ରିଲିଜ୍ ପୂର୍ବରୁ ପ୍ରଭାସଙ୍କ ‘ସାଲାର୍’ ସଲମାନ-ଶାହାରୁଖଙ୍କ ‘ଟାଇଗର’ ‘ଡିଙ୍କି’କୁ ପଛରେ ପକେଇ ଦେଲା ।

ଚଳିତ ନଭେମ୍ବର ଏବଂ ଡିସେମ୍ବର ଚଳଚ୍ଚିତ୍ର ଶିଳ୍ପ ପାଇଁ ଖୁବ ଖାସ ହେବାକୁ ଯାଉଛି । ଏହି ଦୁଇ ମାସ ମଧ୍ୟରେ ଅନେକ ବଡ ଫିଲ୍ମ ରିଲିଜ୍ ହେବାକୁ ଯାଉଛି । ଏଥିରେ ପ୍ରଭାସଙ୍କ ‘ସାଲାର ପାର୍ଟ-1 ‘,  ସଲମାନ ଖାନଙ୍କ ଟାଇଗର-3”, ଶାହାରୁଖ ଖାନଙ୍କ ‘ଡିଙ୍କି’ ଅନ୍ତର୍ଭୁକ୍ତ ।  ‘ପୁଷ୍ପା ୨’ର କଥା ମଧ୍ୟ ଆଲୋଚନାରେ ଅଛି । ଯାହା ଆସନ୍ତା ବର୍ଷ ଅଗଷ୍ଟ ୧୫ ରେ ମୁକ୍ତିଲାଭ କରିବ। ଏଭଳି ପରିସ୍ଥିତିରେ, ‘ବୁକ୍ ମାଇContinue reading “ରିଲିଜ୍ ପୂର୍ବରୁ ପ୍ରଭାସଙ୍କ ‘ସାଲାର୍’ ସଲମାନ-ଶାହାରୁଖଙ୍କ ‘ଟାଇଗର’ ‘ଡିଙ୍କି’କୁ ପଛରେ ପକେଇ ଦେଲା ।”

ଆଇପିଏସ ସ୍ତରରେ ବଡଧରଣର ଅଦଳବଦଳ । ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟୀତ୍ୱ

କନକ ବ୍ୟୁରୋ : ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ କରାଯାଇଛି । ବ୍ରିଜେଶ ରାୟଙ୍କ କଟକ- ଭୁବନେଶ୍ୱରର ଅତିରିକ୍ତ ସିପି ଭାବେ ନିଯୁକ୍ତି ଦିଆଯାଇଛି । ସେହିଭଳି ଜେଲ ଡିଜି ଭାବେ ଏଏମ୍ ପ୍ରସାଦଙ୍କୁ ନିଯୁକ୍ତି ମିଳିଛି । ଅରୁଣ ରାୟଙ୍କୁ ନିର୍ଦ୍ଦେଶକ, ପ୍ରିଣ୍ଟିଂ ଓ ପବ୍ଲିକେସନ କଟକର ଦାୟୀତ୍ୱ ମିଳିଛି । ଲଳିତ ଦାସଙ୍କୁ ଏଚଆରପିସିର ଅତିରିକ୍ତ ଡିଜି ଭାବେ ନିଯୁକ୍ତ କରାଯାଇଛି । ସେହିଭଳି ଉମାଶଙ୍କର ଦାସଙ୍କୁ ଏଆଇଡବ୍ଲ୍ୟୁର ଡିଆଇଜି ଭାବେContinue reading “ଆଇପିଏସ ସ୍ତରରେ ବଡଧରଣର ଅଦଳବଦଳ । ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟୀତ୍ୱ”

ମରାଠା ସଂରକ୍ଷଣ ବିବାଦକୁ ନେଇ ସରଗରମ ମହାରାଷ୍ଟ୍ର ରାଜନୀତି, ୨ ଜଣ ସାଂସଦ ଓ ୩ଜଣ ବିଧାୟକ ଦେଲେ ଇସ୍ତଫା

କନକ ବ୍ୟୁରୋ : ମରାଠା ସଂରକ୍ଷଣ ବିବାଦକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହେବାରେ ଲାଗିଛି । ଏହି କ୍ରମରେ ମହାରାଷ୍ଟ୍ରର ଏକନାଥ ସିନ୍ଦେ ସରକାରରୁ ୩ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି । କେବଳ ବିଧାୟକ ନୁହଁନ୍ତି ମହାରାଷ୍ଟ୍ରର ୨ଜଣ ସାଂସଦ ମଧ୍ୟ ଇସ୍ତଫା ଦେଇଛନ୍ତି । ସେପଟେ କିଛି ଅଞ୍ଚଳରେ ହିଂସା ଉଗ୍ରରୂପ ନେବାରେ ଲାଗିଛି । ମରାଠା ସଂରକ୍ଷଣ ଆନ୍ଦୋଳନର ମୁଖ୍ୟ ମନୋଜ ଜାରଙ୍ଗେ ଅନଶନ ଜାରି ରଖିଛନ୍ତି । ଏହି ମାମଲାରେContinue reading “ମରାଠା ସଂରକ୍ଷଣ ବିବାଦକୁ ନେଇ ସରଗରମ ମହାରାଷ୍ଟ୍ର ରାଜନୀତି, ୨ ଜଣ ସାଂସଦ ଓ ୩ଜଣ ବିଧାୟକ ଦେଲେ ଇସ୍ତଫା”

ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇବ ବିଜେପି: ଆସନ୍ତା ୧୪ରୁ ୧୮ ଯାଏଁ ସମସ୍ତ ବ୍ଲକ କାର୍ଯ୍ୟାଳୟ ଆଗରେ କରିବ ବିକ୍ଷୋଭ

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇବ ବିଜେପି । ଆସନ୍ତା ୧୪ରୁ ୧୮ ଯାଏଁ ସମସ୍ତ ବ୍ଲକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବାକୁ ସୂଚନା । ରାଜ୍ୟର ସମସ୍ତ ବ୍ଲକ କାର୍ଯ୍ୟାଳୟ ଆଗରେ ବିଜେପି ବିକ୍ଷୋଭ କରିବା ନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । The post ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇବ ବିଜେପି: ଆସନ୍ତାContinue reading “ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇବ ବିଜେପି: ଆସନ୍ତା ୧୪ରୁ ୧୮ ଯାଏଁ ସମସ୍ତ ବ୍ଲକ କାର୍ଯ୍ୟାଳୟ ଆଗରେ କରିବ ବିକ୍ଷୋଭ”

ଗାଜା ଉପରେ ଇସ୍ରାଏଲ ସେନାର ଆକ୍ରମଣ ଭିତରେ ଚୀନର ବଡ ଆକ୍ସନ । ଚୀନ ମାନଚିତ୍ରରୁ ହଟିଲା ଇସ୍ରାଏଲର ନାମ

କନକ ବ୍ୟୁରୋ : ଗାଜା ପଟ୍ଟୀ ଉପରେ ଇସ୍ରାଏଲର ଆକ୍ରମଣ ଭିତରେ ଚୀନରୁ ଆସିଛି ବଡ ଖବର । ଚୀନ ତରଫରୁ ଅନଲାଇନ୍ ନକ୍ସାରୁ ଇସ୍ରାଏଲ ଦେଶର ନାମ ହଟାଇଦିଆଯାଇଛି । ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଚୀନ କମ୍ପାନୀ ବାଇଜୁ ଓ ଅଲୀବାବାର ଅନଲାଇନ୍ ନକ୍ସାରୁ ଇସ୍ରାଏଲର ନାମ ହଟାଇ ଦିଆଯାଇଛି । ବାଇଜୁ ନକସାରେ ଇସ୍ରାଏଲ ଓ ପାଲେଷ୍ଟାଇନର କେବଳ ସୀମାକୁ ସୂଚିତ କରାଯାଇଛି । ହେଲେ ନକ୍ସରେ ଏହି ଦୁଇଦେଶର ନାମ ଉଲ୍ଲେଖContinue reading “ଗାଜା ଉପରେ ଇସ୍ରାଏଲ ସେନାର ଆକ୍ରମଣ ଭିତରେ ଚୀନର ବଡ ଆକ୍ସନ । ଚୀନ ମାନଚିତ୍ରରୁ ହଟିଲା ଇସ୍ରାଏଲର ନାମ”

ମନୋଜ ମିଶ୍ରଙ୍କ ସମର୍ଥନରେ ପୁଣି ବାହାରିଲେ ମୁକେଶ ମହାଲିଙ୍ଗ: କହିଲେ, କଳାକାରର ଭାଷା ପରିଧି କି ସହର ନଥାଏ, କଳାକାରଙ୍କୁ ସମ୍ମାନ ଦେବା ଓଡ଼ିଶା ସରକାରଙ୍କ ଦାୟିତ୍ୱ

କନକ ବ୍ୟୁରୋ: କଳାକାରଙ୍କ କଳିକୁ ନେଇ ମନୋଜ ମିଶ୍ରଙ୍କ ସମର୍ଥନରେ ପୁଣି ବାହାରିଲେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ । କହିଲେ ଜଣେ କଳାକାରର ଭାଷା ପରିଧି କି ସହର ନଥାଏ । କଳାକାରଙ୍କୁ ସମ୍ମାନ ଦେବା ଓଡ଼ିଶା ସରକାରଙ୍କ ଦାୟିତ୍ୱ । ବିଜେଡି ସାଂସଦ ଯେଉଁଭଳି ମନ୍ତବ୍ୟ ଦେଇଛନ୍ତି ତାକୁ ଆଗରୁ ନିନ୍ଦା କରିଥିଲି ଏବେ ମଧ୍ୟ ନିନ୍ଦା କରୁଛି । ଏସବୁ ବିବାଦ ଖୁବଶୀଘ୍ର ସମାଧାନ କରନ୍ତୁ ଏବଂ କଳାକାରଙ୍କୁ ସମ୍ମାନ ଦିଅନ୍ତୁ ।Continue reading “ମନୋଜ ମିଶ୍ରଙ୍କ ସମର୍ଥନରେ ପୁଣି ବାହାରିଲେ ମୁକେଶ ମହାଲିଙ୍ଗ: କହିଲେ, କଳାକାରର ଭାଷା ପରିଧି କି ସହର ନଥାଏ, କଳାକାରଙ୍କୁ ସମ୍ମାନ ଦେବା ଓଡ଼ିଶା ସରକାରଙ୍କ ଦାୟିତ୍ୱ”

ଅଧାରେ ବନ୍ଦ ହେଲା ମଂଟୁଙ୍କ କାର୍ଯ୍ୟକ୍ରମ: ଦମଦାର ଗୀତରେ ଉତ୍ସାହିତ ହୋଇ ବିଶୃଙ୍ଖଳା ଆଚରଣ କରିଥିଲେ ଯୁବକ

କନକ ବ୍ୟୁରୋ: ବାଙ୍କୀ ମହୋତ୍ସବରେ କଣ୍ଠଶିଳ୍ପୀ ମଂଟୁ ଛୁରିଆଙ୍କୁ ବିରୋଧ । ଅଧାରେ ବନ୍ଦ ହେଲା ମଂଟୁଙ୍କ କାର୍ଯ୍ୟକ୍ରମ । ଦମଦାର ଗୀତରେ ଉତ୍ସାହିତ ହୋଇ ବିଶୃଙ୍ଖଳା ଆଚରଣ କରିଥିଲେ ଯୁବକ । ଦର୍ଶକଙ୍କ ଚେୟାର ଭଙ୍ଗାରୁଜା ପରେ କାର୍ଯ୍ୟକ୍ରମ ବନ୍ଦ କଲା ପୋଲିସ । The post ଅଧାରେ ବନ୍ଦ ହେଲା ମଂଟୁଙ୍କ କାର୍ଯ୍ୟକ୍ରମ: ଦମଦାର ଗୀତରେ ଉତ୍ସାହିତ ହୋଇ ବିଶୃଙ୍ଖଳା ଆଚରଣ କରିଥିଲେ ଯୁବକ first appeared on Kanak News. from KanakContinue reading “ଅଧାରେ ବନ୍ଦ ହେଲା ମଂଟୁଙ୍କ କାର୍ଯ୍ୟକ୍ରମ: ଦମଦାର ଗୀତରେ ଉତ୍ସାହିତ ହୋଇ ବିଶୃଙ୍ଖଳା ଆଚରଣ କରିଥିଲେ ଯୁବକ”

ଫେସବୁକ ଚଳେଇବା ପାଇଁ ଏଣିକି ପଇସା ଦେବକୁ ପଡ଼ିବ , ମେଟା ଆଣିଲା ଏପରି ନୂଆ ସବସ୍କ୍ରୀପସନ ପ୍ଲାନ

ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ବ୍ୟବହାରକାରୀଙ୍କ ପାଇଁ ଏକ ବିଜ୍ଞାପନମୁକ୍ତ ପେଡ୍ ସବସ୍କ୍ରିପସନ୍ ଯୋଜନା ପ୍ରବର୍ତ୍ତନ କରିଛି ମେଟା କମ୍ପାନୀ । ୟୁରୋପୀୟ ୟୁନିଅନର ଚାପରେ ଏହି ପଦକ୍ଷେପ ନିଆଯାଇଛି । ତେଣୁ ଏହି ବିକଳ୍ପ ବର୍ତ୍ତମାନ କେବଳ ୟୁରୋପୀୟ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ । ମେଟା କିଛି ଉପଭୋକ୍ତାଙ୍କୁ ଏକ ବଡ଼ ଝଟକା ଦେଇଛି । ମେଟା ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ବ୍ୟବହାରକାରୀଙ୍କ ପାଇଁ ଏକ ବିଜ୍ଞାପନମୁକ୍ତ ପେଡ୍ ସବସ୍କ୍ରିପସନ୍ ଯୋଜନା ପ୍ରବର୍ତ୍ତନ କରିଛି ।Continue reading “ଫେସବୁକ ଚଳେଇବା ପାଇଁ ଏଣିକି ପଇସା ଦେବକୁ ପଡ଼ିବ , ମେଟା ଆଣିଲା ଏପରି ନୂଆ ସବସ୍କ୍ରୀପସନ ପ୍ଲାନ”

ଦେଶରେ ବଢ଼ୁଛି ସଡ଼କ ଦୁର୍ଘଟଣା: କେନ୍ଦ୍ର ପରିବହନ ମନ୍ତ୍ରାଳୟ ପ୍ରକାଶ କଲା ୨୦୨୨ର ତଥ୍ୟ

କନକ ବ୍ୟୁରୋ: ଦେଶରେ ବଢୁଛି ରାସ୍ତା ଦୁର୍ଘଟଣା । କେନ୍ଦ୍ର ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଛି ୨୦୨୨ର ଦୁର୍ଘଟଣାର ତଥ୍ୟ । କାହିଁକି ବଢୁଛି ସଡ଼କ ଦୁର୍ଘଟଣା? -୨୦୨୨ରେ ଦେଶରେ ୪ଲକ୍ଷ ୬୧ ହଜାର ୩ଶହ ୧୨ ରାସ୍ତା ଦୁର୍ଘଟଣା -୨୦୨୧ରେ ଦେଶରେ ୪ଲକ୍ଷ ୧୨ ହଜାର ୪ଶହ ୩୨ ଦୁର୍ଘଟଣା -ଦୁର୍ଘଟଣା ସଂଖ୍ୟାରେ ୧୧.୯% ବୃଦ୍ଧି – ୨୦୨୨ରେ ଦୁର୍ଘଟଣାରେ ୧ ଲକ୍ଷ ୬୮ହଜାର ୪ଶହ ୯୧ ମୃତ –Continue reading “ଦେଶରେ ବଢ଼ୁଛି ସଡ଼କ ଦୁର୍ଘଟଣା: କେନ୍ଦ୍ର ପରିବହନ ମନ୍ତ୍ରାଳୟ ପ୍ରକାଶ କଲା ୨୦୨୨ର ତଥ୍ୟ”

ଆକ୍ସନ୍ ମୋଡରେ ଶିମିଳିପାଳ ପୁଲିସ । ଅଭୟାରଣ୍ୟ ନିକଟ ଅଞ୍ଚଳରୁ ଜବତ ଚଲା ବ୍ୟାପକ ଦେଶୀ ବନ୍ଧୁକ ।

କନକ ବ୍ୟୁରୋ: ଶିମିଳିପାଳ ଅଭୟାରଣ୍ୟରୁ ନିକଟବର୍ତ୍ତୀ ଅଞ୍ଚଳରୁ ପୁଣି ଜବତ ହେଲା ଦେଶୀ ବନ୍ଧୁକ । ଶିମିଳିପାଳ ପୋଲିସର ସର୍ଚ୍ଚ ଅପରେସନ୍ ବେଳେ ୭୧ଟି ଦେଶୀ ବନ୍ଧୁକ ଜବତ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ସର୍ଚ୍ଚ ଅପରେସନ୍ ଜାରି ରହିଥିବାବେଳେ ଏତେ ପରିମାଣର ବନ୍ଧୁକ ଜବତ ହୋଇଥିବା ସୂଚନା ଦେଇଛି ଶିମିଳିପାଳ ପୋଲିସ । ଶିମିଳିପାଳ ସଂଲଗ୍ନ ୯ଟି ଥାନା ଅଧିନରେ ଥିବା ଗାଁ ଗୁଡିକରେ ସର୍ଚ୍ଚ ଅପରେସନ୍ କରି ୭୧ଟି ଦେଶୀ ବନ୍ଧୁକ ଜବତ କରାଯାଇଛିContinue reading “ଆକ୍ସନ୍ ମୋଡରେ ଶିମିଳିପାଳ ପୁଲିସ । ଅଭୟାରଣ୍ୟ ନିକଟ ଅଞ୍ଚଳରୁ ଜବତ ଚଲା ବ୍ୟାପକ ଦେଶୀ ବନ୍ଧୁକ ।”

Design a site like this with WordPress.com
Get started