ଟେଡି ବିଅର ବୁଲଡୋଜର୍: ଗାଜା ଷ୍ଟ୍ରିପରେ ବିନାଶ ଘଟାଉଥିବା ଇସ୍ରାଏଲର ଏହି ‘ଟେଡି ବିଅର’ ବୁଲଡୋଜର କେତେ ବିପଜ୍ଜନକ ?

ଇସ୍ରାଏଲ ନିଜର ଅଭିନବ ଅସ୍ତ୍ର ପାଇଁ ବେଶ ଜଣାଶୁଣା । ସେମାନେ ଯେ କୌଣସି ସାଧାରଣ ମେସିନକୁ ଅତ୍ୟାଧୁନିକ  ଅସ୍ତ୍ରରେ ପରିଣତ କରିଦେଇପାରନ୍ତି ।  ଏବେ ସେମାନେ ଏକ ବୁଲଡୋଜରକୁ ମଧ୍ୟ ଏପରି ଏକ  ଭୟଙ୍କର ଅସ୍ତ୍ରରେ ପରିଣତ କରିଛନ୍ତି । ଏହି ବୁଲଡୋଜର କେବଳ ଆତଙ୍କବାଦୀଙ୍କ ଲୁଚିବା ସ୍ଥାନକୁ  ନଷ୍ଟ କରୁନାହିଁ ବରଂ ସେମାନକୁ ମାରିବାରେ ସକ୍ଷମ ହେଉଛି । ଏହି ବୁଲଡୋଜରର ନାମ ହେଉଛି – IDF caterpillar D9 ।  ଇସ୍ରାଏଲରେ ଏହାକୁContinue reading “ଟେଡି ବିଅର ବୁଲଡୋଜର୍: ଗାଜା ଷ୍ଟ୍ରିପରେ ବିନାଶ ଘଟାଉଥିବା ଇସ୍ରାଏଲର ଏହି ‘ଟେଡି ବିଅର’ ବୁଲଡୋଜର କେତେ ବିପଜ୍ଜନକ ?”

ଟଙ୍କା ବଦଳ ପାଇଁ ଦିନ ମଜୁରିଆଙ୍କୁ ପଠାଇଛି କିଏ? କଳାମନ୍ଦିର ଟଙ୍କା ପଠାଇଥିବା କହିଲେ ଟ୍ରଲି ଚାଳକ, ୨୦ ହଜାର ଟଙ୍କା ବଦଳାଇଲେ ମିଳୁଛି ୩ଶହ

କନକ ବ୍ୟୁରୋ: ଆରବିଆଇ ସାମ୍ନାରେ ଟଙ୍କା ବଦଳ ପାଇଁ ଛିଡା ହେଉଥିବା ଦିନ ମଜୁରିଆଙ୍କୁ ଟଙ୍କା ଦେଉଛି କିଏ? କିଏ ଏହି ୨୦ ହଜାର ଟଙ୍କାର ମାଲିକ? ଏହି ମଜୁରିଆଙ୍କୁ ମୋହରା କରୁଛି କିଏ? କଳା ଧନକୁ ଧଳା ଧନ କରିବା ପାଇଁ ଲୋକଙ୍କୁ କିଏ ପଠାଉଛି? ଧାଡିରେ ଛିଡା ହୋଇଥିବା ହୋଇଥିବା ଏହି ବସ୍ତି ବାସିନ୍ଦାମାନେ ବଡ଼ ଅଭିଯୋଗ କରିଛନ୍ତି । କହିଛନ୍ତି, ବଡ଼ବଡ଼ିଆ ଓ ଦଲାଲଙ୍କ ଟଙ୍କା ଫେରସ୍ତ କରିବା ପାଇଁ ଏମାନେ ଆରବିଆଇContinue reading “ଟଙ୍କା ବଦଳ ପାଇଁ ଦିନ ମଜୁରିଆଙ୍କୁ ପଠାଇଛି କିଏ? କଳାମନ୍ଦିର ଟଙ୍କା ପଠାଇଥିବା କହିଲେ ଟ୍ରଲି ଚାଳକ, ୨୦ ହଜାର ଟଙ୍କା ବଦଳାଇଲେ ମିଳୁଛି ୩ଶହ”

୫୨ ଦିନ ପରେ ଜେଲରୁ ବାହାରିବେ ଚନ୍ଦ୍ରବାବୁ ନାଇଡୁ । ସର୍ତ୍ତମୂଳକ ଜାମିନ ଦେଲେ କୋର୍ଟ, ଜାଣନ୍ତୁ କ’ଣ ଥିଲା ମାମଲା

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶ ହାଇକୋର୍ଟ ତରଫରୁ ମଙ୍ଗଳବାର ଦିନ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ୪ ସପ୍ତାହ ପାଇଁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି । ତାଙ୍କୁ ମେଡିକାଲ ଆଧାରରେ ୫୨ ଦିନ ପରେ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଆନ୍ଧ୍ରପ୍ରଦେଶ ପୋଲିସ ତରଫରୁ କୌଶଳ ବିକାଶ ଯୋଜନା ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରିଥିଲା । ଏଏନଆଇ ମୁତାବକ ତାଙ୍କୁ ମିଳିଥିବା ଜାମିନ ପଛରେ ଅନେକଗୁଡିଏ ସର୍ତ୍ତContinue reading “୫୨ ଦିନ ପରେ ଜେଲରୁ ବାହାରିବେ ଚନ୍ଦ୍ରବାବୁ ନାଇଡୁ । ସର୍ତ୍ତମୂଳକ ଜାମିନ ଦେଲେ କୋର୍ଟ, ଜାଣନ୍ତୁ କ’ଣ ଥିଲା ମାମଲା”

ପିଆଜ ଦର ବୃଦ୍ଧିକୁ ନେଇ ଛାତ୍ର କଂଗ୍ରେସର ପ୍ରତିବାଦ । କୃଷିମନ୍ତ୍ରୀଙ୍କ ରାଜା ସ୍ୱାଇଁଙ୍କ ସରକାରୀ ବାସଭବନ ସାମ୍ନାରେ ଅଭିନବ ଢଙ୍ଗରେ ବିକ୍ଷୋଭ

କନକ ବ୍ୟୁରୋ: ପିଆଜ ଦର ବୃଦ୍ଧି ନେଇ ରାଜରାସ୍ତାରେ ଗର୍ଜିଲା ଛାତ୍ର କଂଗ୍ରେସ । କୃଷି ମନ୍ତ୍ରୀ ରାଜା ସ୍ୱାଇଁଙ୍କ ସରକାରୀ ବାସ ଭବନ ସାମନାରେ ଚାଲିଛି ପିଆଜ ବିକ୍ରିି । ଟୋକେଇରେ ପିଆଜ ଭର୍ତ୍ତି କରି ମୁଣ୍ଡେଇ ବିକ୍ରି କରୁଛନ୍ତି । ପ୍ରତି ପିଆଜ କିଲେ ୨୦ ଟଙ୍କାରେ ବିକ୍ରିି କରାଯାଉଛି । ପିଆଜର ଆକାଶ ଛୁଆଁ ଦର ବୃଦ୍ଧିକୁ ବିରୋଧ କରି ପ୍ରତିବାଦ ଚାଲିଛି । କାର୍ତ୍ତିକ ମାସ ଆରମ୍ଭ ରୁ ପିଆଜ ଦରContinue reading “ପିଆଜ ଦର ବୃଦ୍ଧିକୁ ନେଇ ଛାତ୍ର କଂଗ୍ରେସର ପ୍ରତିବାଦ । କୃଷିମନ୍ତ୍ରୀଙ୍କ ରାଜା ସ୍ୱାଇଁଙ୍କ ସରକାରୀ ବାସଭବନ ସାମ୍ନାରେ ଅଭିନବ ଢଙ୍ଗରେ ବିକ୍ଷୋଭ”

ନୀତା ଅମ୍ବାନୀଙ୍କୁ ଗ୍ଲୋବାଲ ଲିଡରସିପ୍ ପୁରସ୍କାର । ସାମାଜିକ କାର୍ଯ୍ୟରେ ସକ୍ରିୟ ଥିବାରୁ ୟୁଏସ-ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମ ପକ୍ଷରୁ କରାଗଲା ସମ୍ମାନିତ ।

କନକ ବ୍ୟୁରୋ : ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀଙ୍କୁ ଗ୍ଲୋବାଲ ଲିଡରସିପ୍ ପୁରସ୍କାରରେ ସମ୍ମାନିତ କରାଯାଇଛି । ଦିଲ୍ଲୀରେ ଆମେରିକା ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମ୍ (ୟୁଏସଆଇଏସପିଏଫ) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ନୀତା ଅମ୍ବାନୀଙ୍କୁ ଫୋରମ୍ ଚେୟାରମ୍ୟାନ୍ ଜନ୍ ଚେମ୍ବରସ୍ ପୁରସ୍କାର ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀ ତଥା ଉଦ୍ୟୋଗ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ନୀତା ଅମ୍ବାନୀ କହିଛନ୍ତି, “ଏହିContinue reading “ନୀତା ଅମ୍ବାନୀଙ୍କୁ ଗ୍ଲୋବାଲ ଲିଡରସିପ୍ ପୁରସ୍କାର । ସାମାଜିକ କାର୍ଯ୍ୟରେ ସକ୍ରିୟ ଥିବାରୁ ୟୁଏସ-ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମ ପକ୍ଷରୁ କରାଗଲା ସମ୍ମାନିତ ।”

ସାମ୍ନାକୁ ଆସିଲା ଆଉ ଏକ ବଡ ତଥ୍ୟ ଚୋରୀ ମାମଲା । ଡାର୍କ ୱେବ୍ ମାଧ୍ୟମରେ ଚୋରୀ ହୋଇଛି ଲକ୍ଷ ଲକ୍ଷ ଭାରତୀୟଙ୍କ ଆଧାର ତଥ୍ୟ

କନକ ବ୍ୟୁରୋ : ଦେଶ ପ୍ରଯ୍ୟୁକ୍ତି ବିଦ୍ୟାକୁ ନେଇ ଯେତେ ଆଗଉଛି ତା ଠାରୁ ଆଗରେ ରହୁଛନ୍ତି ସାଇବର ଠକମାନେ । କେବେ ଓଟିପି ମାଧ୍ୟମରେ କାହା ଆକାଉଣ୍ଟରୁ କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି ତ କେବେ ବିଭିନ୍ନ ସଂସ୍ଥାର ୱେବସାଇଟ ହ୍ୟାକ୍ କରି କୋଟି କୋଟି ଲୋକଙ୍କର ତଥ୍ୟ ଚୋରୀ କରିନେଉଛନ୍ତି । ଏସବୁ ଭିତରେ ଏକ ବଡ ଖବର ଏବେ ସାମ୍ନାକୁ ଆସିଛି । ଏକ ବଡ ଧରଣର ଆଧାର ତଥ୍ୟ ଚୋରୀContinue reading “ସାମ୍ନାକୁ ଆସିଲା ଆଉ ଏକ ବଡ ତଥ୍ୟ ଚୋରୀ ମାମଲା । ଡାର୍କ ୱେବ୍ ମାଧ୍ୟମରେ ଚୋରୀ ହୋଇଛି ଲକ୍ଷ ଲକ୍ଷ ଭାରତୀୟଙ୍କ ଆଧାର ତଥ୍ୟ”

ଆରମ୍ଭ ହୋଇଛି ଆମ ଓଡ଼ିଶା ନବୀନ ଓଡ଼ିଶା । ବାଲେଶ୍ୱର ଜିଲ୍ଲାର ବିକାଶ ପାଇଁ ମଞ୍ଜୁର ହୋଇଛି ୧୭୮ କୋଟି ।  

କନକ ବ୍ୟୁରୋ: ଆରମ୍ଭ ହୋଇଛି ଆମ ଓଡ଼ିଶା ନବୀନ ଓଡ଼ିଶା । ଝାରସୁଗୁଡା ପରେ ପରେ ଏହି ଯୋଜନାରେ ବାଲେଶ୍ୱର ଓ ବଲାଙ୍ଗୀର ମଧ୍ୟ ସାମିଲ ହୋଇଛି । ଜିଲ୍ଲାର ପ୍ରଗତି ଧାରାକୁ ତ୍ୱରାନ୍ୱିତ କରିବାକୁ ଲକ୍ଷ୍ୟ ନେଇ ଏହି ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ଆଜି ସୋରରେ ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଛନ୍ତି । ସମଗ୍ର ବାଲେଶ୍ୱର ଜିଲ୍ଲାର ୧୨ଟି ବ୍ଲକର ସମସ୍ତ ବିକାଶ ମୂଳକ କାର୍ଯ୍ୟଗୁଡିକର ଶୁଭContinue reading “ଆରମ୍ଭ ହୋଇଛି ଆମ ଓଡ଼ିଶା ନବୀନ ଓଡ଼ିଶା । ବାଲେଶ୍ୱର ଜିଲ୍ଲାର ବିକାଶ ପାଇଁ ମଞ୍ଜୁର ହୋଇଛି ୧୭୮ କୋଟି ।  “

ବିରୋଧୀ ନେତାଙ୍କ ବଡ଼ ଅଭିଯୋଗ । ସେମାନଙ୍କ ଫୋନ ହ୍ୟାକିଂ ପାଇଁ କରାଯାଉଛି ପ୍ରଚେଷ୍ଠା, ଆପଲ ପଠାଇଥିବା ମ୍ୟାସେଜ ଆଧାରରେ ଅଭିଯୋଗ

କନକ ବ୍ୟୁରୋ : କଂଗ୍ରେସ ନେତା ଶଶୀ ଥରୁରୁ, ଶିବସେନା ନେତ୍ରୀ ପ୍ରିୟଙ୍କା ଚର୍ତ୍ତୁବେଦୀ, ଏଆଇଏମଆଇଏମର ନେତା ଅସଦୁଦ୍ଦିନ ଓୱେସୀଙ୍କ ସମେତ ଅନେକ ବିରୋଧୀଦଳର ନେତା ଦାବି କରିଛନ୍ତି କି ସେମାନଙ୍କ ମୋବାଇଲ ଫୋନ ହ୍ୟାକ କରିବାକୁ ଚେଷ୍ଟା କରାଯାଉଛି । ଏନେଇ ଖୋଦ ଆପଲ କମ୍ପାନୀ ସୂଚନା ଦେଇଥିବା କହିଛନ୍ତି ଏହି ନେତାମାନେ । ଏହାସହ ଆପଲ ତରଫରୁ ସେମାନଙ୍କୁ ଆସିଥିବା ଅର୍ଲଟ ମ୍ୟାସେଜ ବି ସେମାନେ ଦେଖାଇଛନ୍ତି । କେବଳ ଏହି ମାନଙ୍କର ନୁହଁ,Continue reading “ବିରୋଧୀ ନେତାଙ୍କ ବଡ଼ ଅଭିଯୋଗ । ସେମାନଙ୍କ ଫୋନ ହ୍ୟାକିଂ ପାଇଁ କରାଯାଉଛି ପ୍ରଚେଷ୍ଠା, ଆପଲ ପଠାଇଥିବା ମ୍ୟାସେଜ ଆଧାରରେ ଅଭିଯୋଗ”

ନଭେମ୍ବରରେ କୋଶଳ ବନ୍ଦ ଡାକରା । ପଶ୍ଚିମ ଓଡିଶାକୁ ସରକାର ଅଣଦେଖା କରୁଥିବା ଅଭିଯୋଗ କଲା କ୍ରିୟାନୁଷ୍ଠାନ କମିଟି ।

କନକ ବ୍ୟୁରୋ: ନଭେମ୍ବର ୧୫ରେ ୧୨ ଘଂଟିଆ କୋଶଳ ମହାବନ୍ଦ ଡାକରା ଦିଆଯାଇଛି । ସକାଳ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ । ଅଖ ଚକ ସବୁ ବନ୍ଦ ରଖିବାକୁ କୋଶଳ ରାଜ୍ୟ ମିିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜଣାଇ ଦିଆଯାଇଛି । ଦୀର୍ଘ ଦିନ ଧରି ପୂର୍ବାଞ୍ଚଳ ସରକାର ପଶ୍ଚିମ ଓଡ଼ିଶାକୁ ଅବହେଳା କରିଆସୁଛନ୍ତି । ଏପରିକି ପଶ୍ଚିମ ଓଡ଼ିଶ।।ର କଳା ସଂସ୍କୃତି ପ୍ରତି ତାଙ୍କର ଦରଦ ନଥିବା ଅଭିଯୋଗContinue reading “ନଭେମ୍ବରରେ କୋଶଳ ବନ୍ଦ ଡାକରା । ପଶ୍ଚିମ ଓଡିଶାକୁ ସରକାର ଅଣଦେଖା କରୁଥିବା ଅଭିଯୋଗ କଲା କ୍ରିୟାନୁଷ୍ଠାନ କମିଟି ।”

ଲୁଟ୍ ଅଭିଯୋଗ କରିବାକୁ ଆସିଥିବା ଯୁବକ ନିଜେ ଲୁଟେରା । ତଦନ୍ତ ବେଳେ ଜଣାପଡିଥିଲା ଲୁଟ୍ ପଛର ନାଟକ

କନକ ବ୍ୟୁରୋ: ଲୁଟ୍ ଅଭିଯୋଗ କରିଥିବା ଯୁବକ ନିଜେ ବାହାରିଲା ଲୁଟେରା । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ତମାଣ୍ଡୋ ଥାନାରେ । ସୁପର ଷ୍ଟକିଜର କାସିଅରଙ୍କ ଠାରୁ ସାଢେ ୩ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ସୁପର ଷ୍ଟକିଜର ମାଲିକ ଏବଂ କ୍ୟାସିଅର ଏନେଇ ତମାଣ୍ଡୋ ଥାନାରେ ପହଁଚି ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଅନୁସାରେ ଡିଏନ୍ ରେଗାଲିଆ ପଛପଟେ ଥିବା ସୁପର ଷ୍ଟକିଜ୍ ଅଫିସ୍ରୁContinue reading “ଲୁଟ୍ ଅଭିଯୋଗ କରିବାକୁ ଆସିଥିବା ଯୁବକ ନିଜେ ଲୁଟେରା । ତଦନ୍ତ ବେଳେ ଜଣାପଡିଥିଲା ଲୁଟ୍ ପଛର ନାଟକ”

Design a site like this with WordPress.com
Get started