କନକ ବ୍ୟୁରୋ: ସରୁନି ସ୍ୱରେଜ କାମ କି ହେଉନି ରାସ୍ତା ମରାମତି । ସମ୍ବଲପୁର ସହରରେ ଗଳିକନ୍ଦି ସବୁଠି ରାସ୍ତା ଖୋଳି ଅଧାରରେ ଛାଡି ଦେଇଛି ଠିକାଦାର । ଯାହାଫଳରେ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକ । ସହରରେ ସ୍ୱରେଜ ବ୍ୟବସ୍ଥା ପାଇଁ ପ୍ରଶାସନ ଅଣ୍ଟା ଭିଡିଥିଲା । କାମ ଆରମ୍ଭ ହେଲା । ହେଲେ ରାସ୍ତା ଖୋଳି ଦେଇ କାମ ଅଧାରେ ଛାଡି ଦେଇଛି ଠିକାସଂସ୍ଥ।। । ଏବେ ବି କାମ ସରିବାର ନାଁ ନେଉନିContinue reading “ସରୁନି ସ୍ୱରେଜ କାମ, ହୋଇପାରୁନି ରାସ୍ତା ମରାମତି । ସମ୍ବଲପୁରରେ ରାସ୍ତା ସାରା ଖୋଳି ଠିକାଦାର ଗାୟବ । କେବେ ସରିବ ସ୍ୱରେଜ କାମ ?”
Tag Archives: News
ଅର୍ଥ ହେରଫେର ମାମଲା : ଜେଟ ଏୟାରୱେଜ୍ କମ୍ପାନୀର ମାଲିକ ନରେଶ ଗୋଏଲଙ୍କ ୫୩୮ କୋଟି ଟଙ୍କାର ସମ୍ପତ୍ତି ଜବତ୍
କନକ ବ୍ୟୁରୋ : ଜେଟ ଏୟାରୱେଜ ଲିମିଟେଡ ସହ ଜଡିତ ଏକ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୫୦୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଛି । ଏହି ସମ୍ପତ୍ତି ଗୁଡିକ ଲଣ୍ଡନ, ଦୁବାଇ ଓ ଭାରତର ଭିନ୍ନ ଭିନ୍ନ ରାଜ୍ୟରେ ଜେଟ୍ ଏୟାରୱେଜର ସଂସ୍ଥାପକ ନରେଶ ଗୋଏଲ, ତାଙ୍କ ପତ୍ନୀ ଅନିତା ଗୋଏଲ ଓ ଝିଅ ନିବାନ ଗୋଏଲ କମ୍ପାନୀର ଅନ୍ୟ ଲୋକଙ୍କ ନାମରେ ପଞ୍ଜିକୃତ ରହିଛି । ଜବତ ସମ୍ପତ୍ତି ମଧ୍ୟରେContinue reading “ଅର୍ଥ ହେରଫେର ମାମଲା : ଜେଟ ଏୟାରୱେଜ୍ କମ୍ପାନୀର ମାଲିକ ନରେଶ ଗୋଏଲଙ୍କ ୫୩୮ କୋଟି ଟଙ୍କାର ସମ୍ପତ୍ତି ଜବତ୍”
ଫୋନ ହ୍ୟାକିଂ ମାମଲାରେ ଆପଲକୁ ଜେରା ? ଜାଣନ୍ତୁ ବିରୋଧୀଙ୍କ ଅଭିଯୋଗ ପରେ କ’ଣ କହିଲେ ସଂସଦର ଆଇଟି ପ୍ୟାନେଲ
କନକ ବ୍ୟୁରୋ : ବିରୋଧୀ ନେତାଙ୍କ ଫୋନ ହ୍ୟାକିଂ ପାଇଁ ଚେଷ୍ଟା କରାଯାଉଛି । ଏଭଳି ଚେଷ୍ଟା କରିବା ପଛରେ ଷ୍ଟେଟ ରହିଛି । ଏଭଳି କିଛି ମ୍ୟାସେଜ କିଛି ବିରୋଧୀଦଳ ନେତାଙ୍କ ମୋବାଇଲକୁ ଆସିବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି । ଏହାକୁ ନେଇ ସଂସଦ ଆଇଟି ପ୍ୟାନେଲର ମୁଖ୍ୟ ପ୍ରତାପ ରାଓ ଜାଘବ କହିଛନ୍ତି କି, ଏହି ମାମଲାରେ ଆପଲକୁ ଜେରା କରାଯିବ କି ନାହିଁ ତା ଉପରେ ବିଚାର ଚାଲିଛିContinue reading “ଫୋନ ହ୍ୟାକିଂ ମାମଲାରେ ଆପଲକୁ ଜେରା ? ଜାଣନ୍ତୁ ବିରୋଧୀଙ୍କ ଅଭିଯୋଗ ପରେ କ’ଣ କହିଲେ ସଂସଦର ଆଇଟି ପ୍ୟାନେଲ”
ବାବରଙ୍କ ଉପରେ ବର୍ଷିଲେ ଆଫ୍ରିଦି । କହିଲେ କୋହଲି ଓ ରାହୁଲଙ୍କ ଠାରୁ ଖେଳିବା ଶିଖ ।
କନକ ବ୍ୟୁରୋ : ଚଳିତ ବିଶ୍ୱକପରେ ପାକିସ୍ତାନର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳ ଏଯାଏଁ ୭ଟି ମ୍ୟାଚ୍ ଖେଳି ସାରିଥିବା ବେଳେ ସେମିଫାଇନାଲ ଟିକେଟ ନିଶ୍ଚିତ କରିପାରିନି । ବରଂ ଦଳର ସେମିଫାଇନାଲ ଖେଳିବା ନେଇ ସସପେନ୍ସ ଲାଗି ରହିଛି । ପରବର୍ତ୍ତୀ ୨ଟି ମ୍ୟାଚରେ ପାକିସ୍ତାନ ବିଜୟ ହାସଲ ନ କଲେ ବିଶ୍ୱକପ ଅଭିଯାନ ଶେଷ କରିବ ଦଳ । ବାଂଲାଦେଶ ବିପକ୍ଷରେ ବିଜୟୀ ହେବା ପରେ ପାକିସ୍ତାନର ସେମିଫାଇନାଲ ଖେଳିବା ଆଶା କିଛିContinue reading “ବାବରଙ୍କ ଉପରେ ବର୍ଷିଲେ ଆଫ୍ରିଦି । କହିଲେ କୋହଲି ଓ ରାହୁଲଙ୍କ ଠାରୁ ଖେଳିବା ଶିଖ ।”
ପାର୍ବଣ ଋତୁରେ ଭରିଲା ସରକାରଙ୍କ ରାଜକୋଷ । ଜିଏସଟି ଲାଗୁ ହେବାଦିନରୁ ଅକ୍ଟୋବର ମାସରେ ଦ୍ୱିତୀୟ ସର୍ବାଧିକ ଜିଏସଟି ଆଦାୟ
କନକ ବ୍ୟୁରୋ : ଅକ୍ଟୋବର ମାସ ପାର୍ବଣ ଋତୁରେ ଜିଏସଟି ଆଦାୟରେ ସରକାର ରେକର୍ଡ କରିଛନ୍ତି । ଅକ୍ଟୋବର ମାସରେ ମୋଟ ୧.୭୨ ଲକ୍ଷ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଛି । ୨୦୧୭ ଜୁଲାଇ ପହିଲାରୁ ଜିଏସଟି ଲାଗୁ ହେବା ଦିନରୁ ୨୦୨୩ ଅକ୍ଟୋବର ମାସରେ ଦ୍ୱିତୀୟ ସର୍ବାଧିକ ଜିଏସଟି ଅଦ।।ୟ ହୋଇଛି । ଅକ୍ଟୋବର ୨୦୨୦ ତୁଳନାରେ ଅକ୍ଟୋବର ୨୦୨୩ ରେ ୧୩ ପ୍ରତିଶତ ଅଧିକ ଜିଏସଟି ଆଦାୟ ହୋଇଛି । GST revenueContinue reading “ପାର୍ବଣ ଋତୁରେ ଭରିଲା ସରକାରଙ୍କ ରାଜକୋଷ । ଜିଏସଟି ଲାଗୁ ହେବାଦିନରୁ ଅକ୍ଟୋବର ମାସରେ ଦ୍ୱିତୀୟ ସର୍ବାଧିକ ଜିଏସଟି ଆଦାୟ”
ଗାଜା ଯୁଦ୍ଧ: ହମାସ୍, ହିଜବୁଲ୍ଲା ପରେ ଏବେ ୟେମେନର ହୁତି ବିଦ୍ରୋହୀ ଇସ୍ରାଏଲ୍ ସେନା ପାଇଁ ମୁଣ୍ଡବିନ୍ଧାର କାରଣ
ଇସ୍ରାଏଲ୍- ହମାସ୍, ଯୁଦ୍ଧ : ହମାସ୍ ଏବଂ ହିଜବୁଲ୍ଲା ସହିତ ଲଢୁଥିବା ଇସ୍ରାଏଲ୍ ସେନାକୁ ଏବେ ୟେମେନର ହୁତି ବିଦ୍ରୋହୀମାନଙ୍କର ସାମନା କରିବାକୁ ପଡୁଛି । ବର୍ତ୍ତମାନ ହୁତି ବିଦ୍ରୋହୀଙ୍କ ଦ୍ୱାରା ଇସ୍ରାଏଲ ଉପରେ ଆକ୍ରମଣ କରାଯାଉଛି । ଏଭଳି ପରିସ୍ଥିତି ଇସ୍ରାଏଲ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି । ୟେମେନର ହୁତି ବିଦ୍ରୋହୀମାନେ ସାନାରୁ ଇସ୍ରାଏଲକୁ ଟାର୍ଗେଟ କରିଛନ୍ତି । ହାମାସ, ହିଜବୁଲ୍ଲା ଏବଂ ହୁତି ଏହି ତିନି ଗୃପ ଏବେ ସ୍ରାଏଲ ପାଇଁ ମୁଣ୍ଡବିନ୍ଧାରContinue reading “ଗାଜା ଯୁଦ୍ଧ: ହମାସ୍, ହିଜବୁଲ୍ଲା ପରେ ଏବେ ୟେମେନର ହୁତି ବିଦ୍ରୋହୀ ଇସ୍ରାଏଲ୍ ସେନା ପାଇଁ ମୁଣ୍ଡବିନ୍ଧାର କାରଣ”
ପୋଲିସ ଠାରୁ ଦୁଇପାଦ ଆଗରେ ଚୋରା ଗଞ୍ଜେଇ ବ୍ୟବସାୟୀ । ଆମ୍ବୁଲାନ୍ସ ଭିତରେ କରୁଥିଲେ ଗଞ୍ଜେଇ ଚାଲାଣ
କନକ ବ୍ୟୁରୋ : ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ । ଆମ୍ବୁଲାନ୍ସ ସହ ୯୦ କିଲୋ ଗଞ୍ଜେଇ ଜବତ କଲା ପୁଲିସ । ଯାଜପୁର ଜିଲ୍ଲା ବଡଚଣାରେ ଏଭଳି ଘଟଣା ଦେଖିବାକୁ ମିଳିଛି । କାରବାରରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ସେମାନେ ମଙ୍ଗୁଳିରୁ ଏକ ଆମ୍ବୁଲାନ୍ସରେ ଗଞ୍ଜେଇ ନେଇ କଲିକତା ଯାଉଥିବା ବେଳେ ବାଟରେ ପୁଲିସ ହାତରେ ଧରାପଡିଛନ୍ତି । ଯାଜପୁର ବଡ଼ଚଣା ନିକଟରେ ପୁଲିସକୁ ଦେଖି ଡିଭାଇଡରରେ ଗାଡି ଧକା କରିଥିଲେContinue reading “ପୋଲିସ ଠାରୁ ଦୁଇପାଦ ଆଗରେ ଚୋରା ଗଞ୍ଜେଇ ବ୍ୟବସାୟୀ । ଆମ୍ବୁଲାନ୍ସ ଭିତରେ କରୁଥିଲେ ଗଞ୍ଜେଇ ଚାଲାଣ”
ବାରମ୍ବାର ଚୋରି ପରେ ସନ୍ଦେହ କରି ଚୋରକୁ କାବୁ କଲେ ଗ୍ରାମବାସୀ । ନିସ୍ତୁକ ପିଟିଲେ, ଜୋତାମାଳ ପିନ୍ଧାଇ ଗାଁରେ ବୁଲାଇଲେ
କନକ ବ୍ୟୁରୋ : କଥାରେ ଅଛି ଚୋରକୁ ମାଡ ପଚାରେ କିଏ । ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ଯାଜପୁରରେ । ଘରୁ ଚୋରୀ କରୁଥିବା ବେଳେ ଧରାପଡିବା ପରେ ଚୋରକୁ ନିସ୍ତୁକ ମାଡ ମାରିଛନ୍ତି ଲୋକେ । ମାଡ ମାରିବା ସହ ବେକରେ ଜୋତାମାଳ ପକାଇ ଗଛରେ ବାନ୍ଧି ଦେଇଥିବା ଦେଖିବାକୁ ମିଳିଛି । ଯାଜପୁର ଟାଉନ ମାକଣ୍ଡପୁର ଗାଁରେ ଏଭଳି ଘଟଣା ଘଟିଛି । କିଛି ଦିନ ହେବ ଗାଁରୁ ବାସନ ସାମ୍ରଗୀ,Continue reading “ବାରମ୍ବାର ଚୋରି ପରେ ସନ୍ଦେହ କରି ଚୋରକୁ କାବୁ କଲେ ଗ୍ରାମବାସୀ । ନିସ୍ତୁକ ପିଟିଲେ, ଜୋତାମାଳ ପିନ୍ଧାଇ ଗାଁରେ ବୁଲାଇଲେ”
ହମାସ, ହିଜବୁଲ୍ଲା ପରେ ଏବେ ଇସ୍ରାଏଲ ବିରୋଧରେ ଯୁଦ୍ଧ ଘୋଷଣା କଲା ହୁତୀ, ଜାଣନ୍ତୁ ଇସ୍ରାଏଲ ପାଇଁ କେତେ ବିପଦ
କନକ ବ୍ୟୁରୋ : ହମାସ ଓ ଇସ୍ରାଏଲ ମଧ୍ୟରେ ଲଗାତର ଭାବେ ୨୫ ଦିନ ହେବ ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧରେ ଇସ୍ରାଏଲ ବିରୋଧରେ ହମାସ ବ୍ୟତୀତ ଲେବନାନର ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ମଧ୍ୟ ଯୁଦ୍ଧ ଆରମ୍ଭ କରିଦେଇଛି । ଏହି କ୍ରମରେ ଏବେ ତୃତୀୟ ମୋର୍ଚ୍ଚାର ଏଣ୍ଟ୍ରି ହୋଇଛି । ଏହି ତୃତୀୟ ମୋର୍ଚ୍ଚା ହେଉଛି ୟମନର ଚରମପନ୍ଥୀ ସଂଗଠନ ହୁତୀ । ହୁତୀ ବିଦ୍ରୋହୀ ସଂଗଠନ ତରଫରୁ ଅଫିସିଆଲି ଇସ୍ରାଏଲ ବିରୋଧରେContinue reading “ହମାସ, ହିଜବୁଲ୍ଲା ପରେ ଏବେ ଇସ୍ରାଏଲ ବିରୋଧରେ ଯୁଦ୍ଧ ଘୋଷଣା କଲା ହୁତୀ, ଜାଣନ୍ତୁ ଇସ୍ରାଏଲ ପାଇଁ କେତେ ବିପଦ”
ରାସ୍ତାରେ ଟ୍ରକକୁ ଅଟକାଇଲେ, ଲକ୍ଷାଧିକ ଟଙ୍କାର ବାଲି ଢାଳିଦେଲେ । ବେଆଇନ ଚାଲାଣକୁ ବିରୋଧ
କନକ ବ୍ୟୁରୋ : ବେଆଇନ ଚାଲାଣକୁ ବିରୋଧ । ରାସ୍ତାରେ ଢାଳିଦେଲେ ଲକ୍ଷାଧିକ ଟଙ୍କାର ବାଲି । ଯାଜପୁର ତହସିଲ ଅଧୀନରେ ବେଆଇନ ବାଲି ଚାଲାଣକୁ ଜନତା ବିରୋଧ କରିଛନ୍ତି । ବେଆଇନ ପରିବହନକୁ ବିରୋଧ କରି ଅନେକ ହାଇୱାରୁ ରାସ୍ତାରେ ବାଲି ଢାଳି ଦେବା ସହ ପ୍ରତିବାଦ କରିଛନ୍ତି ଲୋକେ । ସୂଚନା ଅନୁସାରେ କମଳପୁର ଓ ବନ୍ଧ ମୁଣ୍ଡା ବାଲି ଘାଟକୁ ବାଲି ଚାଲାଣ ହୋଉଥିବା ବେଳେ ଓଭର ଲୋଡି ଓ ବେଆଇନ ପରିବହନକୁContinue reading “ରାସ୍ତାରେ ଟ୍ରକକୁ ଅଟକାଇଲେ, ଲକ୍ଷାଧିକ ଟଙ୍କାର ବାଲି ଢାଳିଦେଲେ । ବେଆଇନ ଚାଲାଣକୁ ବିରୋଧ”