କନକ ବ୍ୟୁରୋ : ଚାଲିଛି ଧାଁ ଦୌଡ । ସକାଳ ୬ଟାରୁ କଏ ଦୌଡୁଛି ତ ଆଉ କିଏ ବିଭିନ୍ନ ପ୍ରକାର ଶାରିରୀକ ପରିଶ୍ରମ କରୁଛନ୍ତି । ଶାରୀରିକ ଭାବେ ଫିଟ୍ ରହିବା ପାଇଁ ସମସ୍ତେ କସରତ କରୁଛନ୍ତି । ବରଗଡ ପଂଚାୟତ କଲେଜ ପଡିଆର ଏହି ଦୃଶ୍ୟ ଦେଖି ଆପଣମାନେ ଭାବୁଥିବେ, ବୋଧହୁଏ ଏଠାରେ ଓପନ୍ ଜିମ୍ କରାଉଛି । ହେଲେ ନା, ଏହି ଅକ୍ଲାନ୍ତ ପରିଶ୍ରମ ପଛରେ ରହିଛି ଦେଶ ସେବାର ଆଶା ।Continue reading “ସେନାରେ ସାମିଲ ହେବାର ସ୍ୱପ୍ନକୁ ସାକାର କରାଉଛି ବରଗଡର ଫିଜିକାଲ ଫିଟନେସ୍ ଏକାଡେମୀ, ଦେଢ ବର୍ଷ ହେଲା ମାଗଣାରେ ଯୁବପିଢିଙ୍କୁ ଦେଉଛନ୍ତି ପ୍ରଶିକ୍ଷଣ”
Tag Archives: News
ଓଡିଶାର ପେନ୍ ମ୍ୟାନ: ସାଇତି ରଖିଛନ୍ତି ୫ ଟଙ୍କିଆରୁ ୫ ହଜାର ଟଙ୍କିଆ ପେନ୍
କନକ ବ୍ୟୁରୋ: କୁହାଯାଏ, ଯେଉଁଠି ଶବ୍ଦ ହାର୍ ମାନେ, ପରିପ୍ରକାଶ କରିବାକୁ ବିବେକ ବାଧା ଦିଏ, ସେଠି କଥାକୁହେ କଲମ । ଶହେ ଖଣ୍ଡା ଯାହା ନକରିପାରେ ତାହା ଗୋଟିଏ କଲମ ହିଁ କରିଦେଖାଏ । କଲମ ବା ପେନ୍ କୁ କିଏ କେତେ ଭଲପାଏ ତାହା ଆଜି ଆମେ ଆପଣଙ୍କୁ ଦେଖାଇବୁ । ପେନ ପେନ ଓ ପେନ…. ଯୁଆଡେ ଦେଖିବେ ଖାଲି ପେନ୍ ହିଁ ପେନ୍ । ଶସ୍ତାଠୁ ଆରମ୍ଭ କରି ସୁନା କଲମ,Continue reading “ଓଡିଶାର ପେନ୍ ମ୍ୟାନ: ସାଇତି ରଖିଛନ୍ତି ୫ ଟଙ୍କିଆରୁ ୫ ହଜାର ଟଙ୍କିଆ ପେନ୍ “
ପାଣିରେ ପଡୁଛି ଆଇଟିଡିଏ ପ୍ରକଳ୍ପ ଅର୍ଥ, ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ସରକାରୀ ଅର୍ଥ ଆତ୍ମସାତ କରୁଥିବା ଅଭିଯୋଗ
କନକ ବ୍ୟୁରୋ : ଆଇଟିଡିଓ ପ୍ରକଳ୍ପ । ଅନୁସୂଚିତଜାତି ଓ ଜନଜାତି ବିକଶ ପାଇଁ କାମ କରୁଛି ଏହି ବିଭାଗ । କିନ୍ତୁ ମାଲକାନଗିରିରେ ଏହି ବିଭାଗ କେମିତି କାମ କରୁଛି ତାହା ଆପଣଙ୍କ ସାମନାରେ ରଖିବାକୁ ଯାଉଛୁ । ବିଗତ ଦିନରେ ହୋଇଥିବା ଆଇଟିଡିଏ ପ୍ରକଳ୍ପ ଶ୍ରେଣୀ ଗୃହ ଉପରେ ନଜର ପକାନ୍ତୁ । ବାରମ୍ବାର ମରାମତି କରାଯାଉଥିଲେ ବି ବାସ୍ତବ ଚିତ୍ର କିନ୍ତୁ ବିକଳ ଅବସ୍ଥାରେ ରହିଛି । ଭଙ୍ଗା ଦଦରା ଅବସ୍ଥାରେ ଶ୍ରେଣୀContinue reading “ପାଣିରେ ପଡୁଛି ଆଇଟିଡିଏ ପ୍ରକଳ୍ପ ଅର୍ଥ, ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ସରକାରୀ ଅର୍ଥ ଆତ୍ମସାତ କରୁଥିବା ଅଭିଯୋଗ”
ଦର୍ଶକଙ୍କ ହୃଦୟ ଜିତୁଛି ମାଇଁ ସୁଇଟ ୱାଇଫ: ମୁଖ୍ୟ ଚରିତ୍ରରେ ନୈନା ଏବଂ ପ୍ରୀତିରାଜ
କନକ ବ୍ୟୁରୋ: ନିଚ୍ଛକ ଅଭିନୟ ଆଉ ସୁନ୍ଦର କାହାଣୀକୁ ନେଇ ନିର୍ମାଣ ହେଇଛି ନୂଆ ଓଡିଆ ଫିଲ୍ମ ମାଇଁ ସୁଇଟ୍ ହାଉସ୍ ୱାଇଫ୍ । ପରିବାର ଆଉ ପ୍ରେମ ସହ ଏହି ଫିଲ୍ମରେ, ଦୁଇ ସ୍ୱାମୀ ସ୍ତ୍ରୀଙ୍କ ଜୀବନ କାହାଣୀକୁ କ୍ୟାମେରାର ଲେନ୍ସରେ ବାନ୍ଧି ପରଦାରେ ଉତାରିଛନ୍ତି ନୈନା ଦାସ ଆଉ ପ୍ରୀତିରାଜ । ଯାହାକି ଦର୍ଶକଙ୍କ ହୃଦୟକୁ ଛୁଇଁପାରିଛି । ଏବଂ ଦର୍ଶକଙ୍କ ଆଖିକୁ ବଡ ପରଦାରେ ବାନ୍ଧିପାରିଛି । ଓଲିଉଡରେ ଲାଗିଥିବା କଳାକାରଙ୍କ କଳିContinue reading “ଦର୍ଶକଙ୍କ ହୃଦୟ ଜିତୁଛି ମାଇଁ ସୁଇଟ ୱାଇଫ: ମୁଖ୍ୟ ଚରିତ୍ରରେ ନୈନା ଏବଂ ପ୍ରୀତିରାଜ”
ଭୋଗରାଇରେ ବାଲି ମାଫିଆଙ୍କ ରାଜ୍? ବାଲି ଖୋଳିଖୋଳି ପୋଖରୀ ହେଲାଣି, ନିଘୋଡ ନିଦ୍ରାରେ ଶୋଇଛି ପ୍ରଶାସନ!
କନକ ବ୍ୟୁରୋ : ବାଲେଶ୍ୱର ଭୋଗରାଇ ତହସିଲ ଅନ୍ତର୍ଗତ ସୀମାନ୍ତ ଗାଁ ମାନକୁଣ୍ଡର ଅଞ୍ଚଳ । ଯୁଆଡେ ଚାହିଁବ ସିଆଡେ ବଡ ବଡ ଗାତ । ୧୫ରୁ ୨୦ ଫୁଟର ଗାତରେ ପାଣି ଜମି ପୋଖରୀରେ ପରିଣତ ହୋଇଛି । ପ୍ରତିଦିନ ଶହ ଶହ ଗାଡି ଟ୍ରିପ ଟ୍ରିପ କରି ବାଲି ଓଡିଶାରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ରାତାରାତି ବାଲି ନେଇ ଚଢା ଦାମରେ ବିକ୍ରି କରି ବାଲିContinue reading “ଭୋଗରାଇରେ ବାଲି ମାଫିଆଙ୍କ ରାଜ୍? ବାଲି ଖୋଳିଖୋଳି ପୋଖରୀ ହେଲାଣି, ନିଘୋଡ ନିଦ୍ରାରେ ଶୋଇଛି ପ୍ରଶାସନ!”
ବିରାଟ କୋହଲିଙ୍କ ଶତକ: ୩୨୬ ରନ କଲା ଭାରତ, ଦକ୍ଷିଣ ଆଫ୍ରିକାକୁ ୩୨୭ ରନର ଟାର୍ଗେଟ
କନକ ବ୍ୟୁରୋ: ଆଜି ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚରେ ଟିମ ଇଣ୍ଡିଆର ଦମଦାର ବ୍ୟାଟିଂ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଭାରତ ପକ୍ଷରୁ ବିରାଟ କୋହଲି ଶତକ ହାସଲ କରିଛନ୍ତି । ବିରାଟ ଜନ୍ମଦିନରେ ଦେଶବାସୀଙ୍କୁ ଶତକ ଭେଟି ଦେଇଛନ୍ତି । ଫଳରେ ଭାରତ ୫୦ ଓଭର ବ୍ୟାଟିଂ କରି ୩୨୬ ରନ କରିବାରେ ସଫଳ ହୋଇଛି । ଫଳରେ ଦକ୍ଷିଣ ଆଫ୍ରିକାକୁ ଏବେ ୩୨୭ ରନର ଟାର୍ଗେଟ ଦରକାର । ଏହି ମ୍ୟାଚରେ ଟସ ଜିତିContinue reading “ବିରାଟ କୋହଲିଙ୍କ ଶତକ: ୩୨୬ ରନ କଲା ଭାରତ, ଦକ୍ଷିଣ ଆଫ୍ରିକାକୁ ୩୨୭ ରନର ଟାର୍ଗେଟ “
ପାହାଡ ପାଖ ଜମିରେ ରାଜ କରୁଛନ୍ତି ହାତୀ, ଔପଦା ଓ ସୋରରେ ଧାନ ଫସଲ ସୁରକ୍ଷା ପାଇଁ ମଂଚାରେ ଜଗୁଛନ୍ତି ଚାଷୀ
କନକ ବ୍ୟୁରୋ : ଅମଳ ଆଗରୁ ଧାନ ବିଲରେ ବୁଲୁଛନ୍ତି ହାତୀ । ଦିନରେ ଜମି ପାଖ ଜଙ୍ଗଲରେ ରହୁଛନ୍ତି, ସଂଧ୍ୟା ହେଲେ ଧାନ ବିଲକୁ ଆସି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଉଛନ୍ତି । ପାହାଡ ପାଖ ଧାନ କ୍ଷେତରେ ହାତୀଙ୍କ ପାର୍ଦୁଭାବ ବଢିଛି । ହାତୀ ପାଦତଳେ ବର୍ଷକର ଆହାର ଉଜୁଡି ଯାଉଥିବା ଦେଖି ଚାଷୀଙ୍କ ହୋଶ ଉଡିଯାଉଛି । ବାଲେଶ୍ୱର ଜିଲ୍ଲାର ଔପଦା ବ୍ଲକ ଓ ସୋର ବ୍ଲକରେ ଧାନ ଫସଲ ନଷ୍ଟ କରିContinue reading “ପାହାଡ ପାଖ ଜମିରେ ରାଜ କରୁଛନ୍ତି ହାତୀ, ଔପଦା ଓ ସୋରରେ ଧାନ ଫସଲ ସୁରକ୍ଷା ପାଇଁ ମଂଚାରେ ଜଗୁଛନ୍ତି ଚାଷୀ”
ଜନ୍ମଦିନରେ ଶତକ ଭେଟି: ୪୯ତମ ଶତକ ହାସଲ କରି ସଚିନଙ୍କ ସମକକ୍ଷ ହେଲେ ବିରାଟ
କନକ ବ୍ୟୁରୋ: ଜନ୍ମ ଦିନରେ ଶତକ ଭେଟି ଦେଇଛନ୍ତି ବିରାଟ କୋହଲି । ଆଜି ବିରାଟ କୋହଲିଙ୍କ ଜନ୍ମଦିନ ସେପଟେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ବିରାଟ ଶତକ ହାସଲ କରିଛନ୍ତି ଯାହା ଫ୍ୟାନଙ୍କ ଖୁସିକୁ ଦ୍ୱିଗୁଣିତ କରିଦେଇଛି । ଏହି ଶତକ ସହ ବିରାଟ ଦିନିକିଆରେ ୪୯ତମ ଶତକ ହାସଲ କରିଛନ୍ତି । ଆଉ ଏହି ରେକର୍ଡ କରିବାରେ ସେ ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି । ସେହିପରି ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତContinue reading “ଜନ୍ମଦିନରେ ଶତକ ଭେଟି: ୪୯ତମ ଶତକ ହାସଲ କରି ସଚିନଙ୍କ ସମକକ୍ଷ ହେଲେ ବିରାଟ”
ସ୍କୁଲରେ ନାହିଁ ରୋଷେଇ ଘର, ପାଇଖାନା ଘରେ ଚାଲିଛି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି, ନୟାଗଡ ବାଲିସାହି ପ୍ରାଥମିକ ସ୍କୁଲରୁ ଆସିଲା ଅବ୍ୟବସ୍ଥାର ଚିତ୍ର
କନକ ବ୍ୟୁରୋ : ବିଦ୍ୟାଳୟ ଅଛି, ଶିକ୍ଷକ ଅଛନ୍ତି ହେଲେ ସ୍କୁଲରେ ନାହିଁ ରୋଷେଇ ଘର । ପାଇଖାନା ଘରେ ଚାଲିଛି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି । ନୟାଗଡ ନୂଆଗାଁ ବ୍ଳକ ବାଲିସାହି ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏପରି ଅବ୍ୟବସ୍ଥାର ଚିତ୍ର । ଘଟଣା ସଂପର୍କରେ ଜାଣିବା ପରେ ସ୍କୁଲରେ ପହଂଚିଥିଲା କନକ ନ୍ୟୁଜ୍ । କ୍ୟାମେରାରେ କଏଦ ହୋଇଥିଲା ମଧ୍ୟାହ୍ନ ଭୋଜନ ରୋଷେଇ ବେଳର ଟିକ୍ନିକ୍ ଦୃଶ୍ୟ । ସ୍କୁଲ ପଛପଟ ପାଇଖାନା ଘରେ ରୋଷେଇContinue reading “ସ୍କୁଲରେ ନାହିଁ ରୋଷେଇ ଘର, ପାଇଖାନା ଘରେ ଚାଲିଛି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି, ନୟାଗଡ ବାଲିସାହି ପ୍ରାଥମିକ ସ୍କୁଲରୁ ଆସିଲା ଅବ୍ୟବସ୍ଥାର ଚିତ୍ର”
ହଠାତ୍ ରାତିରେ ମାଡି ଆସିଲା ବର୍ଷ ସାଙ୍ଗକୁ ପବନ । ସକାଳକୁ ବଦଳିଗାଲା ଚାଷ ଜମିର ଚିତ୍ର, ପାଣିରେ ଶୋଇପଡିଲା ଧାନ, ମକା, କପା ଭଳି ଫସଲ
କନକ ବ୍ୟୁରୋ : ହଠାତ୍ ରାତିରେ ମାଡି ଆସିଲା ବର୍ଷ ସାଙ୍ଗକୁ ପବନ । ସକାଳକୁ ବଦଳିଗାଲା ଚାଷ ଜମିର ଚିତ୍ର । ପାଣିରେ ଶୋଇପଡିଲା ଧାନ, ମକା, କପା ଭଳି ଫସଲ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାର ୩ଟି ଗ୍ରାମପଂଚାୟତରେ କାଳବୈଶାଖୀ ବର୍ଷା, ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ରାତି ୯ଟାରେ ହୋଇଥିବା କୁଆପଥର ବର୍ଷା ପ୍ରଭାବରେ ଧାନ, କପା, ଆଖୁ, ବିଭିନ୍ନ ପ୍ରକାର ଚାଷ ଓ ଡାଲି ଜାତୀୟ ଫସଲ ନଷ୍ଟ ହୋଇଛିContinue reading “ହଠାତ୍ ରାତିରେ ମାଡି ଆସିଲା ବର୍ଷ ସାଙ୍ଗକୁ ପବନ । ସକାଳକୁ ବଦଳିଗାଲା ଚାଷ ଜମିର ଚିତ୍ର, ପାଣିରେ ଶୋଇପଡିଲା ଧାନ, ମକା, କପା ଭଳି ଫସଲ”