ନଭେମ୍ବରରେ ଖୋଲିବ ମଣ୍ଡି । ହେଲେ ଏବେ ବି ଦୁଇ-ତୃତୀୟାଂଶ ମଣ୍ଡିରେ ନାହିଁ ସିସିଟିଭି । ଉଠିଲା ପ୍ରଶ୍ନ, ସରକାରଙ୍କ ନିୟମ କାହିଁକି ହେଉନି କାର୍ଯ୍ୟକାରୀ?

କନକ ବ୍ୟୁରୋ: ବିଧାନସଭା ଷ୍ଟାଣ୍ଡିଂ କମିଟି ସୁପାରିଶ କଲା । କିନ୍ତୁ ନିଷ୍ପତି ଏଯାଏଁ କାର୍ଯ୍ୟର୍କାରୀ ହେଲାନି । ରାଜ୍ୟର ଧାନ ମଣ୍ଡିଗୁଡକରେ ସିସିଟିଭି ଲଗାଇବାକୁ ସୁପାରିଶ ହୋଇଥିଲେ ଏହା ଏଯାଏଁ ଲାଗିପାରିଲାନାହିଁ । ଏହାକୁ କଡାକଡି ଭାବେ ପାଳନ କରିବା ନିର୍ଦ୍ଦେଶ କେବଳ କାଗଜ କଲମରେ ରହିଯାଇଛି । ଅଧିକାଂଶ ମଣ୍ଡିରେ ସିସିଟିଭି ନାହିଁ । ଆଉ ଯେଉଁଠି ଅଛି ସେଠାରେ କ୍ୟାମେରା କାମ କରୁନାହିଁ । ମଣ୍ଡିରେ ନାହିଁ ସିସିଟିଭି! କାଗଜ କଲମରେ ସୀମିତContinue reading “ନଭେମ୍ବରରେ ଖୋଲିବ ମଣ୍ଡି । ହେଲେ ଏବେ ବି ଦୁଇ-ତୃତୀୟାଂଶ ମଣ୍ଡିରେ ନାହିଁ ସିସିଟିଭି । ଉଠିଲା ପ୍ରଶ୍ନ, ସରକାରଙ୍କ ନିୟମ କାହିଁକି ହେଉନି କାର୍ଯ୍ୟକାରୀ?”

ଭୁବନେଶ୍ୱରରେ କିଏ ହେବେ ସାଂସଦ ପ୍ରାର୍ଥୀ? ପୁଣି ଥରେ ସାଂସଦ ହେବା ପାଇଁ ରହିଛି ପ୍ରସନ୍ନ ପାଟ୍ଟଶାଣୀଙ୍କ ଆଗ୍ରହ, କହିଲେ ଦଳ ଟିକେଟ ଦେଲେ ଲଢ଼ିବି ନିର୍ବାଚନ ।

କନକ ବ୍ୟୁରୋ: ଭୁବନେଶ୍ୱର ଲୋକସଭା କ୍ଷେତ୍ର । ଓଡିଶାର ୨୧ ଲୋକସଭା ଆସନ ମଧ୍ୟରୁ ଏହି ଆସନର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି । ସେଥିପାଇଁ ଏହି ଆସନରୁ କିଏ ପ୍ରାର୍ଥୀ ହେବେ? କାହାକୁ କେଉଁ ଦଳରୁ ଟିକେଟ ମିଳିବ? ସେ ନେଇ ଆରମ୍ଭ ହୋଇଗଲାଣି ଚର୍ଚ୍ଚା । ଆଲୋଚନା ହେଉଛି, ଏଥର ଭୁବନେଶ୍ୱରରେ ହେବ ମହିଳା ପ୍ରାର୍ଥୀର୍ଙ୍କ ମଧ୍ୟରେ ଟକ୍କର । ହେଲେ, ଏବେ ବି ଟିକେଟ୍ ଆଶା ଛାଡି ନାହାନ୍ତି ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣିContinue reading “ଭୁବନେଶ୍ୱରରେ କିଏ ହେବେ ସାଂସଦ ପ୍ରାର୍ଥୀ? ପୁଣି ଥରେ ସାଂସଦ ହେବା ପାଇଁ ରହିଛି ପ୍ରସନ୍ନ ପାଟ୍ଟଶାଣୀଙ୍କ ଆଗ୍ରହ, କହିଲେ ଦଳ ଟିକେଟ ଦେଲେ ଲଢ଼ିବି ନିର୍ବାଚନ ।”

ଥମୁନି କଳି, ଓଡ଼ିଆ ଫିଲ୍ମକୁ ପୁଣି ବିରୋଧ । ମାଇଁ ସୁଇଟ୍ ହାଉସ୍ ୱାଇଫର ପୋଷ୍ଟର ଚିରିଲେ କୋଶଳ ମୁକ୍ତିମୋର୍ଚ୍ଚା ସଦସ୍ୟ । ଆଲିସାନ୍ ସିନେମା ହଲ୍ ଆଗରେ ହଙ୍ଗାମା

କନକ ବ୍ୟୁରୋ: ପୁଣି ଓଡିଆ ଫିଲ୍ମକୁ ବିରୋଧ । ବଲାଙ୍ଗୀରର କଣ୍ଟାବାଞ୍ଜିରେ ମାଇଁ ସୁଇଟ ହାଉସ ୱାଇଫର ପୋଷ୍ଟର ଚିରିଛନ୍ତି କୋଶଳ ମୁକ୍ତିମୋର୍ଚ୍ଚା ସଦସ୍ୟ । ସିନେମା ହଲ ଆଗରେ ହଙ୍ଗାମା ହୋଇଛି । ବିକ୍ଷୋଭ ପ୍ରଦର୍ଶନ କରିବା ସହ ଫିଲ୍ମକୁ ବନ୍ଦ କରିବାକୁ ହଲ କର୍ତୃପକ୍ଷଙ୍କୁ ଦାବି କରିଛି କୋଶଳ ମୁକ୍ତି ମୋର୍ଚ୍ଚା ସଦସ୍ୟ । ପ୍ରତିବାଦ ଯୋଗୁ ଆଜି ସୋ’ ବନ୍ଦ ରହିଛି । ତେବେ ଦୁଇ ଦିନ ତଳେ ଝାରସୁଗୁଡାରେ ଫିଲ୍ମ ପ୍ରଥାContinue reading “ଥମୁନି କଳି, ଓଡ଼ିଆ ଫିଲ୍ମକୁ ପୁଣି ବିରୋଧ । ମାଇଁ ସୁଇଟ୍ ହାଉସ୍ ୱାଇଫର ପୋଷ୍ଟର ଚିରିଲେ କୋଶଳ ମୁକ୍ତିମୋର୍ଚ୍ଚା ସଦସ୍ୟ । ଆଲିସାନ୍ ସିନେମା ହଲ୍ ଆଗରେ ହଙ୍ଗାମା”

ସହିହେଉନି ଅଳିଆ ଗନ୍ଧ । ଗାଡ଼କଣ ଡମ୍ପିୟାର୍ଡ ମାମଲାରେ ବିଏମସିକୁ ରାଜ୍ୟ ମାନବାଧିକାର କମିସନଙ୍କ ନୋଟିସ । ମାନବ ଅଧିକାର ଉଲ୍ଲଘଂନ ନେଇ ମାଗିଲେ ଜବାବ

କନକ ବ୍ୟୁରୋ: ଭୁବନେଶ୍ୱର ଗାଡକଣରେ ଅଳିଆ ଗନ୍ଧରେ ଅତିଷ୍ଠ ହୋଇପଡିଛନ୍ତି ସ୍ଥାନୀୟ ବାସିନ୍ଦା । ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ରାଜ୍ୟ ମାନିବକ ଅଧିକାର କମିଶନ ବିଏମସିକୁ ନୋଟିସ ଜାରି କରିଛନ୍ତି । ଏ ନେଇ ରିପୋର୍ଟ ତଲବ କରାଯାଇଛି । ଡମ୍ପିଂୟାର୍ଡ ଆଖପାଖରେ ଏବେ ଏଭଳି ପରିସ୍ଥିତି ହୋଇଛି ଯେ, ଲୋକଙ୍କ ମଧ୍ୟରେ ଚର୍ମରୋଗ ବୃଦ୍ଧି ପାଇଛି । ଆଉ ସ୍ୱେଚ୍ଛାସେବୀ ଆଜି ସଂପୃକ୍ତ ଅଞ୍ଚଳରେ ମଲମ ବାଣ୍ଟିଛନ୍ତି । ଅଳିଆ ପାହାଡରେ ଗାଡକଣରେ ବଢୁଛିContinue reading “ସହିହେଉନି ଅଳିଆ ଗନ୍ଧ । ଗାଡ଼କଣ ଡମ୍ପିୟାର୍ଡ ମାମଲାରେ ବିଏମସିକୁ ରାଜ୍ୟ ମାନବାଧିକାର କମିସନଙ୍କ ନୋଟିସ । ମାନବ ଅଧିକାର ଉଲ୍ଲଘଂନ ନେଇ ମାଗିଲେ ଜବାବ”

ଦେଶରେ କମ ଦାମରେ ଅଟା ଯୋଗାଇବେ କେନ୍ଦ୍ର ସରକାର: କିଲୋକୁ ୨୭ ଟଙ୍କା ୫୦ ପଇସା ଅଟା ଯୋଗାଇବାକୁ ଘୋଷଣା

କନକ ବ୍ୟୁରୋ: ଦୀପାବଳି ପୂର୍ବରୁ ଉପଭୋକ୍ତାଙ୍କୁ ଦରବୃଦ୍ଧିରୁ ଆଶ୍ୱସ୍ତି ଦେବାକୁ କେନ୍ଦ୍ର ସରକାର ଆଜି ବଡ ନିଷ୍ପତି ନେଇଛନ୍ତି । ସାରା ଦେଶରେ କମ୍ ଦାମରେ ଅଟା ଯୋଗାଇବେ କେନ୍ଦ୍ର ସରକାର । ଭାରତ ଅଟା ନାଁରେ କିଲୋ ପିଛା ୨୭ ଟଙ୍କା ୫୦ ପଇସାରେ ଅଟା ଯୋଗାଇବା ନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ୧୦୦ ଟି ମୋବାଇଲ ଭ୍ୟାନ୍ ଜରିଆରେ ବିକ୍ରି କରାଯିବ ଭାରତ ଅଟା । ଏଥିରେ ୧୦ କେଜି ,Continue reading “ଦେଶରେ କମ ଦାମରେ ଅଟା ଯୋଗାଇବେ କେନ୍ଦ୍ର ସରକାର: କିଲୋକୁ ୨୭ ଟଙ୍କା ୫୦ ପଇସା ଅଟା ଯୋଗାଇବାକୁ ଘୋଷଣା”

Deepfake AI କଣ ? କେମିତି ଟ୍ରୋଲ ହେଲେ ରଶ୍ମିକା ମନ୍ଦାନା ?

ନିଜର ଫେକ ଭିଡିଓ ନେଇ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ରଶ୍ମିକା ମନ୍ଦାନା । ଏହା ତାଙ୍କର ଅରିଜିନାଲ ଭିଡିଓ ନୁହେଁ । AI ସାହାଯ୍ୟରେ ଏହା ପ୍ରସ୍ତୁତ ହେଇଛି ବୋଲି ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ । ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କର ଏକ ଭିଡିଓ ଭାଇରାଲ ହେବା ପରେ ସେ ତାଙ୍କ ନିରବତାକୁ ଭାଙ୍ଗି ଟ୍ଵିଟରରେ ଏକ ପୋଷ୍ଟ କରି ନିଜର ପ୍ରତିକ୍ରିୟା ରଖିଛନ୍ତି । ଅଭିନେତ୍ରୀ ଟ୍ୱିଟରରେ ଏକ ଲମ୍ବା ପୋଷ୍ଟ ଲେଖିଛନ୍ତି । ଏହି ପୋଷ୍ଟରେContinue reading “Deepfake AI କଣ ? କେମିତି ଟ୍ରୋଲ ହେଲେ ରଶ୍ମିକା ମନ୍ଦାନା ?”

ସାରା ବିଶ୍ୱରେ ପରିଚିତ ହେବ ବେଲଗୁଣ୍ଠାର ପିତଳ ମାଛ: ଜିଆଇ ଟ୍ୟାଗ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା

କନକ ବ୍ୟୁରୋ: ଓଡ଼ିଶାର କଳାକାରୁ କାର୍ଯ୍ୟ ଓ ହସ୍ତଶିଳ୍ପ ବିଶ୍ୱ ଦରବାରରେ ବେଶ ପ୍ରସିଦ୍ଧ । ସେଥି ମଧ୍ୟରୁ ଗଂଜାମ ଜିଲ୍ଲା ବେଲଗୁଣ୍ଠା ପିତଳ ମାଛ, ହସ୍ତଶିଳ୍ପର ଆଉ ଏକ ନିଆରା ପରିଚୟ । କୁହାଯାଏ ବ୍ରିଟିସ ଶାସନ ସମୟରେ ମହାରଣା ପରିବାର ତତ୍କାଳିନ ଇଂରେଜ ସାହେବଙ୍କୁ ହାତ ତିଆରି ପିତଳ ମାଛ ଉପହାର ଦେଇ ଚକିତି କରିଦେଇଥିଲେ । ସେହି ଦିନଠାରୁ ପିତଳର ଏହି ସୁକ୍ଷ୍ମ କାରିଗରୀ ନିଜର ଏକ ସ୍ୱତନ୍ତ୍ର ପରିଚୟ ଲାଭ କରିଛିContinue reading “ସାରା ବିଶ୍ୱରେ ପରିଚିତ ହେବ ବେଲଗୁଣ୍ଠାର ପିତଳ ମାଛ: ଜିଆଇ ଟ୍ୟାଗ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା”

କାଳିଆ ପାଇଁ ସୁନା: ସ୍ତ୍ରୀଙ୍କ ମାନସିକ ପୂରଣ ହେବାରୁ ୯ ଲକ୍ଷ ଟଙ୍କାର ସୁନା ଗହଣା ଦାନ କଲେ ସ୍ୱାମୀ

କନକ ବ୍ୟୁରୋ: ଶ୍ରୀମନ୍ଦିରକୁ ସୁନା ଦାନ । ସ୍ତ୍ରୀ କରିଥିବା ମାନସିକ ପୁରା ହେବାରୁ ବଡ ଠାକୁରଙ୍କୁ ସୁନା ଅଳଙ୍କାର ଦାନ କରିଛନ୍ତି ସ୍ୱାମୀ । ପୁରୀ ଆସି ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପାଇଁ ୯ ଲକ୍ଷ ଟଙ୍କାର ସୁନା ଗହଣା ଦାନ କରିଛନ୍ତି ଜଣେ ଶ୍ରଦ୍ଧାଳୁ । ୧୪୭ ଗ୍ରାମ ୪ଶହ ମିଲିଗ୍ରାମର ୩ଟି ସୁନା ଅଳଙ୍କାର ଧରି ପୁରୀ ଆସିଥିଲେ ଉତରାଖଣ୍ଡର ଦମ୍ପତି । ଶ୍ରୀମନ୍ଦିର ପ୍ରଶାସନ ଉପସ୍ଥିତିରେ ସେହି ସୁନାକୁContinue reading “କାଳିଆ ପାଇଁ ସୁନା: ସ୍ତ୍ରୀଙ୍କ ମାନସିକ ପୂରଣ ହେବାରୁ ୯ ଲକ୍ଷ ଟଙ୍କାର ସୁନା ଗହଣା ଦାନ କଲେ ସ୍ୱାମୀ”

ନୟାଗଡରେ ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ: ଦେଢ ବର୍ଷ ଆଗରୁ ନିର୍ମାଣ ଅବଧି ସରିଥିଲେ ବି ସରୁନି କାମ

କନକ ବ୍ୟୁରୋ: ରାସ୍ତା ହେଲେ ଗମନାଗମନ ବିବ୍ୟସ୍ଥା ସୁଧୁରି ଯିବ । ଏଥିପାଇଁ କୋଟି କୋଟି ଟଙ୍କାରେ ରାସ୍ତା ନିର୍ମାଇ କରାଯାଉଛି । ନୟାଗଡ ୫୭ ନମ୍ବର ଜାତୀୟ ରାଜପଥରୁ ଆରଡି ରାସ୍ତାକୁ ସଂଯୋଗ ପାଇଁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା କାମ ହେଉଛି । ୪ ବର୍ଷ ତଳୁ ଆରମ୍ଭ ହୋଇଥିବା କାର୍ଯ୍ୟ ଆଜି ଯାଏଁ ସରିନାହିଁ । ଲୋକଙ୍କ ସୁବିଧା ପାଇଁ ତିଆରି ହେଉଥିବା ରାସ୍ତା ଏବେ ଲୋକଙ୍କ ପାଇଁ କାଳ ହୋଇଛି ।Continue reading “ନୟାଗଡରେ ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ: ଦେଢ ବର୍ଷ ଆଗରୁ ନିର୍ମାଣ ଅବଧି ସରିଥିଲେ ବି ସରୁନି କାମ”

ଶୀତ ପଡିଲାଣି ଗାଁରେ ମିଳୁନାହିଁ ପାଣି: ବର୍ଷ ବର୍ଷ ଧରି ଜଳ ସମସ୍ୟା ଭୋଗୁଛନ୍ତି ପଦ୍ମପୁରବାସୀ

କନକ ବ୍ୟୁରୋ: ପଦ୍ମପୁର ବାସୀଙ୍କ ଶୋଷ ମେଂଟାଇବାରେ ବିଫଳ ଜନ ସ୍ୱାସ୍ଥ୍ୟ ବିଭାଗ । ପଦ୍ମପୁର ଉପଖଣ୍ଡ ଏକ ଚିର ମରୁଡି ପ୍ରପିଡିତ ଅଂଚଳ । ବର୍ଷ ସାରା ଏହି ଅଂଚଳରେ ପାନିୟ ଜଳ ସମସ୍ୟା ଦେଖା ଦେଇଥାଏ । ବର୍ତମାନ ନଭେମ୍ବର ମାସରେ ପାଗ ଥଣ୍ଡା ଥିବା ସତ୍ୱେ ପଦ୍ମପୁର ସହରବାସୀଙ୍କ ଶୋଷ ମେଟାଇବାରେ ବିଫଳ ଜନସ୍ୱାସ୍ଥ୍ୟ ବିଭାଗ । ପଦ୍ମପୁର ସହର ୧୧ଟି ୱାର୍ଡକୁ ନେଇ ଗଠିତ । ଏଠାକାର ଲୋକମାନେ ପିଇବା ପାଣିContinue reading “ଶୀତ ପଡିଲାଣି ଗାଁରେ ମିଳୁନାହିଁ ପାଣି: ବର୍ଷ ବର୍ଷ ଧରି ଜଳ ସମସ୍ୟା ଭୋଗୁଛନ୍ତି ପଦ୍ମପୁରବାସୀ”

Design a site like this with WordPress.com
Get started