କନକ ବ୍ୟୁରୋ : ସିନେ ପ୍ରଯୋଜକ ଟୁଟୁ ନାୟକଙ୍କ ଜାମିନ ଶୁଣାଣି ଘୁଞ୍ଚିଲା । ଆସନ୍ତା ୮ ତାରିଖରେ ହେବ ଟୁଟୁ ନାୟକଙ୍କ ଜାମିନ ଆବେଦନର ଶୁଣାଣି । ଗତ ଶନିବାର ଜାମିନ ଆବେଦନ ଶୁଣାଣିକୁ ସଂରକ୍ଷିତ ରଖିଥିଲେ କୋର୍ଟ । ଆସନ୍ତା ୮ ତାରିଖରେ ଏସଡିଜିଏମ କୋର୍ଟରେ ଜାମିନ ନେଇ ପୁନଃ ଶୁଣାଣି ହେବ । ମହିଳା ସାମ୍ବାଦିକଙ୍କୁ ମାଡ ମାରିବା ଅଭିଯୋଗରେ ଏବେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ଅଛନ୍ତି ଟୁଟୁ ନାୟକContinue reading “ଆଜି ଟୁଟୁଙ୍କୁ ମିଳିବନି ଜାମିନ, ଘୁଞ୍ଚିଲା ଶୁଣାଣି । ଆସନ୍ତା ୮ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି ।”
Tag Archives: News
ଭୁବନେଶ୍ୱରରେ ରେଞ୍ଜରୋଭର ଦୁର୍ଘଟଣା ମାମଲାରେ କାର୍ଯ୍ୟାନୁଷ୍ଠାନ ଦାବି । ବିଧାୟିକାଙ୍କ ଭାଇକୁ କାହିଁକି ତଦନ୍ତ କରାଯାଉନି ଉଠାଇଲା ପ୍ରଶ୍ନ ।
କନକ ବ୍ୟୁରୋ: ରାଜଧାନୀ ପାୱାର ହାଉସ ଛକ ଦୁର୍ଘଟଣାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଲା ଛାତ୍ର କଂଗ୍ରେସ । ବିଶାଳ ଶୋଭାଯାତ୍ରା କରିବା ସହ ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛି ଛାତ୍ର କଂଗ୍ରେସ । ଦୁର୍ଘଟଣା ଦିନ ଗାଡି ଭିତରେ ବିଧାୟିକା ଦୀପାଳି ଦାସଙ୍କ ଭାଇ ବିଶାଲ ଦାସ ଥିବାର ପ୍ରମାଣ ରହିଛି ବୋଲି ଛାତ୍ର କଂଗ୍ରେସ କହିଛି । କିନ୍ତୁ ପୋଲିସ କାହିଁକି ତଦନ୍ତ କରୁନି ବୋଲି ଛାତ୍ର କଂଗ୍ରେସ ପ୍ରଶ୍ନ କରିଛି । ଦୁର୍ଘଟଣାସ୍ଥଳରୁContinue reading “ଭୁବନେଶ୍ୱରରେ ରେଞ୍ଜରୋଭର ଦୁର୍ଘଟଣା ମାମଲାରେ କାର୍ଯ୍ୟାନୁଷ୍ଠାନ ଦାବି । ବିଧାୟିକାଙ୍କ ଭାଇକୁ କାହିଁକି ତଦନ୍ତ କରାଯାଉନି ଉଠାଇଲା ପ୍ରଶ୍ନ ।”
ବିଏମସିକୁ ରାଜ୍ୟ ମାନବଧିକାର କମିଶନର ନୋଟିସ । ଭୁବନେଶ୍ୱର ଗାଢ଼କଣ ଡମ୍ପିଂୟାର୍ଡ ମାମଲରେ ଡିସେମ୍ବର ୧୧ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ
କନକ ବ୍ୟୁରୋ: ଭୁବନେଶ୍ୱର ଗାଡଢକଣ ମାମଲରେ ବିଏମସିକୁ ରାଜ୍ୟ ମାନବଧିକାର କମିଶନର ନୋଟିସ । ମାନବଧିକାର ଉଲ୍ଲଘଂନର ମାଗିଲେ ଜବାବ । ଡିସେମ୍ବର ୧୧ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ । ଅଳିଆ ଗଦା ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ । ଅନ୍ୟପଟେ ଭୁବନେଶ୍ୱର ଗାଢ଼କଣ ସ୍ଥିତ ଧିରିକୁଟି ବସ୍ତିରେ ଆଂଚଳିକ ସୁରକ୍ଷା ମଞ୍ଚର ଅଭିନବ ପ୍ରତିବାଦ କରିଛି । ଲୋକଙ୍କୁ ଯାଦୁ ମଲମ ବାଂଟିଛନ୍ତି ସ୍ୱେଚ୍ଛାସେବୀ । ସୈନିକ ସ୍କୁଲ ପାଖ ଡମ୍ପିଙ୍ଗୟାର୍ଡ଼ରୁContinue reading “ବିଏମସିକୁ ରାଜ୍ୟ ମାନବଧିକାର କମିଶନର ନୋଟିସ । ଭୁବନେଶ୍ୱର ଗାଢ଼କଣ ଡମ୍ପିଂୟାର୍ଡ ମାମଲରେ ଡିସେମ୍ବର ୧୧ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ”
ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କର ହୋଇନି ହତ୍ୟା । ଭିସେରା ରିପୋର୍ଟ ଆସିବା ପରେ ଏଚଆରପିସିଙ୍କ ସୂଚନା ।
କନକ ବ୍ୟୁରୋ: ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କର ହତ୍ୟା ହୋଇନାହିଁ । ଭିସେରା ରିପୋର୍ଟ ଆସିବା ପରେ ଏହା କହିଛନ୍ତି, ଏଚଆରପିସି ଡିଏସପି ବନିତା ମାଝୀ । ଶବ ବ୍ୟବଚ୍ଛେଦ ରିପୋର୍ଟରେ ସୁସ୍ମିତା ପାଣିରେ ବୁଡି ମୃତ୍ୟୁ ହୋଇଥିବା ଦର୍ଶାଯାଇଛି । ମୃତକଙ୍କ ପରିବାର ଲୋକେ କିନ୍ତୁ ସୁସ୍ମିତାଙ୍କୁ ହତ୍ୟା କରାଯାଇଥିବା ଦାବି କରିଛନ୍ତି । ତାଙ୍କ ମର ଶରୀରରେ ଦାଗ ଚିହ୍ନ ରହିଥିବା ଦାବି କରି ହତ୍ୟା କରାଯାଇଥିବା ସନ୍ଦେହ କରିଛନ୍ତି । ଏହିContinue reading “ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କର ହୋଇନି ହତ୍ୟା । ଭିସେରା ରିପୋର୍ଟ ଆସିବା ପରେ ଏଚଆରପିସିଙ୍କ ସୂଚନା ।”
ନୂଆପଡ଼ାରେ ପୁଣି ବାଘ ଆତଙ୍କ: ଭଇଁସାଦରା ଗାଁରେ ବାଘ ପାଦଚିହ୍ନ ଠାବ, ବାଘ ବୁଲୁଥିବାରୁ ଭୟଭୀତ ଲୋକେ
କନକ ବ୍ୟୁରୋ: ପୁଣି ନୂଆପଡ଼ାରେ ବାଘ ଆତଙ୍କ । ଲୋକେ ଭୟଭୀତ । କେନ୍ଦୁବାହାରା ଅଂଚଳ ଭଇଁସାଦରା ଗାଁରେ ବାଘର ପାଦ ଚିହ୍ନ ଠାବ ହୋଇଛି । ଅଂଚଳରେ ବାଘ ବୁଲୁଥିବା ଖବର ପାଇ ଲୋକ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି । ୨ ଜଣଙ୍କ ବାଘ ଆକ୍ରମଣରେ ମୃତ୍ୟୁ ହେବା ପରେ ଏବେ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି । ବିଲରେ ଧାନ ହୋଇଯାଇଥିବା ବେଳେ ବାଘ ପାଇଁ ବିଲକୁ ଯିବାକୁ ଭୟ କରୁଛନ୍ତିContinue reading “ନୂଆପଡ଼ାରେ ପୁଣି ବାଘ ଆତଙ୍କ: ଭଇଁସାଦରା ଗାଁରେ ବାଘ ପାଦଚିହ୍ନ ଠାବ, ବାଘ ବୁଲୁଥିବାରୁ ଭୟଭୀତ ଲୋକେ”
ରାଜଧାନୀରେ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ: ଘର କବାଟ ଭାଙ୍ଗି ଯୁବତୀଙ୍କୁ ଉଦ୍ଧାର କଲେ ସହଯୋଗୀ
କନକ ବ୍ୟୁରୋ: ରାଜଧାନୀରେ ଜଣେ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ଘରର କବାଟ ଭାଙ୍ଗି ଉଦ୍ଧାର କଲେ ସହୃଯୋଗୀ । ଗୁରୁତର ଅବସ୍ଥାରେ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ । ଯୁବତୀ ଏକ ବାରରେ କାମ କରନ୍ତି । ରାତି ୧୨ଟା ୩୦ରେ ହଠାତ୍ କବାଟ ବନ୍ଦ କରି ନିଜ ଓଢଣୀରେ ଝୁଲି ପଡିଥିବା କୁହଯାଉଛି । ସହଯୋଗୀମାନେ ଖବର ପାଇ ଘରର କବାଟ ଭାଙ୍ଗି ଯୁବତୀଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ଏବେ ଯୁବତୀ ଜଣଙ୍କContinue reading “ରାଜଧାନୀରେ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ: ଘର କବାଟ ଭାଙ୍ଗି ଯୁବତୀଙ୍କୁ ଉଦ୍ଧାର କଲେ ସହଯୋଗୀ”
ନିରାମିଷ ଖାଦ୍ୟରେ କଙ୍କଡା ଗୋଡ: ପଚାରିବାରୁ ରେସ୍ତୋରାଁ କର୍ମଚାରୀ ଗ୍ରାହକଙ୍କୁ ମାଡ ମାରିବା ଅଭିଯୋଗ
କନକ ବ୍ୟୁରୋ: ନିରାମିଷ ଖାଦ୍ୟରେ କଙ୍କଡା ଗୋଡ । ହୋଟେଲରେ ଖାଇବା ସମୟରେ ଅନେକଙ୍କ ସହ ଏମିତି ଘଟିଥିବ । କେତେବେଳେ ସାଧାର ଖାଦ୍ୟରୁ ମାଛ କଂଟା ବାହାରିଥିବ ତ ଆଉ କିଛି ବାହାରିଥିବ । କିନ୍ତୁ ନିରାମିଷ ଖାଦ୍ୟରୁ କଙ୍କଡା ଗୋଡ ବାହାରିବାକୁ ନେଇ ଗ୍ରାହକଙ୍କୁ ରେସ୍ତୋରାଁ କର୍ମଚାରୀ ମାଡ ମାରିବା ଅଭିଯୋଗ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିିଛି । ମାମଲା ଥାନାରେ ପହଁଚିଛି । ଗ୍ରାହକ ଅନିମେଷ ପଟ୍ଟନାୟକଙ୍କ ଅଭିଯୋଗ ମୁତାବକ,Continue reading “ନିରାମିଷ ଖାଦ୍ୟରେ କଙ୍କଡା ଗୋଡ: ପଚାରିବାରୁ ରେସ୍ତୋରାଁ କର୍ମଚାରୀ ଗ୍ରାହକଙ୍କୁ ମାଡ ମାରିବା ଅଭିଯୋଗ “
ଆମେରିକା ଦେଲା ଖୋଲା ଧମକ : ଯଦି ଇରାନ ଓ ହିଜବୁଲ୍ଲା ଇସ୍ରାଏଲ ଉପରେ ଆକ୍ରମଣ କରନ୍ତି ତେବେ ଆମେରିକା ଚୁପ ବସିବ ନାହିଁ ।
ଅକ୍ଟୋବର ୭ ରେ ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୧୪୦୦ ଇସ୍ରାଏଲ ନାଗରିକଙ୍କର ମୃତ୍ୟୁ ଘଟିଥିଲା । ଆମେରିକା ଏହି ଆକ୍ରମଣକୁ ଖୋଲାଖୋଲି ନିନ୍ଦା କରି ତାହାକୁ ଆତଙ୍କବାଦୀ ଆକ୍ରମଣ ବୋଲି ଘୋଷଣା କରିଛି । କେବଳ ଏତିକି ନୁହେଁ ଆମେରିକାର ରାଷ୍ଟ୍ରପତି ବାଇଡେନ ଏବଂ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ ଇସ୍ରାଏଲ ଗସ୍ତ କରି ନିଜର ସମର୍ଥନ ଜଣାଇଛନ୍ତି । ସହାୟତା ଦେବକୁ ଆମେରିକା ଇସ୍ରାଏଲ ସୀମା ନିକଟରେ ନିଜରContinue reading “ଆମେରିକା ଦେଲା ଖୋଲା ଧମକ : ଯଦି ଇରାନ ଓ ହିଜବୁଲ୍ଲା ଇସ୍ରାଏଲ ଉପରେ ଆକ୍ରମଣ କରନ୍ତି ତେବେ ଆମେରିକା ଚୁପ ବସିବ ନାହିଁ ।”
ଲୋକଙ୍କୁ ଯାଦୁ ମଲମ ବାଣ୍ଟି ପ୍ରତିବାଦ କଲେ ସ୍ୱେଚ୍ଛାସେବୀ । ଗାଢକଣ ଅଞ୍ଚଳରେ ଅଳିଆ ଗଦାକୁ ନେଇ ନିଆରା ପ୍ରତିବାଦ ।
କନକ ବ୍ୟୁରୋ: ଗାଢ଼କଣରେ ଆଞ୍ଚଳିକ ସୁରକ୍ଷା ମଞ୍ଚର ଅଭିନବ ପ୍ରତିବାଦ । ଲୋକଙ୍କୁ ଯାଦୁ ମଲମ ବାଣ୍ଟିଛନ୍ତି ସ୍ୱେଚ୍ଛାସେବୀ । ଦୁର୍ଗନ୍ଧ ପାଇଁ ନିଶ୍ୱାସ ନେବାରେ ସମସ୍ୟା ହେଉଥିବା ବେଳେ ଘରେ ଘରେ ବ୍ୟାପୁଛି ଚର୍ମରୋଗ । ଏହାକୁ ନେଇ ସ୍ଥାନୀୟ ଲୋକଙ୍କୁ ଯାଦୁ ମଲମ ବାଣ୍ଟି ନିଅ।।ରା ଢଙ୍ଗରେ ପ୍ରତିବାଦ ଆରମ୍ଭ ହୋଇଛି । ବିଏମସିକୁ ବାରମ୍ବାର ଜଣାଇବା ପରେ ବି ଗାଢକଣ ଅଞ୍ଚଳରେ ରାଜଧାନୀର ସବୁ ଅଳିଆକୁ ନେଇ ପକାଇ ଡମ୍ପିଂୟାର୍ଡ କରିବା ସେଠିକାରContinue reading “ଲୋକଙ୍କୁ ଯାଦୁ ମଲମ ବାଣ୍ଟି ପ୍ରତିବାଦ କଲେ ସ୍ୱେଚ୍ଛାସେବୀ । ଗାଢକଣ ଅଞ୍ଚଳରେ ଅଳିଆ ଗଦାକୁ ନେଇ ନିଆରା ପ୍ରତିବାଦ । “
ଗାଜା ଯୁଦ୍ଧରେ ଜାତିସଂଘର ୮୮ କର୍ମଚାରୀ ନିହତ ହୋଇଛନ୍ତି । ଇସ୍ରାଏଲ୍ କହିଛି – ହମାସକୁ ମୂଳପୋଛ ନ କଲା ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ
ଏକ ମିଳିତ ବିବୃତ୍ତିରେ ଜାତିସଂଘର ସମସ୍ତ ଏଜେନ୍ସିର ମୁଖ୍ୟମାନେ ଗାଜାରେ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ତୁରନ୍ତ ଯୁଦ୍ଧବିରତି କରିବାକୁ କହିଛନ୍ତି ଏବଂ ଇସ୍ରାଏଲରୁ ଅପହରଣ ହୋଇଥିବା ସମସ୍ତ ବନ୍ଧକଙ୍କୁ ହମାସ ଖଲାସ କରିବାକୁ ମଧ୍ୟ ଦାବି କରିଛନ୍ତି। ମିଳିତ ଜାତିସଂଘ ଏକ ବୟାନରେ କହିଛି ଯେ ଅକ୍ଟୋବର ୭ ରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହାର ପାଲେଷ୍ଟାଇନ ଶରଣାର୍ଥୀ ଏଜେନ୍ସି UNRWA (ମିଳିତContinue reading “ଗାଜା ଯୁଦ୍ଧରେ ଜାତିସଂଘର ୮୮ କର୍ମଚାରୀ ନିହତ ହୋଇଛନ୍ତି । ଇସ୍ରାଏଲ୍ କହିଛି – ହମାସକୁ ମୂଳପୋଛ ନ କଲା ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ”