କନକ ବ୍ୟୁରୋ : କ୍ୟାସ୍ ଫର୍ କ୍ୱେରୀ ପ୍ରସଙ୍ଗରେ ଫସିଥିବା ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ଆଜି ଲୋକସଭା ଏଥିକ୍ସ କମିଟି ସମ୍ମୁଖରେ ହାଜର ହେବେ । ଏବଂ ଏଥିକ୍ସ କମିଟି ସମ୍ମୁଖରେ ନିଜର ବୟାନ ରଖିବେ ମହୁଆ । କମିଟି ପାଖରେ ଥିବା ଦସ୍ତାବିଜ ଓ ତଥ୍ୟ ବ୍ୟତୀତ ୩ମନ୍ତ୍ରଣାଳୟ ଦେଇଥିବା ରିପୋର୍ଟ ଉପରେ ତାଙ୍କୁ ପ୍ରଶ୍ନ କରାଯିବ । ମହୁଆଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ସୁପ୍ରିମକୋର୍ଟContinue reading “କ୍ୟାସ୍ ଫର କ୍ୱେରୀ ପ୍ରସଙ୍ଗରେ ଲୋକସଭା ଏଥିକ୍ସ କମିଟିରେ ହାଜର ହେବେ ମହୁଆ ମୋଇତ୍ରା । ଅଭିଯୋଗ ଉପରେ ନିଜର ପକ୍ଷ ରଖିବେ ତୃଣମୂଳ କଂଗ୍ରେସ ସାଂସଦ”
Tag Archives: News
୫୮ ବର୍ଷରେ ପାଦ ଦେଲେ କିଙ୍ଗ ଖାନ୍ । ରାତିରେ ଛାତ ଉପରକୁ ଆସି ଫ୍ୟାନ୍ସଙ୍କୁ ଅଭିବାଦନ ଜଣାଇଲେ ଶାହାରୁଖ
କନକ ବ୍ୟୁରୋ : ବଲିଉଡ ବାଦଶାହା ଶାହରୁଖ ଖାନ ୫୮ ବର୍ଷ ବୟସର ପହଂଚିଛନ୍ତି । ଜନ୍ମଦିନ ଅବସରରେ କିଙ୍ଗ ଖାନଙ୍କ ଏକ ଝଲକ ପାଇବା ପାଇଁ ତାଙ୍କ ଘର ମନ୍ନତ ସମ୍ମୁଖରେ ପ୍ରଶଂସକଙ୍କ ଭିଡ଼ ଜମିଥିଲା । ଶାହରୁଖ ମଧ୍ୟ ନିଜ ଫ୍ୟାନ୍ସଙ୍କୁ ନିରାଶ କରିନଥିଲେ । ବିଳମ୍ବିତ ରାତିରେ ଘର ଛାତ ଉପରକୁ ବାହାରି ପ୍ରଶଂସକଙ୍କୁ ଅଭିବାଦନ ଜଣାଇଥିଲେ । ଶାହରୁଖ ନିଜ ସିଗନେଚର ପୋଜ୍ରେ ପ୍ରଶଂସକଙ୍କୁ ଅଭିବାଦନ ଜଣାଇଥିଲେ । ଶାହରୁଖଙ୍କୁ ଜନ୍ମଦିନରେContinue reading “୫୮ ବର୍ଷରେ ପାଦ ଦେଲେ କିଙ୍ଗ ଖାନ୍ । ରାତିରେ ଛାତ ଉପରକୁ ଆସି ଫ୍ୟାନ୍ସଙ୍କୁ ଅଭିବାଦନ ଜଣାଇଲେ ଶାହାରୁଖ”
ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତ ଅସୁସ୍ଥ । ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ଚାଲିଛି ଚିକିତ୍ସା
କନକ ବ୍ୟୁରୋ : ପୂର୍ବତନ ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଗୁରୁତର ଅସୁସ୍ଥ । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି । ଗତକାଲି ସେ ପୁରୀର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସଂଧ୍ୟାରେ ସେ ବଡ଼ଶଙ୍ଖ ଗଜଲକ୍ଷ୍ମୀ ପୂଜା କାର୍ଯ୍ୟକ୍ରମରେ ଯୋଗଦେଇ ଘରକୁ ଫେରିବା ପରେ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କ ଦେହ ହାତ ଥରିବା ଆରମ୍ଭ କରିଥିଲା । ଏହା ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇContinue reading “ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତ ଅସୁସ୍ଥ । ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ଚାଲିଛି ଚିକିତ୍ସା”
ଲକ୍ଷ୍ମୀ ବସରେ ସିଟ୍ ପାଇଁ ଠେଲାପେଲା । କିଏ ଝରକା ବାଟେ ପଶୁଛି, କିଏ ଭିଡ଼ ଠେଲି ଆଗକୁ ଯାଉଛି
କନକ ବ୍ୟୁରୋ : ଲକ୍ଷ୍ମି ବସରେ ବସିବା ପାଇଁ ଠେଲାପେଲା । ବସରେ ଚଢ଼ିବାକୁ ରୀତିମତ ପ୍ରତିଯୋଗିତା ଚାଲିଛି । କିଏ ଝରକା ବାଟେ ବସ୍ ମଧ୍ୟରେ ପଶିଯାଉଛି ଯେ, ଆଉ କିଏ ସିଟ ପାଇବାକୁ ଭିଡ଼କୁ ଠେଲି ଆଗକ ଯିବାକୁ ଚେଷ୍ଟା କରୁଛି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରୁ ଆସିଛି ଏଭଳି ଦୃଶ୍ୟ । ସକାଳୁ ସକାଳୁ ଚିତ୍ରକୋଣ୍ଡା ବସ୍ ଷ୍ଟାଣ୍ଡରେ ଯାତ୍ରିମାନେ ଠେଲାପେଲା ହୋଇ ବସ୍ରେ ଚଢୁ ଥିବାର ଚିତ୍ର ଦେଖିବାକୁ ମିଳିଛି ।Continue reading “ଲକ୍ଷ୍ମୀ ବସରେ ସିଟ୍ ପାଇଁ ଠେଲାପେଲା । କିଏ ଝରକା ବାଟେ ପଶୁଛି, କିଏ ଭିଡ଼ ଠେଲି ଆଗକୁ ଯାଉଛି”
ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀ ମୁଣ୍ଡରେ ଚଡ଼କ । ଖୋର୍ଦ୍ଧା ଜିଲ୍ଲାକୁ ମରୁଡ଼ି ଘୋଷଣା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଚାଷୀଙ୍କ ଦାବି
କନକ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲାକୁ ମରୁଡ଼ି ଘୋଷଣା ଦାବି ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି ରଖିଲେ ଚାଷୀ । ନିଅଣ୍ଟିଆ ବର୍ଷା ଯୋଗୁଁ ଧାନ କ୍ଷେତ ଉଜୁଡ଼ି ଯାଇଛି । ଏପଟେ ଚାଷୀ କରିଥିବା ରୁଣ ଶୁଝିବାକୁ ସକ୍ଷମ ନୁହନ୍ତି । ତେଣୁ ଜିଲ୍ଲାକୁ ମରୁଡ଼ି ଘୋଷଣା ସହ ରୁଣ ଛାଡ଼ ପାଇଁ ଚାଷୀ ଦାବି କରିଛନ୍ତି । ସାଙ୍ଗରେ ଜଳିଯାଇଯାଇଥିବା ଧାନଗଛକୁ ନେଇ ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ, ଆଉ ନିଜ ଦାବି ଜଣାଇଛନ୍ତିContinue reading “ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀ ମୁଣ୍ଡରେ ଚଡ଼କ । ଖୋର୍ଦ୍ଧା ଜିଲ୍ଲାକୁ ମରୁଡ଼ି ଘୋଷଣା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଚାଷୀଙ୍କ ଦାବି”
ଇଡି ସମନକୁ ନେଇ ଦିଲ୍ଲୀ ଦରବାର ହୁଲୁସ୍ତୁଲ । ଅବକାରୀ ଦୁର୍ନୀତି ମାମଲାରେ ଆଜି ଇଡି ନିକଟରେ ହାଜର ହେବେ ଅରବିନ୍ଦ କେଜ୍ରିୱାଲ
କନକ ବ୍ୟୁରୋ : ଆଜି ପ୍ରବର୍ତନ ନିର୍ଦ୍ଦେଶାଳୟ ବା ଇଡି ପାଖରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ତାଙ୍କୁ ଇଡି ହାଜର ହେବାକୁ ସମନ ପଠାଇଥିଲା । ଆଜି ତାଙ୍କୁ ହଜାର ହେବାକୁ କୁହାଯାଇଛି । ଏହି ମାମଲାରେ ଏପ୍ରିଲରେ ସିବିଆଇ ଅରବିନ୍ଦ କେଜରିୱାଲଙ୍କୁ ପଚରାଉଚରା କରିଥିଲା । ଜେରା ପୂର୍ବରୁ କେଜ୍ରିୱାଲଙ୍କୁ ଗିରଫ କରାଯିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଦିଲ୍ଲୀ କ୍ୟାବିନେଟର କିଛି ମନ୍ତ୍ରୀContinue reading “ଇଡି ସମନକୁ ନେଇ ଦିଲ୍ଲୀ ଦରବାର ହୁଲୁସ୍ତୁଲ । ଅବକାରୀ ଦୁର୍ନୀତି ମାମଲାରେ ଆଜି ଇଡି ନିକଟରେ ହାଜର ହେବେ ଅରବିନ୍ଦ କେଜ୍ରିୱାଲ”
କ୍ରିକେଟ ବିଶ୍ୱକପରେ ଆଜି ଶ୍ରୀଲଙ୍କାକୁ ଭେଟିବ ଭାରତ । ମ୍ୟାଚ୍ ଜିତି ସେମିଫାଇନାଲ ଟିକେଟ ନିଶ୍ଚିତ କରିବା ଲକ୍ଷ୍ୟରେ ରୋହିତ ବାହିନୀ
କନକ ବ୍ୟୁରୋ : କ୍ରିକେଟ ବିଶ୍ୱକପରେ ଆଜି ଶ୍ରୀଲଙ୍କାକୁ ଭେଟିବ ଭାରତ । ଚଳିତ ବିଶ୍ୱକପରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ ଜାରି ରଖିଛି । ଭାରତ ଏଯାଏଁ ୬ଟି ମ୍ୟାଚ୍ ଖେଳିଥିବା ବେଳେ ୬ଟି ଯାକ ମ୍ୟାଚ୍ ଜିତିସାରିଛି । ଫଳରେ ସେମିଫାଇନାଲରେ ସ୍ଥାନ ଏକପ୍ରକାର ପକ୍କା ହୋଇସାରିଛି । ତେବେ ଶ୍ରୀଲଙ୍କା ବିପକ୍ଷରେ ବିଜୟ ଭାରତ ପାଇଁ ସେମିଫାଇନାଲ ଟିକେଟ ନିଶ୍ଚିତ କରିଦେବ । ମୁମ୍ବାଇର ୱାନଖେଡ଼େ ଷ୍ଟାଡିୟମରେ ଭାର୍-ଶ୍ରୀଲଙ୍କା ମ୍ୟାଚ୍ ଖେଳାଯିବ ।Continue reading “କ୍ରିକେଟ ବିଶ୍ୱକପରେ ଆଜି ଶ୍ରୀଲଙ୍କାକୁ ଭେଟିବ ଭାରତ । ମ୍ୟାଚ୍ ଜିତି ସେମିଫାଇନାଲ ଟିକେଟ ନିଶ୍ଚିତ କରିବା ଲକ୍ଷ୍ୟରେ ରୋହିତ ବାହିନୀ”
ଓଡ଼ିଆ ଟେଲିଭିଜନ ଦୁନିଆର ସବୁଠାରୁ ବଡ ଆୱାର୍ଡ ସୋ ” ଜୀ ସାର୍ଥକ ସଂସାର ଆୱାର୍ଡ”, ନଭେମ୍ବର ୫ ତାରିଖ ସନ୍ଧ୍ୟା ୬ ଟାରେ
କନକ ବ୍ୟୁରୋ : ଜ଼ୀ ସାର୍ଥକ ରେ ଦେଖନ୍ତୁ ନଭେମ୍ବର ୫ ତାରିଖ ସନ୍ଧ୍ୟା ୬ ଟାରେ ଟେଲିଭିଜନ ଦୁନିଆର ସବୁଠାରୁ ବଡ଼ ଆୱାର୍ଡ ସୋ, ଜୀ ସାର୍ଥକ ସଂସାର ଆୱାର୍ଡ ୨୦୨୩ । ଯେଉଁଥିରେ ଆପଣ ମାନେ ଦେଖିବେ ବିଭିନ୍ନ କ୍ଷେତ୍ରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଦର୍ଶକଙ୍କ ମନ ଜିତିଥିବା କଳାକାର ଓ ଟିମକୁ ମିଳିବ ଆୱାର୍ଡ, ଯେପରିକି ବେଷ୍ଟ ଫିଲ୍ମ, ବେଷ୍ଟ ସେରିଏଲ, ବେଷ୍ଟ ହୀରୋ, ବେଷ୍ଟ ହିରୋଇନ ଓ ଏହିପରି ଅନେକ କାଟାଗୋରୀରେContinue reading “ଓଡ଼ିଆ ଟେଲିଭିଜନ ଦୁନିଆର ସବୁଠାରୁ ବଡ ଆୱାର୍ଡ ସୋ ” ଜୀ ସାର୍ଥକ ସଂସାର ଆୱାର୍ଡ”, ନଭେମ୍ବର ୫ ତାରିଖ ସନ୍ଧ୍ୟା ୬ ଟାରେ”
ମହାରାଷ୍ଟ୍ର ନାଗପୁରରୁ ଆସିଲା ଆଶ୍ଚର୍ଯ୍ୟଜନକ ଘଟଣା । ବ୍ୟାଙ୍କ ଭିତରେ ପସିଲା ବନ୍ୟା ପାଣି, ନଷ୍ଟ ହେଲା ୪ଶହ କୋଟି ଟଙ୍କା
କନକ ବ୍ୟୁରୋ : ବନ୍ୟାପାଣିରେ ଭାସିଗଲା ୪୦୦କୋଟି । ସେପ୍ଟେମ୍ବର ୨୪ରେ ନାଗପୁରର ନାଗ ନଦୀରେ ଆସିଥିବା ବନ୍ୟାଜଳରେ ବ୍ୟାଙ୍କରେ ଥିବା ୪୦୦କୋଟି ଭାସି ଯାଇଛି । ଏହି ବନ୍ୟା ଜଳରେ ସୀତବୁଲଦି ଅଂଚଳର ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ଶାଖା ଅଫିସ ପ୍ରଭାବିତ ହୋଇଥିଲା । ବନ୍ୟାଜଳ ବ୍ୟାଙ୍କର ଷ୍ଟ୍ରଙ୍ଗରୁମକୁ ଛୁଇଁଥିବା ବେଳେ ବାକ୍ସ ଭିତରେ ଥିବା ଟଙ୍କା ଗୁଡିକ ନଷ୍ଟ ହୋଇଯାଇଥିଲା । ବନ୍ୟାଜଳ ହେତୁ କେତେ ଟଙ୍କାର ନଷ୍ଟ ହୋଇଥିବା ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟContinue reading “ମହାରାଷ୍ଟ୍ର ନାଗପୁରରୁ ଆସିଲା ଆଶ୍ଚର୍ଯ୍ୟଜନକ ଘଟଣା । ବ୍ୟାଙ୍କ ଭିତରେ ପସିଲା ବନ୍ୟା ପାଣି, ନଷ୍ଟ ହେଲା ୪ଶହ କୋଟି ଟଙ୍କା”
ବାବର ଆଜାମଙ୍କୁ ପୂର୍ବତନ କ୍ରିକେଟର ସାହିଦ ଆଫ୍ରିଦୀଙ୍କ ପରାମର୍ଶ । ମ୍ୟାଚ ଜିତିବା ଫମୂଲା କହି ବିରାଟ କୋହଲୀ–କେଏଲ ରାହୁଲଙ୍କ ଦେଲେ ଉଦାହରଣ
କନକ ବ୍ୟୁରୋ : ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ବାବର ଆଜମଙ୍କ ଉପରେ ବର୍ଷିଲେ ପୂର୍ବତନ ଖେଳାଳୀ ସାହିଦ ଆଫ୍ରିଦି । ଆଫ୍ରିଦି କହିଛନ୍ତି ଚଳିତ ବିଶ୍ୱକପରେ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି ଓ ବିଶେଷ କରି ଅଧିନାୟକ ଭାବେ ବାବରଙ୍କ ପ୍ରଦର୍ଶନ ବେଶ ଖରାପ ରହିଛି । ଭାରତୀୟ କ୍ରିକେଟରଙ୍କ ଉଦାହରଣ ଦେଇ ସାହିଦ କହିଛନ୍ତି ବିରାଟ କୋହଲୀ ଓ କେଏଲ ରାହୁଲଙ୍କଠୁ କିଛି ଶିଖନ୍ତୁ ବାବର । ସେମାନଙ୍କ ଖେଳ ଶୈଳୀକୁ ଅନୁସରଣ କରନ୍ତୁContinue reading “ବାବର ଆଜାମଙ୍କୁ ପୂର୍ବତନ କ୍ରିକେଟର ସାହିଦ ଆଫ୍ରିଦୀଙ୍କ ପରାମର୍ଶ । ମ୍ୟାଚ ଜିତିବା ଫମୂଲା କହି ବିରାଟ କୋହଲୀ–କେଏଲ ରାହୁଲଙ୍କ ଦେଲେ ଉଦାହରଣ”