ସାପ ବିଷ ଶୋଷି ଗୁରୁତର ମହିଳା । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ।

କନକ ବ୍ୟୁରୋ: ସାପ କାମୁଡାରେ ମହିଳା ମୃତ । ମହିଳାଙ୍କ ଠାରୁ ବିଷ ଟାଣି ତାଙ୍କୁ ବଂଚାଇବାକୁ ଉଦ୍ୟମ କରିବାକୁ ଯାଇ ଅନ୍ୟଜଣେ ମହିଳା ଗୁରୁତର । ଏଭଳି ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ଝଣଝଣା ଗାଁରୁ । ଗାଁରେ ୪୦ ବର୍ଷୀୟା ମହିଳା ଝୁନୁରାଣୀ ବେହେରାଙ୍କୁ ଗତକାଲି ମଧ୍ୟାହ୍ନରେ ସାପ କାମୁଡି ଥିଲା । ତେବେ ତାଙ୍କ ଠାରୁ ବିଷ ଟାଣି ଝୁନୁରାଣୀଙ୍କୁ ବଂଚାଇବାକୁ ଉଦ୍ୟମ କରିଥିଲେ ସେହି ଗାଁର ମିନତିContinue reading “ସାପ ବିଷ ଶୋଷି ଗୁରୁତର ମହିଳା । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ।”

ଜନ୍ମମାଟି ଗୋପ ଅଭିମୁଖେ ସହିଦ ଯବାନ ପ୍ରତାପ ପରିଡାଙ୍କ ପାର୍ଥିବ ଶରୀର । ପୁରା ଗାଁରେ ଶୋକାକୁଳ ପରିବେଶ ।

କନକ ବ୍ୟୁରୋ: ଜନ୍ମମାଟି ଗୋପ ମଲ୍ଲଗ୍ରାମ ଅଭିମୁଖେ ସହିଦ ଯବାନ ପ୍ରତାପ ରଞ୍ଜନ ପରିଡ଼ାଙ୍କ ପାର୍ଥିବ ଶରୀର । ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ତାଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ପରିବାର ଲୋକଙ୍କ ଆଖିରୁ ଶୁଖୁନି ଲୁହ । ବୀର ପୁଅକୁ ହରାଇ କନ୍ଦୁଛି ଜନ୍ମମାଟି । ଗତକାଲି ଭୁବନେଶ୍ୱରରେ ପହଞ୍ଚିଥିଲା ସହିଦ୍ ଯବାନ ପ୍ରତାପ ରଞ୍ଜନ ପରିଡ଼ାଙ୍କ ପାର୍ଥିବ ଶରୀର । ଏହାପରେ ପ୍ରତାପଙ୍କ ପାର୍ଥିୀବContinue reading “ଜନ୍ମମାଟି ଗୋପ ଅଭିମୁଖେ ସହିଦ ଯବାନ ପ୍ରତାପ ପରିଡାଙ୍କ ପାର୍ଥିବ ଶରୀର । ପୁରା ଗାଁରେ ଶୋକାକୁଳ ପରିବେଶ ।”

ବର୍ଷା ଅଭାବରୁ ଉଜୁଡି ଗଲା କ୍ଷେତ  । ଋଣ ଭାର ସହିନପାରି  ଆତ୍ମହତ୍ୟା କଲେ ଚାଷୀ ।

କନକ ବ୍ୟୁରୋ: ଜଳ ପାଇଁ ମରୁଡି ଭଳି ସ୍ଥିତି ଉପୁଜିବାରୁ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ । ନୟାଗଡ ଜିଲ୍ଲା ରଣପୁର ବ୍ଲକରୁ ଆସିଛି ଏଭଳି ଅଭାବନୀୟ ଖବର । ଜଳ ଅଭାବରୁ ଚାଷ ଉଜୁଡି ଯିବାରୁ ଏହାକୁ ସହି ନପାରି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଚାନ୍ଦପୁର ଥାନା ଅନ୍ତର୍ଗତ ଜଙ୍କିଆ ପଞ୍ଚୟତର ଓସ୍ତପଡା ଗାଁର ଗୋବିନ୍ଦ ସାହୁ, ଦେଢ ଲକ୍ଷ ଟଙ୍କା ରୁଣ କରି ଧାନ ଚାଷ କରିଥିଲେ । ହେଲେContinue reading “ବର୍ଷା ଅଭାବରୁ ଉଜୁଡି ଗଲା କ୍ଷେତ  । ଋଣ ଭାର ସହିନପାରି  ଆତ୍ମହତ୍ୟା କଲେ ଚାଷୀ ।”

ଷ୍ଟୁଡିଓ ଭିତରେ ରେଡିଓ ବ୍ରଡ୍‌କାଷ୍ଟର୍‌ଙ୍କୁ ଗୁଳି ମାରି ହତ୍ୟା କଲେ ଦୁର୍ବୃତ୍ତ

କନକ ବ୍ୟୁରୋ: ରବିବାର ଦିନ ଫିଲିପ୍ପିନ୍‌ସ୍‌ରେ ଏକ ଷ୍ଟୁଡିଓ ମଧ୍ୟରେ ଜଣେ ରେଡିଓ ଉପସ୍ଥାପକଙ୍କୁ ଗୁଳି ମାରି ହତ୍ୟା କରାଯାଇଥିବା କଥା ପୁଲିସ କହିଛି। କ୍ୟାଲାମ୍ବା ମୁନିସ୍‌ପାଲିଟି ପୁଲିସ ମୁଖ୍ୟ କ୍ୟାପ୍ଟେନ୍‌ ଡିଓର୍‌ ରେଗୋନିଓ କହିଛନ୍ତି, ଦାକ୍ଷିଣାତ୍ୟ ଦ୍ବୀପ ମିଣ୍ଡାନାଓସ୍ଥିତ ବାସଭବନରେ ଥିବା ଷ୍ଟୁଡିଓ ଭିତରେ ୫୭ ବର୍ଷିୟ ଜୁଆନ୍‌ ଜୁମାଲୋନ୍‌ ଓରଫ୍‌ ‘ଡିଜେ ଜନି ୱାକର୍‌’ ସକାଳ ପ୍ରସାରଣ କରୁଥିବା ବେତଳେ ଶ୍ରୋତା ଭାବରେ ଜଣେ ବନ୍ଧୁକଧାରୀ ପ୍ରବେଶ କରି ତାଙ୍କ ମୁଣ୍ଡରେ ଦୁଇଥର ଗୁଳିContinue reading “ଷ୍ଟୁଡିଓ ଭିତରେ ରେଡିଓ ବ୍ରଡ୍‌କାଷ୍ଟର୍‌ଙ୍କୁ ଗୁଳି ମାରି ହତ୍ୟା କଲେ ଦୁର୍ବୃତ୍ତ”

ମହିଳା ଯବାନଙ୍କ ପାଇଁ ଦୀପାବଳି ଉପହାର । ସେନାରେ ମହିଳା କର୍ମଚାରୀଙ୍କ ମାତୃତ୍ୱକାଳୀନ ଛୁଟି ସମୟ ବଢାଇଲା ପ୍ରତିରକ୍ଷା ମନ୍ତ୍ରଣାଳୟ ।

କନକ ବ୍ୟୁରୋ: ଭାରତୀୟ ସଶସ୍ତ୍ର ବାହିନୀରେ କାର୍ୟ୍ୟରତ ମହିଳା ସୈନିକ, ନାବିକ ଓ ବାୟୁସେନା ଯୋଦ୍ଧାମାନଙ୍କୁ ସମାନ ମାତୃତ୍ୱ, ଶିଶୁ ଯତ୍ନ ଏବଂ ଶିଶୁ ପୋଷ୍ୟ ସନ୍ତାନ ଗ୍ରହଣ ଛୁଟି ପ୍ରଦାନ କରୁଥିବା ଏକ ଅଭୂତପୂର୍ବ ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଅନୁମୋଦନ କରିଛନ୍ତି। ଏହି ନୂଆ ନିୟମ ସବୁ ପଦବୀର ମହିଳା କର୍ମଚାରୀଙ୍କ ମଧ୍ୟରେ ସମାନତା ଆଣିବ। ଅଫିସରମାନେ ଯେଭଳି ଛୁଟିର ଲାଭ ପାଉଛନ୍ତି ଅନ୍ୟ ସମସ୍ତ ମହିଳା ସୈନିକ ଓ କର୍ମଚାରୀContinue reading “ମହିଳା ଯବାନଙ୍କ ପାଇଁ ଦୀପାବଳି ଉପହାର । ସେନାରେ ମହିଳା କର୍ମଚାରୀଙ୍କ ମାତୃତ୍ୱକାଳୀନ ଛୁଟି ସମୟ ବଢାଇଲା ପ୍ରତିରକ୍ଷା ମନ୍ତ୍ରଣାଳୟ ।”

ଇସ୍ରାଏଲ ଆକ୍ରମଣରେ ଗାଜା ପଟ୍ଟିି ଦୁଇ ଭାଗ । ଉତ୍ତର ଗାଜା ଓ ଦକ୍ଷିଣ ଗାଜା ଦୁଇ ଭାଗ ନେଇ ସ୍ପଷ୍ଟ କଲା ଇସ୍ରାଏଲ ସେନା । 

କନକ ବ୍ୟୁରୋ: ଇସ୍ରାଏଲ ଏବଂ ଫିଲିସ୍ତାନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଏହାରି ଭିତରେ ଇସ୍ରାଏଲ ସେନା ରବିବାର ହମାସ ଉପରେ ଆକ୍ରମଣ କରିଛି । ଆଉ ଗାଜା ପଟି ଦୁଇ ଭାଗ ହୋଇଛି । ଇସ୍ରାଏଲ ସେନାର ମୁଖପାତ୍ର ଏହା ସ୍ପଷ୍ଟ କରିଛନ୍ତି । ଏବେ ଗାଜା ସହରକୁ ଇସ୍ରାଏଲ ସେନା ଘେରି ରହିଛି । ଏବେ କେବଳ ଉତର ଏବଂ ଦକ୍ଷିଣ ଗାଜା ଅଲଗା ହୋଇଥିବାରୁ ଆହୁରି ଜୋରଦାର ଆକ୍ରମଣ କରିବାକୁ ଯାଉଛିContinue reading “ଇସ୍ରାଏଲ ଆକ୍ରମଣରେ ଗାଜା ପଟ୍ଟିି ଦୁଇ ଭାଗ । ଉତ୍ତର ଗାଜା ଓ ଦକ୍ଷିଣ ଗାଜା ଦୁଇ ଭାଗ ନେଇ ସ୍ପଷ୍ଟ କଲା ଇସ୍ରାଏଲ ସେନା । “

ଜନ୍ମମାଟି ଗୋପ ଅଭିମୁଖେ ସହିଦ ଯବାନ ପ୍ରତାପ ପରିଡାଙ୍କ ପାର୍ଥିବ ଶରୀର । ମେଘାଳୟ ସୁରା କ୍ୟାମ୍ପରୁ ଫେରୁଥିବା ବେଳେ ଅଚାନକ ହୋଇଥିଲା ଦେହାନ୍ତ, ତଦନ୍ତ ଦାବି କଲେ ପରିବାର ଲୋକ ।

କନକ ବ୍ୟୁରୋ: ଆଜି ଜନ୍ମମାଟିକୁ ଯିବ ସହିଦ୍ ଯବାନ ପ୍ରତାପ ରଞ୍ଜନ ପରିଡ଼ାଙ୍କ ପାର୍ଥିବ ଶରୀର । ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଗତକାଲି ଭୁବନେଶ୍ୱରରେ ପହଂଚିଥିଲା ସହିଦ୍ ଯବାନ ପ୍ରତାପ ରଞ୍ଜନ ପରିଡ଼ାଙ୍କ ପାର୍ଥିବ ଶରୀର । ଏହାପରେ ପ୍ରତାପଙ୍କ ପାର୍ଥିୀବ ଶରୀର ଭୁବନେଶ୍ୱର ବିମାନବନ୍ଦରରୁ ଖୋର୍ଦ୍ଧା ବିଏସଫ୍ କ୍ୟାମ୍ପକୁ ନିଆଯାଇଥିଲା । ମେଘାଳୟ ସୁରା କ୍ୟାମ୍ପରୁ ଘାଟିକୁ ଯାଇଥିବା ସମୟରେ ବିଏସଏଫ ଯବାନ ହାବିଲଦାର ପ୍ରତାପ ରଞ୍ଜନ ପରିଡ଼ାଙ୍କ ଅଚନାକ୍ ଦେହନ୍ତContinue reading “ଜନ୍ମମାଟି ଗୋପ ଅଭିମୁଖେ ସହିଦ ଯବାନ ପ୍ରତାପ ପରିଡାଙ୍କ ପାର୍ଥିବ ଶରୀର । ମେଘାଳୟ ସୁରା କ୍ୟାମ୍ପରୁ ଫେରୁଥିବା ବେଳେ ଅଚାନକ ହୋଇଥିଲା ଦେହାନ୍ତ, ତଦନ୍ତ ଦାବି କଲେ ପରିବାର ଲୋକ ।”

ବିଷ ବଳୟରେ ରାଜଧାନୀ ଦିଲ୍ଲୀ । ସୁଇସ୍ ଗ୍ରୁପ ତଥ୍ୟ ଅନୁସାରେ ରାଜଧାନୀରେ ଏକ୍ୟୁଆଇ ଟପିଲା ୭୦୦ । ୧୦ ତାରିଖ ଯାଏଁ ସ୍କୁଲ ବନ୍ଦ ଘୋଷଣା ।

କନକ ବ୍ୟୁରୋ: ବିଷ ବଳୟରେ ରାଜଧାନୀ ଦିଲ୍ଲୀ । ଚାରି ଦିନ ହେବ ରାଜଧାନୀକୁ ଅଣନିଶ୍ୱାସୀ କରି ଦେଇଛି ବାୟୁ ପ୍ରଦୂଷଣ । ସୁଇସ ଗ୍ରୁପ ତଥ୍ୟ ଅନୁସାରେ ରବିବାର ରାଜଧାନୀରେ ଏକ୍ୟୁଆଇ ଟପିଲା ୭୦୦ । ରବିବାର ପୂର୍ବାହ୍ନ ୧୧ଟା ୪୫ ମିନିଟରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୭୦୧ରେ ପହଂଚିଥିବା ରେକର୍ଡ ହୋଇଥିଲା । ସକାଳ ୭ଟା ୩୦ରେ ଏକ୍ୟୁଆଇ ୪୮୩ ରହିଥିଲା । ପ୍ରଦୂଷଣକୁ ଦେଖି ୧୦ ତାରିଖ ଯାଏଁ ସ୍କୁଲ ବନ୍ଦ ଘୋଷଣାContinue reading “ବିଷ ବଳୟରେ ରାଜଧାନୀ ଦିଲ୍ଲୀ । ସୁଇସ୍ ଗ୍ରୁପ ତଥ୍ୟ ଅନୁସାରେ ରାଜଧାନୀରେ ଏକ୍ୟୁଆଇ ଟପିଲା ୭୦୦ । ୧୦ ତାରିଖ ଯାଏଁ ସ୍କୁଲ ବନ୍ଦ ଘୋଷଣା ।”

ବରଗଡ ଥାନା ଭିତରେ ଭଙ୍ଗାରୁଜା । କମ୍ପ୍ୟୁଟର ଓ ଆସବାବପତ୍ର ଭାଙ୍ଗିଲେ ଉତ୍ୟକ୍ତ ଲୋକେ । ୧୫ ମିନିଟ୍ ଧରି ଚାଲିଲା ଆତଙ୍କରାଜ

କନକ ବ୍ୟୁରୋ: ଥାନା ଭିତରେ ବ୍ୟାପକ ଭଙ୍ଗାରୁଜା । ଭଙ୍ଗାରୁଜା କରିଛନ୍ତି ୨୫ରୁ ୩୦ ଜଣ ଯୁବକ । ଏଭଳି ଉତେଜନା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନାରେ । ଅମ୍ବାଭୋନା ବ୍ଲକ ତାମଦେଇକୁ ବଣଭୋଜି ପାଇଁ ଯାଇଥିଲେ କିଛି ଯୁବକ । ତେବେ ପୋଲିସ ଘଟଣାସ୍ଥଳକୁ ଯାଇ ଚଢ଼ାଉ କରିଥିଲା । ଯେଉଁଥିରେ ଉତକ୍ଷୀପ୍ତ ହେଇ ଉତ୍ୟକ୍ତ ଯୁବକମାନେ ଅମ୍ବାଭୋନା ଥାନାରେ ବ୍ୟାପକ ଉତେଜନା ଘଟାଇଥିଲେ । ଥାନାର ସମସ୍ତ କାଚ, ଆସବାବପତ୍ର, କମ୍ପ୍ୟୁଟରକୁContinue reading “ବରଗଡ ଥାନା ଭିତରେ ଭଙ୍ଗାରୁଜା । କମ୍ପ୍ୟୁଟର ଓ ଆସବାବପତ୍ର ଭାଙ୍ଗିଲେ ଉତ୍ୟକ୍ତ ଲୋକେ । ୧୫ ମିନିଟ୍ ଧରି ଚାଲିଲା ଆତଙ୍କରାଜ”

ବନ୍ଧାହେଲେ ନକଲି ଡାକ୍ତର । ସ୍ୱାସ୍ଥ୍ୟସେବା ନାଁରେ ଲୋକଙ୍କୁ ଠକୁଥିଲେ କଲିକତା ଯୁବକ ରାକେଶ ବିଶ୍ୱାସ ।

କନକ ବ୍ୟୁରୋ: ବନ୍ଧାହେଲେ ନକଲି ଡାକ୍ତର । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ୍ରେ ସ୍ୱାସ୍ଥ୍ୟସେବା ନାଁରେ ଲୋକଙ୍କୁ ଠକୁଥିବା ଜଣେ ନକଲି ଡାକ୍ତରଙ୍କୁ ଉଠାଇ ନେଇଛି ପୋଲିସ । ଯୁବକ ଜଣକ କଲିକତାର ରାକେଶ ବିଶ୍ୱାସ ବୋଲି ଜଣାପଡିଛି । ବିନା ମେଡିକାଲ ଡିଗ୍ରୀ ଓ ସର୍ଟିଫିକେଟ୍ରେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଥିଲା ଯୁବକ ଜଣଙ୍କ । ନିଜେ ଔଷଧ ଦେବା ଠାରୁ ଆରମ୍ଭ କରି ଇଂଜେକ୍ସନ୍ ମଧ୍ୟ ଦେଉଥିଲା । ସବୁଠାରୁ ବଡ କଥା ହେଉଛି,Continue reading “ବନ୍ଧାହେଲେ ନକଲି ଡାକ୍ତର । ସ୍ୱାସ୍ଥ୍ୟସେବା ନାଁରେ ଲୋକଙ୍କୁ ଠକୁଥିଲେ କଲିକତା ଯୁବକ ରାକେଶ ବିଶ୍ୱାସ ।”

Design a site like this with WordPress.com
Get started