ଲୁଟ୍ ଅଭିଯୋଗ କରିବାକୁ ଆସିଥିବା ଯୁବକ ନିଜେ ବାହାରିଲେ ଲୁଟେରା: ସୁପର ଷ୍ଟକିଜର କ୍ୟାସିଅରଙ୍କଠାରୁ ସାଢେ ୩ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ତମାଣ୍ଡୋ ଥାନାରେ ଅଭିଯୋଗ

କନକ ବ୍ୟୁରୋ: ଲୁଟ୍ ଅଭିଯୋଗ କରିଥିବା ଯୁବକ ନିଜେ ବାହାରିଲା ଲୁଟେରା । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ତମାଣ୍ଡୋ ଥାନାରେ । ସୁପର ଷ୍ଟକିଜ୍ର କାସିଅରଙ୍କ ଠାରୁ ସାଢେ ୩ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଆଉ ତଦନ୍ତବେଳେ ଘଟଣାର ମୋଡ ସମ୍ପୂର୍ଣ୍ଣ ବଦଳି ଯାଇଥିଲା । ଜଣା ପଡିଥିଲା ଅଭିଯୋଗ କରିବାକୁ ଆସିଥିବା ଯୁବକ ନିଜେ ହେଉଛନ୍ତି ଅଭିଯୁକ୍ତ । ସେ ନିଜେ ଅନ୍ଲାଇନ୍ରେ ଜୁଆContinue reading “ଲୁଟ୍ ଅଭିଯୋଗ କରିବାକୁ ଆସିଥିବା ଯୁବକ ନିଜେ ବାହାରିଲେ ଲୁଟେରା: ସୁପର ଷ୍ଟକିଜର କ୍ୟାସିଅରଙ୍କଠାରୁ ସାଢେ ୩ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ତମାଣ୍ଡୋ ଥାନାରେ ଅଭିଯୋଗ”

ମାହାଙ୍ଗା ଡବଲ ମର୍ଡର ମାମଲା: ହାଇକୋର୍ଟ ଗଲେ ପ୍ରତାପ ଜେନା, ତଳକୋର୍ଟର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କଲେ ବିଧାୟକ

କନକ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ମାମଲାରେ ତଳକୋର୍ଟ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ଥାନୀୟ ବିଧାୟକ ପ୍ରତାପ ଜେନା । ହାଇକୋର୍ଟରେ ସେ କ୍ରିମିନାଲ ରିଭିଜନ ପିଟିସନ ଦାୟର କରିଛନ୍ତି । ମାହାଙ୍ଗା ଡବଲ ମର୍ଡର ଘଟଣାରେ ସାଲେପୁର ସାଲେପୁର ଜେଏମ୍ଏଫ୍ସି ପ୍ରତାପଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଆଜି କୋର୍ଟରେ ହାଜର ହେବାର ଥିଲେ ବି ସେ ହାଜର ହୋଇନଥିଲେ । ନିଜ ଓକିଲଙ୍କ ଜରିଆରେ ପକ୍ଷContinue reading “ମାହାଙ୍ଗା ଡବଲ ମର୍ଡର ମାମଲା: ହାଇକୋର୍ଟ ଗଲେ ପ୍ରତାପ ଜେନା, ତଳକୋର୍ଟର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କଲେ ବିଧାୟକ”

କୋଲକାତା-ହାଇଦ୍ରାବାଦୀ ବିରିୟାନୀ ପ୍ରେମରେ ପାକିସ୍ତାନ କ୍ରିକେଟର । ମ୍ୟାଚ୍ ପୂର୍ବରୁ କୋଲକାତା ରେଷ୍ଟୁରାଂଟରୁ ମଗାଇଲେ ସୁଆଦିଆ ବିରିୟାନୀ

କନକ ବ୍ୟୁରୋ : କୋଲକାତା ବିରିୟାନୀ ପ୍ରେମରେ ପଡିଲେ ପାକିସ୍ତାନ କ୍ରିକେଟର । ସୁଆଦିଆ ହାଇଦ୍ରବାଦୀ ବିରିୟାନୀ ଖାଇବା ପାଇଁ ଅନଲାଇନରେ ଅର୍ଡର କଲେ ପାକିସ୍ତାନ କ୍ରିକେଟର । ସୋସିଆଲ ମିଡିଆରେ କିଛି ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଖେଳାଳୀ ମାନେ ବିରିୟାନୀ କେତେ ଭଲପାଆନ୍ତି ସେକଥା ବଖାଣିଛନ୍ତିି । ସୂଚନା ଅନୁସାରେ ଅନଲାଇନ ଫୁଡ ଡେଲିବରୀ ଆପରେ ପାକିସ୍ତାନୀ ଖେଳାଳୀମାନେ ଚାପ, ଫିରନୀ,କବାବ, ସାହୀ ତୁକଡା ସହ ସ୍ପେଶାଲ ହାଇଦ୍ରାବାଦୀContinue reading “କୋଲକାତା-ହାଇଦ୍ରାବାଦୀ ବିରିୟାନୀ ପ୍ରେମରେ ପାକିସ୍ତାନ କ୍ରିକେଟର । ମ୍ୟାଚ୍ ପୂର୍ବରୁ କୋଲକାତା ରେଷ୍ଟୁରାଂଟରୁ ମଗାଇଲେ ସୁଆଦିଆ ବିରିୟାନୀ”

ବାୟୁ ପ୍ରଦୁଷଣକୁ ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ ପ୍ରକାଶ । ୫ରାଜ୍ୟକୁ ବାୟୁ ପ୍ରଦୁଷଣ ମୁକାବିଲା ଉପାୟ ମାଗିଲେ କୋଟ

କନକ ବ୍ୟୁରୋ : ବିଷ ବଳୟରେ ଦେଶର ରାଜଧାନୀ, ବାୟୁ ପ୍ରଦୂଷଣ ବଢାଉଛି ଚିନ୍ତା । ବାୟୁ ପ୍ରଦୂଷଣକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ସୁପ୍ରିମକୋଟ । ଦିଲ୍ଲୀ, ଉତରପ୍ରଦେଶ, ପଞ୍ଜାବ, ହରିୟାଣା ରାଜସ୍ଥାନକୁ ଏନେଇ ନୋଟିସ ଜାରି କରିଛନ୍ତି କୋର୍ଟ । ବାୟୁ ପ୍ରଦୂଷଣ କମାଇବାକୁ କଣ ସବୁ ପଦକ୍ଷେପ ନିଆଯାଇଛି ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।.ଦିନକୁ ଦିନ ବାୟୁ ଗୁଣବତାର ମାନ ନିମ୍ନସ୍ତରକୁ ଖସିବାରେ ଲାଗିଥିବା ବେଳେ ଜନଜୀବନ ଉପରେ ଏହାର ପ୍ରଭାବContinue reading “ବାୟୁ ପ୍ରଦୁଷଣକୁ ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ ପ୍ରକାଶ । ୫ରାଜ୍ୟକୁ ବାୟୁ ପ୍ରଦୁଷଣ ମୁକାବିଲା ଉପାୟ ମାଗିଲେ କୋଟ”

୨୦୨୪ ସାଧାରଣ ନିର୍ବାଚନରେ ବିଜେପି ହାରିଲେ ଭୁଷୁଡିବ ଦେଶର ଅର୍ଥନୀତି । ୨୫% ତଳକୁ ଖସିପାରେ ସେୟାର ବଜାର

କନକ ବ୍ୟୁରୋ : ୨୦୨୪ରେ ବିଜେପି ସରକାର କ୍ଷମତାକୁ ଆସିଲେ ଦେଶର ସେୟାର ବଜାର ଉପରେ ପଡିବ ବଡ ପ୍ରଭାବ । ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ହାରିଲେ ଦେଶର ଅର୍ଥନୀତି ଉପରେ ଏହାର ବଡ ପ୍ରଭାବ ପଡିବ । ଏପରିକି ସେୟାର ମାର୍କେଟରେ ୨୫ପ୍ରତିଶତ ହ୍ରାସ ମଧ୍ୟ ଘଟିପାରେ ବୋଲି ଆମେରିକାର ପ୍ରମୁଖ ଇନଭେଷ୍ଟମେଂଟ ବ୍ୟାଙ୍କ ଜେଫରିଜ ଆକଳନ କରିଛି । ପୂର୍ବରୁ ୨୦୦୪ମସିହାରେ ବିଜେପି ସରକାର ପରାଜୟ ଭୋଗିବା ପରେ ସେୟାର ମାର୍କେଟ କାରବାରContinue reading “୨୦୨୪ ସାଧାରଣ ନିର୍ବାଚନରେ ବିଜେପି ହାରିଲେ ଭୁଷୁଡିବ ଦେଶର ଅର୍ଥନୀତି । ୨୫% ତଳକୁ ଖସିପାରେ ସେୟାର ବଜାର”

ଉତ୍ତରଗାଜାରେ ଘନଘନ ଆକ୍ରମଣ । ଗାଜାକୁ ଦୁଇପଟୁ ଘେରିଛି ଇସ୍ରାଏଲ

କନକ ବ୍ୟୁରୋ :ଇସ୍ରାଏଲ ସେନା ଶୁକ୍ରବାରଠୁ ଗାଜାରେ ଆରମ୍ଭ କରିଛନ୍ତି ଗ୍ରାଉଣ୍ଡ ଅପରେସନ । ସ୍ଥଳଭାଗରୁ ଆକ୍ରମଣ କ୍ରମଶ ବ୍ୟାପକ ଓ ଭୟଙ୍କର ହେବାରେ ଲାଗିଛି । ହମାସ ସବୁଠୁ ଅଧିକ ଠିକଣା ଥିବା ଗାଜାର ଉତରାଂଚଳରେ ସବୁଠୁ ଅଧିକ ଆକ୍ରମଣ କରୁଛି ଆଇଡିଏଫ । ଉତର ଓ ଦକ୍ଷିଣ ଗାଜା ସମ୍ପୂର୍ଣ୍ଣଭାବେ ବିଚ୍ଛିନ ହୋଇଛି । ସେପଟେ ଯୁଦ୍ଧକୁ ଅଧିକ ଜୋରଦାର କରିବାକ ଯାଇ ଗାଜା ଭିତରେ ଇସ୍ରାଏଲ ସେନାର ଟ୍ୟାଙ୍କ ଗୁଡିକ ଲଗାତାର ପ୍ରବେଶContinue reading “ଉତ୍ତରଗାଜାରେ ଘନଘନ ଆକ୍ରମଣ । ଗାଜାକୁ ଦୁଇପଟୁ ଘେରିଛି ଇସ୍ରାଏଲ”

ଆଇଫୋନକୁ ଆସିଲା ଆଲର୍ଟ ମେସେଜ । ବିଜେପି ସରକାର ଫୋନ୍ ଏବଂ ଇମେଲ ହ୍ୟାକ କରୁଥିବା ବିରୋଧୀଙ୍କ ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

କନକ ବ୍ୟୁରୋ : ନେତାଙ୍କ ଫୋନ୍କୁ ଆସିଲା ଆଇ-ଫୋନ୍ର ଆଲର୍ଟ ମ୍ୟାସେଜ । କେସ୍ ଫର କ୍ୱେରି ପାଇଁ ଗତ କିଛି ଦିନ ହେଲା ବିବାଦରେ ଥିବା ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କ ଠାରୁ ଆରମ୍ଭ କରି, ଶିବସେନା ୟୁବିଟି ନେତ୍ରୀ ପ୍ରିୟଙ୍କା ଚର୍ତୁବେଦୀ, କଂଗ୍ରେସ ନେତା ପବନ ଖେରା, ଶଶି ଥରୁର ଓ ଆପ୍ ସାଂସଦ ରାଘବ ଚଢ଼ାଙ୍କ ପାଖକୁ ଆସିଛି ଏପରି ମ୍ୟାସେଜ । ଏହି ମ୍ୟାସେଜ୍ରେ ଲେଖାଅଛି, ଷ୍ଟେଟ ସ୍ପନସର୍ଡ ଆଟାକର୍ସContinue reading “ଆଇଫୋନକୁ ଆସିଲା ଆଲର୍ଟ ମେସେଜ । ବିଜେପି ସରକାର ଫୋନ୍ ଏବଂ ଇମେଲ ହ୍ୟାକ କରୁଥିବା ବିରୋଧୀଙ୍କ ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର”

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା । ମନିଷ, ସଂଜୟ ପରେ ଏବେ କେଜ୍ରିୱାଲଙ୍କ ପାଳି, ଜେରା ପାଇଁ ମିଳିଲା ଇଡିର ସମନ

କନକ ବ୍ୟୁରୋ : ଆମ ଆଦମୀ ପାର୍ଟି ଯେଉଁ ଆଶଙ୍କା କରିଥିଲା ଠିକ୍ ସେମିତି କିଛି ହୋଇଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ, ସାଂସଦ ସଂଜୟ ସି ଇଡି ଜାଲରେ ଫଶିସାରିଛନ୍ତି । ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସମନ ଜାରି କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ନଭେମ୍ବର ୨ରେ କେଜରିୱାଲଙ୍କୁ ହାଜର ହେବାକୁ କୁହାଯାଇଛି । ଏହି ମାମଲାରେ ଏପ୍ରିଲରେ ସିବିଆଇ ଅରବିନ୍ଦ କେଜରିୱାଲଙ୍କୁ ପଚରାଉଚରାContinue reading “ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା । ମନିଷ, ସଂଜୟ ପରେ ଏବେ କେଜ୍ରିୱାଲଙ୍କ ପାଳି, ଜେରା ପାଇଁ ମିଳିଲା ଇଡିର ସମନ”

ନୂଆପଡ଼ା କଟିଙ୍ଗପାଣି ଅଂଚଳରେ ବାଘ ଆତଙ୍କ: ୬ବର୍ଷର ପୁଅକୁ ମାରିବା ଓ ଗୁହାଳରୁ ଗାଇକୁ ଘୋଷାରି ନେବା ପରେ କୋକୁଆ ଭୟ

କନକ ବ୍ୟୁରୋ: ମାତ୍ର ୮ ବର୍ଷର କୁନି ପୁଅକୁ ବାଘ ଟାଣି ନେଇଯିବା ପରେ ନୂଆପଡ଼ା କଟିଙ୍ଗପାଣି ଅଂଚଳରେ ଖେଳିଯାଇଛି କୋକୁଆ ଭୟ । ସ୍ଥିତି ଏମିତି ହୋଇଛି ଯେ, ଲୋକେ ଘରୁ ବାହାରିବାକୁ ଡରୁଛନ୍ତି । ବାଘର ଏହି ଭୟ ଭିତରେ ଆଜି ଗୁହାଳରୁ ଗୋଟିଏ ଗାଇକୁ କଲରାପତିରିଆ ଝାମ୍ପି ନେବାର ଖବର ଆସିଛି । ଏପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । କହିଛନ୍ତି- ଲୋକଙ୍କ ଧନ ଜୀବନContinue reading “ନୂଆପଡ଼ା କଟିଙ୍ଗପାଣି ଅଂଚଳରେ ବାଘ ଆତଙ୍କ: ୬ବର୍ଷର ପୁଅକୁ ମାରିବା ଓ ଗୁହାଳରୁ ଗାଇକୁ ଘୋଷାରି ନେବା ପରେ କୋକୁଆ ଭୟ”

ମନୋଜ ମିଶ୍ରଙ୍କ ସମର୍ଥନରେ ପୁଣି ବାହାରିଲେ ନେତା: ବିଧାୟକ ମୁକେଶ ମହାଲିଙ୍ଗ କହିଲେ, କଳାକାରର ଭାଷା ପରିଧି କି ସହର ନିଥାଏ

କନକ ବ୍ୟୁରୋ: ଥମୁନି ଓଲିଉଡ କଳି । ଆଜି ଏହି ନିଆଁରେ ଘିଅ ଢାଳିଛନ୍ତି ପଶ୍ଚିମ ଓଡିଶାର ହାସ୍ୟ ଅଭିନେତା ଜୋଜୋ । ରାଜନୀତି ମଧ୍ୟ ଜୋରଦାର ହୋଇଛି । ପୁଣି ଆଜି ଅଭିନୋତା ମନୋଜ ମିଶ୍ରଙ୍କ ସମର୍ଥନରେ ବାହାରିଛନ୍ତି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ । କେଶଳ କ୍ରିୟାନୁଷ୍ଠାନ କମିଟି ବି ଆସନ୍ତା ୧୫ ତାରିଖରେ ୧୨ ଘଂଟିଆ କୋଶଳ ବନ୍ଦ ଡାକରା ଦେଇଛି । ପ୍ରଶ୍ନ ଉଠୁଛି, ବିବାଦର ଅନ୍ତ ହେବ କେବେ ?Continue reading “ମନୋଜ ମିଶ୍ରଙ୍କ ସମର୍ଥନରେ ପୁଣି ବାହାରିଲେ ନେତା: ବିଧାୟକ ମୁକେଶ ମହାଲିଙ୍ଗ କହିଲେ, କଳାକାରର ଭାଷା ପରିଧି କି ସହର ନିଥାଏ”

Design a site like this with WordPress.com
Get started