କନକ ବ୍ୟୁରୋ: ଟ୍ରେନ ଟ୍ରାକରେ ବସ । ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହେବା ପରେ ଟ୍ରାକରେ ଖସି ପଡିଛି ଯାତ୍ରିବାହୀ ବସ୍ । ରାଜସ୍ଥାନର ଦଉସାରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଉଛି । ଘଟଣାସ୍ଥଳରେ ଦଉସାର ଏସଡିଏମ୍ ଏବଂ ଅନ୍ୟ ଅଧିକାରୀ ଆସି ପହଞ୍ଚିଛନ୍ତି । ମିଳିଥିବା ସୂଚନା ଅନୁସାରେContinue reading “ରାଜସ୍ଥାନ ଦଉସାରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ପରେ ଟ୍ରେନ୍ ଟ୍ରାକରେ ବସ୍, ୪ ମୃତ, ଏକାଧିକ ଯାତ୍ରୀ ଆହତ ।”
Tag Archives: News
କାଳବୈଶାଖୀରେ ଫସଲ ନଷ୍ଟ । ଅଦିନିଆ ଝଡ଼ବର୍ଷା ଯୋଗୁଁ କଳାହାଣ୍ଡି ଜୁନାଗଡ଼ ବ୍ଲକରେ ବ୍ୟାପକ ଧାନ ଫସଲ ନଷ୍ଟ ।
କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅଂଚଳରେ ଅଦିନିଆ ଝଡ଼ବର୍ଷା ଯୋଗୁଁ ବ୍ୟାପକ ଧାନଫସଲ ନଷ୍ଟ ହୋଇଛି । ପବନ ବହିବା ସହ କୁଆପଥର ମାଡ଼ ଯୋଗୁଁ ଧାନ ଗଛ କାଦୁଅରେ ପଡ଼ିଯାଇଛି । ଜୁନାଗଡ଼ ବ୍ଲକର ରାଜପୁର, କାର୍ଲି, ଝାରବନ୍ଦ, ଚାରଭାଟି, ବନ୍ଦପଡ଼ା, ଚିଲିଗୁଡ଼ା, ମୁଣ୍ଡରାଗୁଡ଼ାରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି । ତେବେ ଫସଲ କ୍ଷୟକ୍ଷତି ଦେଖିବାକୁ ପ୍ରଶାସନିକ ଅଧିକାରୀ ଆସିନଥିବା ଚାଷୀ ଅଭିଯୋଗ କରିଛନ୍ତି । The post କାଳବୈଶାଖୀରେContinue reading “କାଳବୈଶାଖୀରେ ଫସଲ ନଷ୍ଟ । ଅଦିନିଆ ଝଡ଼ବର୍ଷା ଯୋଗୁଁ କଳାହାଣ୍ଡି ଜୁନାଗଡ଼ ବ୍ଲକରେ ବ୍ୟାପକ ଧାନ ଫସଲ ନଷ୍ଟ । “
କ୍ରମାଗତ ଅଷ୍ଟମ ବିଜୟ ହାସଲ କଲା ଟିମ୍ ଇଣ୍ଡିଆ । ୨୪୩ ରନରେ ହାରିଲା ଦକ୍ଷିଣ ଆଫ୍ରିକା । କୋହଲିଙ୍କୁ ଛୁଟିଲା ଶୁଭେଚ୍ଛାର ସୁଅ ।
କନକ ବ୍ୟୁରୋ: ବିଶ୍ୱକପ୍ ଦିନିକିଆ କ୍ରିକେଟ୍ରେ କ୍ରମାଗତ ଭାବେ ଅଷ୍ଟମ ବିଜୟ ହାସଲ କଲା ଟିମ୍ ଇଣ୍ଡିଆ । ଭାରତୀୟ ଦଳର ଶାଣୀତ ବୋଲିଂ ଆଗରେ ଭୁଶୁଡ଼ି ପଡିଲା ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଅର୍ଡର । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧର୍ାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୨୬ ରନ୍ କରିଥିଲା ଭାରତ । ୩୨୭ ରନ୍ର ପିଛା କରି ବ୍ୟାଟିଂ ଆରମ୍ଭ କରିଥିଲା ଦକ୍ଷିଣ ଆଫ୍ରିକା । ହେଲେ ମାତ୍ର ୮୩ ରନ୍ କରିବାକୁContinue reading “କ୍ରମାଗତ ଅଷ୍ଟମ ବିଜୟ ହାସଲ କଲା ଟିମ୍ ଇଣ୍ଡିଆ । ୨୪୩ ରନରେ ହାରିଲା ଦକ୍ଷିଣ ଆଫ୍ରିକା । କୋହଲିଙ୍କୁ ଛୁଟିଲା ଶୁଭେଚ୍ଛାର ସୁଅ ।”
ବେଆଇନ ଆପ୍ ଉପରେ କେନ୍ଦ୍ରର ବଡ କାର୍ଯ୍ୟାନୁଷ୍ଠାନ । ବିବାଦୀୟ ମହାଦେବ ବେଟିଂ ଆପ ସମେତ ୨୨ ବ୍ୟାଟିଂ ଆପ୍ ଉପରେ ଲାଗିଲା ପ୍ରତିବନ୍ଧକ ।
କନକ ବ୍ୟୁରୋ: ମହାଦେବ ଅନଲାଇନ ବେଟିଂ ଆପ୍ ମାମଲାରେ କେନ୍ଦ୍ର ସରକାର ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏହି ଆପ୍ ସହିତ ୨୨ ବେଆଇନ ବେଟିଂ ଆପ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏ ନେଇ ଆଇଟି ମନ୍ତ୍ରଣାଳୟ ଏ ନେଇ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରାଯାଇଛି । ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି, ଆଇଟି ଅଧିନିୟମ ୬୯-କ ଅନୁସାରେ ଛତିଶଗଡ ସରକାର ଏହା ଉପରେ ବ୍ୟାନ ଲଗାଇପାରିଥାନ୍ତେ । କିନ୍ତୁ ଏଭଳି ହେଲା ନାହିଁContinue reading “ବେଆଇନ ଆପ୍ ଉପରେ କେନ୍ଦ୍ରର ବଡ କାର୍ଯ୍ୟାନୁଷ୍ଠାନ । ବିବାଦୀୟ ମହାଦେବ ବେଟିଂ ଆପ ସମେତ ୨୨ ବ୍ୟାଟିଂ ଆପ୍ ଉପରେ ଲାଗିଲା ପ୍ରତିବନ୍ଧକ ।”
ଭୁବନେଶ୍ୱରରେ ପହଞ୍ଚିଲା ସହିଦ ଯବାନ ପ୍ରତାପ ପରିଡାଙ୍କ ପାର୍ଥିବ ଶରୀର । ଆଜି ଜନ୍ମମାଟି ପୁରୀ ଗୋପକୁ ଯିବ ମରଶରୀର ।
କନକ ବ୍ୟୁରୋ: ଆଜି ଜନ୍ମମାଟିକୁ ଯିବ ସହିଦ୍ ଯବାନ ପ୍ରତାପ ରଞ୍ଜନ ପରିଡ଼ାଙ୍କ ପାର୍ଥିବ ଶରୀର । ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଗତକାଲି ଭୁବନେଶ୍ୱରରେ ପହଂଚିଥିଲା ସହିଦ୍ ଯବାନ ପ୍ରତାପ ରଞ୍ଜନ ପରିଡ଼ାଙ୍କ ପାର୍ଥିବ ଶରୀର । ଏହାପରେ ପ୍ରତାପଙ୍କ ପାର୍ଥିୀବ ଶରୀର ଭୁବନେଶ୍ୱର ବିମାନବନ୍ଦରରୁ ଖୋର୍ଦ୍ଧା ବିଏସଫ୍ କ୍ୟାମ୍ପକୁ ନିଆଯାଇଥିଲା । ମେଘାଳୟ ସୁରା କ୍ୟାମ୍ପରୁ ଘାଟିକୁ ଯାଇଥିବା ସମୟରେ ବିଏସଏଫ ଯବାନ ହାବିଲଦାର ପ୍ରତାପ ରଞ୍ଜନ ପରିଡ଼ାଙ୍କ ଅଚନାକ୍ ଦେହନ୍ତContinue reading “ଭୁବନେଶ୍ୱରରେ ପହଞ୍ଚିଲା ସହିଦ ଯବାନ ପ୍ରତାପ ପରିଡାଙ୍କ ପାର୍ଥିବ ଶରୀର । ଆଜି ଜନ୍ମମାଟି ପୁରୀ ଗୋପକୁ ଯିବ ମରଶରୀର ।”
ଆଜି କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର, ଚଳଚଞ୍ଚଳ ଧବଳେଶ୍ୱର ପୀଠ । ଲାଗିଛି ଭକ୍ତଙ୍କ ଗହଳ, ହବିଷ୍ୟାଳିଙ୍କ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି
କନକ ବ୍ୟୁରୋ: ଆଜି କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ମହାପ୍ରଭୁ ଧବଳେଶ୍ୱରଙ୍କ ପୀଠ । ଦୂରଦୂରାନ୍ତରୁ ଏଠାକୁ ଛୁଟୁଛି ଭକ୍ତଙ୍କ ସୁଅ । ଏହାସହ ହବିଷ୍ୟାଳିଙ୍କ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ପ୍ରସ୍ତୁତି । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହାସହ ଅନ୍ୟ ଶୈବପୀଠମାନଙ୍କରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । The post ଆଜି କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର,Continue reading “ଆଜି କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର, ଚଳଚଞ୍ଚଳ ଧବଳେଶ୍ୱର ପୀଠ । ଲାଗିଛି ଭକ୍ତଙ୍କ ଗହଳ, ହବିଷ୍ୟାଳିଙ୍କ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି”
ନକଲି ପାଇଁ ଅଡୁଆରେ ଅସଲି ଚାଷୀ ! ଧାନ କିଣା ପ୍ରକ୍ରିୟା ବିଳମ୍ବିତ ହେବା ଆଶଙ୍କା
କନକ ବ୍ୟୁରୋ: ସାରା ରାଜ୍ୟରେ ଚାଷୀ ଧାନ ଅମଳ କଲାଣି, ମଣ୍ଡି ଖୋଲିଲେ ବିକ୍ରି କରିବାକୁ ଅପେକ୍ଷା କରିଛି । କିନ୍ତୁ ଏତିକି ବେଳେ ସାଟେଲଇଟ୍ ସର୍ଭେରୁ ଯେଉଁ ତଥ୍ୟ ଆସିଛି ତାହା ପ୍ରକୃତ ଚାଷୀଙ୍କ ଚିନ୍ତା ବଢାଇ ଦେଇଛି । ନକଲି ଜମି ଓ ନକଲି ଚାଷୀ ଚିହ୍ନଟ ହେବା ପରେ ତାର ଯାଂଚ ପାଇଁ ଧାନ ବିକ୍ରି ପ୍ରକ୍ରିୟା ବିଳମ୍ବିତ ହୋଇପାରେ ଆଶଙ୍କ କରିଛନ୍ତି ଚାଷୀ । ସାଟେଲାଇଟ୍ ସର୍ଭେରୁ ହଜାର ହଜାର ନକଲିContinue reading “ନକଲି ପାଇଁ ଅଡୁଆରେ ଅସଲି ଚାଷୀ ! ଧାନ କିଣା ପ୍ରକ୍ରିୟା ବିଳମ୍ବିତ ହେବା ଆଶଙ୍କା”
ଜାଡେଜାଙ୍କ ଯାଦୁ: ୮୩ ରନରେ ଦକ୍ଷିଣ ଆଫ୍ରିକା ଅଲଆଉଟ, ୨୪୩ ରନରେ ଜିତିଲା ଭାରତ
କନକ ବ୍ୟୁରୋ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଦମଦାର ମ୍ୟାଚ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ଶୋଚନୀୟ ପରାଜୟ କରିଛି । ଭାରତ ଏହି ମ୍ୟାଚକୁ ୨୪୩ ରନରେ ଜିତି ନେଇଛି । ଭାରତ ପକ୍ଷରୁ ଜାଡେଜାଙ୍କ ଯାଦୁଗରୀ ବୋଲିଂ ଦେଖିବାକୁ ମିଳିଛି । ଜାଡେଜା ଆଜିର ମ୍ୟାଚରେ ୫ ୱିକେଟ ହାସଲ କରିଛନ୍ତି । ବିଶ୍ୱକପରେ ଏବେ ଯାଏଁ ଭାରତ ଗୋଟିଏ ବି ମ୍ୟାଚରେ ପରାଜିତ ହୋଇ ନାହିଁ ।Continue reading “ଜାଡେଜାଙ୍କ ଯାଦୁ: ୮୩ ରନରେ ଦକ୍ଷିଣ ଆଫ୍ରିକା ଅଲଆଉଟ, ୨୪୩ ରନରେ ଜିତିଲା ଭାରତ”
ବଢ଼ୁଛି ରେଞ୍ଜ ରୋଭର କାର ମାଲିକଙ୍କ ଅଡୁଆ: ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି
କନକ ବ୍ୟୁରୋ: ରାଜଧାନୀ ପାୱାରହାଉସ ଛକ ଦୁର୍ଘଟଣାକୁ ୬ ଦିନ ବିତିଲାଣି । ଦୁର୍ଘଟଣାର ଶିକାର ହୋଇଥିବା ଜଗତସିଂହପୁରର ଲୋପାମୁଦ୍ରା ସାହୁଙ୍କ ମୃତ୍ୟୁ ଘଟିଛି । ହେଲେ ଏହି ମାମଲାରେ ତଦନ୍ତ କରୁଥିବା କମିଶନରେଟ ପୋଲିସ, କାର୍ ମାଲିକଙ୍କ ପାଖରେ କାହିଁକି ପହଂଚିପାରୁନାହିଁ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଯଦିଓ ଏହି ମାମଲାରେ ପୋଲିସ କାର ଚାଳକଙ୍କୁ ଗିରଫ କରିଛି କିନ୍ତୁ ଗାଡି ମାଲିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ହୋଇଛି । ବିଜେପି ଏହିContinue reading “ବଢ଼ୁଛି ରେଞ୍ଜ ରୋଭର କାର ମାଲିକଙ୍କ ଅଡୁଆ: ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି”
କଳାମୁଗୁନି ପଥର କାରିଗରି ପାଇଁ ଏହି ଗାଁର ରହିଛି ପ୍ରସିଦ୍ଧି । ବଜାର ବ୍ୟବସ୍ଥା ଓ ପ୍ରୋତ୍ସାହନ ଅଭାବରୁ ବେଉସା ହରାଇଲେଣି କାରିଗର
କନକ ବ୍ୟୁରୋ : ସଙ୍କଟରେ କନ୍ଦାଗଡ଼ର ପଥର ଶିଳ୍ପ । ନିର୍ଜିବ ପଥରରେ ଜୀବନ ଭରି ଦେଉଥିବା ଶିଳ୍ପୀ ଆଜି ଅଲୋଡ଼ା । ଉପଯୁକ୍ତ ବଜାର ଓ ପ୍ରୋତ୍ସାହନ ଅଭାବରୁ ପରିବାର ପ୍ରତିପୋଷଣ ପାଇଁ ଚିନ୍ତାରେ ପଥର ଶିଳ୍ପୀ । କଳାହାଣ୍ଡି ଜିଲ୍ଲା ଆମପାଣି ନିକଟରେ ଥିବା ପଥର ଶିଳ୍ପୀଙ୍କ ଗାଁ ହେଉଛି କନ୍ଦାଗଡ଼ । ପଥର କଳା ପାଇଁ ଗାଁର ରହିଛି ସ୍ୱତନ୍ତ୍ର ପରିଚୟ । ଏଠାକାର କାରିଗରଙ୍କ ହାତରେ କଥା କହେ ପଥର ମୂର୍ତିContinue reading “କଳାମୁଗୁନି ପଥର କାରିଗରି ପାଇଁ ଏହି ଗାଁର ରହିଛି ପ୍ରସିଦ୍ଧି । ବଜାର ବ୍ୟବସ୍ଥା ଓ ପ୍ରୋତ୍ସାହନ ଅଭାବରୁ ବେଉସା ହରାଇଲେଣି କାରିଗର”