ଦିଲ୍ଲୀରେ ବଢୁଛି ପ୍ରଦୂଷଣର ମାତ୍ରା । ଗତ ୩ ବର୍ଷରେ ସବୁଠାରୁ ଖରାପ ହୋଇଛି ଦିଲ୍ଲୀର ବାୟୁମଣ୍ଡଳ

କନକ ବ୍ୟୁରୋ : ଧୂଆଁ ବଳୟରେ ରାଜଧାନୀ ଦିଲ୍ଲୀ । ଦିନକୁ ଦିନ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବଢିବାରେ ଲାଗିଛି । ସକାଳୁ ସକାଳୁ ରାଜଧାନୀ ଧୂଆଁମୟ ଦେଖିବାକୁ ମିଳିଛି । ବିଶେଷଜ୍ଞଙ୍କ ମତ ଅନୁସାରେ ଗତ ୩ ବର୍ଷରେ ସବୁଠାରୁ ଖରାପ ହୋଇଛି ଦିଲ୍ଲୀର ବାୟୁମଣ୍ଡଳ । ପ୍ରଦୂଷଣର ସବୁଠାରୁ ଖରାପ ପ୍ରଭାବ ପଡିଛି ଛୋଟ ଛୋଟ ପିଲାଙ୍କ ଉପରେ । ସକାଳୁ ସ୍କୁଲ ଯାଉଥିବା ପିଲାଙ୍କ ପାଇଁ ପ୍ରଦୂଷଣ କାଳ ହୋଇଛି । ପିଲାଙ୍କContinue reading “ଦିଲ୍ଲୀରେ ବଢୁଛି ପ୍ରଦୂଷଣର ମାତ୍ରା । ଗତ ୩ ବର୍ଷରେ ସବୁଠାରୁ ଖରାପ ହୋଇଛି ଦିଲ୍ଲୀର ବାୟୁମଣ୍ଡଳ”

କଳାକାରଙ୍କ କଳିରେ ପଶିଲେ ପଦ୍ମଶ୍ରୀ ହଳଧର ନାଗ୍ । ସିନେ କଳାକାରଙ୍କ ବୟକଟ୍ ଓ ଅସୂୟା ଭାବକୁ କଲେ ବିରୋଧ

କନକ ବ୍ୟୁରୋ : କଳାକାର କଳିରେ ପଶିଲେ ପଦ୍ମଶ୍ରୀୀ ହଳଧର ନାଗ । ଓଡ଼ିଆ ସିନେ ଆର୍ଟିଷ୍ଟଙ୍କ ବୟକଟ ଓ ଅସୂୟା ଭାବକୁ ସେ ବିରୋଧ କରିଛନ୍ତି । ମନୋଜ ମିଶ୍ରଙ୍କୁ ସମର୍ଥନ କରି କହିଛନ୍ତି, ସମ୍ବଲପୁର ଫିଲ୍ମକୁ ଯଦି ବୟକଟ୍ କରାଗଲେ, ଆମେ ମଧ୍ୟ ଓଡ଼ିଆ ଫିଲ୍ମକୁ ବୟକଟ୍ କରିବୁ । ସେମାନେ ଯଦି ବୈମାତୃକ ମନୋଭାବ ଦେଖାଇବେ ଆମେ କହିଁକି ଦେଖାଇବୁ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ସେମାନେ ଯେପରି ବ୍ୟବହାର ଦେଖାଇବେContinue reading “କଳାକାରଙ୍କ କଳିରେ ପଶିଲେ ପଦ୍ମଶ୍ରୀ ହଳଧର ନାଗ୍ । ସିନେ କଳାକାରଙ୍କ ବୟକଟ୍ ଓ ଅସୂୟା ଭାବକୁ କଲେ ବିରୋଧ”

ଗଜ ଲକ୍ଷ୍ମୀପୂଜାରେ କେନ୍ଦ୍ରାପଡ଼ା ମାର୍ଶାଘାଇର ଜମ୍ବୁ କେନାଲରେ ନୌକାଚାଳନା ପ୍ରତିଯୋଗୀତା । ୮ଟି ଦଳ ମଧ୍ୟରେ ଚାଲିଥିଲା କମ୍ପିଟେସନ

କନକ ବ୍ୟୁରୋ : ଗଜ ଲକ୍ଷ୍ମୀପୂଜାରେ ନୌକାଚାଳନା ପ୍ରତିଯୋଗୀତା । କେନ୍ଦ୍ରାପଡ଼ା ମାର୍ଶାଘାଇ ଜମ୍ବୁ କେନାଲରେ ଦେଖିବାକୁ ମିଳିଲା ନିଆରା ଦୃଶ୍ୟ । ୮ଟି ଦଳ ମଧ୍ୟରେ ଚାଲିଥିଲା ଏହି ପ୍ରତିଯୋଗୀତା । ଫାଇନାଲ ପ୍ରତିଯୋଗୀତାରେ ପ୍ରାୟ ୨ କିଲୋମିଟର ଜଳ ରାଶିରେ ଦୁଇ ଦଳ ମଧ୍ୟରେ ନୌକା ଚାଳନା ପ୍ରତିଯୋଗିତା ହୋଇଥିଲା । ଏଥିରେ ଏନଏନୟୁ ସ୍କୁଲ ଘେରି ବିଜୟ ହୋଇଥିଲା । ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରାଯାଇଥିଲା । ପ୍ରତିଯୋଗୀତା ସମୟରେ କେନାଲରContinue reading “ଗଜ ଲକ୍ଷ୍ମୀପୂଜାରେ କେନ୍ଦ୍ରାପଡ଼ା ମାର୍ଶାଘାଇର ଜମ୍ବୁ କେନାଲରେ ନୌକାଚାଳନା ପ୍ରତିଯୋଗୀତା । ୮ଟି ଦଳ ମଧ୍ୟରେ ଚାଲିଥିଲା କମ୍ପିଟେସନ”

ଟ୍ରାକରୁ ଖସିଲା ଟ୍ରେନ୍ । ଅଳ୍ପକେ ବର୍ତିଲେ ଯାତ୍ରୀ

କନକ ବ୍ୟୁରୋ : ଟ୍ରାକରୁ ଖସିଲା ଟ୍ରେନ୍, ଅଳ୍ପକେ ବର୍ତିଲେ ଯାତ୍ରୀ । ଉତରପ୍ରଦେଶ ପ୍ରୟାଗରାଜରେ ରେଳ ଧାରଣାରୁ ଖସିଛି ସୋହେଲ ଦେବ ଏକ୍ସପ୍ରେସ୍ । ଗାଜିପୁରରୁ ଆନନ୍ଦବିହାର ଅଭିମୁଖେ ଯାଉଥିବା ବେଳେ ସାହେଲ ଦେବ ଏକ୍ସପ୍ରେସ୍ ଗତକାଲି ରାତିରେ ପ୍ରୟାଗରାଜ ଷ୍ଟେସନରୁ ଛାଡିବା ପରେ ଏହି ଅଘଟଣ ଘଟିଛି । ହଠାତ୍ ଟ୍ରାକରୁ ଖସିଯାଇଥିଲା ଟ୍ରେନ୍ । ଟ୍ରେନର ଗତି କମ୍ ଥିବାରୁ ଏକ ବଡ଼ ଦୁର୍ଘଟଣାରୁ ବର୍ତି ଯାଇଛି । ଏଥିରେ କେହି ମୃତାହତContinue reading “ଟ୍ରାକରୁ ଖସିଲା ଟ୍ରେନ୍ । ଅଳ୍ପକେ ବର୍ତିଲେ ଯାତ୍ରୀ”

ଦୀପାବଳି ପୂର୍ବରୁ ମହଙ୍ଗା ମାଡ଼ । ବଢ଼ିଲା ବ୍ୟବସାୟୀକ ଗ୍ୟାସ୍ ଦର

କନକ ବ୍ୟୁରୋ : ଦୀପାବଳି ପୂର୍ବରୁ ମହଙ୍ଗା ମାଡ଼ । ବଢ଼ିଲା ବ୍ୟବସାୟୀକ ଗ୍ୟାସ୍ ଦର । ୧୯ କେଜି ଏଲପିଜି ଗ୍ୟାସ ଦରରେ ୧୦୩ ଟଙ୍କା ବୃଦ୍ଧି ହୋଇଛି । ଦର ବଢିବା ପରେ ରାଜଧାନୀ ଦିଲ୍ଲୀରେ କମର୍ସିଆଲ ଗ୍ୟାସ୍ ଦର ୧୮୩୩ ଟଙ୍କାରେ ପହଂଚିଛି । ପୂର୍ବରୁ ଦିଲ୍ଲୀରେ ଏହି ଦର ଥିଲା ୧୭୩୧ ଟଙ୍କା । ସେହିପରି ନୂଆ ଦର ହିସାବରେ ଦେଶର ବିଭିନ୍ନ ସ୍ଥାନରେ ଦର ବୃଦ୍ଧି ହୋଇଛି । ହେଲେContinue reading “ଦୀପାବଳି ପୂର୍ବରୁ ମହଙ୍ଗା ମାଡ଼ । ବଢ଼ିଲା ବ୍ୟବସାୟୀକ ଗ୍ୟାସ୍ ଦର”

ମାଲକାନଗିରି ଆବାସ ଅବ୍ୟବସ୍ଥାରେ ଭୁଲ କାହାର ଭୋଗୁଛି କିଏ । ଜମି ବନ୍ଧା ରଖି ଆବାସ ଟଙ୍କା ଫେରାଇଲେ ମହିଳା

କନକ ବ୍ୟୁରୋ : ଜମି ବନ୍ଧା ରଖି ଆବାସ ଟଙ୍କା ଫେରାଇଲେ ମହିଳା । ଆଉ ଟଙ୍କା ପାଇବା ପରେ ବନ୍ଦ ରଖିଥିବା ୩ ମାସ ରାଶନ ଦେଇଛି ପ୍ରଶାସନ । ମାଲାକନଗିରି ଜିଲ୍ଲାରେ ଆବାସ ଯୋଜନାର ପ୍ରଥମ କିସ୍ତି ଟଙ୍କା ଭୁଲ ଆକାଉଣ୍ଟକୁ ଚାଲି ଯିବା ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା । ମାଲକାନଗିରି ଚାଲାଣଗୁଡା ପଂଚାୟତ ଏମଭି ୪ ଗାଁର ସିତା ହାଲଦାର ନାମକ ମହିଳାଙ୍କ ଜମାଖାତାରେ ଗତ ଜୁନ ମାସରେContinue reading “ମାଲକାନଗିରି ଆବାସ ଅବ୍ୟବସ୍ଥାରେ ଭୁଲ କାହାର ଭୋଗୁଛି କିଏ । ଜମି ବନ୍ଧା ରଖି ଆବାସ ଟଙ୍କା ଫେରାଇଲେ ମହିଳା”

ଆଜି ନବୀନଙ୍କ କଳାହାଣ୍ଡି ଗସ୍ତ । ଜିଲ୍ଲାରେ ଲକ୍ଷ୍ମୀ ବସର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ଆଜି କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଗସ୍ତ ବେଳେ ଜିଲ୍ଲା ପାଇଁ ବିଭିନ୍ନ ପ୍ରକଳ୍ପର ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ । ଆଜି କଳାହାଣ୍ଡି ପ୍ରତିଷ୍ଠା ଦିବସ ହୋଇଥିବା ବେଳେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାକୁ ଗସ୍ତ କରୁଛନ୍ତି । ଏହି ଗସ୍ତ ବେଳେ ଭଙ୍ଗାବାରି ଠାରେ ନିର୍ମାଣ ହୋଇଥିବା ମେଡିକାଲ କଲେଜକୁ ନବୀନ ଉଦଘାଟନ କରିବେ । ଏହାସହ କଳାହାଣ୍ଡିରେ ଲକ୍ଷ୍ମୀ ବସର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀContinue reading “ଆଜି ନବୀନଙ୍କ କଳାହାଣ୍ଡି ଗସ୍ତ । ଜିଲ୍ଲାରେ ଲକ୍ଷ୍ମୀ ବସର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ”

ପିଆଜ ଦର ଆଖିରୁ ବୁହାଇଲାଣି ଲୁହ । ଆକାଶ ଛୁଆଁ ଦରକୁ ନେଇ ଗ୍ରାହକ ହନ୍ତସନ୍ତ

କନକ ବ୍ୟୁରୋ : ପିଆଜ ଦର ଯେତେବେଳେ ଆଖିରୁ ଲୁହ ବୁହାଉଛି, ସେତିକିବେଳେ ସାମନାକୁ ଆସିଛି ଓଡିଶାରେ ପିଆଜ ଚାଷ କରୁଥିବା ଚାଷୀଙ୍କ ଅଭାବି ବିକ୍ରିର କାହାଣୀ । ଦେବଗଡ ରିଆମାଳ ଅଂଚଳ ପିଆଜ ଚାଷରେ ପ୍ରସିଦ୍ଧି ଲାଭ କରିଛି । ବରଗଡ ଠୁ ଆରମ୍ଭ କରି, ଭୁବନେଶ୍ୱର ପର୍ଯ୍ୟନ୍ତ ରିଆମାଳ ପିଆଜର ଚାହିଦା ରହିଛି । କିନ୍ତୁ ଏବେ ଯେଉଁ ପିଆଜ ଦର ଆକାଶ ଛୁଆଁ ହୋଇଛି, ସେହି ପିଆଜ ଅମଳ କରି ଦେବଗଡର ଚାଷୀContinue reading “ପିଆଜ ଦର ଆଖିରୁ ବୁହାଇଲାଣି ଲୁହ । ଆକାଶ ଛୁଆଁ ଦରକୁ ନେଇ ଗ୍ରାହକ ହନ୍ତସନ୍ତ”

ବଦଳିଲା ଛତ୍ରବଜାର ହାଟର ଠିକଣା: ଖୋଲିଲା ନୂଆ ସହରାଂଚଳ ହାଟ

କନକ ବ୍ୟୁରୋ: ବଦଳି ଯାଇଛି କଟକ ଛତ୍ରବଜାର ପରିବା ମାର୍କେଟର ଠିକଣା । ନୂଆ ଅର୍ବାନ ହାଟକୁ ଘୁଂଚି ଯାଇଛି ଛତ୍ରବଜାର । ଏଠାରେ ବ୍ୟବସାୟୀଙ୍କ ପାଇଁ ସବୁପ୍ରକାରର ସୁବିଧା ରହିଛି । ଆଉ ବାଦାମବାଡି ଭଳି ଜନଗହଳି ଥିବା ଛତ୍ରବଜାର ଏବେ ସ୍ମୃତି ପାଲଟି ଯାଇଛି । ଛତ୍ରବଜାର ପରିବା ମାର୍କେଟ୍ର ନୂଆ ଠିକଣା । ନୂଆ ଅର୍ବାନ୍ ହାଟରେ ଖୋଲିଲା ଛତ୍ରବଜାର ପରିବା ହାଟ । ଆଗରୁ ରାସ୍ତା କଡ଼ରେ ବସୁଥିଲେ ଖୁଚୁରା ପରିବାContinue reading “ବଦଳିଲା ଛତ୍ରବଜାର ହାଟର ଠିକଣା: ଖୋଲିଲା ନୂଆ ସହରାଂଚଳ ହାଟ”

ଭୟଙ୍କର ଦୁର୍ଘଟଣା: ଦାମୀ ବାଇକକୁ ପିଟିଛି ଦାମୀ କାର

କନକ ବ୍ୟୁରୋ: ଭୁବନେଶ୍ୱରରେ ଆଜି ଏକ ଛାତିଧରା ଦୁର୍ଘଟଣା ସାମ୍ନାକୁ ଆସିଛି । ସହରର ଜନଗହଳିପୂର୍ଣ୍ଣ ପାୱାର ହାଉସ ଛକରେ ଏକ ବାଇକକୁ ପଟିଛି ଦାମୀ କାର୍ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଏଥିରେ ବାଇକରେ ଥିବା ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଭୟଙ୍କର ଦୁର୍ଘଟଣା । ଦାମୀ ବାଇକକୁ ପିଟିଛି ଦାମୀ କାର । ଦୁର୍ଘଟଣା ଘଟିଛି ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ପାୱାର ହାଉସ ଛକରେ । ବାଇକକୁ ଦାମୀ କାର ଏଭଳିContinue reading “ଭୟଙ୍କର ଦୁର୍ଘଟଣା: ଦାମୀ ବାଇକକୁ ପିଟିଛି ଦାମୀ କାର”

Design a site like this with WordPress.com
Get started