ଫାଇବ୍ ଷ୍ଟାର ହୋଟେଲରେ ‘ମହୁଲି’ । ମଧ୍ୟପ୍ରଦେଶ ସରକାରଙ୍କ ‘ହେରିଟେଜ୍ ଲିକର’ ମାନ୍ୟତା ପରେ ବଢୁଛି ‘ମହୁଲି ’ର ଚାହିଦା ।

କନକ ବ୍ୟୁରୋ: ଫାଇବ ଷ୍ଟାର୍ ହୋଟେଲରେ ଉପଲବ୍ଧ ହେଲା ପାରମ୍ପରିକ ଦେଶୀ ମହୁଲ ଫଲ ମଦ । ସଠିକ୍ ପ୍ରଣାଳିରେ ପ୍ରସ୍ତୁତ ହୋଇ ରିବ୍ରାଣ୍ଡିଂ ହେବା ପରେ ପରେ ତାଜ୍ ଓ ମାରିଅଟ୍ ଭଳି ଫାଇବ୍ ଷ୍ଟାର୍ ହୋଟେଲରେ ମିଳିଲା ମହୁଲ ମଦ । ନିକଟରେ ମଧ୍ୟପ୍ରଦେଶ ସରକାର ଆଦିବାସୀ ଭୋଟ୍ ହାତେଇବା ପାଇଁ ଦେଶୀ ମହୁଲ ଫୁଲ ମଦକୁ ‘ହେରିଟେଜ୍ ଲିକର’ର ମାନ୍ୟତା ଦେଇଥିଲେ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ‘ହେରିଟେଜ୍ ଲିକର’ ଘୋଷଣାContinue reading “ଫାଇବ୍ ଷ୍ଟାର ହୋଟେଲରେ ‘ମହୁଲି’ । ମଧ୍ୟପ୍ରଦେଶ ସରକାରଙ୍କ ‘ହେରିଟେଜ୍ ଲିକର’ ମାନ୍ୟତା ପରେ ବଢୁଛି ‘ମହୁଲି ’ର ଚାହିଦା ।”

ହସ୍ପିଟାଲରେ ନଥିଲେ ଡାକ୍ତର । କମ୍ପାଉଣ୍ଡରଙ୍କ ହେଭି ଡୋଜ୍ ଔଷଧରେ ଶିଶୁର ମୃତ୍ୟୁ । 

କନକ ବ୍ୟୁରୋ: ଉତ୍ତରପ୍ରଦେଶ ଅଲିଗଡର ଏକ ହସ୍ପିଟାଲରେ ଘଟିଛି ଅଭାବନୀୟ ଘଟଣା । ଝାଡାବାନ୍ତିରେ ଆକ୍ରାନ୍ତ ଏକ ଶିଶୁକୁ କମ୍ପାଉଣ୍ଡର ହେଭି ଡୋଜ୍ ମେଡିସିନ୍ ଦେଇଦେବାରୁ ପ୍ରତିକ୍ରିୟା ହୋଇ ଶିଶୁର ମୃତ୍ୟୁ ହୋଇଛି । ମୃତ ଶିଶୁର ପରିବାର ଲୋକେ ଏଥିପାଇଁ ହସ୍ପିଟାଲ ପ୍ରବନ୍ଧକ ଓ କମ୍ପାଉଣ୍ଡରଙ୍କୁ ଦାୟୀ କରି ସେମାନଙ୍କ ବିରୋଧରେ ଦୃଢ କା ର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି । ସୂଚନା ମୁତାବକ, ଆଲିଗଡର ଏକ ପରିବାର ଶିଶୁକୁ ଧରି ଶନିବାର ରାତିରେ ହସ୍ପିଟାଲରେContinue reading “ହସ୍ପିଟାଲରେ ନଥିଲେ ଡାକ୍ତର । କମ୍ପାଉଣ୍ଡରଙ୍କ ହେଭି ଡୋଜ୍ ଔଷଧରେ ଶିଶୁର ମୃତ୍ୟୁ । “

ବିରାଟଙ୍କୁ ଶୁଭେଚ୍ଛା କାହିଁକି ଜଣାଇବି? ସାମ୍ବାଦିକ ସମ୍ମିଳନୀରେ ଏମିତି କହି ହସିଲେ ଶ୍ରୀଲଙ୍କା ଅଧିନାୟକ, ଟ୍ରୋଲ କଲେ କୋହଲିଙ୍କ ଫ୍ୟାନ୍ ।

କନକ ବ୍ୟୁରୋ : ଜନ୍ମଦିନରେ ଶତକ ହାସଲ କରିବା ସହ କୋହଲି ନୂଆ ରେକର୍ଡ ନିଜ ନାଁରେ କରିଛନ୍ତି । ଦିନିକିଆରେ ସଚିନଙ୍କ ଶତକ ରେକର୍ଡର ସମକକ୍ଷ ହୋଇଛନ୍ତି ବିରାଟ । ଦିନିକିଆରେ ୪୯ତମ ଶତକ ହାସଲ ପରେ କୋହଲିଙ୍କ ପ୍ରଂଶସାରେ ଶତମୁଖ ବିଶ୍ୱର ଜଣାଶୁଣା କ୍ରିକେଟର । ଏପରିକି କୋହଲିଙ୍କ କୋଟି କୋଟି ପ୍ରଂଶସକ ମଧ୍ୟ ନୂଆ ରେକର୍ଡ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡ଼ିଆରେ ଟ୍ରେଣ୍ଡିଂ ପାଲଟିଛି ବିରାଟଙ୍କ ଶତକ । ଖୋଦ୍Continue reading “ବିରାଟଙ୍କୁ ଶୁଭେଚ୍ଛା କାହିଁକି ଜଣାଇବି? ସାମ୍ବାଦିକ ସମ୍ମିଳନୀରେ ଏମିତି କହି ହସିଲେ ଶ୍ରୀଲଙ୍କା ଅଧିନାୟକ, ଟ୍ରୋଲ କଲେ କୋହଲିଙ୍କ ଫ୍ୟାନ୍ ।”

ଆଜି ବି ଆରବିଆଇ ଆଗରେ ଲମ୍ବା ଲାଇନ୍ । ଟଙ୍କା ବଦଳାଇବାକୁ ଗରୀବ ମଜୁରିଆଙ୍କୁ ମାଧ୍ୟମ କରୁଛନ୍ତି ଦଲାଲ ।

କନକ ବ୍ୟୁରୋ: ଦୁଇ ଦିନ ଛୁଟି ପରେ ପୁଣି ଥରେ ଆରବିଆଇ ବାହାରେ ଜମିଛି ଭିଡ । ୨ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ ଆରବିଆଇ ବାହାରେ ପୁଣି ଜମିଛି ଲମ୍ବା ଲାଇନ୍ । ପୂର୍ବରୁ କଳାଟଙ୍କା ବଦଳାଇବା ପାଇଁ ଗରିବ ଦିନ ମଜୁରିଆଙ୍କୁ ମାଧ୍ୟମ କରାଯାଉଥିଲା । ଗରିବ ଦିନ ମଜୁରିଆଙ୍କୁ ଲାଇନ୍ରେ ଛିଡା କରି ୨୦ ହଜାର ଟଙ୍କାର ୨ ହଜାର ଟଙ୍କିଆ ନୋଟ୍ ବଦଳ କରିବାକୁ ଦଲାଲ ଲଗାଇଥିବା ଖବର ପ୍ରସାରିତ ହୋଇଥିଲାContinue reading “ଆଜି ବି ଆରବିଆଇ ଆଗରେ ଲମ୍ବା ଲାଇନ୍ । ଟଙ୍କା ବଦଳାଇବାକୁ ଗରୀବ ମଜୁରିଆଙ୍କୁ ମାଧ୍ୟମ କରୁଛନ୍ତି ଦଲାଲ ।”

ଦିନକ ପରେ ଫେରିବ ଶୀତ । ବର୍ଷା ପରେ ଆକାଶ ମେଘମୁକ୍ତ ହେଉଥିବାରୁ ହ୍ରାସ ପାଇବ ତାପମାତ୍ରା ।

କନକ ବ୍ୟୁରୋ: ଦିନକ ପରେ ଫେରିବ ଶୀତ । ତଳମୁହାଁ ହେବ ପାରଦ । ବର୍ଷା ପରେ ଆକାଶ ମେଘମୁକ୍ତ ହେଉଥିବାରୁ ବଢ଼ିବ ଶୀତ । ରାତିରେ ତାପମାତ୍ରା ୩ରୁ ୪ ଡ୍ରିିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି । ୨୪ ଘଂଟାରେ ରାଜ୍ୟର ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତନର ସମ୍ଭାବନ ନାହିଁ । ପରବର୍ତ୍ତୀ ସମୟରେ ରାଜ୍ୟର ଅନେକ ସ୍ଥାନରେ କମିବ ରାତ୍ରି ତାପମାତ୍ରା । ଭୁବନେଶ୍ୱର ପାଣିପାଗବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।Continue reading “ଦିନକ ପରେ ଫେରିବ ଶୀତ । ବର୍ଷା ପରେ ଆକାଶ ମେଘମୁକ୍ତ ହେଉଥିବାରୁ ହ୍ରାସ ପାଇବ ତାପମାତ୍ରା ।”

ହମାସ-ଇସ୍ରାଏଲ ଯୁଦ୍ଧରେ ଏବେ ପାକିସ୍ତାନର ଏଣ୍ଟ୍ରି : ଇସ୍ରାଏଲର କଣ ହେବ ରଣନୀତି ?

ଅନେକ ମୁସଲମାନ ଦେଶ ଇସ୍ରାଏଲର ଗାଜା  ଆକ୍ରମଣକୁ ବିରୋଧ କରୁଛନ୍ତି । ପାକିସ୍ତାନ ମଧ୍ୟ ସେମାନଙ୍କ ମଧ୍ୟରୁ ଅନ୍ୟତମ । ପାକିସ୍ତାନରେ ଇସ୍ରାଏଲ ବିରୋଧରେ ଲଗାତାର ବିରୋଧ ଜାରିରହିଛି। ଏସବୁ ମଧ୍ୟରେ ପାକିସ୍ଥାନୀ ନେତା ମୌଲାନା ଫଜଲୁର ରେହମାନ ହମାସର ପୂର୍ବତନ ମୁଖ୍ୟ ଖାଲିଦ ମେଶଲ ଏବଂ ରାଜନୈତିକ ମୁଖ୍ୟ ଇସମାଇଲ ହନିହେଙ୍କୁ କତାରରେ ଭେଟିଛନ୍ତି । ଗାଜା ଷ୍ଟ୍ରିପରେ ଚାଲିଥିବା ଯୁଦ୍ଧ ମଧ୍ୟରେ ପାକିସ୍ତାନର ଜାମିଆତ୍ ଉଲେମା-ଇ-ଇସଲାମ ମୁଖ୍ୟ ଫଜଲୁର ରେହମାନ କତାରରେ ହମାସର ବରିଷ୍ଠContinue reading “ହମାସ-ଇସ୍ରାଏଲ ଯୁଦ୍ଧରେ ଏବେ ପାକିସ୍ତାନର ଏଣ୍ଟ୍ରି : ଇସ୍ରାଏଲର କଣ ହେବ ରଣନୀତି ?”

ରାସ୍ତାକଡରୁ ଗର୍ଭବତୀଙ୍କ ମୃତଦେହ ଉଦ୍ଧାର । ବର୍ଷକ ପୂର୍ବରୁ କରିଥିଲେ ପ୍ରେମ ବିବାହ ।

କନକ ବ୍ୟୁରୋ: ରାସ୍ତା କଡ଼ରୁ ଗର୍ଭବତୀ ମହିଳାଙ୍କ ମୃତଦେହ ଉଦ୍ଧାର । ଭଦ୍ରକ ଭଣ୍ଡାରିପୋଖରୀ ଥାନା ନପଙ୍ଗ କବି ସାହି ନିକଟ ରାସ୍ତାରେ ପଡ଼ିଥିଲା ମହିଳାଙ୍କ ମୃତଦେହ । ମହିଳାଙ୍କୁ କେହି ମାରି ପକାଇଥିବା ସନ୍ଦେହ କରାଯାଉଛି । ମୃତ ମହିଳାଙ୍କ ନାଁ ତପଶ୍ୱିନୀ । ପନଙ୍ଗ ଗାଁର ଡ୍ରାଇଭର ସିପନ ଦାସଙ୍କ ଦ୍ୱିତୀୟ ପତ୍ନୀ । ସିପନ ପୂର୍ବରୁ ବିବାହିତ ଥିବା ସତ୍ୱେ ଏକ ବର୍ଷ ପୂର୍ବେ ତପଶ୍ୱିନୀଙ୍କୁ ପ୍ରେମ ବିବାହ କରିଥିଲେ । ବିବାହରେContinue reading “ରାସ୍ତାକଡରୁ ଗର୍ଭବତୀଙ୍କ ମୃତଦେହ ଉଦ୍ଧାର । ବର୍ଷକ ପୂର୍ବରୁ କରିଥିଲେ ପ୍ରେମ ବିବାହ ।”

ଟଙ୍କା ପାଇଁ ବୁଢା ବାପା-ମା’ଙ୍କୁ ମାରି ଲହୁ ଲୁହାଣ କଲା ନିର୍ଦ୍ଦୟ ପୁଅ । ଦୁହେଁ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ।

କନକ ବ୍ୟୁରୋ: ଟଙ୍କା ପାଇଁ ବୁଢା ବାପା-ମାଆଙ୍କୁ ମାରି ଲହୁ ଲୁହାଣ କଲା ନିର୍ଦ୍ଦୟ ପୁଅ । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ପିପିଲି ଥାନା ସିରିଆପୁର ଗାଁରୁ । ଗାଁର ୭୦ ବର୍ଷୀୟ ପବନି ବେହେରା ଜମି ବିକି ଟଙ୍କା ରଖିଥିଲେ । ବାରମ୍ବାର ମାଗିବାରୁ ପୁଅକୁ ଟଙ୍କା ନଦେବାରୁ ଗତକାଲି ରାତି ଅଧରେ କାଠ ଫାଳିଆ ଧରି ଆକ୍ରମଣ କରିଥିଲା ପୁଅ । ଉଭୟ ପବନି ବେହେରା ଓ ପତ୍ନୀ ପ୍ରମିଳା ବେହେରାଙ୍କୁContinue reading “ଟଙ୍କା ପାଇଁ ବୁଢା ବାପା-ମା’ଙ୍କୁ ମାରି ଲହୁ ଲୁହାଣ କଲା ନିର୍ଦ୍ଦୟ ପୁଅ । ଦୁହେଁ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ।”

ଆମେରିକାର ବୈଦେଶିକ ସଚିବଙ୍କ ଅଚାନକ ୱେଷ୍ଟବ୍ଯାଙ୍କ ଗସ୍ତ । ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କୁ ଭେଟିଲେ

ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ରବିବାର ଏକ ଅଘୋଷିତ ଭାବେ ଇରାକ ଗସ୍ତରେ   ଯାଇଥିଲେ। ସେ ବାଗଦାଦରେ ଏକ ଘଣ୍ଟାରୁ ଅଧିକ ସମୟ ପାଇଁ ଇରାକ ପ୍ରଧାନମନ୍ତ୍ରୀ ମହମ୍ମଦ ଶିଆ ଅଲ-ସୁଦାନୀଙ୍କ ସହ ସାକ୍ଷାତ କରି ଆଲୋଚନା କରିଥିଲେ । ଏହାପରେ ଇସ୍ରାଏଲ୍-ହାମାସ୍ ଯୁଦ୍ଧ ମଧ୍ୟରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ରବିବାର (ନଭେମ୍ବର ୫)ଦିନ ଇସ୍ରାଏଲ୍ ଅଧିକୃତ ୱେଷ୍ଟବ୍ଯାଙ୍କକୁ ଏକ ଆଶ୍ଚର୍ଯ୍ୟଜନକ ଗସ୍ତରେ ଯାଇ ପରିଦର୍ଶନ କରିଛନ୍ତି। ସେ ପାଲେଷ୍ଟାଇନର ରାଷ୍ଟ୍ରପତି ମହମୁଦContinue reading “ଆମେରିକାର ବୈଦେଶିକ ସଚିବଙ୍କ ଅଚାନକ ୱେଷ୍ଟବ୍ଯାଙ୍କ ଗସ୍ତ । ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କୁ ଭେଟିଲେ”

ବିଷ ବଳୟରେ ରାଜଧାନୀ ଦିଲ୍ଲୀ । ହେଲେ ବାଂଲା ଖେଳାଳିଙ୍କୁ କାଳ ବାୟୁ ପ୍ରଦୂଷଣ!

କନକ ବ୍ୟୁରୋ: ବିଷ ବଳୟରେ ରାଜଧାନୀ ଦିଲ୍ଲୀ । ଚାରି ଦିନ ହେବ ରାଜଧାନୀକୁ ଅଣନିଶ୍ୱାସୀ କରି ଦେଇଛି ବାୟୁ ପ୍ରଦୂଷଣ । ସୁଇସ ଗ୍ରୁପ ତଥ୍ୟ ଅନୁସାରେ ରବିବାର ରାଜଧାନୀରେ ଏକ୍ୟୁଆଇ ଟପିଲା ୭୦୦ । ସେହିପରି ଆଜି ସକାଳୁ ସକାଳୁ ଦିଲ୍ଲୀରେ ବାୟୁର ଗୁଣବତା ଅତିସୟ ଖରାପ ରହିଥିବା ରିପୋର୍ଟ ମିଳିଛି । ଆଜି ସକାଳ ୬ଟା ସୁଦ୍ଧା ଆଇକ୍ୟୁ ଗ୍ରାଫ୍ରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବାୟୁର ମାନ ୪୦୦ ଉପରେ ରହିଥିବା ଦେଖିବାକୁContinue reading “ବିଷ ବଳୟରେ ରାଜଧାନୀ ଦିଲ୍ଲୀ । ହେଲେ ବାଂଲା ଖେଳାଳିଙ୍କୁ କାଳ ବାୟୁ ପ୍ରଦୂଷଣ!”

Design a site like this with WordPress.com
Get started