି ଅଫିସ ଆଗରେ କଂଗ୍ରେସର ଧାରଣା”
ଆମେରିକାରେ ଏହି ୧୦ ଜଣ ଭାରତୀୟ ବଂଶୋଦ୍ଭବ ନିଜର ରାଜନୈତିକ ପରିଚୟ ସୃଷ୍ଟି କରି ପାରିଛନ୍ତି, ଆଜି ନିର୍ବାଚନ କ୍ଷେତ୍ରରେ ନିଜର ଶକ୍ତି ପ୍ରଦର୍ଶନ କରିବେ
ଆମେରିକାରେ ହେବାକୁ ଯାଉଥିବା ନିର୍ବାଚନରେ ବହୁ ସଂଖ୍ୟାରେ ଭାରତୀୟ-ଆମେରିକୀୟ ପ୍ରାର୍ଥୀ ରାଜ୍ୟ ଲେଜିସଲେଚର ଠାରୁ ଆରମ୍ଭ କରି ମେୟର ଏବଂ ରାଜ୍ୟପାଳ ପଦବୀ ପର୍ଯ୍ୟନ୍ତ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ଏଥିମଧ୍ୟରେ ଭର୍ଜିନିଆର ଲାଉଡାଉନ୍ କାଉଣ୍ଟି ସିଟ୍ ରୁ ଭାରତୀୟ ମୂଳ ପୂଜା ଖାନ୍ନା, ପେନସିଲଭାନିଆର ମଣ୍ଟଗୋମେରୀ କାଉଣ୍ଟିରୁ ନିଲ୍ ମାଖିଜା ଏବଂ ରାଜ୍ୟ ସିନେଟ୍ ପାଇଁ ସୁହାସ୍ ସୁବ୍ରମଣ୍ୟମ୍ ଅନ୍ତର୍ଭୁକ୍ତ । ଆସନ୍ତା ବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁContinue reading “ଆମେରିକାରେ ଏହି ୧୦ ଜଣ ଭାରତୀୟ ବଂଶୋଦ୍ଭବ ନିଜର ରାଜନୈତିକ ପରିଚୟ ସୃଷ୍ଟି କରି ପାରିଛନ୍ତି, ଆଜି ନିର୍ବାଚନ କ୍ଷେତ୍ରରେ ନିଜର ଶକ୍ତି ପ୍ରଦର୍ଶନ କରିବେ”
ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପ୍ରସଙ୍ଗରେ ଅସନ୍ତୋଷ ଝାଡିଲେ ହାଇକୋର୍ଟ । ମରାମତି କାର୍ଯ୍ୟ ବିଳମ୍ବ ନେଇ ଉଠାଇଲେ ପ୍ରଶ୍ନ
କନକ ବ୍ୟୁରୋ : ଶ୍ରୀ ଜଗନ୍ନାଥ ମନ୍ଦିର ନାଟମଣ୍ଡପ ମରାମତି କାମରେ ବିଳମ୍ବ ନେଇ ଭାରତୀୟ ପତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା ଏଏସ୍ଆଇ ଉପରେ କ୍ଷୁବ୍ଧ ହେଲେ ଉଚ୍ଚ ନାୟାଳୟ । ଏ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି, ୨୦୧୭ରୁ ଏଏସ୍ଆଇ କଣ କରୁଛନ୍ତ । ନାଟମଣ୍ଡପ ମରାମତି କାର୍ଯ୍ୟ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନ ହେବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି କହିଛନ୍ତି ହାଇକୋର୍ଟ । ବିଭିନ୍ନ ବାହାନା ଦେଖାଇ ଏ ପ୍ରସଙ୍ଗContinue reading “ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପ୍ରସଙ୍ଗରେ ଅସନ୍ତୋଷ ଝାଡିଲେ ହାଇକୋର୍ଟ । ମରାମତି କାର୍ଯ୍ୟ ବିଳମ୍ବ ନେଇ ଉଠାଇଲେ ପ୍ରଶ୍ନ”
୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସେମିଫାଇନାଲ । ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଓ କ୍ୟାବିନେଟ୍ ମନ୍ତ୍ରୀ ଲଖ୍ମା କୱାସୀଙ୍କ ଭାଗ୍ୟ ପରୀକ୍ଷା
କନକ ବ୍ୟୁରୋ : ଛତିଶଗଡ଼ରେ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତଦାନ । ପ୍ରଥମ ପର୍ଯ୍ୟାୟରେ ୨୦ ଟି ଆସନ ପାଇଁ ଚାଲିଛି ଭୋଟିଂ । ମୋଟ୍ ୭ଟି ଜିଲ୍ଲାରେ ଏହି ନିର୍ବାଚନ ମଣ୍ଡଳୀ ଗୁଡ଼ିକ ରହିଛି । ମାଓବାଦୀ ପ୍ରଭାବିତ ବସ୍ତର ଡିଭିଜନ୍ ସମେତ ରାଜନନ୍ଦଗାଓଁ, ମୋହଲା-ମାନପୁର-ଅମ୍ବାଗଡ଼ଚୌକି, କବିରଧାମ ଏବଂ ଖୈରାଗଡ଼-ଛୁଇଖାଦାନ-ଗଣ୍ଡାଇରେ ମତଦାନ ଚାଲିଛି । ମୋହଲା-ମାନପୁର, ଅନ୍ତଗଡ଼, ଭାନୁପ୍ରତାପପୁର, କାଙ୍କେର, ଦାନ୍ତେୱାଡା, ବିଜାପୁର ପରି ୧୦ଟି ଆସନରେ ସକାଳ ୭ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତContinue reading “୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସେମିଫାଇନାଲ । ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଓ କ୍ୟାବିନେଟ୍ ମନ୍ତ୍ରୀ ଲଖ୍ମା କୱାସୀଙ୍କ ଭାଗ୍ୟ ପରୀକ୍ଷା”