୯ ମାସ ହେଲା ଚାଉଳ ନେଉଛି କିଏ? ଖାତା ଅଛି, ରାସନ ଆଉ କିଏ ଖାଉଛି

କନକ ବ୍ୟୁରୋ: ଭୂତଙ୍କୁ ମିଳୁଛି ସରକାରୀ ଅନ୍ତୋଦୟ ଚାଉଳ । ମାଧ୍ୟ୍ୟମ ସାଜିଛି ଡିଲର । ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନିକଟରେ ଅଭିଯୋଗ ଆଣିଲେ ପରିବାର । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଦାସ ବିଦ୍ୟଧରପୁର ପଂଚାୟତ ପକ୍ଷୀମୁଣ୍ଡ ଗାଁର ଘଟଣା! ସ୍ୱାମୀ ସ୍ତ୍ରୀ ଉଭୟ ମୁର୍ତ୍ୟୁ ପରିବାର ଜାଣିନାହାନ୍ତି ହେଲେ ସେମାନଙ୍କର ନାମରେ ଆସୁଥିବା ସରକାରୀ ଚାଉଳ ୯ ମାସ ହେଲାଣି ନେଉଛି କିଏ? ଅଭିଯୋଗ ପରେ ବ୍ଲକ ଯୋଗାଣ ଅଧିକାରିଣୀ ଜୟନ୍ତୀ ହରିଚନ୍ଦନଙ୍କ ତଦନ୍ତContinue reading “୯ ମାସ ହେଲା ଚାଉଳ ନେଉଛି କିଏ? ଖାତା ଅଛି, ରାସନ ଆଉ କିଏ ଖାଉଛି”

ପୁଣି ଭୂକମ୍ପ ଝଟକାରେ ଦୋହଲିଲା ଦିଲ୍ଲୀ-ଏନସିଆର । ରିକ୍ଟର ସ୍କେଲରେ ତୀବ୍ରତା ୫.୬ ।

କନକ ବ୍ୟୁରୋ: ଦିଲ୍ଲୀ –ଏନସିଆରରେ ପୁଣି ଅନୁଭୂତ ହେଲା ଭୂକମ୍ପ ଝଟକା । ସୋମବାର ଦିଲ୍ଲୀ-ଏନସିଆର ଅଞ୍ଚଳରେ ୫.୬ ତୀବ୍ରତାର ଭୂକମ୍ପ ଝଟକା ଅନୁଭବ ହେଇଛି । ତେବେ ଏହି ଭୂ-କମ୍ପର କେନ୍ଦ୍ରସ୍ଥଳ ନେପାଳ ବୋଲି କୁହାଯାଉଛି । ତେବେ ଗତ ଚାରି ଦିନ ଭିତରେ ଦିଲ୍ଲୀ-ଏନସିଆରରେ ଏହା ଦ୍ୱିତୀୟ ଭୂକମ୍ପ ଝଟକା ଅନୁଭୂତ ହେଇଛି । Earthquake of Magnitude:5.6, Occurred on 06-11-2023, 16:16:40 IST, Lat: 28.89 & Long: 82.36, Depth:Continue reading “ପୁଣି ଭୂକମ୍ପ ଝଟକାରେ ଦୋହଲିଲା ଦିଲ୍ଲୀ-ଏନସିଆର । ରିକ୍ଟର ସ୍କେଲରେ ତୀବ୍ରତା ୫.୬ ।”

ମାଥ୍ୟୁସଙ୍କ ପାଇଁ ମହଙ୍ଗା ପଡିଲା ତିନି ମିନିଟ୍ । ବିଳମ୍ବରେ ଆସିବାରୁ ହେଇଗଲେ ଆଉଟ୍ । କ୍ରିକେଟ୍ ଇତିହାସରେ ଘଟିଲା ପ୍ରଥମ ଘଟଣା

କନକ ବ୍ୟୁରୋ: ଗୋଟିଏ ବି ବଲ୍ ଖେଳିନାହାଁନ୍ତି , କି ରନ୍ ଆଉଟ୍ ବି ହେଇନାହାଁନ୍ତି । ହେଲେ ଅମ୍ପାୟାର ଦେଇଦେଲେ ଆଉଟ୍ । ଶନୂ ବଲରେ ଶୂନ ରନ୍ କରି ପ୍ୟାଭିଲିୟନ ଫେରିଲେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ଆଞ୍ଜେଲୋ ମ୍ୟାଥୁସ୍ । ଆପଣଙ୍କୁ କଥାଟି ନିଶ୍ଚୟ ଅଜବ ଲାଗୁଥିବ । ଏମିତି ଆଉଟ୍ କେମିତି ହେଲା? କେମିତି ଆଞ୍ଜେଲୋ ମ୍ୟାଥୁସଙ୍କୁ ଆଉଟ୍ ଦେଇଦେଲେ ଅମ୍ପାୟାର? କ୍ରିକେଟ୍ ଇତିହାସରେ ଏଭଳି ବିରଳ ଘଟଣା ଘଟିଛି ଏଥର କ୍ରିକେଟ୍ ବିଶ୍ୱକପରେContinue reading “ମାଥ୍ୟୁସଙ୍କ ପାଇଁ ମହଙ୍ଗା ପଡିଲା ତିନି ମିନିଟ୍ । ବିଳମ୍ବରେ ଆସିବାରୁ ହେଇଗଲେ ଆଉଟ୍ । କ୍ରିକେଟ୍ ଇତିହାସରେ ଘଟିଲା ପ୍ରଥମ ଘଟଣା”

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନଶିକ୍ଷକଙ୍କୁ ମାଡ଼: ସର୍ବସମ୍ମୁଖରେ ଭୁଲ୍ ମାନି କ୍ଷମା ମାଗିଲେ ପ୍ରଧାନଶିକ୍ଷକ

କନକ ବ୍ୟୁରୋ: ଛାତ୍ରୀଙ୍କୁ ଅସଦାଚରଣ ମହଙ୍ଗା ପଡ଼ିଲା । ପ୍ରଧାନଶିକ୍ଷକଙ୍କ ନିର୍ଧୁମ ମାଡ଼ ମାରିଲେ ସ୍ଥାନୀୟ ଲୋକେ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଚଣ୍ଡୀପୁର ମୁନ୍ଧାବଣିଆ ନୋଡାଲ ବିଦ୍ୟାଳୟରୁ ଆସିଛି ଏପରି ଅଭିଯୋଗ । ସୂଚନା ଅନୁସାରେ, କିଛି ଦିନ ତଳେ ସ୍କୁଲର ପ୍ରଧାନ ଶିକ୍ଷକ ସ୍କୁଲର ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିବା ନେଇ ଅଭିଯୋଗ ହୋଇଥିଲା । ଏ ନେଇ ଆଜି ସ୍କୁଲ ପରିସରରେ ଛାତ୍ରଛାତ୍ରୀ ଅଭିଭାବକ ଓ ସିଆରସିସି ସହ କିଛି ଶିକ୍ଷକଙ୍କୁContinue reading “ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନଶିକ୍ଷକଙ୍କୁ ମାଡ଼: ସର୍ବସମ୍ମୁଖରେ ଭୁଲ୍ ମାନି କ୍ଷମା ମାଗିଲେ ପ୍ରଧାନଶିକ୍ଷକ”

କୋହଲିଙ୍କ ଶତକ ପରେ ସଚିନଙ୍କ ଟ୍ୱିଟ୍: ମୋତେ ୪୯ରୁ ୫୦ ଶତକ କରିବାକୁ ଲାଗିଥିଲା ବର୍ଷେ, ଆଶା କରୁଛି ବିରାଟ ଅଳ୍ପଦିନରେ ମୋ ରେକର୍ଡ ଭାଙ୍ଗିଦେବେ

କନକ ବ୍ୟୁରୋ: ବିଶ୍ୱକପରେ ଗର୍ଜୁଛି ବିରାଟଙ୍କ ବ୍ୟାଟ । ବଡ ବଡ ଇଂନିସ କରି ଭାରତକୁ ବିଜୟୀ କରାଉଛନ୍ତି କିଙ୍ଗ କୋହଲି । ତେବେ କାଲିର ମ୍ୟାଚ ବିରାଟଙ୍କ ପାଇଁ ନିହାତି ସ୍ମରଣୀୟ ହୋଇ ରହିବ । କାରଣ ଦକ୍ଷିଣ ଆଫ୍ରିକା ବିପକ୍ଷ ଏହି ମ୍ୟାଚରେ ବିରାଟ ଦମଦାର ଶତକ ହାସଲ କରିଛନ୍ତି । ଆଉ ଏହି ଶତକ ସହ ସେ ସଚିନ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି । କେବଳ ଏହି ରେକର୍ଡ ନୁହେଁ ବିରାଟContinue reading “କୋହଲିଙ୍କ ଶତକ ପରେ ସଚିନଙ୍କ ଟ୍ୱିଟ୍: ମୋତେ ୪୯ରୁ ୫୦ ଶତକ କରିବାକୁ ଲାଗିଥିଲା ବର୍ଷେ, ଆଶା କରୁଛି ବିରାଟ ଅଳ୍ପଦିନରେ ମୋ ରେକର୍ଡ ଭାଙ୍ଗିଦେବେ”

ପ୍ରେମିକା ପାଇଁ ଦରକାର ଥିଲା ଗୋଟେ ଲାଶ : ପ୍ରେମିକ କଲା ଜଣେ ୮୭ ବର୍ଷୀୟା ବୃଦ୍ଧାଙ୍କୁ ହତ୍ୟା

ଗୁଜୁରାଟର କଚ୍ଛ ଜିଲ୍ଲାର ଭଚାଉ ସହରରେ ଜଣେ ବୃଦ୍ଧ ମହିଳାଙ୍କୁ ହତ୍ୟାର ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି ଗୁଜୁରାଟର କଚ୍ଛ ଜିଲ୍ଲାର ଭଚାଉ ସହରରେ ଜଣେ ୮୭ ବୃଦ୍ଧ ମହିଳାଙ୍କୁ  ୨୧ ବର୍ଷୀୟ ଯୁବକ ଖାସ ଏଇଥିପାଇଁ ହତ୍ୟା କରିଛି ଯେ ସେ ତା ପ୍ରେମିକାର ମିଛ ମୃତ୍ୟୁର କାହାଣୀ ତିଆରି କରିବାକୁ ଚାହୁଁଥିଲା । ମିଡ଼ିଆ ରିପୋର୍ଟ ଅନୁଯାୟୀ ପୋଲିସ କହିଛି ଯେ ଅଭିଯୁକ୍ତ ରାଜୁ ଛଙ୍ଗା ନିଜର ୨୨ ବର୍ଷୀୟା ଗାର୍ଲଫ୍ରେଣ୍ଡଙ୍କ ମୃତ୍ୟୁରContinue reading “ପ୍ରେମିକା ପାଇଁ ଦରକାର ଥିଲା ଗୋଟେ ଲାଶ : ପ୍ରେମିକ କଲା ଜଣେ ୮୭ ବର୍ଷୀୟା ବୃଦ୍ଧାଙ୍କୁ ହତ୍ୟା”

ଦିଲ୍ଲୀକୁ ଫେରିଲା ଯୁଗ୍ମ-ଅଯୁଗ୍ମ ଫର୍ମୂଲା: ୧୩ରୁ ୨୦ ତାରିଖ ପର୍ଯ୍ୟନ୍ତ କଡ଼ାକଡ଼ି ହେବ ନୂଆ ନିୟମ

କନକ ବ୍ୟୁରୋ: ଦିଲ୍ଲୀକୁ ପୁଣି ଫେରିଲା ଯୁଗ୍ମ-ଅଯୁଗ୍ମ ଫର୍ମୂଲା । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତି ନିଆଯାଇଛି । ସରକାରଙ୍କ ନିଷ୍ପତି ଅନୁସାରେ, ନଭେମ୍ବର ୧୩ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜଧାନୀରେ ଯୁଗ୍ମ-ଅଯୁଗ୍ମ ଫର୍ମୂଲା ଲାଗୁ ହେବ । ଏହାସହ ଦିଲ୍ଲୀରେ ବିଏସ୍-ଥ୍ରୀ ପେଟ୍ରୋଲ ଏବଂ ବିଏସ୍-ଫୋର୍ ଡିଜେଲ୍ କାର ଉପରେ ବ୍ୟାନ୍ ଜାରି ରହିବ । ଏହାରି ଭିତରେ କୌଣସି ପ୍ରକାରର ନିର୍ମାଣ କାର୍ଯ୍ୟ ଚାଲିବ ନାହିଁ ବୋଲି ସରକାରContinue reading “ଦିଲ୍ଲୀକୁ ଫେରିଲା ଯୁଗ୍ମ-ଅଯୁଗ୍ମ ଫର୍ମୂଲା: ୧୩ରୁ ୨୦ ତାରିଖ ପର୍ଯ୍ୟନ୍ତ କଡ଼ାକଡ଼ି ହେବ ନୂଆ ନିୟମ”

ବିଶ୍ୱକପରୁ ଆଉଟ୍ ହେବା ପରେ ଭାବୁକ ହେଲେ ଇଂଲଣ୍ଡ କ୍ୟାପଟେନ୍ । ନିଜକୁ କହିଲେ ପରାଜୟ ପଛର ଦୋଷୀ । ଫର୍ମକୁ ନେଇ ଚିନ୍ତିତ ଜୋସ୍ ବଟଲର ।

କନକ ବ୍ୟୁରୋ: ଗତଥରର ବିଶ୍ୱକପ୍ ବିଜେତା ଟିମ୍, ଏଥର ଲିଗ୍ ପର୍ଯ୍ୟାୟରୁ ହିଁ ବିଦାୟ ନେଉଛି । ଭାରତରେ ଖେଳାଯାଉଥିବା ଦିନିକିଆ ବିଶ୍ୱକପରେ ସବୁଠୁ ନିରାଶଜନକ ପ୍ରଦର୍ଶନ କରିଛି ଇଂଲଣ୍ଡ ଟିମ୍ । ତେବେ ଇଂଲଣ୍ଡ ଟିମର ଏପରି ଖରାପ ପ୍ରଦର୍ଶନ ପରେ ନିଜ ମନର ଦୁଃଖ ଜଣାଇଛନ୍ତି ଟିମର କ୍ୟାପଟେନ୍ ଜୋସ୍ ବଟଲର । ବଟଲର ସ୍କାଏ ସ୍ପୋର୍ଟସକୁ କହିଛନ୍ତି ଯେ, ଟୁର୍ଣ୍ଣାମେଣ୍ଟକୁ ଆସିବା ପୂର୍ବରୁ ମୋ ନିଜ ଫର୍ମକୁ ନେଇ ଚିନ୍ତାରେ ଥିଲି ।Continue reading “ବିଶ୍ୱକପରୁ ଆଉଟ୍ ହେବା ପରେ ଭାବୁକ ହେଲେ ଇଂଲଣ୍ଡ କ୍ୟାପଟେନ୍ । ନିଜକୁ କହିଲେ ପରାଜୟ ପଛର ଦୋଷୀ । ଫର୍ମକୁ ନେଇ ଚିନ୍ତିତ ଜୋସ୍ ବଟଲର ।”

ପଶ୍ଚିମ ଓଡ଼ିଶାରେ ପୁଣି ଓଡ଼ିଆ ଫିଲ୍ମକୁ ବିରୋଧ: ପାଟଣାଗଡ଼ରେ ମାଇଁ ସୁଇଟ୍ ହାଉସ୍ ୱାଇଫର ପୋଷ୍ଟର ଚିରିଲେ କୋଶଳ ମୁକ୍ତିମୋର୍ଚ୍ଚା ସଦସ୍ୟ

କନକ ବ୍ୟୁରୋ: ପୁଣି ଓଡ଼ିଆ ଫିଲ୍ମକୁ ବିରୋଧ । ବଲାଙ୍ଗୀର କଂଟାବାଂଜି ଆଲିସାନ ସିନେମା ହଲ ଆଗରେ ଫିଲ୍ମର ପୋଷ୍ଟର ଚିରିଲେ କୋଶଳ ମୁକ୍ତି ମୋର୍ଚ୍ଚା ସଦସ୍ୟ । ସିନେମା ହଲ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଫିଲ୍ମକୁ ବନ୍ଦ କରିବାକୁ ହଲ କର୍ତୃପକ୍ଷଙ୍କୁ ଦାବି କରିଛି କୋଶଳ ମୁକ୍ତି ମୋର୍ଚ୍ଚା ସଦସ୍ୟ । ଦୁଇ ଦିନ ତଳେ ଝାରସୁଗୁଡାରେ ଫିଲ୍ମ ପ୍ରଥା ଏବଂ ମାଲ୍ୟଗିିରିକୁ ବିରୋଧ ହୋଇଥିଲା । The post ପଶ୍ଚିମ ଓଡ଼ିଶାରେContinue reading “ପଶ୍ଚିମ ଓଡ଼ିଶାରେ ପୁଣି ଓଡ଼ିଆ ଫିଲ୍ମକୁ ବିରୋଧ: ପାଟଣାଗଡ଼ରେ ମାଇଁ ସୁଇଟ୍ ହାଉସ୍ ୱାଇଫର ପୋଷ୍ଟର ଚିରିଲେ କୋଶଳ ମୁକ୍ତିମୋର୍ଚ୍ଚା ସଦସ୍ୟ”

ବିଶ୍ୱକପରେ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସାମୀଙ୍କ କେଶକୁ ନେଇ ଚର୍ଚ୍ଚା । ବିଶେଷଜ୍ଞ କହିଲେ ଚମକର କାହାଣୀ

କନକ ବ୍ୟୁରୋ: ବିଶ୍ୱକପରେ ଚମକୁଛନ୍ତି ଟିମ୍ ଇଣ୍ଡିଆର ବୋଲର ମହମ୍ମଦ ସାମି । ତାଙ୍କ ଶାଣିତ ବୋଲିଂ ଆଗରେ ପ୍ରତିପକ୍ଷ ଦଳର ବ୍ୟାଟର ହାର ମାନୁଛନ୍ତି । ଶେଷ ଚାରିଟି ମ୍ୟାଚରେ ୧୬ଟି ୱିକେଟ ନେଇ ଏବେ ସର୍ବାଧିକ ୱିକେଟ୍ ତାଲିକାରେ ୪ ନମ୍ବରରେ ରହିଛନ୍ତି । ଏହାବାଦ ସାମିଙ୍କ କେଶକୁ ନେଇ ବଢିଛି ଚର୍ଚ୍ଚା । ସାମିଙ୍କ ମୁଣ୍ଡର କେଶ ପୂର୍ବର ପତଳା ଥିଲା । ଏହାପରେ ସେ ୟୁଜେନିକ୍ସ ହେୟାର ସାଇନ୍ସରେ ପ୍ରତିରୋପଣ କରାଇଛନ୍ତିContinue reading “ବିଶ୍ୱକପରେ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସାମୀଙ୍କ କେଶକୁ ନେଇ ଚର୍ଚ୍ଚା । ବିଶେଷଜ୍ଞ କହିଲେ ଚମକର କାହାଣୀ”

Design a site like this with WordPress.com
Get started