କନକ ବ୍ୟୁରୋ : ମଧ୍ୟପ୍ରଦେଶ ବିଧାନସଭା ପାଇଁ ଭୋଟିଂ ପୂର୍ବରୁ ବିଜେପି ଦଳଦ୍ରୋହୀ ନେତାଙ୍କ ବିରୋଧରେ ବଡ ଆକ୍ସନ ନେଇଛି । ଦଳ ତରଫରୁ ଦଳ ବିରୋଧରେ କାର୍ଯ୍ୟ କରୁଥିବା ୩୫ ଜଣ ନେତାଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବନ କରିଛି । ସେପଟେ ଦଳରୁ ନିଲମ୍ବିତ ହୋଇଥିବା ନେତାମାନେ ବିଜେପିର ନିର୍ବାଚନୀ ଯୋଜନାକୁ ବିଗାଡି ପାରନ୍ତି ବୋଲି ଆଶା କରାଯାଉଛି । ସେମାନଙ୍କ ମଧ୍ୟରୁ କିଛିନେତା କଂଗ୍ରେସ ସମର୍ଥନରେ ପ୍ରଚାର କରିପାରନ୍ତି ବୋଲି ଆକଳନContinue reading “ବିଦ୍ରୋହୀ ନେତାଙ୍କ ଉପରେ ବିଜେପିର ବଡ ଆକ୍ସନ । ଦଳରୁ ୩୫ ନେତାଙ୍କୁ ନିଲମ୍ବନ କଲେ ଶିବରାଜସିଂ”
Tag Archives: News
ନଭେମ୍ବର ୧୯ ପରେ ‘ଏୟାର୍ ଇଣ୍ଡିଆ’ରେ ଯାତ୍ରା କରନ୍ତୁ ନାହିଁ, ଜୀବନ ବିପଦରେ ପକାନ୍ତୁ ନାହିଁ: ଶିଖ୍ମାନଙ୍କୁ ଚେତାଇଲେ ‘ଏସ୍ଏଫ୍ଜେ’ ମୁଖ୍ୟ
କନକ ବ୍ୟୁରୋ: ଜୀବନ ବିପନ୍ନ ହେବାର ଆଶଙ୍କା ଥିବାରୁ ନଭେମ୍ବର ୧୯ ପରେ ‘ଏୟାର୍ ଇଣ୍ଡିଆ’ ବିମାନରେ ଯାତ୍ରା ନ କରିବା ଲାଗି କାନାଡାସ୍ଥିତ ‘ଶିଖ୍ ଫର୍ ଜଷ୍ଟିସ୍’ ସଙ୍ଗଠନ ଶିଖ୍ମାନଙ୍କୁ ସତର୍କ କରାଇ ଦେଇଛି। ନୂଆ ଭିଡିଓ ବାର୍ତ୍ତାରେ ‘ଶିଖ୍ ଫର୍ ଜଷ୍ଟିସ୍’ର ମୁଖ୍ୟ ଗୁରପତୱନ୍ତ ସିଂହ ପାନ୍ନୁନ୍ କହିଛନ୍ତି, ନଭେମ୍ବର ୧୯ରେ ‘ଏୟାର୍ ଇଣ୍ଡିଆ’ ବିମାନରେ ଯାତ୍ରା ନ କରିବାକୁ ଆମେ ଶିଖମାନଙ୍କୁ କହୁଛୁ। ବିଶ୍ୱବ୍ୟାପୀ ଅବରୋଧ କରାଯିବାକୁ ଥିବାରୁ ସେଦିନ ବିଶ୍ବର କୌଣସିContinue reading “ନଭେମ୍ବର ୧୯ ପରେ ‘ଏୟାର୍ ଇଣ୍ଡିଆ’ରେ ଯାତ୍ରା କରନ୍ତୁ ନାହିଁ, ଜୀବନ ବିପଦରେ ପକାନ୍ତୁ ନାହିଁ: ଶିଖ୍ମାନଙ୍କୁ ଚେତାଇଲେ ‘ଏସ୍ଏଫ୍ଜେ’ ମୁଖ୍ୟ”
ଭୋଟ କେନ୍ଦ୍ରକୁ ହେଲିକପ୍ଟରରେ ଗଲେ ପୁଲିଂ ପାର୍ଟି । ଛତିଶଗଡ ମାଓପ୍ରବଣ ଜିଲ୍ଲାର ୩୬ଟି ମତଦାନ କେନ୍ଦ୍ରକୁ ସ୍ଥାନାନ୍ତର
କନକ ବ୍ୟୁରୋ: ଆସନ୍ତା ୭ ତାରିଖରେ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ମତଦାନ । ଏଥିପାଇଁ ଆଜି ସରୁଛି ପ୍ରଚାର । ଛତିଶଗଡ଼ର ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ମାଓ ପ୍ରବଣ ଅଞ୍ଚଳରେ ଥିବା ମତଦାନ କେନ୍ଦ୍ରକୁ ଯିବାକୁ ଥିବା ପୁଲିଂ ପାର୍ଟିଙ୍କ ପାଇଁ ହେଲିକପ୍ଟର ବ୍ୟବସ୍ଥା କରାଯାଇଛି । ସୁକମା ଜିଲ୍ଲାରେ ୪୨ଟି ପୁଲିଂ ପାର୍ଟିକୁ ହେଲିକପ୍ଟର ଯୋଗେ ମତଦାନ କେନ୍ଦ୍ରକୁ ପଠାଯାଇଛି । ଏହା ସହ ୩୬ଟି ମତଦାନ କେନ୍ଦ୍ରକୁContinue reading “ଭୋଟ କେନ୍ଦ୍ରକୁ ହେଲିକପ୍ଟରରେ ଗଲେ ପୁଲିଂ ପାର୍ଟି । ଛତିଶଗଡ ମାଓପ୍ରବଣ ଜିଲ୍ଲାର ୩୬ଟି ମତଦାନ କେନ୍ଦ୍ରକୁ ସ୍ଥାନାନ୍ତର”
ସ୍କୁଲରେ ନାହିଁ ରୋଷେଇ ଘର, ପାଇଖାନା ଘରେ ଚାଲିଛି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି । ନୟାଗଡା ବାଲିସାହି ପ୍ରାଥମିକ ସ୍କୁଲରୁ ଆସିଲା ଅବ୍ୟବସ୍ଥାର ଚିତ୍ର । ଶିକ୍ଷକଙ୍କ ପାଖରେ ଉତ୍ତର ନାହିଁ ।
କନକ ବ୍ୟୁରୋ: ସ୍କୁଲରେ ନାହିଁ ରୋଷେଇ ଘର । ପାଇଖାନା ଘରେ ଚାଲିଛି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି । ନୟାଗଡ ଜିଲ୍ଲା ନୂଆଗାଁ ବ୍ଳକ ବାଲିସାହି ପ୍ରାଥମିକ ସ୍କୁଲରେ ଦେଖିବାକୁ ମିଳିଛି ଏପରି ଅବ୍ୟବସ୍ଥାର ଚିତ୍ର । ଘଟଣା ସଂପର୍କରେ ଜାଣିବା ପରେ ସ୍କୁଲରେ ପହଞ୍ଚିଥିଲା କନକ ନ୍ୟୁଜ୍ । ଘଟଣା ସଂପର୍କରେ ସ୍କୁଲର ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକଙ୍କୁ ପଚରାଯାଇଥିଲା । ହେଲେ ଏପରି ଅବ୍ୟବସ୍ଥା ନେଇ କୌଣସି ଉତର ଦେଇପାରିନଥିଲେ ଶିକ୍ଷକ ।Continue reading “ସ୍କୁଲରେ ନାହିଁ ରୋଷେଇ ଘର, ପାଇଖାନା ଘରେ ଚାଲିଛି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି । ନୟାଗଡା ବାଲିସାହି ପ୍ରାଥମିକ ସ୍କୁଲରୁ ଆସିଲା ଅବ୍ୟବସ୍ଥାର ଚିତ୍ର । ଶିକ୍ଷକଙ୍କ ପାଖରେ ଉତ୍ତର ନାହିଁ ।”
ପଲିଥିନ୍ ଭିତରୁ ଉଦ୍ଧାର ହେଲା ନବଜାତ କନ୍ୟା । ହସ୍ପିଟାଲରେ ଚାଲିଛି ଚିକିତ୍ସା ।
କନକ ବ୍ୟୁରୋ: ପୁଣି ଅଲୋଡା ହେଲା ଝିଅ । ପଲିଥିନ ମଧ୍ୟରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା । ବାଲେଶ୍ୱର ନୀଳଗିରି ଏନଏସି ୬ନଂ ୱାର୍ଡ ମଙ୍ଗଳା ମନ୍ଦିର ଗଳିରୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । କାନ୍ଦ ଶୁଣିବା ପରେ ସ୍ଥାନୀୟ ଅଂଚଳବାସୀ ଶିଶୁ କନ୍ୟାକୁ ଉଦ୍ଧାର କରି ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରଥିବା ବେଳେ ପିଲାଟିର ଚିକିତ୍ସା ଚାଲିଛି । ନବଜାତ ଶିଶୁକନ୍ୟାର ପିତା ନୀଳଗିରି ବ୍ଲକର କଳାକାଦ ଗ୍ରାମର ରମେଶ ନାୟକContinue reading “ପଲିଥିନ୍ ଭିତରୁ ଉଦ୍ଧାର ହେଲା ନବଜାତ କନ୍ୟା । ହସ୍ପିଟାଲରେ ଚାଲିଛି ଚିକିତ୍ସା ।”
ଯନ୍ତାରେ ପଡ଼ିଲା ମଣିଷଖିଆ ବାଘ । ରାତିରେ କାବୁ କଲା ବନ ବିଭାଗ । ୫ ଦିନ ହେଲା ନୂଆପଡ଼ା ଜିଲ୍ଲାରେ ଖେଳାଇଥିଲା ଆତଙ୍କ ।
କନକ ବ୍ୟୁରୋ: ଯନ୍ତାରେ ପଡ଼ିଲା ମଣିଷଖିଆ ବାଘ । ଗତ ୫ ଦିନ ଧରି ନୂଆପଡ଼ା ଜିଲ୍ଲାରେ ଆତଙ୍କ ଖେଳାଇଥିବା ବାଘକୁ କାବୁ କରିଛି ବନ ବିଭାଗ । ନୂଆପଡ଼ାରେ ସୁନାବେଡା ଅଭୟାରଣ୍ୟରେ କଲରାପତରିଆ ବାଘ ଆତଙ୍କ ଦେଖିବାକୁ ମିଳିଥିଲା । ୨୪ ଘଂଟାରେ ଦ୍ୱିତୀୟ ଥର ପାଇଁ ଆକ୍ରମଣ କରିଥିଲା । ମହିଳାଙ୍କୁ ଆକ୍ରମଣର ୨୪ ଘଂଟା ନ ପୁରୁଣୁ ଆଉ ଜଣେ ୮ବର୍ଷର ଶିଶୁକୁ ଆକ୍ରମଣ କରିଥିଲା ବାଘ । ୮ ବର୍ଷର ଶିଶୁContinue reading “ଯନ୍ତାରେ ପଡ଼ିଲା ମଣିଷଖିଆ ବାଘ । ରାତିରେ କାବୁ କଲା ବନ ବିଭାଗ । ୫ ଦିନ ହେଲା ନୂଆପଡ଼ା ଜିଲ୍ଲାରେ ଖେଳାଇଥିଲା ଆତଙ୍କ ।”
ସବୁଠୁ ବଡ଼ ଚାକିରିରେ ଠକେଇ । ରାଜ୍ୟର ୧୨ ଶହ ଯୁବକ ଯୁବତୀଙ୍କ ଠାରୁ ପ୍ରାୟ ୧୫ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ।
କନକ ବ୍ୟୁରୋ: ଚାକିରି ଦେବା ନାଁରେ ଠକେଇ । ଏପରି ଅନେକ ଅଭିଯୋଗ ଖବର ଆପଣ ପୂର୍ବରୁ ଦେଖିଥିବେ । କିନ୍ତୁ ଆଜି ଏପରି ଏକ ଠକେଇର ପର୍ଦ୍ଦାଫାଶ କରିବାକୁ ଯାଉଛୁ, ଯାହା ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ପ୍ରଶାସନର ନାକ ତଳେ, ପ୍ରଶାସନ ନାଁରେ ଜାଲ୍ ଚିଠି କରି କିପରି ଶହ ଶହ ଯୁବକ-ଯୁବତୀଙ୍କୁ କୋଟି କୋଟି ଟଙ୍କାର ଚୂନା ଲଗାଇଛନ୍ତି ଫ୍ରଡ୍ ମାଷ୍ଟର । ପୂର୍ବ-ପଶ୍ଚିମ-ଉତର-ଦକ୍ଷିଣContinue reading “ସବୁଠୁ ବଡ଼ ଚାକିରିରେ ଠକେଇ । ରାଜ୍ୟର ୧୨ ଶହ ଯୁବକ ଯୁବତୀଙ୍କ ଠାରୁ ପ୍ରାୟ ୧୫ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ।”
ଆସନ୍ତା ୨୦ରେ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୩ ରେଲୱେ ରୁଟର କରିବେ ଲୋକାର୍ପଣ ।
କନକ ବ୍ୟୁରୋ: ଆସନ୍ତା ୨୦ ତାରିଖରେ ମୟୂରଭଞ୍ଜ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୁଇ ଦିନିଆ ମୟୂରଭଂଜ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ଏନେଇ ସୂଚନା ଦେଇଛନ୍ତି ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ । ୨୦ ତାରିଖ ଦିନ ବାଦାମପାହାଡ ରେଲୱେ ରୁଟ୍ରେ ପ୍ରସ୍ତାବିତ ୩ ନୂତନ ଟ୍ରେନ୍ ଲୋକାର୍ପିତ କରିବେ ରାଷ୍ଟ୍ରପତି । ସେହି ଦିନ ଅନ୍ୟ ଏକ ଟ୍ରେନ୍ ଟାଟାରୁ ରାଉରକେଲାକୁ ଗଡ଼ିବ । ଏଥିପାଇଁ ବାଦାମପାହାଡ ରେଳଷ୍ଟେସନ୍ରେ ସ୍ୱତନ୍ତ୍ର ଆୟୋଜନ କରାଯିବContinue reading “ଆସନ୍ତା ୨୦ରେ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୩ ରେଲୱେ ରୁଟର କରିବେ ଲୋକାର୍ପଣ ।”
ଇସ୍ରୋରେ ରାଜନୀତି । ପୂର୍ବତନ ମୁଖ୍ୟ କେ ଶିବନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଏସ୍ ସୋମନାଥ ।
କନକ ବ୍ୟୁରୋ: ଇସ୍ରୋରେ ରାଜନୀତି । ଇସ୍ରୋର ପୂର୍ବତନ ମୁଖ୍ୟ କେ ଶିବନ ଏବଂ ବର୍ତ୍ତମାନ ମୁଖ୍ୟ ଏସ ସୋମନାଥଙ୍କ ବିବାଦ ସାମ୍ନାକୁ ଆସିଛି । ଏସ ସୋମନାଥଙ୍କ ପୁସ୍ତକ ପ୍ରକାଶ ପାଇବା ପରେ ବିବାଦ ଦେଖଦେଇଛି । ଇସ୍ରୋ ଅଧ୍ୟକ୍ଷ ନିଜ ପୁସ୍ତକରେ ପୂର୍ବତନ ଅଧ୍ୟକ୍ଷଙ୍କ ବିରୋଧରେ ସଂଘାତିକ ଅଭିଯୋଗ ଆଣିଛନ୍ତି । ଏସ୍ ସୋମନାଥ ଲେଖିଛନ୍ତି ଯେ, ତରବରିଆ ପଦକ୍ଷେପ ଯୋଗୁ ଚନ୍ଦ୍ରଯାନ-୨ ମିଶନ ବିଫଳ ହୋଇଥିଲା । ସଫ୍ଟୱେୟାରରେ ତ୍ରୃଟି ଯୋଗୁ ମିଶନContinue reading “ଇସ୍ରୋରେ ରାଜନୀତି । ପୂର୍ବତନ ମୁଖ୍ୟ କେ ଶିବନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଏସ୍ ସୋମନାଥ ।”
୩୫ ବର୍ଷରେ ବିରାଟ । ଜନ୍ମଦିନକୁ ସ୍ମରଣୀୟ କରିବାକୁ କୋଲକତା ଇଡେନ ଗାର୍ଡେନରେ ଆଜି ସ୍ୱତନ୍ତ୍ର ପ୍ରସ୍ତୁତି
କନକ ବ୍ୟୁରୋ: ଆଜି ବିରାଟ କୋହଲିଙ୍କ ଜନ୍ମଦିନ । ୩୫ ବର୍ଷରେ ପାଦ ଥାପିଲେ କିଙ୍ଗ କୋହଲି । ଜନ୍ମଦିନକୁ ସ୍ମରଣୀୟ କରିବାକୁ କୋଲକତାର ଇଡେନ ଗାର୍ଡେନରେ ଆଜି ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । କୋହଲିଙ୍କ ୭୦ ହଜାର ମୁଖା ବାଣ୍ଟିବାକୁ ନିଷ୍ପତ୍ତି ନେଇଛି ବେଙ୍ଗଲ କ୍ରିକେଟ ସଂଘ । ଏଥିସହ ଜନ୍ମଦିନ ପାଳନ ପାଇଁ ସ୍ୱତନ୍ତ୍ର କେକ ଅର୍ଡର କରାଯାଇଛି । କେକରେ କୋହଲିଙ୍କ ବିଭିନ୍ନ ରେକର୍ଡ ସ୍ଥାନିତ କରାଯିବ ନେଇ ସୂଚନା ମଳିଛି ।Continue reading “୩୫ ବର୍ଷରେ ବିରାଟ । ଜନ୍ମଦିନକୁ ସ୍ମରଣୀୟ କରିବାକୁ କୋଲକତା ଇଡେନ ଗାର୍ଡେନରେ ଆଜି ସ୍ୱତନ୍ତ୍ର ପ୍ରସ୍ତୁତି”