ବିରୋଧୀଙ୍କ ଆଇଫୋନ ହ୍ୟାକିଂ ମାମଲାରେ କେନ୍ଦ୍ର ସୂଚନା ମନ୍ତ୍ରଣାଳୟର କାର୍ଯ୍ୟାନୁଷ୍ଠାନ । ପ୍ରମାଣ ଦେବାକୁ ଆପଲ କମ୍ପାନୀକୁ ପଠାଇଲା ନୋଟିସ

କନକ ବ୍ୟୁରୋ : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ଗୁରୁବାର ଦିନ ଆପଲ କମ୍ପାନୀକୁ ଏକ ନୋଟିସ ଜାରି କରାଯାଇଛି । ଏଥିରେ କୁହାଯାଇଛି କି, ଏହା ରାଜ୍ୟ ପ୍ରାୟୋଜିତ ବୋଲି କଣ ପ୍ରମାଣ ଅଛି ତାହା ଦାଖଲ କର । କହିରଖୁ କି ବିରୋଧୀ ନେତାଙ୍କ ଆଇଫୋନକୁ ଏକ ମେସେଜ ଆସିଥିଲା । ଏହି ମେସେଜ ଆପଲ କମ୍ପାନୀ ତରଫରୁ କରାଯାଇଥିଲା । ଏଥିରେ ଉଲ୍ଲେଖ ଥିଲା କି ଆପଣଙ୍କ ଫୋନ ହ୍ୟାକ କରିବାକୁContinue reading “ବିରୋଧୀଙ୍କ ଆଇଫୋନ ହ୍ୟାକିଂ ମାମଲାରେ କେନ୍ଦ୍ର ସୂଚନା ମନ୍ତ୍ରଣାଳୟର କାର୍ଯ୍ୟାନୁଷ୍ଠାନ । ପ୍ରମାଣ ଦେବାକୁ ଆପଲ କମ୍ପାନୀକୁ ପଠାଇଲା ନୋଟିସ”

ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର: ବୁଲେଟିନ ଜାରି କରି ହସ୍ପିଟାଲ ପକ୍ଷରୁ ସୂଚନା

କନକ ବ୍ୟୁରୋ: ପୂର୍ବତନ ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଗୁରୁତର ଅସୁସ୍ଥ । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି । ମହେଶ୍ୱର ମହାନ୍ତି ଗୁରୁତର । ସ୍ୱାସ୍ଥ୍ୟବସ୍ଥା ନେଇ ହସ୍ପିଟାଲ ପକ୍ଷରୁ ଜାରି ହୋଇଛି ବୁଲେଟିନ । ମହେଶ୍ୱର ମହାନ୍ତି ଆଇସିୟୁରେ ଥିବା ବେଳେ ଏବେ ଗୁରୁତର ଅବସ୍ଥାରେ ଥିବା ଏଥିରେ କୁହାଯାଇଛି । ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ସ୍ୱତନ୍ତ୍ର ନଜର ରଖିଛନ୍ତି । ପ୍ରଥମେ ତାଙ୍କୁContinue reading “ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର: ବୁଲେଟିନ ଜାରି କରି ହସ୍ପିଟାଲ ପକ୍ଷରୁ ସୂଚନା”

ସମାଧାନ ହେବ ଓଲିଉଡ କଳି: ଅଭିନେତା ମନୋଜ ମିଶ୍ରଙ୍କ ଉପରୁ ବାସନ୍ଦ ଉଠାଇବ ସିନେ ପ୍ରଯୋଜକ ସଂଘ

କନକ ବ୍ୟୁରୋ: ଓଲିଉଡ କଳିକୁ ନେଇ ଓଡ଼ିଶା ଚଳଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । ବିବାଦର ସମାଧାନ କରାଯିବା ନେଇ ବୈଠକ ଶେଷ ହେବା ପରେ ସୂଚନା ଦେଇଛନ୍ତି କୁନା ତ୍ରିପାଠୀ । ଏହାସହ ଅଭିନେତା ମନୋଜ ମିଶ୍ରଙ୍କ ଉପରୁ ପ୍ରଯୋଜକ ଟୁଟୁ ନାୟକ ବ୍ୟାନ୍ ହଟାଇଦେବେ ବୋଲି କହିଛନ୍ତି । ଏହି ବୈଠକରେ ଅଭିନେତା ଅରିନ୍ଦମ, ଶ୍ରୀତମ ଓ ପ୍ରଯୋଜକ ଟୁଟୁ ନାୟକ ଉପସ୍ଥିତ ଥିଲେ । ତେବେ ମନୋଜContinue reading “ସମାଧାନ ହେବ ଓଲିଉଡ କଳି: ଅଭିନେତା ମନୋଜ ମିଶ୍ରଙ୍କ ଉପରୁ ବାସନ୍ଦ ଉଠାଇବ ସିନେ ପ୍ରଯୋଜକ ସଂଘ”

ଅବକାରୀ ନୀତି ଦୁର୍ନୀତି ମାମଲା : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ ପରେ ବି ହାଜର ହେଲେନାହିଁ କେଜ୍ରିୱାଲ

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟି ପାଇଁ ଅଡୁଆ ବଢିବାରେ ଲାଗିଛି । ସଂପୃକ୍ତ ମାମଲାରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ରାଜ୍ୟସଭା ସାଂସଦ ଗିରଫ ହେବା ପରେ ଏବେ ଇଡି ନଜରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ । କିଛିଦିନ ତଳେ ସଂପୃକ୍ତ ମାମଲାର ଯାଂଚ ପାଇଁ ଇଡି ତରଫରୁ କେଜ୍ରିୱାଲଙ୍କୁ ନୋଟିସ କରାଯାଇଥିଲା । ତାଙ୍କୁContinue reading “ଅବକାରୀ ନୀତି ଦୁର୍ନୀତି ମାମଲା : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ ପରେ ବି ହାଜର ହେଲେନାହିଁ କେଜ୍ରିୱାଲ”

ବିଶ୍ୱକପରେ ଭାରତ-ଶ୍ରୀଲଙ୍କା ମୁକାବିଲା: ଟସ୍ ଜିତି ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ଭାରତ

କନକ ବ୍ୟୁରୋ: ଆଜି ଭାରତ ଶ୍ରୀଲଙ୍କା ମଧ୍ୟରେ ହେବ କଡା ମୁକାବିଲା । ଆଜିର ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଭାରତୀୟ ଦଳ । ଏହି ମ୍ୟାଚ ଜିତିବାକୁ ହେଲେ ଶ୍ରୀଲଙ୍କାକୁ ଭାରତ ଏକ ବଡ ବିଜୟ ଲକ୍ଷ୍ୟ ଦେବାକୁ ଚେଷ୍ଟା କରିବ । ଭାରତ ପାଇଁ ଏହି ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ । କାରଣ ଏହି ମ୍ୟାଚ ଜିତି ଭାରତ ସେମି ଫାଇନାଲContinue reading “ବିଶ୍ୱକପରେ ଭାରତ-ଶ୍ରୀଲଙ୍କା ମୁକାବିଲା: ଟସ୍ ଜିତି ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ଭାରତ”

ମୋଗଲ ସମ୍ରାଟ ଜାହାଙ୍ଗୀର ଏବଂ ଭାରତରେ ଇଂଲଣ୍ଡର ପ୍ରଥମ ରାଷ୍ଟ୍ରଦୂତ ଥୋମାସ ରୋ ଙ୍କ କାହାଣୀ ଲେଖି ଭାରତୀୟ ମୂଳ ବଂଶଜ ପାଇଲେ ‘ବ୍ରିଟିଶ ବୁକ ପ୍ରାଇଜ’

ଭାରତୀୟ ମୂଳ ଲେଖିକା ନନ୍ଦିନୀ ଦାସଙ୍କୁ ‘ବ୍ରିଟିଶ ଏକାଡେମୀ ବୁକ’ ପୁରସ୍କାର ବିଜେତା ଘୋଷିତ କରାଯାଇଛି । ତାଙ୍କୁ ‘କୋର୍ଟିଂ ଇଣ୍ଡିଆ: ଇଂଲଣ୍ଡ, ମୋଗଲ ଇଣ୍ଡିଆ ଏବଂ ଅରିଜିନ୍ସ ଅଫ୍ ଏମ୍ପାୟାର୍’ ପୁସ୍ତକ ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯାଇଛି । ଭାରତୀୟ ଜନ୍ମିତ ଲେଖକ ନନ୍ଦିନୀ ଦାସଙ୍କୁ ବ୍ରିଟିଶ ଏକାଡେମୀ ବୁକ୍ ପୁରସ୍କାର ୨୦୨୩ ର  ପୁରସ୍କାର ବିଜେତା ଘୋଷିତ କରାଯାଇଛି । ବିଶ୍ୱ କଲଚାରଲ ଅଣ୍ଡରଷ୍ଟାଣ୍ଡିଂ ପାଇଁ ନନ୍ଦିନୀଙ୍କୁ ତାଙ୍କ ପୁସ୍ତକ ‘କୋର୍ଟିଂ ଇଣ୍ଡିଆ:Continue reading “ମୋଗଲ ସମ୍ରାଟ ଜାହାଙ୍ଗୀର ଏବଂ ଭାରତରେ ଇଂଲଣ୍ଡର ପ୍ରଥମ ରାଷ୍ଟ୍ରଦୂତ ଥୋମାସ ରୋ ଙ୍କ କାହାଣୀ ଲେଖି ଭାରତୀୟ ମୂଳ ବଂଶଜ ପାଇଲେ ‘ବ୍ରିଟିଶ ବୁକ ପ୍ରାଇଜ’”

୧୫ ଲକ୍ଷ ଟଙ୍କା ଲାଞ୍ଚ ମାଗି ଅଡୁଆରେ ଇଡି ଅଧିକାରୀ । ହେପାଜତକୁ ନେଲା ରାଜସ୍ଥାନ ଏସିବି

କନକ ବ୍ୟୁରୋ : ରାଜସ୍ଥାନ ଦୁର୍ନୀତି ନିରୋଧ ବ୍ୟୁରୋ ତରଫରୁ ଜଣେ ଇଡି ଅଧିକାରୀଙ୍କୁ ହେପାଜତକୁ ନିଆଯାଇଛି । ଇଡି ଅଧିକାରୀ ନବଲ କିଶୋର ମୀଣା ନାମକ ଏହି ଇଡି ଅଧିକାରୀ ଜଣଙ୍କ ଜଣେ ବ୍ୟବସାୟୀଙ୍କୁ ୧୫ ଲକ୍ଷ ଟଙ୍କା ଲାଞ୍ଚ ମାଗୁଥିବା ଅଭିଯୋଗରେ ଏସିବି ତାଙ୍କୁ ଅଟକ ରଖିଛି । ଏହା ପୂର୍ବରୁ ଏସିବି ଇଡି ଅଧିକାରୀଙ୍କର ଆୟ ଠାରୁ ଅଧିକ ସମ୍ପତ୍ତି ରହିଛି ବୋଲି ଜାଣିବାକୁ ପାଇଥିଲା । ଏହାପରେ ଏସିବି ତରଫରୁ ଇଡିContinue reading “୧୫ ଲକ୍ଷ ଟଙ୍କା ଲାଞ୍ଚ ମାଗି ଅଡୁଆରେ ଇଡି ଅଧିକାରୀ । ହେପାଜତକୁ ନେଲା ରାଜସ୍ଥାନ ଏସିବି”

ଆରବିଆଇରେ ୨ ହଜାର ଟଙ୍କିଆ ନୋଟ୍ ବଦଳାଇବା ଘଟଣା: ଟଙ୍କା ବଦଳ କରୁଥିବା ଲୋକଙ୍କ ତଥ୍ୟ ନେଲା ଇଓଡବ୍ଲୁ ଓ ଇଡି

କନକ ବ୍ୟୁରୋ: ୨ହଜାର ଟଙ୍କିଆ ନୋଟ୍ ବଦଳ କରୁଥିବା ବ୍ୟକ୍ତିଙ୍କ ତଥ୍ୟ ସଂଗ୍ରହ କରିଛି ଇଡି ଓ ଇଓଡବ୍ଲୁ । କିଏ କେତେଥର ଟଙ୍କା ବଦଳ କରିଛନ୍ତି ସେହି ତଥ୍ୟ ରିଜର୍ଭ ବ୍ୟାଙ୍କ ଠାରୁ ସଂଗ୍ରହ କରିଛନ୍ତି ତଦନ୍ତକାରୀ ସଂସ୍ଥା । ଏହାସହ ସିସିଟିଭି ଫୁଟେଜ ମଧ୍ୟ ସଂଗ୍ରହ କରିଛି ତଦନ୍ତକାରୀ ସଂସ୍ଥା । ଲୋକଙ୍କ ଆଧାର କାର୍ଡ ଯାଂଚ ସହ ଟଙ୍କାର ଉତ୍ସ କଣ ତାହା ବୁଝିଛନ୍ତି ଇଡି ଓ ଇଓଡବ୍ଲୁ ଟିମ୍ । ଘଟଣାContinue reading “ଆରବିଆଇରେ ୨ ହଜାର ଟଙ୍କିଆ ନୋଟ୍ ବଦଳାଇବା ଘଟଣା: ଟଙ୍କା ବଦଳ କରୁଥିବା ଲୋକଙ୍କ ତଥ୍ୟ ନେଲା ଇଓଡବ୍ଲୁ ଓ ଇଡି”

ଖୋର୍ଦ୍ଧା ଜଟଣୀ ଛାତ୍ର ହତ୍ୟା ଘଟଣାର ପର୍ଦ୍ଦାଫାସ: ଟ୍ୟୁସନ ଟଙ୍କା ମାଗିବାରୁ ନବମ ଶ୍ରେଣୀ ଛାତ୍ରକୁ ହତ୍ୟା କରିଥିବା ସ୍ୱୀକାର କରିଛି ଅଭିଯୁକ୍ତ

କନକ ବ୍ୟୁରୋ: ଖୋର୍ଦ୍ଧା ଜଟଣୀ ଛାତ୍ର ମୃତ୍ୟୁ ଘଟଣାର ପର୍ଦ୍ଦାଫାସ । ୫ ହଜାର ଟଙ୍କା ପାଇଁ ନାବାଳକ ଛାତ୍ର ସାଜିଲା ହତ୍ୟାକାରୀ । ଟ୍ୟୁସନ ଟଙ୍କା ପାଇଁ ନାବାଳକୁ ହତ୍ୟା କରିଥିବା ସୂଚନା ଦେଲେ ଡିସିପି । ବାରମ୍ବାର ଟ୍ୟୁସନ ଟଙ୍କା ମାଗିବାରୁ ଅପମାନ ସହିନପାରି ଏପରି କରିଥିବା ଦୋଷ ସ୍ୱିକାର କରିଛି ଅଭିଯୁକ୍ତ । ଅଭିଯୁକ୍ତ ନାବାଳକ ହୋଇଥିବା ବେଳେ ଯୁକ୍ତ ଦୁଇରେ ପାଠ ପଢ଼ୁଥିବା ସୂଚନା ରହିଛି । ଘଟଣା ସ୍ଥଳରୁ ମାରଣାସ୍ତ୍ରContinue reading “ଖୋର୍ଦ୍ଧା ଜଟଣୀ ଛାତ୍ର ହତ୍ୟା ଘଟଣାର ପର୍ଦ୍ଦାଫାସ: ଟ୍ୟୁସନ ଟଙ୍କା ମାଗିବାରୁ ନବମ ଶ୍ରେଣୀ ଛାତ୍ରକୁ ହତ୍ୟା କରିଥିବା ସ୍ୱୀକାର କରିଛି ଅଭିଯୁକ୍ତ”

ପ୍ରତାପ ଓ ସଞ୍ଜୟଙ୍କୁ ବିଜେଡିର ବଡ ଦାୟିତ୍ୱ । ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଦେଲା ନିଯୁକ୍ତି, ଜାଣନ୍ତୁ କିଏ ପାଇଲା କେଉଁ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ?

କନକ ବ୍ୟୁରୋ : ବିଧାୟକ ପ୍ରତାପ ଜେନା ଓ ସଞ୍ଜୟ ଦାସବର୍ମାଙ୍କୁ ବଡ ଦାୟିତ୍ୱ । ଉଭୟ ନେତାଙ୍କୁ ପର୍ଯ୍ୟବେପକ୍ଷ ଭାବେ ଦାୟିତ୍ୱ ଦେଇଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ । ପ୍ରତାପ ଜେନାଙ୍କୁ କେନ୍ଦ୍ରାପଡା ଓ ସଞ୍ଜୟ ଦାସବର୍ମାଙ୍କୁ ଭଦ୍ରକ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ମିଳିଛି । ପୂର୍ବରୁ ପ୍ରମିଳା ମଲ୍ଲିକ କେନ୍ଦ୍ରାପଡା ଜିଲ୍ଲାର ପର୍ଯ୍ୟବେକ୍ଷକ ଥିଲେ । ତେବେ ବାଚସ୍ପତି ଭାବେ ପ୍ରମିଳା ଶପଥ ନେବା ପରେ ପ୍ରତାପଙ୍କୁ ଏହି ଗୁରୁଦାୟିତ୍ୱ ଦେଇଛିContinue reading “ପ୍ରତାପ ଓ ସଞ୍ଜୟଙ୍କୁ ବିଜେଡିର ବଡ ଦାୟିତ୍ୱ । ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଦେଲା ନିଯୁକ୍ତି, ଜାଣନ୍ତୁ କିଏ ପାଇଲା କେଉଁ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ?”

Design a site like this with WordPress.com
Get started