କନକ ବ୍ୟୁରୋ: ମାଟ୍ରିକ ପରୀକ୍ଷାରେ କୌଣସି ପିଲା ଫେଲ ହେବେନାହିଁ । ମାଟ୍ରିକ ପରୀକ୍ଷାରେ ଯେଭଳି କୌଣସି ପିଲା ଫେଲ ହେବେନି ସେ ନେଇ ମାର୍ଗଦର୍ଶିକା ଜାରି କରିଛି ଗଣଶିକ୍ଷା ବିଭାଗ । ଏଥିପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତି କିଭଳି କରିବେ ସେ ନେଇ ମାର୍ଗଦର୍ଶିକାରେ ବିସ୍ତୁତ ଭାବେ କୁହାଯାଇଛି । ରାଜ୍ୟର ସମସ୍ତ ହାଇସ୍କୁଲ ଯେପରି ‘ଜିରୋ ଏଫ୍ ମିଶନ’ ତଥା ଶତ ପ୍ରତିଶତ ରେଜଲ୍ଟ କରିବେ ସେ ଉପରେ ଗୁରୁତ୍ୱ ଦିଆଯାଇଛି । ମାଟ୍ରିକ ପରୀକ୍ଷାContinue reading “ମାଟ୍ରିକରେ ହେବେନି କେହି ଫେଲ! ରାଜ୍ୟ ସରକାର ଆଣିଲେ ‘ଜିରୋ ଫେଲ ମିଶନ’”
Tag Archives: News
ମନ୍ତ୍ରୀ ଘର ଆଗରେ ଶସ୍ତାରେ ପିଆଜ: ୨୦ଟଙ୍କାରେ ପିଆଜ ବିକିିଲା କଂଗ୍ରେସ
କନକ ବ୍ୟୁରୋ: ପିଆଜ ଦର ହୁ ହୁ ହୋଇ ବଢ଼ି ଚାଲିଛି । ଯେଉଁ ପିଆଜ ଦିନ କେଇଟା ପୂର୍ବରୁ, କିଲୋପିଛା ମାତ୍ର ୨୦ରୁ ୨୫ଟଙ୍କାରେ ବିକ୍ରି ହେଉଥିଲା, ଏବେ ସେହି ପିଆଜ ଦର ୮୦ଟଙ୍କା ଛୁଇଁଲାଣି । କାର୍ତିକ ମାସ ଆରମ୍ଭ ହୋଇଯାଇଥିଲେ ବି ପିଆଜ ଦର ଅଧିକ ରହିଛି । ଯାହାକୁ ପ୍ରତିବାଦ କରି ଆଜି ଆନ୍ଦୋଳନକୁ ଓହ୍ଲାଇଛି ଛାତ୍ର କଂଗ୍ରେସ । ପିଆଜ ଦର କମୁନଥିବାରୁ ଆନ୍ଦୋଳନ କରିଛି ଛାତ୍ର କଂଗ୍ରେସ ।Continue reading “ମନ୍ତ୍ରୀ ଘର ଆଗରେ ଶସ୍ତାରେ ପିଆଜ: ୨୦ଟଙ୍କାରେ ପିଆଜ ବିକିିଲା କଂଗ୍ରେସ”
ଆରବିଆଇ ସାମ୍ନାରେ ଲମ୍ବା ଧାଡି଼ ପଛର ସତ: ଦିନ ମଜୁରିଆଙ୍କ ହାତରେ କିଏ ଧରାଇଲା ୨୦୦୦ ଟଙ୍କିଆ?
କନକ ବ୍ୟୁରୋ: ୨ ହଜାର ଟଙ୍କା ବଦଳ ପାଇଁ ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କ ଆଗରେ ଲାଗିଛି ଭିଡ । ଟଙ୍କା ବଦଳ କରିବାକୁ ଆସିଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ବସ୍ତି ବାସିନ୍ଦା, ଦିନ ମଜୁରିଆ । ତେବେ ଏମାନଙ୍କ ପାଖରେ ଏତେ ଟଙ୍କା କୁଆଡୁ ଆସିଲା ଖୋଳତାଡ ପରେ ଧରାପଡିଥିଲା ସତ । କନକ ନ୍ୟୁଜ କ୍ୟାମେରାରେ ସତ କହିଥିଲେ ଧାଡିରେ ଛିଡା ହୋଇଥିବା ମହିଳା । ସେମାନଙ୍କ କହିବା କଥା ହେଲା, ଦିନକୁ ୨୦Continue reading “ଆରବିଆଇ ସାମ୍ନାରେ ଲମ୍ବା ଧାଡି଼ ପଛର ସତ: ଦିନ ମଜୁରିଆଙ୍କ ହାତରେ କିଏ ଧରାଇଲା ୨୦୦୦ ଟଙ୍କିଆ?”
ନାମାଙ୍କନ ସତ୍ୟପାଠ ଦାଖଲ ବେଳେ ଖୋଲିଲା ସଚିନ ପାଇଲଟଙ୍କ ଗୁମର । ଲୁଚାଛପାରେ ସଚିନ ସାରାଙ୍କୁ ଦେଇଛନ୍ତି ଛାଡପତ୍ର
କନକ ବ୍ୟୁରୋ : ରାଜସ୍ଥାନ ବିଧାନସଭା ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ଆଜି କଂଗ୍ରେସ ନେତା ସଚିନ ପାଇଲଟ ଟେଙ୍କ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି । ତାଙ୍କ ନାମାଙ୍କନ ସତ୍ୟପାଠରେ ଏମିତି ଏକ ଗୁମର ଖୋଲିଛି ଯାହା ରାଜ୍ୟ ରାଜନୀତିକୁ ଚମକାଇଦେଇଛି । ସତ୍ୟପାଠରେ ସଚିନ ଉଲ୍ଲେଖ କରିଛନ୍ତି କି ସେ ତାଙ୍କ ପତ୍ନୀ ସାରା ପାଇଲଟଙ୍କ ଠାରୁ ଛାଡପତ୍ର ନେଇସାରିଛନ୍ତି । ଆପଣଙ୍କୁ କହିରଖୁ କି ୨୦୧୮Continue reading “ନାମାଙ୍କନ ସତ୍ୟପାଠ ଦାଖଲ ବେଳେ ଖୋଲିଲା ସଚିନ ପାଇଲଟଙ୍କ ଗୁମର । ଲୁଚାଛପାରେ ସଚିନ ସାରାଙ୍କୁ ଦେଇଛନ୍ତି ଛାଡପତ୍ର”
ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୮ ବଖରା ଘର, ଚାଲିଗଲା ଜଣେ ଲୋକର ଜୀବନ
କନକ ବ୍ୟୁରୋ : ଭୟାବହ ଅଗ୍ନିକାଣ୍ଡରେ ଜଣେ ଲୋକର ମୃତ୍ୟୁ ହୋଇଥିବା ବେଳେ ୮ ବଖରା ଘର ଜଳିଯାଇଛି । କୋରାପୁଟ ଜିଲ୍ଲା ଗୁଣୁପୁରର ଏକ ଅସ୍ଥାୟୀ କଲୋନୀରେ ଏଭଳି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଜଣେ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଅଗ୍ନିକାଣ୍ଡରେ ୮ ବଖରା ଘର ପୋଡି ପାଉଁଶ ହୋଇଯିବା ସହ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ଯାଇଛି । ହେଲେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁContinue reading “ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୮ ବଖରା ଘର, ଚାଲିଗଲା ଜଣେ ଲୋକର ଜୀବନ”
ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ଭତା ଟଙ୍କା ଦେବା ପାଇଁ ବୃଦ୍ଧ ହିତାଧିକାରୀ କାମାକ୍ଷାନଗରର ଦାଶରଥୀଙ୍କ ଘରକୁ ଗଲେ ସରକାରୀ କର୍ମଚାରୀ
କନକ ବ୍ୟୁରୋ : ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ଶଯ୍ୟାଶାୟୀ ଦାଶରଥିଙ୍କ ଘରକୁ ଯାଇ ଭତାଟଙ୍କା ଦେଲେ ସରକାରୀ କର୍ମଚାରୀ । ୮୨ ବର୍ଷିୟ ଏହି ଶର୍ଯ୍ୟାଶାୟୀ ବୃଦ୍ଧ ଜଣକ ୭ ଶହ ଟଙ୍କା ବଦଳରେ ୫ଶହ ଟଙ୍କା ପାଉଥିଲେ । ସେଇ ଟଙ୍କା ବ୍ୟାଙ୍କ ଆକାଉଂଟକୁ ଯାଉଥିବାରୁ ସେ ଉଠାଇପାରୁନଥିଲେ । ଖବର ପ୍ରସାରଣ ପରେ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ କଙ୍କଡାହାଡ ବିଡ଼ିଓ ଯଶୋବନ୍ତ ଦେହୁରୀଙ୍କ ଏ ବିଷୟରେ ଅବଗତContinue reading “ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ଭତା ଟଙ୍କା ଦେବା ପାଇଁ ବୃଦ୍ଧ ହିତାଧିକାରୀ କାମାକ୍ଷାନଗରର ଦାଶରଥୀଙ୍କ ଘରକୁ ଗଲେ ସରକାରୀ କର୍ମଚାରୀ”
ମାଲକାନଗିରି ଆବାସ ଅବ୍ୟବସ୍ଥାରେ ଭୁଲ କାହାର ଭୋଗୁଛି କିଏ । ଜମି ବନ୍ଧାର ରଖି ଆବାସ ଟଙ୍କା ଫେରାଇଲେ ମହିଳା
କନକ ବ୍ୟୁରୋ : ଜମି ବନ୍ଧା ପକାଇ ଆବାସ ଟଙ୍କା ଫେରାଇଲେ । ଆଉ ଟଙ୍କା ପାଇବା ପରେ ବନ୍ଦ ପଡି ଥିବା ୩ ମାସ ରାଶନ ରାଶନ ଚାଉଳ ଫେରି ପାଇଲେ ହିତାଧିକାରୀ । ମାଲାକନଗିରି ଜିଲ୍ଲାରେ ଆବାସ ଯୋଜନା ର ପ୍ରଥମ କିସ୍ତି ଟଙ୍କା ଭୁଲ ଆକାଉନ୍ଟ କୁ ଚାଲି ଯିବା ନେଇ କନକ ନ୍ୟୁଜ ରେ ଖବର ପ୍ରସାରଣ ହୋଇ ଥିଲା । ମାଲକାନଗିରି ଚାଲାଣଗୁଡା ପଂଚାୟତ ଏମଭି ୪ ଗାଁ ରContinue reading “ମାଲକାନଗିରି ଆବାସ ଅବ୍ୟବସ୍ଥାରେ ଭୁଲ କାହାର ଭୋଗୁଛି କିଏ । ଜମି ବନ୍ଧାର ରଖି ଆବାସ ଟଙ୍କା ଫେରାଇଲେ ମହିଳା”
ଦାଦନ ଖଟିବାକୁ ଯାଇ ନିଖୋଜ ମୋହନାର ଉଜ୍ଜଳ ମଳିକ । ୨ ବର୍ଷ ହେଲା ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି ବୁଢି ମାଆ
କନକ ବ୍ୟୁରୋ : ନିଜ ଅଂଚଳରେ କାମ ନମିଳିବାରୁ ୨ ବର୍ଷ ତଳେ ପିଲାଛୁଆଙ୍କୁ ଛାଡି ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିଲେ ଉଜ୍ଜଳ ମଳିକ । ଦୁଇ ପିଲା, ବୁଢି ମାଆ ଓ ସ୍ତ୍ରୀ ପେଟ ପାଇଁ ଦାନା ଯୋଗାଡ କରିବାକୁ ଘର ଛାଡିଥିଲେ । ଗାଁର ଅନ୍ୟ ଲୋକଙ୍କ ସହ ମିଶି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିଲେ । ଏହାରି ଭିତରେ ଗାଁର ଅନ୍ୟ ଲୋକମାନେ ଘରକୁ ଫେରି ଆସିଲେଣି । ହେଲେContinue reading “ଦାଦନ ଖଟିବାକୁ ଯାଇ ନିଖୋଜ ମୋହନାର ଉଜ୍ଜଳ ମଳିକ । ୨ ବର୍ଷ ହେଲା ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି ବୁଢି ମାଆ”
ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରକୁ ଆସିଲେନି ବାବୁ । ନିରାସ ହୋଇ ଫେରିଲେ ଦିବ୍ୟାଙ୍ଗ ଅଭିଯୋଗକାରୀ
କନକ ବ୍ୟୁରୋ : ଆଶା ବାଡିକୁ ଆଶ୍ରା କରି ଅନେକ ଆଶା ନେଇ ଜିଲ୍ଲାପାଳ ଓ ଏସପିଙ୍କ ଜନ ଶୁଣାଣି ଶିବିରକୁ ଆସିଥିଲେ ଦିବ୍ୟାଙ୍ଗ ବ୍ୟକ୍ତି । ସ୍ତ୍ରୀଙ୍କୁ ସାଥିରେ ଧରି ବ୍ଲକ ଅଫିସରେ ପହଂଚିଥିଲେ । ଆଗରୁ ମଧ୍ୟ ୫-୬ ଥର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରକୁ ଆସିଛନ୍ତି । ଗୋଟିଏ ବେଟାରୀ ଚାଳିତ ଟ୍ରାଇ ସାଇକେଲ ପାଇଁ ସରକାରୀ ବାବୁଙ୍କ ପାଖରେ ବାରମ୍ବାର ଗୁହାରୀ କରୁଛନ୍ତି । ହେଲେ ଜିଲ୍ଲାପାଳଙ୍କ ଯୁଗ୍ମ ଶିବିରରେ ଜିଲ୍ଲାପାଳContinue reading “ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରକୁ ଆସିଲେନି ବାବୁ । ନିରାସ ହୋଇ ଫେରିଲେ ଦିବ୍ୟାଙ୍ଗ ଅଭିଯୋଗକାରୀ”
ଉପାନ୍ତ ନୁହେଁ ଉପକୁଳ ଗାଁରେ ପହଂଚି ପାରିନି ସରକାରୀ ଆବସ । ପୁରୀ ଜିଲ୍ଲା କଣାସରେ ଅଛି ଚାଳ ଘରର ଗାଁ
କନକ ବ୍ୟୁରୋ : ଅତି ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି ପୁରୀ ଡେଲାଙ୍ଗ ବ୍ଲକ ତିରିପ ଗାଁର ୨ଶହ ଲୋକ । ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଭଳି ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ । ୩୦ ଜଣ ଛୋଟ ପିଲାଙ୍କ ପାଇଁ ଅଙ୍ଗନବାଡି କେନ୍ଦ୍ର ନାହିଁ, ଗାଁରେ ବିଦ୍ୟୁତ୍ ଖୁଣ୍ଟ ଅଛି, ହେଲେ ବିଜୁଳି ଜଳୁନାହିଁ । ବସୁଧା ଯୋଜନାରେ ପାଇପ ବିଛା ଯାଇ ଷ୍ଟାଣ୍ଡ ପୋଷ୍ଟ ଅଛି ହେଲେ ପାଣି ଆସୁନି ।Continue reading “ଉପାନ୍ତ ନୁହେଁ ଉପକୁଳ ଗାଁରେ ପହଂଚି ପାରିନି ସରକାରୀ ଆବସ । ପୁରୀ ଜିଲ୍ଲା କଣାସରେ ଅଛି ଚାଳ ଘରର ଗାଁ”