ମହାଙ୍ଗା ଡବଲ ମର୍ଡର ମାମଲା : ଆସନ୍ତା ୧୮ ତାରିଖରେ କୋର୍ଟରେ ହାଜର ହେବାକୁ ପ୍ରତାପ ଜେନାଙ୍କୁ ନୋଟିସ୍

କନକ ବ୍ୟୁରୋ : ମହାଙ୍ଗା ଡବଲ ମର୍ଡର ମାମଲା । ଆସନ୍ତା ୧୮ ତାରିଖରେ କୋର୍ଟରେ ହାଜର ହେବାକୁ ବିଜେଡି ବିଧାୟକ ପ୍ରତାପ ଜେନାଙ୍କୁ ନୋଟିସ୍ ଜାରି କରିଛନ୍ତି ସାଲେପୁର ଜେଏମଏଫସି କୋର୍ଟ । ଗତ ଅକ୍ଟୋବର ୩୧ ତାରିଖରେ କୋର୍ଟରେ ହାଜାର ହେବାକୁ ପ୍ରତାପ ଜେନାଙ୍କୁ ନୋଟିସ୍ ଜାରି କରାଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ କୋର୍ଟରେ ହାଜର ହୋଇନଥିଲେ ମାହାଙ୍ଗା ବିଧାୟକ ପ୍ରତାପ ଜେନା । ନିଜ ଓକିଲଙ୍କ ଜରିଆରେ ପକ୍ଷ ରଖିଥିଲେContinue reading “ମହାଙ୍ଗା ଡବଲ ମର୍ଡର ମାମଲା : ଆସନ୍ତା ୧୮ ତାରିଖରେ କୋର୍ଟରେ ହାଜର ହେବାକୁ ପ୍ରତାପ ଜେନାଙ୍କୁ ନୋଟିସ୍”

ଆମେରିକାରେ ଭାରତୀୟ ଛାତ୍ରଙ୍କୁ ପୁଣି ଆକ୍ରମଣ, ଜିମ ଗଲାବେଳେ ଛୁରୀରେ ହୋଇଛି ଆକ୍ରମଣ : ଅବସ୍ଥା ଗୁରୁତର ।

ଆମେରିକାରେ ପୁଣି ଥରେ ହେଇଛି ଭାରତୀୟ ଛାତ୍ରଙ୍କୁ ଆକ୍ରମଣ ।  କୁହାଯାଉଛି ଯେ ଏହି ଛାତ୍ରଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି । ଆମେରିକାରେ ଅବସ୍ଥାପିତ ଭାରତୀୟ ଛାତ୍ରମାନେ କିଛି ଦିନ ହେଲାଣି ଆକ୍ରମଣର ଶିକାର ହୋଇ ଆସୁଛନ୍ତି । ଏଥର ଇଣ୍ଡିଆନା ରାଜ୍ୟରେ ଏହି ଘଟଣା ଘଟିଛି । ଆମେରିକାର ଇଣ୍ଡିଆନା ରାଜ୍ୟରେ ଜଣେ ୨୪  ବର୍ଷୀୟ ଭାରତୀୟ ଛାତ୍ରଙ୍କୁ ଆକ୍ରମଣକାରୀଙ୍କ ଦ୍ୱାରା ଛୁରାମାଡ଼ କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଗଣମାଧ୍ୟମContinue reading “ଆମେରିକାରେ ଭାରତୀୟ ଛାତ୍ରଙ୍କୁ ପୁଣି ଆକ୍ରମଣ, ଜିମ ଗଲାବେଳେ ଛୁରୀରେ ହୋଇଛି ଆକ୍ରମଣ : ଅବସ୍ଥା ଗୁରୁତର ।”

ଭୁବନେଶ୍ୱର ରଙ୍ଗମାଟିଆ ଡମ୍ପିଂୟାର୍ଡରୁ ବାହାରୁଛି ନାକଫଟା ଦୁର୍ଗନ୍ଧ । ସ୍କୁଲରେ ବସି ପାଠ ପଢିପାରୁନାହାଁନ୍ତି ଛାତ୍ରଛାତ୍ରୀ

କନକ ବ୍ୟୁରୋ: ଗନେ୍ଧଇଲାଣି ସହର । ଭୁବନେଶ୍ୱର ରଙ୍ଗମାଟିଆ ଡମ୍ପିଂୟାର୍ଡରୁ ବାହାରୁଛି ନାକଫଟା ଦୁର୍ଗନ୍ଧ । ଏପରି ଦୁର୍ଗନ୍ଧ ହେଉଛି ଯେ, ସ୍କୁଲରେ ବସି ପାଠ ପଢି ହେଉନାହିଁ । ନାକରେ ହାତ ଦେଇ ପାଠ ପଢୁଛନ୍ତି ସ୍କୁଲ ଛାତ୍ରଛାତ୍ରୀ । ଫଳରେ ପିଲାମାନେ ସ୍କୁଲ ଛାଡି ପଳାଉଛନ୍ତି । କିଛି ପିଲାଙ୍କୁ ଅଭିଭାବକମାନେ ସ୍କୁଲ ମଧ୍ୟ ପଠାଉନାହାନ୍ତି । ପରିସ୍ଥିତି ଏପରି ହେଲାଣି ଯେ, ଗତ ଦୁଇଟି ଶିକ୍ଷାବର୍ଷରେ ପ୍ରାୟ ୩୦ ଜଣ ଟିସି ନେଇContinue reading “ଭୁବନେଶ୍ୱର ରଙ୍ଗମାଟିଆ ଡମ୍ପିଂୟାର୍ଡରୁ ବାହାରୁଛି ନାକଫଟା ଦୁର୍ଗନ୍ଧ । ସ୍କୁଲରେ ବସି ପାଠ ପଢିପାରୁନାହାଁନ୍ତି ଛାତ୍ରଛାତ୍ରୀ”

ଇଓଡବ୍ଲୁ ପରେ ଆରବିଆଇ ସାମ୍ନାରେ ପହଞ୍ଚିଲା ଇଡି । ୨ ହଜାର ଟଙ୍କା ବଦଳାଇବାକୁ ଧାଡ଼ିରେ ଥିବା ଲୋକଙ୍କୁ କରୁଛନ୍ତି ପଚରାଉଚରା

କନକ ବ୍ୟୁରୋ: ଇଓଡବ୍ଲୁ ପରେ ଆରବିଆଇ ସାମ୍ନାରେ ପହଞ୍ଚିଲା ଇଡି । ୨ ହଜାର ଟଙ୍କା ବଦଳାଇବାକୁ ଧାଡ଼ିରେ ଥିବା ଲୋକଙ୍କୁ ପଚରାଉଚରା କରିବା ସହ କରୁଛନ୍ତି ତନାଘନା । ଟଙ୍କା ବଦଳାଇବା ଲାଗି ଆରବିଆଇ ସାମ୍ନାରେ ଲୋକଙ୍କ ଭିଡ଼ ଏବେ ବି ଜମିଛି । ପୂର୍ବରୁ ଆରବିଆଇରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାର ଟିମ ପହଞ୍ଚିଥିଲେ । ଟଙ୍କା ବଦଳାଇବା ପାଇଁ ଧାଡିରେ ଠିଆ ହୋଇଥିବା ଲୋକଙ୍କୁ ଇଓଡବ୍ଲ୍ୟୁ ଟିମ ପଚରାଉଚରା କରୁଛନ୍ତି । ଲମ୍ବାContinue reading “ଇଓଡବ୍ଲୁ ପରେ ଆରବିଆଇ ସାମ୍ନାରେ ପହଞ୍ଚିଲା ଇଡି । ୨ ହଜାର ଟଙ୍କା ବଦଳାଇବାକୁ ଧାଡ଼ିରେ ଥିବା ଲୋକଙ୍କୁ କରୁଛନ୍ତି ପଚରାଉଚରା”

ବଦଳିଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟ ନାଁ । ମା’ ମାଣିକେଶ୍ୱରୀ ନାଁରେ ନାମିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କନକ ବ୍ୟୁରୋ: ବଦଳିଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟ ନାମ । କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ନାମରେ ନାମିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ପ୍ରଥମ ସରକାରି ଅନୁଷ୍ଠାନ ଭାବେ ଦେବାଦେବୀଙ୍କ ନାମରେ ନାମିତ ହୋଇଛି କଳାହାଣ୍ଡି ବିଶ୍ୱବିଦ୍ୟାଳୟ । କଳାହାଣ୍ଡି ପ୍ରତିଷ୍ଠା ଦିବସରେ କଳାହାଣ୍ଡି ଜିଲ୍ଲାବାସୀଙ୍କୁ ବଡ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୨ଶହ କୋଟିର ପ୍ରକଳ୍ପ ଭେଟିଦେବା ସହ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀContinue reading “ବଦଳିଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟ ନାଁ । ମା’ ମାଣିକେଶ୍ୱରୀ ନାଁରେ ନାମିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ”

“ପଟିଆଲା ପେଗ” ଜରିଆରେ ପାକିସ୍ତାନୀ ଏଜେଣ୍ଟଙ୍କୁ ଦେଉଥିଲେ ଆଣବିକ କାର୍ଯ୍ୟକ୍ରମର ତଥ୍ୟ: ଆର୍ମି ମେଜର ବରଖାସ୍ତ

ଭାରତୀୟ ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପାକିସ୍ତାନ ପାଇଁ ଗୁପ୍ତଚର କରୁଥିବା ଜଣେ ଆର୍ମି ମେଜରଙ୍କୁ ବରଖାସ୍ତ କରିଛନ୍ତି । ମାର୍ଚ୍ଚ ୨୦୨୨ ରୁ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ (SFC) ୟୁନିଟରେ ପୋଷ୍ଟ ହୋଇଥିବା ପ୍ରମୁଖଙ୍କ ବିରୋଧରେ ତଦନ୍ତ ଚାଲିଥିଲା । ଏହି ଗୁପ୍ତଚର ମାମଲାରେ ପୂର୍ବରୁ ଜଣେ କର୍ଣ୍ଣେଲ ଏବଂ ଜଣେ ବ୍ରିଗେଡିୟରଙ୍କ ସମେତ ଚାରିଜଣ ବରିଷ୍ଠ ସେନା ଅଧିକାରୀଙ୍କୁ  ନିଲମ୍ବିତ କରାଯାଇଛି । ବରଖାସ୍ତ ହୋଇଥିବା ମେଜର ଉତ୍ତର ଭାରତରContinue reading ““ପଟିଆଲା ପେଗ” ଜରିଆରେ ପାକିସ୍ତାନୀ ଏଜେଣ୍ଟଙ୍କୁ ଦେଉଥିଲେ ଆଣବିକ କାର୍ଯ୍ୟକ୍ରମର ତଥ୍ୟ: ଆର୍ମି ମେଜର ବରଖାସ୍ତ”

ବାହାର ରାଜ୍ୟକୁ ଚାଲାଣ ହେଉଥିଲେ ଦାଦନ ଶ୍ରମିକ । ୨୪ଜଣଙ୍କୁ ଉଦ୍ଧାର କଲା ପୋଲିସ

କନକ ବ୍ୟୁରୋ : ବାହାର ରାଜ୍ୟକୁ ଚାଲାଣବେଳେ ଉଦ୍ଧାର ହେଲେ ୨୪ଜଣ ଦାଦନ ଶ୍ରମିକ । କଣ୍ଟାବାଝି ଷ୍ଟେସନରେ ପହଁଚି ୨୪ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ପୋଲିସ । କାମ ଧନ୍ଦା ଅଭାବରୁ ପୁଣି ଥରେ ଦାଦନ ଖଟି ଯିବାକୁ କଣ୍ଟାବାଞ୍ଝି ରେଳ ଷ୍ଟେସନରେ ଶ୍ରମିକଙ୍କ ଭିଡ ଜମିଥିଲା । ଦଲାଲଙ୍କ ଠାରୁ ଟଙ୍କା ନେଇ ପ୍ରତିଦିନ ଅନେକ ଶ୍ରମିକ ବାହାର ରାଜ୍ୟକୁ ଚାଲାଣ ହେଉଛନ୍ତି । ନିଜ ସାମଗ୍ରୀ ଧରି ଶ୍ରମିକ ମାନେ ଦାଦନContinue reading “ବାହାର ରାଜ୍ୟକୁ ଚାଲାଣ ହେଉଥିଲେ ଦାଦନ ଶ୍ରମିକ । ୨୪ଜଣଙ୍କୁ ଉଦ୍ଧାର କଲା ପୋଲିସ”

ପୁରୀରେ ରାଜ୍ୟପାଳ ରଘୁବର ଦାସ । ଶପଥ ନେବା ପରେ କଲେ ମହାପ୍ରଭୁଙ୍କ ଦର୍ଶନ

କନକ ବ୍ୟୁରୋ : ରାଜ୍ୟପାଳ ଭାବେ ଶପଥ ନେବା ପରେ ପୁରୀ ଗସ୍ତରେ ରଘୁବର ଦାସ । ପୁରୀ ଯାଇ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ଓଡ଼ିଶାର ନୂଆ ରାଜ୍ୟପାଳ । ରାଜ୍ୟପାଳ ଭାବେ ପୁରୀ ଗସ୍ତରେ ପ୍ରଥମ ଥର ପାଇ ଯାଇଥିବା ବେଳେ ତାଙ୍କୁ ବିପୁଳ ସ୍ୱାଗତ କରାଯାଇଥିଲା । ପ୍ରଥମେ ଓଡ଼ିଶା ଆସିବା ପରେ ପୁରୀ ଯାଇଥିଲେ ରାଜ୍ୟପାଳ । ଏବେ ରାଜ୍ୟପାଳ ଭାବେ ଆଉ ଥରେ ପୁରୀ ଗସ୍ତରେ ଯାଇଛନ୍ତି । The postContinue reading “ପୁରୀରେ ରାଜ୍ୟପାଳ ରଘୁବର ଦାସ । ଶପଥ ନେବା ପରେ କଲେ ମହାପ୍ରଭୁଙ୍କ ଦର୍ଶନ”

ଉଗ୍ର ହେଉଛି ଇସ୍ରାଏଲ-ହମାସ ଯୁଦ୍ଧ । ହମାସ କମାଣ୍ଡରକୁ ଟାର୍ଗେଟ କରି ରିଫ୍ୟୁଜି କାମ୍ପ ଉପରେ ଆକ୍ରମଣ କଲା ଆଇଡିଏଫ୍, ୫୦ ମୃତ

କନକ ବ୍ୟୁରୋ : ଇସ୍ରାଏଲ- ହମାସ ଭିତରେ ଯୁଦ୍ଧ ୨୬ ଦିନରେ ପହଁଚିଲାଣି । ହେଲେ ସ୍ଥିତିରେ କୌଣସି ସୁଧାର ଦେଖିବାକୁ ମିଳୁନାହିଁ । ହମାସ ଉପରେ ଜୋରଦାର ଆକ୍ରମଣ ଜାରି ରଖିଛି ଇସ୍ରାଏଲ ସେନା । ଆଉ ଏଥିରେ ହଜାର ହଜାର ସଂଖ୍ୟାରେ ନୀରିହ ପାଲେଷ୍ଟାଇନ୍ ନାଗରିକଙ୍କ ଜୀବନ ଗଲାଣି । ଏହାରି ଭିତରେ ଗାଜା ସହ ଯୋଗାଯୋଗର ସବୁ ବାଟ ବନ୍ଦ କରି ଦେଇଛି ଇସ୍ରାଏଲ । ଗାଜାରେ ଇଣ୍ଟରନେଟ୍ ସେବାକୁ ସମ୍ପୂର୍ଣ୍ଣ ଠପContinue reading “ଉଗ୍ର ହେଉଛି ଇସ୍ରାଏଲ-ହମାସ ଯୁଦ୍ଧ । ହମାସ କମାଣ୍ଡରକୁ ଟାର୍ଗେଟ କରି ରିଫ୍ୟୁଜି କାମ୍ପ ଉପରେ ଆକ୍ରମଣ କଲା ଆଇଡିଏଫ୍, ୫୦ ମୃତ”

ଗାଜା ଆକ୍ରମଣକୁ ବିରୋଧ କରି କେଉଁ କେଉଁ ଦେଶ ଇସ୍ରାଏଲ ସହିତ କୂଟନୈତିକ ସମ୍ପର୍କ ଛିନ୍ନ କଲେ ?

ଗାଜା ଉପରେ ଲଗାତାର ଆକ୍ରମଣକୁ  ନେଇ ଏବେ ଅନ୍ତର୍ଜାତୀୟ ସ୍ତରରେ ଇସ୍ରାଏଲକୁ ବିରୋଧର ସାମନା ହେବାକୁ ପଡୁଛି । ମଙ୍ଗଳବାର ଦିନ ବୋଲିଭିଆ ଇସ୍ରାଏଲ ସହ କୂଟନୀତିକ ସମ୍ପର୍କ ଛିନ୍ନ କରିବାକୁ ଘୋଷଣା କରିଛି । ଅନ୍ୟପକ୍ଷରେ ଗାଜା ଉପରେ ହୋଇଥିବା ଆକ୍ରମଣର ପ୍ରତିବାଦରେ କଲମ୍ବିଆ ଏବଂ ଚିଲି ଇସ୍ରାଏଲରେ ସେମାନଙ୍କର ରାଷ୍ଟ୍ରଦୂତମାନଙ୍କୁ ପରାମର୍ଶ ପାଇଁ ଫେରେଇ ନେଇଛନ୍ତି । ଏହି ସମୟରେ ଗାଜା ଉପରେ ଇସ୍ରାଏଲ ଆକାଶମାର୍ଗରୁ ଏବଂ ସ୍ଥଳଭାଗରୁ ଲଗାତାର ଆକ୍ରମଣ ଜାରି ରହିଛିContinue reading “ଗାଜା ଆକ୍ରମଣକୁ ବିରୋଧ କରି କେଉଁ କେଉଁ ଦେଶ ଇସ୍ରାଏଲ ସହିତ କୂଟନୈତିକ ସମ୍ପର୍କ ଛିନ୍ନ କଲେ ?”

Design a site like this with WordPress.com
Get started