ଭାରତ ଓ କାଜାକିସ୍ଥାନର ମିଳିତ ସମରାଭ୍ୟାସ ‘କାଜିନ୍ଦ’ ଆରମ୍ଭ

ଅକ୍ଟୋବର ୩୦ ରୁ କାଜାକିସ୍ଥାନରେ ଅନୁଷ୍ଠିତ ହେଇଥିବା ଏହି  ସାମରିକ ଅଭ୍ୟାସ ‘କାଜିନ୍ଦ’ରେ ଭାଗ ନେବାକୁ ଭାରତୀୟ ସେନା ଏବଂ ବାୟୁସେନାର ଏକ ଦଳ ରବିବାର ଦିନ ଦିଲ୍ଲୀରୁ କାଜାକିସ୍ଥାନ ଅଭିମୁଖେ ଗସ୍ତ କରିଛନ୍ତି । ଏହି ଦଳରେ ଭାରତୀୟ ସେନା ଡୋଗ୍ରା ରେଜିମେଣ୍ଟର ୯୦ ଜଣ ସୈନିକ ଅଛନ୍ତି । ଏହି ସାମରିକ ଅଭ୍ୟାସରେ ଉଭୟ ପକ୍ଷ ବାୟୁସେନାର ୩୦ ଜଣ  କର୍ମଚାରୀ ମଧ୍ୟ ଅଂଶଗ୍ରହଣ କରିବେ। ବ୍ୟାୟାମ ସମୟରେ ଉଭୟ ପକ୍ଷ ଯୁଦ୍ଧ କୋଶଳରContinue reading “ଭାରତ ଓ କାଜାକିସ୍ଥାନର ମିଳିତ ସମରାଭ୍ୟାସ ‘କାଜିନ୍ଦ’ ଆରମ୍ଭ”

୨ହଜାର ଟଙ୍କିଆ ନୋଟ୍ ବଦଳାଇବାକୁ ଆରବିଆଇ ଆଗରେ ଲମ୍ବା ଲାଇନ୍ । ଲାଇନରେ ଦିନ ମଜୁରିଆ, ଗୁପଚୁପ୍ ବିକାଳି, ୨୦ ହଜାର ଟଙ୍କା ବଦଳାଇଲେ ମିଳୁଛି ୨୦୦ ଟଙ୍କା ମଜୁରୀ

କନକ ବ୍ୟୁରୋ: ଆଜି ବି ଜମିଛି ଆରବିଆଇ କାର୍ଯ୍ୟାଳୟ ବାହାରେ ଲୋକଙ୍କ ଗହଳି । ୨ ହଜାର ଟଙ୍କିଆ ନୋଟ୍ ବଦଳ ନେଇ ଆଜି ବି ଦେଖିବାକୁ ମିଳିଛି ଲମ୍ବା ଲାଇନ୍ । ହଠାତ୍ ଏଭଳି ୨ ହଜାର ଟଙ୍କିଆ ନୋଟ୍ ବଦଳ ନେଇ ଲୋକଙ୍କ ଗହଳି ହେବାକୁ ନେଇ ସନ୍ଦେହ ବଢିବାରେ ଲାଗିଛି । ଗତକାଲି ଅଧିକାଂଶ ବସ୍ତି ବାସିନ୍ଦା ଟଙ୍କା ବଦଳ ନେଇ ଆରବିଆଇ କାର୍ଯ୍ୟାଳୟ ବାହାରେ ଲାଇନ୍ ଲଗାଇଥିଲେ । ଆଉ ଆଜିContinue reading “୨ହଜାର ଟଙ୍କିଆ ନୋଟ୍ ବଦଳାଇବାକୁ ଆରବିଆଇ ଆଗରେ ଲମ୍ବା ଲାଇନ୍ । ଲାଇନରେ ଦିନ ମଜୁରିଆ, ଗୁପଚୁପ୍ ବିକାଳି, ୨୦ ହଜାର ଟଙ୍କା ବଦଳାଇଲେ ମିଳୁଛି ୨୦୦ ଟଙ୍କା ମଜୁରୀ”

କୋର୍ଟରେ ହାଜର ହେଲେନି ବିଧାୟକ ପ୍ରତାପ ଜେନା । ଓକିଲଙ୍କ ଜରିଆରେ କୋର୍ଟରେ ହାଜର ହେବାକୁ ଆବେଦନ

କନକ ବ୍ୟୁରୋ: ଆଜି କୋର୍ଟରେ ହାଜର ହେଲେନି ବିଧାୟକ ପ୍ରତାପ ଜେନା । ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ଆଜି କୋର୍ଟରେ ଶୁଣାଣି ହେବାକୁ ଥିବାବେଳେ ବିଧାୟକ ପ୍ରତାପ ଜେନା ନିଜେ ହାଜର ନହୋଇ ନିଜ ଓକିଲଙ୍କ ଜରିଆରେ କୋର୍ଟରେ ହାଜର ହେବାକୁ ଆବେଦନ କରିଛନ୍ତି । ସିଆରପିସି ୨୦୫ ଧାରାରେ ହାଜର ପାଇଁ ଆବେଦନ କରିଥିବା ଜଣାପଡିଛି । ଏହାସହ ପ୍ରତିପକ୍ଷଙ୍କ ପକ୍ଷରୁ ଆବେଦନ ଗ୍ରହଣ ନକରିବାକୁ ମଧ୍ୟ ସେ କୋର୍ଟଙ୍କୁ ଅପିଲ କରିଥିବାContinue reading “କୋର୍ଟରେ ହାଜର ହେଲେନି ବିଧାୟକ ପ୍ରତାପ ଜେନା । ଓକିଲଙ୍କ ଜରିଆରେ କୋର୍ଟରେ ହାଜର ହେବାକୁ ଆବେଦନ”

ବାପା ଷ୍ଟେନୋଗ୍ରାଫର୍ , ଝିଅ ଦେଶର ବଡ ଧନୀ ମହିଳା । ୩୩ ,୦୦୦ କୋଟିର ମାଲିକାଣୀ ରାଧା ବେମ୍ବୁଙ୍କ କାହାଣୀ

କନକ ବ୍ୟୁରୋ: ସାଧାରଣ ଲୋକଙ୍କ ପାଇଁ ଏ ନା ହୁଏତ ଅଜଣା ହୋଇପାରେ କିନ୍ତୁ ଇଏ ହେଉଛନ୍ତି ବତ୍ତମାନ ୍ଭାରତର ଧନୀ ମହିଳା । ଆଇଟି ସେକ୍ଟରରେ ବିଶ୍ୱର ଦ୍ୱିତୀୟ ଧନୀ ମହିଳା ଭାବେ ଖ୍ୟାତି ଅର୍ଜନ କରିଛନ୍ତି ରାଧା ବେମ୍ବୁ । ଜୋହୋ କର୍ପୋରେସନ୍ ନାଁ ଶୁଣିଲେ ହଠାତ୍ ମନରେ ଶ୍ରୀଧର ବେମ୍ବୁଙ୍କ ଛବି ମନରେ ଚାଲିଆସେ, ଯିଏ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହୋଇ ମଧ୍ୟ ସାଇକେଲରେ ଅଫିସକୁ ଯିବା ଆସିବା କରୁଥିବା ଖବର ବେଶ୍Continue reading “ବାପା ଷ୍ଟେନୋଗ୍ରାଫର୍ , ଝିଅ ଦେଶର ବଡ ଧନୀ ମହିଳା । ୩୩ ,୦୦୦ କୋଟିର ମାଲିକାଣୀ ରାଧା ବେମ୍ବୁଙ୍କ କାହାଣୀ”

ଭୁବନେଶ୍ୱର ଆବିଆଇ କାର୍ଯ୍ୟାଳୟ ବାହାରେ ଲୋକଙ୍କ ଲମ୍ବା ଲାଇନ୍ । ୨ହଜାର ଟଙ୍କିଆ ନୋଟ୍ ବଦଳାଇବାକୁ ପ୍ରବଳ ଭିଡ

କନକ ବ୍ୟୁରୋ: ଆଜି ବି ଜମିଛି ଆରବିଆଇ କାର୍ଯ୍ୟାଳୟ ବାହାରେ ଲୋକଙ୍କ ଗହଳି । ୨ ହଜାର ଟଙ୍କିଆ ନୋଟ୍ ବଦଳ ନେଇ ଆଜି ବି ଦେଖିବାକୁ ମିଳିଛି ଲମ୍ବା ଲାଇନ୍ । ହଠାତ୍ ଏଭଳି ୨ ହଜାର ଟଙ୍କିଆ ନୋଟ୍ ବଦଳ ନେଇ ଲୋକଙ୍କ ଗହଳି ହେବାକୁ ନେଇ ସନ୍ଦେହ ବଢିବାରେ ଲାଗିଛି । ଗତକାଲି ଅଧିକାଂଶ ବସ୍ତି ବାସିନ୍ଦା ଟଙ୍କା ବଦଳ ନେଇ ଆରବିଆଇ କାର୍ଯ୍ୟାଳୟ ବାହାରେ ଲାଇନ୍ ଲଗାଇଥିଲେ । ଆଉ ଆଜିContinue reading “ଭୁବନେଶ୍ୱର ଆବିଆଇ କାର୍ଯ୍ୟାଳୟ ବାହାରେ ଲୋକଙ୍କ ଲମ୍ବା ଲାଇନ୍ । ୨ହଜାର ଟଙ୍କିଆ ନୋଟ୍ ବଦଳାଇବାକୁ ପ୍ରବଳ ଭିଡ”

ହମାସ ଯେଉଁ ଝିଅକୁ ଅପହରଣ କରି ଉଲଗ୍ନ କରି ବୁଲେଇଥିଲା ତାଙ୍କର ମୃତ୍ଯୁ ଖବର ଆସିଲା

ସାନି ଲୁକ ମୃତ୍ୟୁ: ୨୩ ବର୍ଷୀୟ ସାନିଙ୍କୁ ଗାଜା ସୀମା ନିକଟରେ ଥିବା ସୁପରନୋଭା ମ୍ୟୁଜିକ୍ ଫେଷ୍ଟିଭାଲରୁ  ଅପହରଣ କରିନେଇଥିଲେ ହମାସ ଆତଙ୍କବାଦୀମାନେ । ଗତ  ଅକ୍ଟୋବର ୭ ରେ ଏହି ଘଟଣା ଘଟିଥିଲା । ଇସ୍ରାଏଲ-ହମାସ ଯୁଦ୍ଧ : ଅକ୍ଟୋବର ୭ ରେ ହମାସ ଆତଙ୍କବାଦୀମାନଙ୍କ ଦ୍ୱାରା ବନ୍ଧକ ହୋଇଥିବା ଜର୍ମାନ ଝିଅ ତଥା ଟାଟୁ କଳାକାର ସାନି ଲୁକଙ୍କର ମୃତ୍ଯୁ ହୋଇଛି ।  ସୋମବାର ଗାଜାରେ ଇସ୍ରାଏଲର ସୈନ୍ୟମାନେ ତାଙ୍କ ମୃତଦେହ ପାଇଥିଲେ ।Continue reading “ହମାସ ଯେଉଁ ଝିଅକୁ ଅପହରଣ କରି ଉଲଗ୍ନ କରି ବୁଲେଇଥିଲା ତାଙ୍କର ମୃତ୍ଯୁ ଖବର ଆସିଲା”

ନୂଆ ରାଜ୍ୟପାଳ ରଘୁବର ଦାସଙ୍କ ଶ୍ରୀ ଲିଙ୍ଗରାଜ ଦର୍ଶନକୁ ନେଇ ପୂଜା ପଣ୍ଡାଙ୍କ ଭିତରେ ବିବାଦ । ବ୍ରାହ୍ମଣ ନିଯୋଗ ଓ ପୂଜା ପଣ୍ଡା ଅନୁପସ୍ଥିତ ଥିବାରୁ ଦର୍ଶନ କରାଇଲେ ବଡୁ ନିଯୋଗ 

କନକ ବ୍ୟୁରୋ:ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସଙ୍କ ଶ୍ରୀ ଲିଙ୍ଗରାଜ ଦର୍ଶନବେଳେ ପୂଜା ପଣ୍ଡାଙ୍କ ଭିତରେ ବିବାଦ । ରାଜ୍ୟପାଳଙ୍କୁ ଦର୍ଶନ୍ ଓ ପୂଜା କରାଇଲେ ବଡୁ ନିଯୋଗ । ବ୍ରାହ୍ମଣ ନିଯୋଗ ଓ ପୂଜା ପଣ୍ଡା ଅନୁପସ୍ଥିତ ଥିବାରୁ ସୃଷ୍ଟି ହୋଇଛି ବିବାଦ । ସେପଟେ ବ୍ରାହ୍ମଣ ନିଯୋଗଙ୍କ ଯୁକ୍ତି ରାଜ୍ୟପାଳଙ୍କ ଗସ୍ତ ନେଇ ସେମାନଙ୍କୁ ପୂର୍ବରୁ ଦିଆଯାଇ ନଥିଲା କୌଣସି ସୂଚନା । ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ଏଭଳି ସମସ୍ୟାContinue reading “ନୂଆ ରାଜ୍ୟପାଳ ରଘୁବର ଦାସଙ୍କ ଶ୍ରୀ ଲିଙ୍ଗରାଜ ଦର୍ଶନକୁ ନେଇ ପୂଜା ପଣ୍ଡାଙ୍କ ଭିତରେ ବିବାଦ । ବ୍ରାହ୍ମଣ ନିଯୋଗ ଓ ପୂଜା ପଣ୍ଡା ଅନୁପସ୍ଥିତ ଥିବାରୁ ଦର୍ଶନ କରାଇଲେ ବଡୁ ନିଯୋଗ “

ଶପଥ ନେଲେ ନୂଆ ରାଜ୍ୟପାଳ ରଘୁବର ଦାସ । ରାଜଭବନରେ ଶପଥପାଠ କରାଇଲେ ହାଇକୋର୍ଟ ମୁଖ୍ୟବିଚାରପତି ବିଦ୍ୟୁତରଞ୍ଜନ ଷଡଙ୍ଗୀ

କନକ ବ୍ୟୁରୋ: ଆଜି ରାଜ୍ୟକୁ ମିଳିଲେ ନୂଆ ରାଜ୍ୟପାଳ । ଆଜି ରାଜ୍ୟର ୨୬ତମ ରାଜ୍ୟପାଳ ଭାବରେ ଶପଥ ଗ୍ରହଣ କଲେ ରଘୁବର ଦାସ । ହାଇକୋର୍ଟ ମୁଖ୍ୟବିଚାରପତି ବିଦ୍ୟୁତରଞ୍ଜନ ଷଡଙ୍ଗୀ ଉପସ୍ଥିତ ରହି ତାଙ୍କୁ ଶପଥପାଠ କରାଇଛନ୍ତି । ଶପଥପାଠ ଉତ୍ସବରେ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କ ସହ ମନ୍ତ୍ରୀଗଣ ଉପସ୍ଥିତ ଥିଲେ । ପ୍ରଥମେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଆଜି ଭୋରୁ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ରଘୁବର ଦାସ ।Continue reading “ଶପଥ ନେଲେ ନୂଆ ରାଜ୍ୟପାଳ ରଘୁବର ଦାସ । ରାଜଭବନରେ ଶପଥପାଠ କରାଇଲେ ହାଇକୋର୍ଟ ମୁଖ୍ୟବିଚାରପତି ବିଦ୍ୟୁତରଞ୍ଜନ ଷଡଙ୍ଗୀ”

ଗଣଶିକ୍ଷା ବିଭାଗର ମାଟ୍ରିକ୍ ପରୀକ୍ଷା ଚିନ୍ତା । ଜିରୋ ଏଫ୍ ମିଶନ ଉପରେ ଗୁରୁତ୍ୱ, ପିଲା ପାସ୍ ନହେଲେ ଦାୟୀ ରହିବେ ଅଧିକାରୀ । ଦିନକୁ ୧୦ରୁ ୧୪ ଘଣ୍ଟା ପଢ଼ିବାକୁ ପରାମର୍ଶ ।

କନକ ବ୍ୟୁରୋ : ଗଣଶିକ୍ଷା ବିଭାଗକୁ ମାଟ୍ରିକ୍ ପିଲାଙ୍କ ଚିନ୍ତା । ମାଟ୍ରିକ୍ ପିଲାଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି ଗଣଶିକ୍ଷା ବିଭାଗ । ରାଜ୍ୟର ସମସ୍ତ ହାଇସ୍କୁଲ ଯେପରି ‘ଜିରୋ ଏଫ୍ ମିଶନ’ ତଥା ଶତ ପ୍ରତିଶତ ରେଜଲ୍ଟ କରିବେ ସେ ଉପରେ ଗୁରୁତ୍ୱ ଦିଆଯାଇଛି । ସ୍କୁଲର ୫ ପ୍ରତିଶତ ପିଲା ଯେପରି ଏ-୧ ଗ୍ରେଡ୍ ହାସଲ କରନ୍ତି ସେଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହୋଇଥିବା ‘ସୁନିଶ୍ଚିତ’ କାର୍ଯ୍ୟକ୍ରମକୁContinue reading “ଗଣଶିକ୍ଷା ବିଭାଗର ମାଟ୍ରିକ୍ ପରୀକ୍ଷା ଚିନ୍ତା । ଜିରୋ ଏଫ୍ ମିଶନ ଉପରେ ଗୁରୁତ୍ୱ, ପିଲା ପାସ୍ ନହେଲେ ଦାୟୀ ରହିବେ ଅଧିକାରୀ । ଦିନକୁ ୧୦ରୁ ୧୪ ଘଣ୍ଟା ପଢ଼ିବାକୁ ପରାମର୍ଶ ।”

ଘନଉଛି କଳାକାରଙ୍କ କଳି । ମନୋଜ ମିଶ୍ରଙ୍କ ସମର୍ଥନରେ ବାହାରିଲେ ପଶ୍ଚିମ ଓଡିଶାର ଲୋକପ୍ରିୟ ହାସ୍ୟ ଅଭିନେତା ଯୋଗେଶ ଜୋଜୋ ।

କନକ ବ୍ୟୁରୋ: ଦିନକୁ ଦିନ ବିବାଦୀୟ ହେବାରେ ଲାଗିଲାଣି କଳାକାରଙ୍କ କଳି । ଧିରେ ଧିରେ ଏହି ବିବାଦ ପଶ୍ଚିନ ବନାମ ପୂର୍ବ ଓଡିଶା ରୂପ ନେଲାଣି । ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପରେ ଏବେ ପଶ୍ଚିମ ଓଡିଶାର ଲୋକପ୍ରିୟ ହାସ୍ୟ ଅଭିନେତା ଯୋଗେଶ ଜୋଜୋ, ମନୋଜଙ୍କ ସମର୍ଥନରେ ବାହାରିଛନ୍ତି । ଯଦି ଓଡିଆ ଇଣ୍ଡଷ୍ଟ୍ରୀରେ ତାଙ୍କୁ କାମ ନ ମିଳେ କି ଇଣ୍ଡଷ୍ଟ୍ରୀ ତାଙ୍କୁ ବ୍ୟାନ୍ କଲେ, ସେ ପଶ୍ଚିମ ଓଡିଶା ଅଲଗାContinue reading “ଘନଉଛି କଳାକାରଙ୍କ କଳି । ମନୋଜ ମିଶ୍ରଙ୍କ ସମର୍ଥନରେ ବାହାରିଲେ ପଶ୍ଚିମ ଓଡିଶାର ଲୋକପ୍ରିୟ ହାସ୍ୟ ଅଭିନେତା ଯୋଗେଶ ଜୋଜୋ ।”

Design a site like this with WordPress.com
Get started