କନକ ବ୍ୟୁରୋ: ହାତରେ ଫାଟିଲା ମୋବାଇଲ ବ୍ୟାଟେରି । ଅଳ୍ପକେ ବର୍ତିିଲେ ନାବାଳକ । ଢେଙ୍କାନାଳ କାମାକ୍ଷାନଗରର ଏକ ମୋଇବାଇଲ ରିପ୍ୟାରିଂ ଦୋକନରେ ଏଭଳି ଦୁର୍ଘର୍ଟଣା ଘଟିଛି । କାମାକ୍ଷାନଗର ଏନଏସି ସ୍ଥିତ କଲେଜ ରୋଡରେ ଥିବା ଏକ ମୋବାଇଲ ଦୋକାନକୁ ରିପ୍ୟାରିଂ କରିବାକୁ ଯାଇଥିଲେ ନାବାଳକ । ଦୋକାନି ମୋବାଇଲରୁ ବ୍ୟାଟେରିଟି ଖୋଲିକି ତଳେ ରଖିବା ପରେ ସେଠାରେ ଉପସ୍ଥିତ ଥିବା ନାବାଳକ ସେହି ବ୍ୟାଟେରିକୁ ଧରିବା କ୍ଷଣି ହଠାତ ହାତରେ ବ୍ୟାଟରିଟି ଫାଟି ଯାଇଥିଲାContinue reading “ହାତରେ ଫାଟିଲା ମୋବାଇଲ ବ୍ୟାଟେରୀ: ଅଳ୍ପକେ ବର୍ତିଲେ ନାବାଳକ, କାମାକ୍ଷାନଗରର ଏକ ମୋବାଇଲ ରିପ୍ୟାରିଂ ଦେକାନରେ ଦୁର୍ଘଟଣା”
Tag Archives: News
ଏହା ହେଉଛି ବିଶ୍ୱର ଟପ୍ ଘରୋଇ ସେନା, ଆମେରିକା ଠାରୁ ଋଷ ପର୍ଯ୍ୟନ୍ତ ଆବଶ୍ୟକ ବେଳେ କରୁଛନ୍ତି ବ୍ୟବହାର
କନକ ବ୍ୟୁରୋ : ସବୁ ଦେଶରେ ନିଜର ସେନା ଓ ପୋଲିସ ରହିଛନ୍ତି । ଦେଶର ଆନ୍ତରିକ ସୁରକ୍ଷା ଓ ଅପରାଧ ରୋକିବା ହେଉଛି ପୋଲିସର କାମ, ସେହିଭଳି ବାହାର ଶତ୍ରୁ ସହ ଲଢିବା ଓ ପୁରାଦେଶକୁ ସୁରକ୍ଷା ଦେବା ହେଉଛି ସେନାର କାମ । ଏହି ଦୁଇଟି ଯାକ ସଂସ୍ଥା ସରକାରୀ ଅଟେ ଓ ଏହା ଦେଶର ସରକାରଙ୍କ ଅଧିନରେ କାମ କରେ । ହେଲେ ବିଶ୍ୱର ଏଭଳି କିଛି ସୋନ ରହିଛି ଯେ କି,Continue reading “ଏହା ହେଉଛି ବିଶ୍ୱର ଟପ୍ ଘରୋଇ ସେନା, ଆମେରିକା ଠାରୁ ଋଷ ପର୍ଯ୍ୟନ୍ତ ଆବଶ୍ୟକ ବେଳେ କରୁଛନ୍ତି ବ୍ୟବହାର”
ନିଜ ଜାଲରେ ନିଜେ ଫସିଲେ ମାଓବାଦୀ: ଲ୍ୟାଣ୍ଡମାଇନ ଖଞ୍ଜୁଥିବା ବେଳେ ବିସ୍ଫୋରଣ, ଜଣେ ମାଓବାଦୀ ମୃତ
କନକ ବ୍ୟୁରୋ: ନିଜ ଜାଲରେ ନିଜେ ଫସିଲେ ମାଓବାଦୀ । ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ବିଛାଉଥିଲେ ଲ୍ୟାଣ୍ଡମାଇନ୍ । ଖଂଜୁଥିବା ବେଳେ ଘଟିଲା ବିସ୍ଫୋରଣ । ବିସ୍ଫୋରଣରେ ମାଓବାଦୀ ନିହତ ହୋଇଛନ୍ତି । ଛତିଶଗଡ଼ ସୁକୁମା ଜିଲ୍ଲା ମାର୍କାଗୁଡ଼ା ରାସ୍ତାରେ ବୋମା ଖଂଜୁଥିଲେ । ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ମାଓବାଦୀ ଏଭଳି କରୁଥିବା ସୂଚନା ମିଳିଛି । The post ନିଜ ଜାଲରେ ନିଜେ ଫସିଲେ ମାଓବାଦୀ: ଲ୍ୟାଣ୍ଡମାଇନ ଖଞ୍ଜୁଥିବା ବେଳେ ବିସ୍ଫୋରଣ, ଜଣେContinue reading “ନିଜ ଜାଲରେ ନିଜେ ଫସିଲେ ମାଓବାଦୀ: ଲ୍ୟାଣ୍ଡମାଇନ ଖଞ୍ଜୁଥିବା ବେଳେ ବିସ୍ଫୋରଣ, ଜଣେ ମାଓବାଦୀ ମୃତ”
ରତ୍ନଭଣ୍ଡାରର ଲେଜର ସ୍କାନିଂ ବଦଳରେ, ଖୋଲିବାକୁ ଦାବି କଲା ବିଜେପି: ପୂର୍ବତନ ବିଜେପି ସଭାପତି ପ୍ରେସମିଟ୍ କରି କହିଲେ, ପରିକ୍ରମା ପ୍ରକଳ୍ପ ଉଦଘାଟନ ପୂର୍ବରୁ ଗଠନ ହେଉ କମିଟି
କନକ ବ୍ୟୁରୋ: ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଂଚ ପାଇଁ ଲେଜର ସ୍କାନିଂ କରିବାକୁ ରାଜ୍ୟ ସରକାର ଯୋଜନା କରୁଥିବା ବେଳେ ଏନେଇ ପ୍ରଶ୍ନ ଉଠାଇଛି ବିଜେପି । ଲେଜର ସ୍କାନିଂ ଏକ ଯୋଜନାବଦ୍ଧ ଷଡଯନ୍ତ୍ର ବୋଲି କହିଛନ୍ତି ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ରତ୍ନଭଣ୍ଡାର ଖୋଲିବା ଦାୟୀତ୍ୱ କେବଳ ରାଜ୍ୟ ସରକାରଙ୍କର । କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ଗଜପତିଙ୍କ ସୁପାରିଶ ସତ୍ୱେ କାହିଁକି ରତ୍ନ ଭଣ୍ଡାର ଖୋଲାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତିContinue reading “ରତ୍ନଭଣ୍ଡାରର ଲେଜର ସ୍କାନିଂ ବଦଳରେ, ଖୋଲିବାକୁ ଦାବି କଲା ବିଜେପି: ପୂର୍ବତନ ବିଜେପି ସଭାପତି ପ୍ରେସମିଟ୍ କରି କହିଲେ, ପରିକ୍ରମା ପ୍ରକଳ୍ପ ଉଦଘାଟନ ପୂର୍ବରୁ ଗଠନ ହେଉ କମିଟି”
ନୂଆପଡ଼ାରେ ପୁଣି ବାଘ ଆତଙ୍କ: କୋଦୋପାଲି ଗାଁରେ ଆଉଏକ ବାଘ ବୁଲୁଥିବା ନେଇ ଭୟଭୀତ ସ୍ଥାନୀୟ ଲୋକେ
କନକ ବ୍ୟୁରୋ: ନୂଆପଡ଼ାରେ ପୁଣି ବାଘ ଆତଙ୍କ । ଆଉଏକ ବାଘ ସଦର ରେଞ୍ଜ ଧରମବନ୍ଧା ସେକ୍ସନ କୋଦୋପାଲି ଗାଁରେ ଆତଙ୍କ ଖେଳାଇ ଦେଇଛି । ବାଘଟିକୁ ଗାଁ ଭିତରେ ବୁଲୁଥିବାର ଦେଖିବାକୁ ପାଇଥିଲେ ଗାଁ ଲୋକେ । ପୁଣିଏକ ବାଘକୁ ଦେଖି ଖୁବ୍ ଭୟଭୀତ ହୋଇପଡ଼ିଛନ୍ତି ଗାଁ ଲୋକେ । ଗତ ୫ରୁ ୬ ଦିନ ଧରି ଆତଙ୍କ ଖେଳାଇଥିବା କଳରାପତରିଆ ବାଘକୁ ବନବିଭାଗ କାବୁ କରିଥିଲା । ତେବେ ଆଜି ଆଉଏକ ବାଘ ଦେଖିContinue reading “ନୂଆପଡ଼ାରେ ପୁଣି ବାଘ ଆତଙ୍କ: କୋଦୋପାଲି ଗାଁରେ ଆଉଏକ ବାଘ ବୁଲୁଥିବା ନେଇ ଭୟଭୀତ ସ୍ଥାନୀୟ ଲୋକେ”
ସାପ ବିଷ ବ୍ୟବସାୟରେ ରହିଛି ଏଲଭିସଙ୍କ ସଂପୃକ୍ତି । ସହଯୋଗୀଙ୍କ ଫୋନକଲ ରେକର୍ଡ ଖୋଲିଲା ସତ
କନକ ବ୍ୟୁରୋ : ବିଗବସ୍ ବିଜେତା ତଥା ପ୍ରସିଦ୍ଧ ୟୁଟ୍ରୁବର ଏଲଭିସ ଯାଦବଙ୍କ ପାଇଁ ପୁଣି ଅଡୁଆ ବଢିଛି । ରେଭ୍ ପାର୍ଟିରେ ସାପ ବିଷ ବ୍ୟବହାରକୁ ନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏହି ଅଭିଯୋଗକୁ ଏଲଭିସ ଖଣ୍ଡନ କରିଥିଲେ ବି ସହଯୋଗୀ ରାହୁଲଙ୍କ ପ୍ରମାଣ ଏବେ ଏଲଭିସଙ୍କ ପାଇଁ ଅଡୁଆ ବଢାଇଛି । ଏବେ ଦୁଇଟି ଅଡିଓ କ୍ଲିପ୍ ସାମ୍ନାକୁ ଆସିଛି । ଏଥିରେ ରେଭ୍ ପାର୍ଟିର ଏଜେଣ୍ଟ ରାହୁଲ ଯାଦବContinue reading “ସାପ ବିଷ ବ୍ୟବସାୟରେ ରହିଛି ଏଲଭିସଙ୍କ ସଂପୃକ୍ତି । ସହଯୋଗୀଙ୍କ ଫୋନକଲ ରେକର୍ଡ ଖୋଲିଲା ସତ”
ଧଳସାମନ୍ତ ନାଁରେ ବଟି ଆଦାୟ ଅଭିଯୋଗ: ୯୨ ହଜାର ଟଙ୍କା ଜବତ ସହ ଦୁଇ ଅଭିଯୁକ୍ତ ଗିରଫ
କନକ ବ୍ୟୁରୋ: ଜେଲରେ ଧଳ ସାମନ୍ତ । କିନ୍ତୁ ତାଙ୍କ ନାଁରେ ବଟି ଆଦାୟ କରି ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି । କମିଶନରେଟ୍ ପୋଲିସ ଏହି ଦୁଣ ଜଣଙ୍କୁ ଗିରଫ କରିବା ସହ ୯୨ ହଜାର ଟଂକା ଜବତ କରିଛି । ବନ୍ଧାହେବା ପରେ ଦୁଇ ଅଭିଯୁକ୍ତ ଦୋଷ ସ୍ୱୀକାର କରିଛନ୍ତି । ଏମାନଙ୍କ ଘର ଜଗତସିଂହପୁର ବୋଲି ଜଣାପଡିଛି । ଧଳସାମନ୍ତଙ୍କ ନାଁ କହି ଟଂକା ଆଦାୟ କରିବାକୁ ଯୋଜନା କରି ଏପରି କରୁଥିଲେContinue reading “ଧଳସାମନ୍ତ ନାଁରେ ବଟି ଆଦାୟ ଅଭିଯୋଗ: ୯୨ ହଜାର ଟଙ୍କା ଜବତ ସହ ଦୁଇ ଅଭିଯୁକ୍ତ ଗିରଫ”
ଛତିଶଗଡ ନିର୍ବାଚନ ପାଇଁ କଂଗ୍ରେସ ଜାରିକଲା ଘୋଷଣାପତ୍ର । ଜାଣନ୍ତୁ ବିଜେପିକୁ ଟକ୍କର ଦେବାକୁ ଭୋଟରଙ୍କୁ କଂଗ୍ରେସ କ’ଣ ଦେଲା ପ୍ରତିଶ୍ରୁତି
କନକ ବ୍ୟୁରୋ : ଛତିଶଗଡ ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି । ବିଜେପି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲୋଭନୀୟ ପ୍ରତିଶ୍ରୁତି ଦେଉଥିବା ବେଳେ କଂଗ୍ରେସ ତରଫରୁ ଆଜି ଭୋଟରଙ୍କ ପାଇଁ ଘୋଷଣା ପତ୍ର ଜାରି କରାଯାଇଛି । ଆସନ୍ତୁ ଜାଣିବା ଭୋଟରଙ୍କ ପାଇଁ ଛତିଶଗଡ କଂଗ୍ରେସ କ’ଣ ଦେଇଛି ପ୍ରତିଶ୍ରୁତି ପୂର୍ବଥର ଭଳି ଚାଷୀମାନଙ୍କୁ ଋଣ ଛାଡ ନଭେମ୍ବର ୧ ରୁ ମଣ୍ଡିରେ ଧାନ କିଣାଯିବ କୁଇଣ୍ଟାଲContinue reading “ଛତିଶଗଡ ନିର୍ବାଚନ ପାଇଁ କଂଗ୍ରେସ ଜାରିକଲା ଘୋଷଣାପତ୍ର । ଜାଣନ୍ତୁ ବିଜେପିକୁ ଟକ୍କର ଦେବାକୁ ଭୋଟରଙ୍କୁ କଂଗ୍ରେସ କ’ଣ ଦେଲା ପ୍ରତିଶ୍ରୁତି”
ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ପ୍ରାଥମିକ ସ୍କୁଲ ବନ୍ଦ । ଜାଣନ୍ତୁ ୬ ରୁ ୧୨ କ୍ଲାସ ପର୍ଯ୍ୟନ୍ତ କ’ଣ ଆସିଲା ଗାଇଡଲାଇନ୍
କନକ ବ୍ୟୁରୋ : ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣକୁ ନଜରରେ ରଖି ଦିଲ୍ଲୀ ସମସ୍ତ ପ୍ରାଥମିକ ସ୍କୁଲଗୁଡିକୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ଏହାସହ ୬ ରୁ ୧୨ କ୍ଲାସ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଅନଲାଇନ କ୍ଲାସ କରିବାକୁ ସ୍କୁଲଗୁଡିକୁ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଦିଲ୍ଲୀର ଶିକ୍ଷାମନ୍ତ୍ରୀ ଆତିଶୀ ମାରଲେନା ସୂଚନା ଦେଇଛନ୍ତି । As pollution levels continue to remain high, primary schools inContinue reading “ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ପ୍ରାଥମିକ ସ୍କୁଲ ବନ୍ଦ । ଜାଣନ୍ତୁ ୬ ରୁ ୧୨ କ୍ଲାସ ପର୍ଯ୍ୟନ୍ତ କ’ଣ ଆସିଲା ଗାଇଡଲାଇନ୍”
ଦକ୍ଷିଣ ଆଫ୍ରିକା ବିରୋଧରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଭାରତ,ବିଜୟ ଧାରା ଜାରି ରଖିବାକୁ ଭାରତ କରିବା ପ୍ରୟାସ
କନକ ବ୍ୟୁରୋ : ବିଶ୍ୱକପର ଏକ ଦମଦାର ମ୍ୟାଚ ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟ ଖେଳାଯିବ । ଏହି କ୍ରମରେ ଟସ୍ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଉଭୟ ଟିମ୍ ବିଶ୍ୱକପର ସେମିଫାଇନାଲରେ ପହଂଚିସାରିଛନ୍ତି । ତେଣୁ ଉଭୟ ଦଳକୁ ଏହି ମ୍ୟାଚରେ କିଛି ହରାଇବାର ନାହିଁ । ହେଲେ ଯେଉଁ ଦଳ ଜିତିବ ସେ ପଏଣ୍ଟ ତାଲିକାରେ ଆଗରେ ପହଂଚିଯିବ । ଭାରତ ଲଗାତର ଭାବେ ୭ଟି ମ୍ୟାଚ ବିଜୟୀContinue reading “ଦକ୍ଷିଣ ଆଫ୍ରିକା ବିରୋଧରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଭାରତ,ବିଜୟ ଧାରା ଜାରି ରଖିବାକୁ ଭାରତ କରିବା ପ୍ରୟାସ”