ପ୍ରଥା ଫିଲ୍ମକୁ ଝାରସୁଗୁଡାରେ ବିରୋଧ । କୋଶଳ ସେନା ଚିରିଲା ପୋଷ୍ଟର ଏବଂ ବ୍ୟାନର । ସାମ୍ବାଦିକ ସମ୍ମିଳନୀରେ କାନ୍ଦି ପକାଇଲେ ଫିଲ୍ମର ପ୍ରଯୋଜିକା ।

କନକ ବ୍ୟୁରୋ: ଝାରସୁଗୁଡ଼ାରେ ଫିଲ୍ମ ପ୍ରଥାକୁ ବିରୋଧ କରି ଏହାର ପୋଷ୍ଟର ଚିରା ଯିବା ପରେ ବିବାଦ ତେଜିଛି । ପୋଷ୍ଟର ଚିରାଯିବା ପରେ ଫିଲ୍ମକୁ ହଲରୁ ଉଠାଇ ଦିଆଯାଇଥିଲା । ଏଥିପାଇଁ ଫିଲ୍ମର ପ୍ରଯୋଜକ ସାନଲିସା ପଟେଲ ସିଧାସଳଖ ମନୋଜ ମିଶ୍ରଙ୍କୁ ଦାୟୀ କରିଛନ୍ତି । ସେ ମନୋଜ ମିଶ୍ରଙ୍କ ଗିରଫ ଦାବି କରିଛନ୍ତି । ଗତକାଲି ପ୍ରଥା ଫିଲ୍ମର ଝାରସୁଗୁଡା ଶିବା ହଲରେ ପ୍ରିମିୟର ଶୋ ଲଞ୍ଚ ହେବାର ଥିଲା । କିନ୍ତୁ ଫିଲ୍ମContinue reading “ପ୍ରଥା ଫିଲ୍ମକୁ ଝାରସୁଗୁଡାରେ ବିରୋଧ । କୋଶଳ ସେନା ଚିରିଲା ପୋଷ୍ଟର ଏବଂ ବ୍ୟାନର । ସାମ୍ବାଦିକ ସମ୍ମିଳନୀରେ କାନ୍ଦି ପକାଇଲେ ଫିଲ୍ମର ପ୍ରଯୋଜିକା ।”

୨୮ ତାରିଖରେ ହେବ ରତ୍ନଭଣ୍ଡାରର ଲେଜର ସ୍କାନିଂ । ଲେଜର ସ୍କାନିଂ ପାଇଁ ଏଏସଆଇକୁ ଅନୁମତି । ପ୍ରଥମେ ରତ୍ନଭଣ୍ଡାର ବାହାର କାନ୍ଥର ହେବ ଯାଞ୍ଚ

କନକ ବ୍ୟୁରୋ: କାର୍ତିକ ମାସ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ହେବ ଲେଜର ସ୍କାନିଂ । ଆସନ୍ତା ୨୮ ତାରିଖ ଅର୍ଥାତ କାର୍ତିକ ପୂର୍ଣ୍ଣିମା ପରଦିନ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ । ରତ୍ନଭଣ୍ଡାର ବାହାର ପଟ କାନ୍ଥରେ ପ୍ରଥମେ ଲେଜର ସ୍କାନିଂ କରାଯିବା ପରେ କେଉଁ ସ୍ଥାନରେ ଫାଟ ରହିଛି ଓ କଣ ସମସ୍ୟା ରହିଛି ତାହା ଜଣାପଡିବ । ଆବଶ୍ୟକ ପଡିଲେ ଭିତର ରତ୍ନଭଣ୍ଡାରର ଲେଜର ସ୍କାନିଂ ହେବ । ଏ ନେଇContinue reading “୨୮ ତାରିଖରେ ହେବ ରତ୍ନଭଣ୍ଡାରର ଲେଜର ସ୍କାନିଂ । ଲେଜର ସ୍କାନିଂ ପାଇଁ ଏଏସଆଇକୁ ଅନୁମତି । ପ୍ରଥମେ ରତ୍ନଭଣ୍ଡାର ବାହାର କାନ୍ଥର ହେବ ଯାଞ୍ଚ”

ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପଡ଼ିଲା ମହଙ୍ଗା । ପ୍ରଯୋଜକ ଟୁଟୁ ନାୟକଙ୍କୁ ଗିରଫ କଲା ପୁଲିସ । ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ

କନକ ବ୍ୟୁରୋ: ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଘଟଣାରେ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକଙ୍କୁ ଗିରଫ କରିଛି ପୁଲିସ । ସିସିଟିଭି, ଅଭିଯୋଗ ଓ ସାକ୍ଷୀଙ୍କ ବୟାନ ଆଧାରରେ ଟୁଟୁ ନାୟକ ଗିରଫ ହୋଇଛନ୍ତି । ତେବେ ଗତକାଲିର ଘଟଣା ପରେ ଚାରିଆଡେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଟୁଟୁଙ୍କୁ ଗିରଫ କରିବାକୁ ଚାପ ବଢିଥିଲା । ଚାପ ପଡିବା ପରେ, ଆଜି ଟୁଟୁଙ୍କୁ ଘରୁ ଉଠାଇ ଆଣିଥିଲା ପୋଲିସ୍ । ଆଉ କିଛି ସମୟର ପଚରାଉଚୁରା ପରେContinue reading “ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପଡ଼ିଲା ମହଙ୍ଗା । ପ୍ରଯୋଜକ ଟୁଟୁ ନାୟକଙ୍କୁ ଗିରଫ କଲା ପୁଲିସ । ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ”

ନିଜ ଅର୍ଥ ଓ ଶ୍ରମଦାନରେ ମଶାଣିର ରୂପ ବଦଳାଇଛନ୍ତି ସାଲେପୁରର ମଶାଣି ମଣିଷ ମନୋରଂଜନ ବେହେରା

କନକ ବ୍ୟୁରୋ : ଶ୍ମଶାନର ନାଁ ସୁନ୍ଦର ବନ । ଆପଣମାନେ ଦେଖୁଛନ୍ତି, କଟକ ସାଲେପୁର ବ୍ଲକ ଅଧିନସ୍ଥ ଲୁଣାହରା ଗାଁ ମଶାଣିର ଦୃଶ୍ୟ । ମଶାଣି ପ୍ରତି ଲୋକ ମନରେ ଥିବା ଭୟ ଦୂର କରି ଗଛ ଲଗାଇ ସୁନ୍ଦର ପରିବେଶ ସୃଷ୍ଟି କରିଛନ୍ତି ସେହି ଗାଁର ମନୋରଂଜନ ବେହେରା । ନିଜ ମନରେ ମଶାଣିକୁ ମନ୍ଦିର ବୋଲି ଭାବୁଥିବା ମନୋରଂଜନ ନିଜ ଅର୍ଥ ଓ ପରିଶ୍ରମରେ ମଶାଣିର ଚିତ୍ର ବଦଳାଇବାରେ ସକ୍ଷମ ହୋଇଛନ୍ତି ।Continue reading “ନିଜ ଅର୍ଥ ଓ ଶ୍ରମଦାନରେ ମଶାଣିର ରୂପ ବଦଳାଇଛନ୍ତି ସାଲେପୁରର ମଶାଣି ମଣିଷ ମନୋରଂଜନ ବେହେରା”

ଘରପାଖ ନଦୀରେ ବୁଲୁଛି କୁମ୍ଭୀର । ମାର୍ଶାଘାଇରେ କୁମ୍ଭୀର ଭୟର ଗୋବରୀ ନଦୀକୁ ଯାଉନାହାନ୍ତି ଲୋକେ

କନକ ବ୍ୟୁରୋ : ନଦୀନାଳ ଘେରା କେନ୍ଦ୍ରାପଡାରେ କୁମ୍ଭୀର ଆକ୍ରମଣରେ ମୃତାହତ ଖବର ବାରମ୍ବାର ଆସିଛି । ଜିଲ୍ଲାର ବିଭିନ୍ନ ନଦୀରେ କୁମ୍ଭୀର ଦେଖି ଆତଙ୍କିତ ଗ୍ରାମବାସୀ । ମାର୍ଶାଘାଇ ବ୍ଲକ ଡରମୁଁଣଡୁ ଗ୍ରାମରେ ଲୋକଙ୍କୁ ଘାରିଛି କୁମ୍ଭୀର ଭୟ । ଗାଁ କଡରେ ପ୍ରବାହିତ ଗୋବରୀ ନଦୀରେ ପ୍ରଥମ ଥର ପାଇଁ କୁମ୍ଭୀର ଦେଖିବାକୁ ମିଳିଛି । କେତେବେଳେ ନଦୀ ପଠାରେ ପାଟି ମେଲାଇ ଶୋଉଛି ତ ପୁଣି କେତେବେଳେ ପାଣିରେ ଭାସୁଛି । ତାକୁContinue reading “ଘରପାଖ ନଦୀରେ ବୁଲୁଛି କୁମ୍ଭୀର । ମାର୍ଶାଘାଇରେ କୁମ୍ଭୀର ଭୟର ଗୋବରୀ ନଦୀକୁ ଯାଉନାହାନ୍ତି ଲୋକେ”

ଜେଲ୍ ଗଲେ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ । ସାମ୍ବାଦିକାଙ୍କୁ ମାଡ ମାରିବା ଘଟଣାରେ ଗିରଫ ପରେ ଜେଲରେ ଫିଲ୍ମ ପ୍ରଯୋଜକ ।

କନକ ବ୍ୟୁରୋ: ଜେଲ୍ ଗଲେ ଓଡିଆ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ । ସାମ୍ବାଦିକାଙ୍କୁ ମାଡ ମାରିବା ଘଟଣାରେ ଗିରଫ ହେବା ପରେ ଏବେ ଜେଲ୍ ଯାଇଛନ୍ତି ଟୁଟୁ ନାୟକ । ତେବେ ଟୁଟୁ ନାୟକଙ୍କ ଜାମିନ୍ ଆବେଦନ ନେଇ ଶୁଣାଣି ହୋଇଛି ଏବଂ ଆସନ୍ତା ୬ ତାରିଖରେ ପୁନଃ ଶୁଣାଣି ପାଇଁ ଦିନ ମଧ୍ୟ ଧାର୍ଯ୍ୟ ହେଇଛି । ଏହାପରେ ଟୁଟୁ ନାୟକଙ୍କୁ ୧୪ ଦିିନିଆ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି ଟୁଟୁ ନାୟକ ।Continue reading “ଜେଲ୍ ଗଲେ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ । ସାମ୍ବାଦିକାଙ୍କୁ ମାଡ ମାରିବା ଘଟଣାରେ ଗିରଫ ପରେ ଜେଲରେ ଫିଲ୍ମ ପ୍ରଯୋଜକ ।”

ସାଧାରଣ ନିର୍ବାଚନ ଆଗରୁ ଉଷ୍ମ ହେଉଛି ରାଜନୀତି । ଖଲ୍ଲିକୋଟ ରାଣୀଙ୍କ ପାଇଁ ମଇଦାନକୁ ଓହ୍ଲାଇଲେ ଏନଏସି ଅଧ୍ୟକ୍ଷ

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାର ଏହି ବିଧାନସଭା କ୍ଷେତ୍ରରୁ ବିଜେଡିରୁ ପ୍ରାର୍ଥୀ ହେବା ପାଇଁ ଅନେକ ଆଶାୟି ରହିଛନ୍ତି । କିନ୍ତୁ ଏବେ ଖଲ୍ଲିକୋଟ ବିଜ୍ଞାପିତ ଅଂଚଳ ପରିଷଦର ଅଧକ୍ଷ ଇଂ ନିରଞ୍ଜନ ବେହେରାଙ୍କୁ ନେଇ ଚର୍ଚା ଯୋର ଧରିଛି । କାରଣ ଏବେ ସେ ବିଜ୍ଞାପିତ ଅଂଚଳ ପରିଷଦ ଛାଡି ପଂଚାୟତ ମୁହାଁ ହୋଇଛନ୍ତି ଅଧ୍ୟକ୍ଷ । ପଂଚାୟତର ଗାଁକୁ ଗାଁ ବୁଲୁଛନ୍ତି । ଆଉ ୨୦୧୯ ନିର୍ବାଚନ ପରେ କୌଣସି କରାଣରୁ ରାଜନୀତିContinue reading “ସାଧାରଣ ନିର୍ବାଚନ ଆଗରୁ ଉଷ୍ମ ହେଉଛି ରାଜନୀତି । ଖଲ୍ଲିକୋଟ ରାଣୀଙ୍କ ପାଇଁ ମଇଦାନକୁ ଓହ୍ଲାଇଲେ ଏନଏସି ଅଧ୍ୟକ୍ଷ”

ରାସ୍ତା ଛାଡ଼ି ଦୋକାନ ଘରକୁ ମାଡିଗଲା ଗାଡି ।  ବଡ଼ ଅଘଟଣରୁ ବର୍ତିଗଲେ ଦୋକାନୀ

କନକ ବ୍ୟୁରୋ : ରାସ୍ତା ଛାଡ଼ି ଦୋକାନ ଘର ଭିତରକୁ ପଶିଗଲା ସରକାରୀ ବସ୍ । ବଡ଼ ଅଘଟଣରୁ ବର୍ତିଗଲେ ଦୋକାନୀ । ଜୟପୁର ରଣ୍ଡାପାଲି ଗାଁରେ ଏଭଳି ଅଘଟଣ ଘଟିଛି । ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଦୋକାନ ଘର ଭିତରକୁ ପଶିଯାଇଥିଲା ବସ୍ । କେହି କିଛି ବୁଝିବା ଆଗରୁ ସବୁ ଭାଙ୍ଗି ନଷ୍ଟ ହୋଇଯାଇଥିଲା । ବସର ସାମ୍ନାପଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ବସର ଆଗ ଚକ ବାହାରିପଡ଼ିଥିଲାContinue reading “ରାସ୍ତା ଛାଡ଼ି ଦୋକାନ ଘରକୁ ମାଡିଗଲା ଗାଡି ।  ବଡ଼ ଅଘଟଣରୁ ବର୍ତିଗଲେ ଦୋକାନୀ”

କାର୍ତ୍ତିକ ମାସ ପରେ ରତ୍ନଭଣ୍ଡାରର ହେବ ଲେଜର ସ୍କାନିଂ । ନଭେମ୍ବର ୨୮ ରେ ସ୍କାନିଂ ନେଇ ନିଷ୍ପତ୍ତି

କନକ ବ୍ୟୁରୋ : ପୁରୀ ରତ୍ନଭଣ୍ଡାର ଖୋଲିବାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଏବେ ରତ୍ନଭଣ୍ଡାରର ହେବ ଲେଜର ସ୍କାନିଂ । ନଭେମ୍ବର ୨୮ ତାରିଖରେ ଲେଜର ସ୍କାନିଂ ହେବା ନେଇ ନିଷ୍ପତ୍ତି ନିଆଯାଇଛି । କାର୍ତ୍ତିକ ମାସରେ ଭକ୍ତଙ୍କ ଭିଡ ଲାଗିରହୁଥିବାରୁ ଏହି ଲେଜର ସ୍କାନିଂ କାମ କାର୍ତ୍ତିକ ମାସ ପରେ ହେବ ବୋଲି କୁହାଯାଇଛି । The post କାର୍ତ୍ତିକ ମାସ ପରେ ରତ୍ନଭଣ୍ଡାରର ହେବ ଲେଜର ସ୍କାନିଂ । ନଭେମ୍ବର ୨୮Continue reading “କାର୍ତ୍ତିକ ମାସ ପରେ ରତ୍ନଭଣ୍ଡାରର ହେବ ଲେଜର ସ୍କାନିଂ । ନଭେମ୍ବର ୨୮ ରେ ସ୍କାନିଂ ନେଇ ନିଷ୍ପତ୍ତି”

ନଭେମ୍ବର ୨୧ରୁ ବିଧାନସଭା ଶୀତ ଅଧିବେଶନ । ଡିସେମ୍ବର ୩୦ ଯାଏଁ ଚାଲିବ ଶୀତ ଅଧିବେଶନ । ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

କନକ ବ୍ୟୁରୋ: ନଭେମ୍ବର ୨୧ ତାରିଖରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ନଭେମ୍ବର ୨୧ ତାରିଖରୁ ଶୀତ ଅଧିବେଶନ ଆରମ୍ଭ ହେଇ ଡିସେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ । ଏନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ସୂଚନା ଦିଆଯାଇଛି । ନଭେମ୍ବର ୨୧ରୁ ବିଧାନସଭା ଶୀତ ଅଧିବେଶନ ଡିସେମ୍ବର ୩୦ ଯାଏଁ ଚାଲିବ ଶୀତ ଅଧିବେଶନ ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି #Odisha #Assembly #KanakNews pic.twitter.com/mIADxRpt9U — Kanak NewsContinue reading “ନଭେମ୍ବର ୨୧ରୁ ବିଧାନସଭା ଶୀତ ଅଧିବେଶନ । ଡିସେମ୍ବର ୩୦ ଯାଏଁ ଚାଲିବ ଶୀତ ଅଧିବେଶନ । ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି”

Design a site like this with WordPress.com
Get started