କନକ ବ୍ୟୁରୋ : ସବାଇ ଘାସରେ ତିଆରି ହେଉଛି ଚପଲ । ଏହି ଚପଲ ଦେଖିବାକୁ ବେଶ ଆକର୍ଷଣୀୟ ହୋଇଥିବା ବେଳେ ଏହାକୁ ପସନ୍ଦ କରୁଛନ୍ତି ଗ୍ରାହକ । ବଜାରରେ ଦିନକୁ ଦିନ ଇକୋଫ୍ରେଣ୍ଡଲି ଜିନିଷର ଚାହିଦା ବଢ଼ୁଛି । ତେଣୁ ବାଲେଶ୍ୱର ବସ୍ତା ବ୍ଲକ ଅନ୍ତର୍ଗତ ନାବରା ଗାଁର ମହିଳା ମାନେ ସବାଇ ଘାସ, ଝୋଟ ଓ ଉଲରେ ତିଆରି କରୁଛନ୍ତି ୨୦୦ରୁ ଅଧିକ ପ୍ରକାରର ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ । ଝୋଟରେ ବିଭିନ୍ନ ପ୍ରକାରର ରେଡିମେଡ୍Continue reading “ୟୁଟ୍ୟୁବ୍ ଦେଖାଇଲା ରୋଜଗାରର ରାସ୍ତା । ସବାଇ ଘାସ, ଉଲ ଓ ଝୋଟରେ ତିଆରି ହେଉଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ”
Tag Archives: News
ନୂଆ ପ୍ରଣାଳୀରେ ଛତୁ ଚାଷ କରି ଚର୍ଚ୍ଚାରେ ବାଲେଶ୍ୱରର ଯୁବ ଚାଷୀ ମନୋରଞ୍ଜନ । ଧିଙ୍ଗିରି ଛତୁ, ପାଳ ଛତୁ, ମିଲ୍କ ମସରୁମ୍ ଚାଷକରି ହେଉଛନ୍ତି ଲାଭବାନ
କନକ ବ୍ୟୁରୋ : ନୂଆ ପ୍ରଣାଳୀରେ ଛତୁ ଚାଷ । ବାପା କରୁଣାକରଙ୍କ ସହ ମିଶି ସେମି କମ୍ପୋଷ୍ଟ ଜରିଆରେ ଛତୁ ଚାଷ କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ବାଲେଶ୍ୱର ରେମୁଣା ବ୍ଲକ ମଙ୍ଗଳପୁର ଗାଁର ମନୋରଞ୍ଜନ । ୨୦୨୦ରୁ ବିଏ ପାସ୍ କରିବା ପରେ ଏହି କାମରେ ଲାଗିପଡ଼ିଛନ୍ତି ମନୋରଞ୍ଜନ । ନୂଆ ପ୍ରଣାଳୀରେ ଚାଷ କରିବା ପାଇଁ ତାଙ୍କୁ ଅନେକ ପରିଶ୍ରମ କରିବାକୁ ପଡ଼ିଛି । ଏଥିପାଇଁ ମଧ୍ୟ ପ୍ରାଥମିକ ପର୍ଯ୍ୟାୟରେContinue reading “ନୂଆ ପ୍ରଣାଳୀରେ ଛତୁ ଚାଷ କରି ଚର୍ଚ୍ଚାରେ ବାଲେଶ୍ୱରର ଯୁବ ଚାଷୀ ମନୋରଞ୍ଜନ । ଧିଙ୍ଗିରି ଛତୁ, ପାଳ ଛତୁ, ମିଲ୍କ ମସରୁମ୍ ଚାଷକରି ହେଉଛନ୍ତି ଲାଭବାନ”
ହିଂସା ଭିତରେ ସରିଲା ଛତିଶଗଡ଼ରେ ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର: ବିଜେପି ଓ କଂଗ୍ରେସର ହେଭିୱେଟ୍ ନେତାଙ୍କ ଜୋରଦାର କସରତ
କନକ ବ୍ୟୁରୋ: ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି । ଉଭୟ କଂଗ୍ରେସ ଏବଂ ବିଜେପିର ହେବିୱେଟ ନେତା ଶେଷ ଦିନରେ ଜୋରଦାର ପ୍ରଚାର କରିଛନ୍ତି । ପରସ୍ପରକୁ ଆକ୍ଷେପ ପ୍ରତିଆକ୍ଷେପ ଭିତରେ ଭୋଟରଙ୍କ ମୁଡ ଜିଣିବାକୁ ପ୍ରୟାସ କରିଛନ୍ତି । ହେଲେ ଏହାରି ଭିତରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ମାଓବାଦୀ ଲ୍ୟାଣ୍ଡମାଇନ୍ ବିଛାଉଥିବା ବେଳେ ବିସ୍ଫୋରଣ ହେବାରୁ ଜଣେ ମାଓବାଦୀ ପ୍ରାଣ ହରାଇଛନ୍ତି । ସେହିପରି ଶନିବାରContinue reading “ହିଂସା ଭିତରେ ସରିଲା ଛତିଶଗଡ଼ରେ ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର: ବିଜେପି ଓ କଂଗ୍ରେସର ହେଭିୱେଟ୍ ନେତାଙ୍କ ଜୋରଦାର କସରତ”
ଏକର ଏକର ଜମିରେ ନଳିତା ଚାଷ କରିଛନ୍ତି ବାଙ୍କୀ ବିଲିପଡ଼ା ଗାଁର ଚାଷୀ । ଦୀପାବଳିରେ କାଉଁରିଆ କାଠି ବିକ୍ରି କରି ରୋଜଗାର କରିବାକୁ ରହିଛି ଆଶା
କନକ ବ୍ୟୁରୋ : ନଳିତା ଚାଷର ଗାଁ ବିଲିପଡ଼ା । ବାଙ୍କୀ ଡମପଡା ବ୍ଲକ ଅନ୍ତର୍ଗତ ବିଲିପଡ଼ା ଗାଁର ପ୍ରାୟ ଦେଢ଼ଶହ ଚାଷୀ ନଳିତା ଚାଷକୁ ନିଜର ବୃତ୍ତି ରୂପେ ଆପଣେଇଛନ୍ତି । ଚଳିତ ବର୍ଷ ବନ୍ୟା ହୋଇ ନଥିବାରୁ ଭଲ ଅମଳ ହୋଇଥିବା କହିଛନ୍ତି ଚାଷୀ । ଫଳରେ ଏଥର ଦୀପାବଳୀରେ କାଉଁରିଆ କାଠି ବିକ୍ରିକରି ଭଲ ରୋଜଗାର କରିପାରିବେ ବୋଲି ସେମାନେ ଆଶା ବାନ୍ଧିଛନ୍ତି । ନଳିତା ଚାଷ କରି ସେଥିରୁ ବାହାରୁଥିବା ଝୋଟକୁContinue reading “ଏକର ଏକର ଜମିରେ ନଳିତା ଚାଷ କରିଛନ୍ତି ବାଙ୍କୀ ବିଲିପଡ଼ା ଗାଁର ଚାଷୀ । ଦୀପାବଳିରେ କାଉଁରିଆ କାଠି ବିକ୍ରି କରି ରୋଜଗାର କରିବାକୁ ରହିଛି ଆଶା”
ଦୀପାବଳି ପାଇଁ ଚାଲିଛି ଦୀପ ପ୍ରସ୍ତୁତି । ସୌର ଓ ବିଦ୍ୟୁତ ଚାଳିତ ଚକରେ ମାଟି ନିର୍ମିତ ଦୀପ ତିଆରି କରୁଛନ୍ତି କାରିଗର
କନକ ବ୍ୟୁରୋ : ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ କୁମ୍ଭାରଗୁଡା ଗାଁର କୁମ୍ଭାରଶାଳର ଚିତ୍ର କିଛି ଭିନ୍ନ ବୟାନ କରୁଛି । ପାରମ୍ପାରିକ ଚକ ବଦଳରେ ଏବେ ବିଦ୍ୟୁତ୍ ଓ ସୌର ଚାଳିତ ଚକରେ ତିଆରି ହେଉଛି ମାଟି ସାମଗ୍ରୀ । ପ୍ରତିବର୍ଷ ଦୀପାବଳି ସମୟରେ ମାଟି ଦିପର ଚାହିଦା ଅହେତୁକ ଭାବେ ବଢି ଯାଇଥାଏ । ଆଉ ଦିନ କେଇଟା ପରେ ଦୀପାବଳି ହୋଇଥିବାରୁ ମାଟି ଦୀପ ପ୍ରସ୍ତୁତ କରିବା ଲାଗି ଦିନ ରାତି ଏକContinue reading “ଦୀପାବଳି ପାଇଁ ଚାଲିଛି ଦୀପ ପ୍ରସ୍ତୁତି । ସୌର ଓ ବିଦ୍ୟୁତ ଚାଳିତ ଚକରେ ମାଟି ନିର୍ମିତ ଦୀପ ତିଆରି କରୁଛନ୍ତି କାରିଗର”
ଓଲିଉଡ କଳିରେ ବଳିପଡିଲା କି ‘ପ୍ରଥା’? ପୋଷ୍ଟର ଚିରା ଘଟଣାରେ ୨ ଗିରଫ
କନକ ବ୍ୟୁରୋ: ସିନେମା କଳି ଭିତରେ ବଳି ପଡିଗଲା କି ସ୍ୱରାଜଙ୍କ ଅଭୀନିତ ଫିଲ୍ମ ପ୍ରଥା? ପଶ୍ଚିମ ଓଡିଶାରେ ପ୍ରଥାର ପୋଷ୍ଟର ଚିରା ହେବା ଘଟଣା ସାମ୍ନାକୁ ଆସିବା ପରେ ଦୁଇ ଜଣଙ୍କୁ ଗିରଫ କରିଛି ଝାରସୁଗୁଡା ପୋଲିସ । ସେପଟେ ପ୍ରଥା ସିନେମାର ପ୍ରଯୋଜିକା କହିଛନ୍ତି, ତାଙ୍କୁ ନ୍ୟାୟ ଦରକାର । ଅନ୍ୟପଟେ ଅଭିନେତା ମନୋଜ ମିଶ୍ର ପ୍ରଯୋଜିକା ସାନଲିସାଙ୍କୁ ଭଉଣୀ ସମ୍ବୋଧନ କରି କହିଛନ୍ତି, ପ୍ରଥମେ ଡିଷ୍ଟ୍ରିବ୍ୟୁସନ କଥାକୁ ବୁଝିବା ଆବଶ୍ୟକ । ଏହାରିContinue reading “ଓଲିଉଡ କଳିରେ ବଳିପଡିଲା କି ‘ପ୍ରଥା’? ପୋଷ୍ଟର ଚିରା ଘଟଣାରେ ୨ ଗିରଫ”
ନୂଆପଡ଼ାରେ ପୁଣି ବାଘ ଆତଙ୍କ: କୋଦୋପାଲି ଗାଁରେ ଆଉ ଏକ ବାଘ ବୁଲୁଥିବା ନେଇ ଭୟଭୀତ ସ୍ଥାନୀୟ ଲୋକେ
କନକ ବ୍ୟୁରୋ: ଗତକାଲି ରାତିରେ କଲରାପତରିଆ ବାଘ ଧରାପଡିଥିଲେ ବି ନୂଆପଡା ଲୋକଙ୍କ ମନରେ ଏବେ ବି ବାଘ ଭୟ । ଜଣଙ୍କ ପରେ ଜଣେ ଗାଁ ଲୋକଙ୍କୁ ବାଘ ଟେକିନେବା ପରେ ବନ କର୍ମଚାରୀଙ୍କ ମନରେ ଭାଳେଣି ପଡିଥିଲା । ତେବେ ଗୋଟିଏ ଘରେ ଥିବା ସମୟରେ କିପରି ଜାଲ ପକାଇ ବାଘକୁ କାବୁ କରାଯାଇଛି ସେ କଥା କହିଛି ବନ ବିଭାଗ । ଅନ୍ୟପଟେ ପ୍ରଚାର ଚାଲିଛି ଏବେ ବି ବୁଲୁଛି ଆଉ ଗୋଟିଏContinue reading “ନୂଆପଡ଼ାରେ ପୁଣି ବାଘ ଆତଙ୍କ: କୋଦୋପାଲି ଗାଁରେ ଆଉ ଏକ ବାଘ ବୁଲୁଥିବା ନେଇ ଭୟଭୀତ ସ୍ଥାନୀୟ ଲୋକେ”
ସହରୀ ଭୋଟର ଉପରେ ବିଜେପି ଆଖି: ଯୁବ ଓ ନୂଆ ଭୋଟରଙ୍କୁ ଟାର୍ଗେଟ
କନକ ବ୍ୟୁରୋ: ବିଜେପି ନଜରରେ ସହରୀ ଭୋଟର । ସହରର ଭୋଟର ଅଧିକରୁ ଅଧିକ ଭୋଟ୍ କେମିତି ଦେବେ ତାକୁ ନେଇ ପ୍ରଶିକ୍ଷଣ ଶିବିର କରିଛି ବିଜେପି । କମ୍ ଭୋଟ୍ ଦେଉଥିବା ଶିକ୍ଷିତ ଭୋଟରଙ୍କ ସଂଖ୍ୟା ବଢିଲେ ଗଣତନ୍ତ୍ର ସୁଦୃଢ ହେବ ବୋଲି ବାର୍ତା ଦେଇଛି ବିଜେପି । ସେପଟେ ବିଜେଡି କଟାକ୍ଷ କରି କହିଛି, ବହୁ ବିଳମ୍ବରେ ପ୍ରସ୍ତୁତ ଆରମ୍ଭ କରିଛି ବିଜେପି । ୨୪ ନିର୍ବାଚନ ପୂର୍ବରୁ କସରତ ଆରମ୍ଭ କରି ଦେଇଛିContinue reading “ସହରୀ ଭୋଟର ଉପରେ ବିଜେପି ଆଖି: ଯୁବ ଓ ନୂଆ ଭୋଟରଙ୍କୁ ଟାର୍ଗେଟ”
ପରିକ୍ରମା ପ୍ରକଳ୍ପ ପୂର୍ବରୁ ରତ୍ନଭଣ୍ଡାର ଖୋଲିବାକୁ ଦାବି: ଲେଜର ସ୍କାନିଂ ଯୋଜନାବଦ୍ଧ ଷଡ଼ଯନ୍ତ୍ର କହିଲା ବିଜେପି
କନକ ବ୍ୟୁରୋ: ରତ୍ନଭଣ୍ଡାରର ଲେଜର ସ୍କାନିଂ କଥା ସାମ୍ନାକୁ ଆସିବା ପରେ ବିରୋଧୀ ଏହାକୁ ନାପସନ୍ଦ କରିଛନ୍ତି । ଏହାସହ ରାଜ୍ୟ ସରକାରଙ୍କ ଏହି ନିଷ୍ପତି ଉପରେ ପ୍ରଶ୍ନ ଉଠାଇଛି ବିଜେପି । ଲେଜରସ୍କାନିଂ ନା ନେଇ ରତ୍ନଭଣ୍ଡାର ନଖୋଲିବା ପାଇଁ ସରକାର ଯୋଜନାବଦ୍ଧ ଷଡଯନ୍ତ୍ର କରୁଥିବା କହିଛି ବିଜେପି । ଆଗକୁ ପରିକ୍ରମାପ୍ରକଳ୍ପର ଉଦଘାଟନ ଥିବା ବେଳେ ତାପୂର୍ବରୁ ରତ୍ନଭଣ୍ଡାର ଖୋଲିବାକୁ ଦାବି ହୋଇଛି । ଅନ୍ୟପଟେ ବିରୋଧୀ କହିଛନ୍ତି, ରତ୍ନଭଣ୍ଡାର ଖୋଲିଲେ ସରକାର ଭାଙ୍ଗିିଯିବContinue reading “ପରିକ୍ରମା ପ୍ରକଳ୍ପ ପୂର୍ବରୁ ରତ୍ନଭଣ୍ଡାର ଖୋଲିବାକୁ ଦାବି: ଲେଜର ସ୍କାନିଂ ଯୋଜନାବଦ୍ଧ ଷଡ଼ଯନ୍ତ୍ର କହିଲା ବିଜେପି”
ଅନୁଗୁଳରେ ଚାଲିଛି ଗଜଲକ୍ଷ୍ମୀ ପୂଜା, କିଶୋରନଗର ପୂଜାର ମୁଖ୍ୟ ଆକର୍ଷଣ ଅନୁଗୁଳର ପ୍ରଥମ ଧନୁଯାତ୍ରା
କନକ ବ୍ୟୁରୋ : ଜମୁଛି ପୂଜା ମାହୋଲ । ଚାରିଆଡେ ଉତ୍ସାହ ଉଦ୍ଦିପନା । ଅନୁଗୁଳ କିଶୋରନଗର, ଖଣ୍ଡହତା ଓ ପିପଳବାହାଳ ଗାଁର ମିଳିତ ଉଦ୍ୟମରେ ଅନୁଷ୍ଠିତ ହେଉଛି ୬୧ ତମ ଗଜଲକ୍ଷ୍ମୀ ପୂଜା । ଲକ୍ଷ୍ମୀପୂଜାର ମୁଖ୍ୟ ଆକର୍ଷଣ ପାଲଟିଛି ଧନୁଯାତ୍ରା ମହୋତ୍ସବ । ଅନୁଗୁଳରେ ପ୍ରଥମ ଥର ପାଇଁ ମହାରାଜ କଂସଙ୍କ ଅଟହାସ୍ୟରେ କମ୍ପୁଛି ମୁକ୍ତାକାଶ ରଙ୍ଗମଂଚ । ଆଉ କଂସଙ୍କ ଅଟହାସ୍ୟରେ ଘାଇଲା ହେଉଛନ୍ତି ଅତିଥି । ୧୦ ଦିନ ଧରି ଚାଲୁଥିବାContinue reading “ଅନୁଗୁଳରେ ଚାଲିଛି ଗଜଲକ୍ଷ୍ମୀ ପୂଜା, କିଶୋରନଗର ପୂଜାର ମୁଖ୍ୟ ଆକର୍ଷଣ ଅନୁଗୁଳର ପ୍ରଥମ ଧନୁଯାତ୍ରା”