କନକ ବ୍ୟୁରୋ : ସାଉଥସୁପର ଷ୍ଟାର କମଲ ହାସନଙ୍କ ଆଗାମୀ ଚଳଚିତ୍ର ହିନ୍ଦୁସ୍ତାନୀ ଟୁର ନୂଆ ଟିଜର ରିଲିଜ ହୋଇଛି । ପ୍ରଯୋଜନା ସଂସ୍ଥା ଟିଜରରେ କମଲ ହାସନଙ୍କ ଇଟ୍ରୋଂକୁ ସ୍ଥାନ ଦେଇଛନ୍ତି । କିଛି ଦିନ ପୂର୍ବରୁ ଅନ୍ୟାନ୍ୟ ଭାଷାର ଟ୍ରେଲର ରିଲିଜ ହୋଇଥିବାବେଳେ ଏବେ ଆସଛି ନୂଆ ହିନ୍ଦୀ ଟିଜର । ଗରିବଙ୍କୁ ଦୁର୍ନୀତି ଖୋରଙ୍କଠୁ କିଭଳି ରକ୍ଷା କରୁଛନ୍ତି କମଲ ଏହାକୁ ନେଇ ଗତିଶୀଳ ହୋଇଛି ଚଳଚିତ୍ରର କାହାଣୀ । ଅନ୍ୟାନ୍ୟ ପ୍ରମୁଖContinue reading “ଆସୁଛି କମଲ ହାସନଙ୍କ ହାଇବଜେଟ ତଥା ନୂଆ ସିନେମା ହିନ୍ଦୁସ୍ତାନୀ ଟୁ । ନୂଆ ଟିଜରରେ କମଲ, ରକୁଲ, ସିଦ୍ଧାର୍ଥଙ୍କ ଦମଦାର ଚରିତ୍ର ଉପସ୍ଥାପନ”
Tag Archives: News
ବିଶ୍ୱକପ ଅବଶିଷ୍ଟ ମ୍ୟାଚରୁ ବାଦ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଦୁଃଖଭରା ପୋଷ୍ଟ କରି ସୋସିଆଲ ମିଡିଆରେ କଲେ ଦୁଖଃପ୍ରକାଶ
କନକ ବ୍ୟୁରୋ : ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଆହତ କାରଣରୁ ବିଶ୍ୱକପରୁ ବାଦ ପଡିଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ସୋସିଆଲ ମିଡିଆରେ ଭାବପୂର୍ଣ୍ଣ ପୋଷ୍ଟ କରି ପାଣ୍ଡ୍ୟା ଜଣାଇଲେ ମନର ବେଦନା । ବାଂଲାଦେଶ ବିପକ୍ଷ ମ୍ୟାଚରେ ଆହତ ହୋଇ ଚିକିତ୍ସିତ ହେଉଥିବା ବେଳେ ପୂରା ବିଶ୍ୱକପରୁ ବାଦ ପଡିଛନ୍ତି ଅଲରାଉଣ୍ଡର ହାର୍ଦ୍ଧିକ ପାଣ୍ଡ୍ୟା । ଆହତ ସମସ୍ୟାରୁ କୁଳିପାରିନଥିବା ବେଳେ ପୂରା ଟୂର୍ଣ୍ଣାମେଂଟରୁ ତାଙ୍କୁ ବାଦ ଦିଆଯାଇଛି । ତାଙ୍କ ପରିବର୍ତେ ଭାରତୀୟContinue reading “ବିଶ୍ୱକପ ଅବଶିଷ୍ଟ ମ୍ୟାଚରୁ ବାଦ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଦୁଃଖଭରା ପୋଷ୍ଟ କରି ସୋସିଆଲ ମିଡିଆରେ କଲେ ଦୁଖଃପ୍ରକାଶ”
ଭୂକମ୍ପ ଝଟକାରେ ଥରିଲା ନେପାଳ । ୧୩୦ରୁ ଅଧିକ ମୃତ, ଶତାଧିକ ଆହତ
କନକ ବ୍ୟୁରୋ : ଯୁଆଡେ ନଜର ପଡୁଛି ସେଠି କେବଳ ଧ୍ୱଂସର ଚିତ୍ର । କେଉଁଠି ଅଟାଳିକା ଭାଙ୍ଗିପଡିଛି ତ ପୁଣି କେଉଁଠି ଛାରଖାର ହୋଇପଡିଛି ଜନଜୀବନ । କିଏ ଭଙ୍ଗା ଚଟାଣ ତଳୁ ନିଜ ନିଖୋଜ ସର୍ମ୍ପକୀୟଙ୍କୁ ଖୋଜୁଛି ତ ପୁଣି କିଏ ସବୁ କିଛି ହରାଇ ହତାଶ ହୋଇପଡିଛି । ଶନିବାର ସକାଳୁ ଉତର ନେପାଳରେ ଦେଖିବାକୁ ମିଳିଛି ଏଭଳି ହୃଦୟ ବିଦାରକ ଦୃଶ୍ୟ । ଭୂକମ୍ପରେ ଜାଜରକୋର୍ଟ ଜିଲ୍ଲା ସବୁଠୁ ଅଧିକ କ୍ଷତିଗସ୍ତContinue reading “ଭୂକମ୍ପ ଝଟକାରେ ଥରିଲା ନେପାଳ । ୧୩୦ରୁ ଅଧିକ ମୃତ, ଶତାଧିକ ଆହତ”
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ ଏଲଭିସ ଯାଦବଙ୍କ ଫଟୋ ଭାଇରାଲ । ବିରୋଧୀଙ୍କ ଅଭିଯୋଗ ଅପରାଧୀଙ୍କ ହାତ ମିଳାଇଛନ୍ତି ମୁଖ୍ୟମନ୍ତ୍ରୀ
କନକ ବ୍ୟୁରୋ : ରେଭ୍ ପାର୍ଟିରେ ସାପ ବିଷ ବ୍ୟବହାର ନେଇ ଅଭିଯୋଗ ପରେ ଅଡ଼ୁଆରେ ପଡ଼ିଛନ୍ତି ୟୁଟୁବ୍ୟର ଏଲଭିସ୍ ଯାଦବ । ତାଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହୋଇଛି । ଏହା ଭିତରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଓ ଏଲଭିସଙ୍କ ଏକ ଫଟୋ ବେଶ ଭାଇରାଲ ହେଉଛି । ଯାହାକୁ ନେଇ ପ୍ରଶ୍ନ ଉଠାଇଛି ଶିବସେନା ଉଦ୍ଧବ ଗୋଷ୍ଠୀ । ଦେଶର ଅନ୍ୟତମ ନିଶା ମାଫିଆ ତଥା ଅପରାଧୀ ସହ ମୁଖ୍ୟମନ୍ତ୍ରୀଙ୍କ କଣ ସର୍ମ୍ପକ ରହିଛିContinue reading “ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ ଏଲଭିସ ଯାଦବଙ୍କ ଫଟୋ ଭାଇରାଲ । ବିରୋଧୀଙ୍କ ଅଭିଯୋଗ ଅପରାଧୀଙ୍କ ହାତ ମିଳାଇଛନ୍ତି ମୁଖ୍ୟମନ୍ତ୍ରୀ”
ଉଗ୍ର ହେଉଛି ଇସ୍ରାଏଲ-ହମାସ ଯୁଦ୍ଧ । ଆମ୍ବୁଲାନ୍ସ ଉପରେ ଏୟାର ଷ୍ଟ୍ରାଇକ୍
କନକ ବ୍ୟୁରୋ : ୨୯ ଦିନରେ ପହଁଚିଲାଣି ଇସ୍ରାଏଲ – ହମାସ ଯୁଦ୍ଧ । ଦିନ ଯେତିକି ବଢି ବଢି ଚାଲିଛି, ଗାଜାରେ ସ୍ଥିତି ସେତିକି ଭୟଙ୍କର ହେବାରେ ଲାଗିଛି । ହମାସକୁ ନିପାତ କରିବା ପାଇଁ ଇସ୍ରାଏଲ ଜିଦ୍ ଧରିଥିବାବେଳେ ଏହି ଲଢେଇରେ ବଳି ପଡୁଛନ୍ତି ନୀରିହ ପାଲେଷ୍ଟାଇନ୍ ନାଗରିକ । ଏହାରି ଭିତରେ ଶୁକ୍ରବାର ଏକ ଆମ୍ବୁଲାନ୍ସ ଉପରେ ଏୟାର ଷ୍ଟ୍ରାଇକ୍ କରିଛି ଇସ୍ରାଏଲ ସେନା । ଉତରରୁ ଦକ୍ଷିଣ ଗାଜାକୁ ଧାଡି କରିContinue reading “ଉଗ୍ର ହେଉଛି ଇସ୍ରାଏଲ-ହମାସ ଯୁଦ୍ଧ । ଆମ୍ବୁଲାନ୍ସ ଉପରେ ଏୟାର ଷ୍ଟ୍ରାଇକ୍”
ନିର୍ବାଚନୀ ମାହୋଲରେ ବିଜେପିର ମାଷ୍ଟରଗେମ । ଆଉ ୫ବର୍ଷ ବଢ଼ିଲା ମାଗଣା ରାସନ ଅବଧ
କନକ ବ୍ୟୁରୋ : ପୁଣି ବଢିବ କେନ୍ଦ୍ର ସରକାରଙ୍କ ମାଗଣା ରାସନ ଯୋଜନା ଅବଧି । ଆହୁରି ୫ବର୍ଷ ଯାଏଁ ମାଗଣାରେ ରାସନ ଯୋଗାଇବେ କେନ୍ଦ୍ର ସରକାର । ଛତିଶଗଡ ରାଲିରେ ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି ଯୋଜନାରେ ଦେଶର ୮୦କୋଟି ଗରିବ ଶ୍ରେଣୀର ଲୋକ ଲାଭବାନ ହେବେ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା କୋଭିଡ ମହାମାରୀ ସମୟରେ ବିଜେପି ସରକାର ଆରମ୍ଭ କରିଥିଲେ । ତେବେ ଆଗକୁ ୫ରାଜ୍ୟରେContinue reading “ନିର୍ବାଚନୀ ମାହୋଲରେ ବିଜେପିର ମାଷ୍ଟରଗେମ । ଆଉ ୫ବର୍ଷ ବଢ଼ିଲା ମାଗଣା ରାସନ ଅବଧ”
ସାଟେଲାଇଟ୍ ସର୍ଭେ ଧରାଇଲା ଜାଲିଆତି । ଧାନ ବିକିବା ପାଇଁ ନକଲି ପଟ୍ଟା ଦେଇ ମଣ୍ଡିରେ କରିଥିଲେ ପଞ୍ଜିକରଣ । ତାଲିକାର ଉପରେ ରହିଛି ବରଗଡ ।
କନକ ବ୍ୟୁରୋ: ସ୍ୱଛତା ରଖି ଉଚି୍ତ୍ ଚାଷୀଙ୍କ ପାଖରୁ କେମିତି ଧାନ କିଣାଯିବ, ତାହାକୁ ନେଇ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପ୍ରକୃତ ଚାଷୀ ଯେମିତି ଧାନ ବିକ୍ରିରୁ ବଞ୍ଚିତ ନହେବେ, ଦଲାଲରାଜ ଓ ମଧ୍ୟସ୍ଥି ଉଛେଦକୁ ନେଇ ତନାଘନା ଭିତରେ ସାମନାକୁ ଆସିଛି ଜାଲିଆତିର ଚିତ୍ର । ସାଟେଲାଇଟ୍ ସର୍ଭେରୁ ଜଣାପଡିଛି, ଚାଷୀମାନେ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିବାବେଳେ ଯେଉଁ ଜମିଜମା ସମ୍ପର୍କୀତ ତଥ୍ୟ ଦେଇଥିଲେ ସେଥିରେ ନକଲି ରହିଛି । ଅର୍ଥାତContinue reading “ସାଟେଲାଇଟ୍ ସର୍ଭେ ଧରାଇଲା ଜାଲିଆତି । ଧାନ ବିକିବା ପାଇଁ ନକଲି ପଟ୍ଟା ଦେଇ ମଣ୍ଡିରେ କରିଥିଲେ ପଞ୍ଜିକରଣ । ତାଲିକାର ଉପରେ ରହିଛି ବରଗଡ ।”
ବଡ଼ ଗାଡ଼ିର ବେପରୁଆ ଗାଡ଼ି ଚାଳନା ପାଇଁ ବର୍ଷିଲା ବିଜେପି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ କଲେ ଦାବି । ଏପଟେ ହସ୍ପିଟାଲ ବେଡରେ ସଂଘର୍ଷ କରୁଛନ୍ତି ଅନ୍ୟଜଣେ ଗୁରୁତର
କନକ ବ୍ୟୁରୋ: ଭୁବନେଶ୍ୱର ପାୱାର ଛକରେ ହିଟ ଆଣ୍ଡ ରନ ମାମଲାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଜୀବନ ସହ ସଂଘର୍ଷ କରୁଛନ୍ତି । କିନ୍ତୁ ଏହାକୁ ନେଇ ତେଜିଛି ରାଜନୀତି । କମିଶନରେଟ ପୁଲିସ ଉପରେ ପ୍ରଶ୍ନ ଉଠାଇଛି ବିଜେପି । ଦଳ କହିଛି, କାହିଁକି ତତ୍ପରତା ଦେଖାଉନାହିଁ କମିଶନରେଟ ପୁଲିସ? ଭୁବନେଶ୍ୱର ହିଟ୍ ଆଣ୍ଡ ରନ୍ ମାମଲା କମିଶନରେଟ ପୁଲିସ ଉପରେ ପ୍ରଶ୍ନ ଉଠାଇଲା ବିଜେପି ଭୁବନେଶ୍ୱର ପାୱାର ହାଉସ ଛକରେContinue reading “ବଡ଼ ଗାଡ଼ିର ବେପରୁଆ ଗାଡ଼ି ଚାଳନା ପାଇଁ ବର୍ଷିଲା ବିଜେପି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ କଲେ ଦାବି । ଏପଟେ ହସ୍ପିଟାଲ ବେଡରେ ସଂଘର୍ଷ କରୁଛନ୍ତି ଅନ୍ୟଜଣେ ଗୁରୁତର”
ମହାଦେବ ବେଟିଂ ଆପ ମାମଲା । ଛନ୍ଦି ହେଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ
କନକ ବ୍ୟୁରୋ : ବିବାଦୀୟ ମହାଦେବ ବେଟିଂ ଆପ ମାମଲାରେ ଛନ୍ଦି ହେଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ । ନିର୍ବାଚନ ପାଖେଇ ଆସୁଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଲାଗିଛି ସଂଗୀନ ଅଭିଯୋଗ । ମହାଦେବ ବେଟିଂ ଆପଠୁ ବଘେଲ ମୋଟା ଅଙ୍କର ଅର୍ଥ ନେଇଥିବା ଦାବି କରିଛି ଇଡି । ଏନେଇ ଗୁରୁବାରଠୁ ଆରମ୍ଭ ହୋଇଛି ତନାଘନା । -ମହାଦେବ ବେଟିଂ ଆପ୍ ଦୁର୍ନୀତି ସହ ଜଡ଼ିତ ଗୋଟିଏ କୋରିୟର ଏଜେନ୍ସି ଉପରେ ରେଡ୍ କରିଛି ଇଡିContinue reading “ମହାଦେବ ବେଟିଂ ଆପ ମାମଲା । ଛନ୍ଦି ହେଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ”
ରାଜ୍ୟର ବଡ଼ ନିଯୁକ୍ତି ଦୁର୍ନୀତି । ଠକେଇର ଶିକାର ହେଲେ ଶହ ଶହ ଯୁବକ-ଯୁବତୀ । ନକଲି ଅଫର ଲେଟର ଦେଇ କୋଟି କୋଟି ଟଙ୍କା ଲୁଟ୍
କନକ ବ୍ୟୁରୋ: ୧୨୦୦ ଯୁବକ/ଯୁବତୀଙ୍କୁ ଚାକିରି ଲୋଭ ଦେଖାଇ ୧୫ କୋଟିରୁ ଅଧିକ ଟଙ୍କା ଚୂନା ଲଗାଇ ଦେଇଛି ଠକ । ଚିଠିକୁ ଦେଖାଇ ପିଲାଙ୍କ ମଧ୍ୟରେ ବିଶ୍ୱାସ ଜନ୍ମାଇଥିଲା ଠକ ମାଷ୍ଟର । ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ଏହି ନକଲି ଲେଟର ହେଡରେ ଲେଖା ଯାଇଥିଲା, ପଞ୍ଚାୟତିରାଜ ବିଭାଗର ଏଜେନ୍ସୀ ଭାବେ ‘ଧର୍ମା’ ଏନଜିଓକୁ ମନୋନୀତ କରାଯାଇଛି । ଏହି ଜାଲ୍ ଚିଠି ବଳରେ ଶହ ଶହ ଯୁବକ ଯୁବତୀଙ୍କୁ ଚାକିରିରContinue reading “ରାଜ୍ୟର ବଡ଼ ନିଯୁକ୍ତି ଦୁର୍ନୀତି । ଠକେଇର ଶିକାର ହେଲେ ଶହ ଶହ ଯୁବକ-ଯୁବତୀ । ନକଲି ଅଫର ଲେଟର ଦେଇ କୋଟି କୋଟି ଟଙ୍କା ଲୁଟ୍”