କନକ ବ୍ୟୁରୋ: ଓଲିଉଡ କଳିରେ ପୂର୍ଣ୍ଣଛେଦ ଟାଣିବାକୁ ଅଭିନେତା ଅରିନ୍ଦମଙ୍କ ଅପିଲ ପରେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି ମନୋଜ ମିଶ୍ର । ମନୋଜ କହିଛନ୍ତି କେଉଁ ସମାଧାନ କଥା କହୁଛନ୍ତି ଅରିନ୍ଦମ୍ । ତାଙ୍କ ଫିଲ୍ମକୁ ପଶ୍ଚିମ ଓଡିଶାରେ ବ୍ୟାନ୍ କରିବାକୁ ସେ କାହାକୁ କହି ନଥିଲେ । ତେଣୁ ବିବାଦର ସମାଧାନ ପାଇଁ କେତେକ ସର୍ତ ରଖିଛନ୍ତି ମନୋଜ ମିଶ୍ର । – ପ୍ରଥମେ ‘ମାଇଣ୍ଡ ଗେମ୍’କୁ ସମସ୍ତ ହଲରେ ପୁଣିଥରେ ରିଲିଜ୍ କରାଯାଉContinue reading “ବିବାଦର ସମାଧାନ ପାଇଁଁ ମନୋଜ ମିଶ୍ରଙ୍କୁ ଅରିନ୍ଦମଙ୍କ ଅପିଲ । କିନ୍ତୁ ସମାଧାନ ପୂର୍ବରୁ ସର୍ତ୍ତ ରଖିଲେ ମନୋଜ”
Tag Archives: News
ରାଜ୍ୟକୁ ମିଳିବେ ନୂଆ ରାଜ୍ୟପାଳ । ଆସନ୍ତାକାଲି ଶପଥ ଗ୍ରହଣ କରିବେ ରଘୁବାର ଦାସ ।
କନକ ବ୍ୟୁରୋ: ନୂଆ ରାଜ୍ୟପାଳ ରଘୁବର ଦାସଙ୍କୁ ରାଜଭବନରେ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଚସ୍ପତି ପ୍ରମିଳା ମଲ୍ଲିକ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ପୁଲିସ କମିଶନର ସୁନୀଲ ବଂଶଲ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟପାଳ ସକାଳେ ଭୁବନେଶ୍ୱରରେ ପହଂଚିବା ପରେ ପୁରୀ ଯାଇ ଜଗାଦର୍ଶନ କରିଥିଲେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାଶ ତାଙ୍କୁ ସ୍ୱାଗତ ଜଣାଇବା ସହ ଶ୍ରୀମନ୍ଦିରକୁ ପାଛୋଟି ନେଇଥିଲେ । ପ୍ରାୟ ଏକ ଘଂଟାContinue reading “ରାଜ୍ୟକୁ ମିଳିବେ ନୂଆ ରାଜ୍ୟପାଳ । ଆସନ୍ତାକାଲି ଶପଥ ଗ୍ରହଣ କରିବେ ରଘୁବାର ଦାସ ।”
ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା: ବଢ଼ିଲା ମନିଷ ସିସୋଦିଆଙ୍କ ଅଡୁଆ, ଜାମିନ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
କନକ ବ୍ୟୁରୋ: ମନିଷ ସିସୋଦିଆଙ୍କୁ ସୁପ୍ରିମ ଝଟକା । ଦିଲ୍ଲୀ ମଦନୀତି ଦୁର୍ନୀତି ମାମଲାରେ ମନିଷଙ୍କୁ ମିଳିଲାନି ଜାମିନ । ।ଯାଂଚ ଏଜେନ୍ସିଙ୍କ ରିପୋର୍ଟକୁ ତର୍ଜମା କରିବା ପରେ ଜଷ୍ଟିସ ସଂଜୀବ ଖନ୍ନା ଓ ଜଷ୍ଟିସ ଏସବିଏନ ଭଟ୍ଟିଙ୍କ ଖଣ୍ଡପ୍ଥଙ୍ଖ ଜାମିନ ଦେବାକୁ ମନା କରିଦେଇଛନ୍ତି । ଏଥିସହ କୋର୍ଟ ମାମଲାରେ ସିସୋଦିଆଙ୍କ ଭୂମିକା କଣ ରହିଥିଲା ଏହାର ଶୁଣାଣୀ ଅତିବେଶୀରେ ୮ମାସ ଭିତରେ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସିସୋଦିଆଙ୍କୁ ‘ସୁପ୍ରିମ’ ଝଟକା -ଦିଲ୍ଲୀ ସ୍ୱତନ୍ତ୍ରContinue reading “ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା: ବଢ଼ିଲା ମନିଷ ସିସୋଦିଆଙ୍କ ଅଡୁଆ, ଜାମିନ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ”
ଟଙ୍କା ବଦଳାଇବାକୁ ବ୍ୟାଙ୍କ ଆଗରେ ସକାଳୁ ସକାଳୁ ଭାରି ଭିଡ । ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କ ଆଗରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
କନକ ବ୍ୟୁରୋ: ସକାଳୁ ବ୍ୟାଙ୍କ ଆଗରେ ଲମ୍ବା ଲାଇନ୍ । ୨ ହଜାର ଟଙ୍କିଆ ନୋଟ୍ ବଦଳାଇବାକୁ ଲୋକଙ୍କ ଲାଗିଛି ଗହଳି । ଲୋକେ ବିଡା ବିଡା ୨ ହଜାର ଟଙ୍କା ଧରି ବଦଳାଇବାକୁ ଲମ୍ବା ଲାଇନରେ ଠିଆ ହୋଇଛନ୍ତି । ସମସ୍ତଙ୍କ ଉକ୍ରଣ୍ଠା ଶୀଘ୍ର ୨ ହଜାର ଟଙ୍କା ବଦଳ କରି ଘରକୁ ଫେରିବା । ଲୋକମାନେ କିଏ ୧୦ ହଜାର, କିଏ ୨୦ ହଜାର ଟଙ୍କା ନେଇ ଆରବିଆଇ ଆଗରେ ଲାଇନ୍ ଦେଇଥିବା ଦେଖିବାକୁContinue reading “ଟଙ୍କା ବଦଳାଇବାକୁ ବ୍ୟାଙ୍କ ଆଗରେ ସକାଳୁ ସକାଳୁ ଭାରି ଭିଡ । ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କ ଆଗରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।”
ଯୁଦ୍ଧରେ ଇସ୍ରାଏଲକୁ ଆମେରିକାର ଅପିଲ: ‘ନିରୀହ ନାଗରିକଙ୍କ ଜୀବନ ରକ୍ଷା କରାଯାଉ’
କନକ ବ୍ୟୁରୋ: ଦିନ ବଢୁଛି, ଉଗ୍ର ହେଉଛି ଯୁଦ୍ଧ । ଜଳ, ସ୍ଥଳ, ଆକାଶ । କୋଣ ଅନୁକୋଣରୁ ହମାସ ଆତଙ୍କୀଙ୍କୁ ଖୋଜି ଖୋଜି ମାରିବାକୁ ପଣ ନେଇଛି ଇସ୍ରାଏଲ ସେନା । ୨୪ଦିନରେ ଯୁଦ୍ଧ ପହଁଚିବା ସହ ଉଭୟ ପଟୁ ହଜାର ହଜାର ସଂଖ୍ୟକ ନୀରିହ ଲୋକଙ୍କ ଜୀବନ ଯାଉଛି । ଏହା ଭିତରେ ଯୁଦ୍ଧକୁ ଅଧିକ ଜୋରଦାର କରିଛି ଇସ୍ରାଏଲ ସେନା ।ଗାଜରେ ଚାରିପଟୁ ଚାଲିଛି ଘନ ଘନ ଆକ୍ରମଣ । ସେପଟେ ଇସ୍ରାଏଲକୁContinue reading “ଯୁଦ୍ଧରେ ଇସ୍ରାଏଲକୁ ଆମେରିକାର ଅପିଲ: ‘ନିରୀହ ନାଗରିକଙ୍କ ଜୀବନ ରକ୍ଷା କରାଯାଉ’”
ରେଳ ଦୁର୍ଘଟଣାକୁ ନେଇ ରାଜନୀତି: ରେଳମନ୍ତ୍ରାଳୟ ଓ କେନ୍ଦ୍ରସରକାରଙ୍କୁ ବିରୋଧୀଙ୍କ ପ୍ରଶ୍ନ
କନକ ବ୍ୟୁରୋ: ରବିବାର ବିଜୟନଗରମ ରେଳଦୁର୍ଘଟଣା ପରେ ସୋସିଆଲ ମିଡିଆରେ ଏଭଳି କିଛି ପୋଷ୍ଟର ବର୍ଷା ହୋଇଥିଲା । ଆହତ ଓ ମୃତକଙ୍କ ପରିବାର ପରି ସମବେଦନ ଜଣାଇବା ସହ ବରିଷ୍ଠ ବିରୋଧୀ ଦଳ ନେତା ରେଳମନ୍ତ୍ରାଳୟ ଓ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ ବାଣ କରିଥିଲେ । କାହିଁକି ବାରମ୍ବାର ଘଟୁଛି ରେଳଦୁର୍ଘଟଣା? ଏହା ପାଇଁ ଦାୟୀ କିଏ? ନିରୀହ ଯାତ୍ରୀଙ୍କ ଜୀବନ ପ୍ରତି କ’ଣ ସରକାରଙ୍କ ଦୟା ନାହି? ଏଭଳି ଅନେକ ପ୍ରଶ୍ନ ପଚାରିଥିଲେContinue reading “ରେଳ ଦୁର୍ଘଟଣାକୁ ନେଇ ରାଜନୀତି: ରେଳମନ୍ତ୍ରାଳୟ ଓ କେନ୍ଦ୍ରସରକାରଙ୍କୁ ବିରୋଧୀଙ୍କ ପ୍ରଶ୍ନ”
ଦୁର୍ନୀତି ନିବାରଣ ସପ୍ତାହରେ ବାବୁ ନେଲେ ଶପଥ: ଆଇଏଏସ, ଓଏଏସଙ୍କଠାରୁ କିରାଣୀ ଯାଏଁ କହିଲେ, ଦୁର୍ନୀତିକୁ ଦେବେ ନାହିଁ ପ୍ରସୟ କିମ୍ବା ନେବେ ନାହିଁ ଲାଞ୍ଚ
କନକ ବ୍ୟୁରୋ: ଦୁର୍ନୀତି ନିବାରଣ ସପ୍ତାହର ପ୍ରଥମ ଦିନରେ ବାବୁମାନେ ନେଇଛନ୍ତି ଦୁର୍ନୀତି ନ କରିବାକୁ ଶପଥ । ଆଇଏଏସ , ଓଏଏସଙ୍କଠାରୁ ଆରମ୍ଭ କରି କିରାଣି ଯାଏଁ ମ୍ରୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ଶପଥ କରିଛନ୍ତି ଦୁର୍ନୀତି କରିବେ ନାହିଁ କି ଲାଂଚକୁ ପ୍ରଶୟ ଦେେବେ ନାହିଁ । ଆଉ ଏହାକୁ ବିଜେଡି ଓ ବିଜେପି ମଧ୍ୟରେ ତେଜିଛି ବୟାନବାଜି । ଚାକିରୀ କାଳରେ ଏହି ବଡବଡିଆ ସରକାରୀ ଅଧିକାରୀ ଦୁର୍ନୀତିକୁ ଆୟୁଧ କରି କୁବେର ବନିଥିଲେ ।Continue reading “ଦୁର୍ନୀତି ନିବାରଣ ସପ୍ତାହରେ ବାବୁ ନେଲେ ଶପଥ: ଆଇଏଏସ, ଓଏଏସଙ୍କଠାରୁ କିରାଣୀ ଯାଏଁ କହିଲେ, ଦୁର୍ନୀତିକୁ ଦେବେ ନାହିଁ ପ୍ରସୟ କିମ୍ବା ନେବେ ନାହିଁ ଲାଞ୍ଚ”
କାହିଁକି ବାରମ୍ବାର ଘଟୁଛି ଟ୍ରେନ୍ ଦୁର୍ଘଟଣା? ଟ୍ରେନ୍ ଦୁର୍ଘଟଣା ପାଇଁ ଉତ୍ତରଦାୟୀ କିଏ?
କନକ ବ୍ୟୁରୋ: ବାରମ୍ବାର ଟ୍ରେନ ଦୁର୍ଘଟଣା ପରେ ଲୋକଙ୍କ ମନରେ ଛନକା ପଶିଛି । ଏହାକୁ ନେଇ ରାଜନୀତି ବି ଆରମ୍ଭ ହୋଇଛି । ରେଳ ଦୁର୍ଘଟଣା ପାଇଁ ଅଶ୍ୱିନୀ ବୈଷ୍ଣବଙ୍କୁ ଦାୟୀ କରିଛି କଂଗ୍ରେସ । କଂଗ୍ରେସ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛି ବିଜେପି । ସମାନ ଢ଼ଙ୍ଗରେ ବିଜେଡି ବିଧାୟକ ସୁଧୀର ସାମଲ କହିଛନ୍ତି ରେଳ ଦୁର୍ଘଟଣା ପାଇଁ ନିଦ୍ଧିଷ୍ଟ ଜଣେ ବ୍ୟକ୍ତିଙ୍କୁ ଦାୟୀ କରି ହେବନି । ବାହାନଗା ରେଳ ଦୁର୍ଘଟଣାର ଚିତ୍ରContinue reading “କାହିଁକି ବାରମ୍ବାର ଘଟୁଛି ଟ୍ରେନ୍ ଦୁର୍ଘଟଣା? ଟ୍ରେନ୍ ଦୁର୍ଘଟଣା ପାଇଁ ଉତ୍ତରଦାୟୀ କିଏ?”
‘ରେଳ ଦୁର୍ଘଟଣା ପାଇଁ ମାନବୀୟ ତ୍ରୁଟି ଦାୟୀ’: ସିଗ୍ନାଲକୁ ମାନିନଥିଲେ ଲୋକୋ ପାଇଲଟ୍!
କନକ ବ୍ୟୁରୋ: କାହିଁକି ଘଟିଲା ଏଭଳି ରେଳ ଦୁର୍ଘଟଣା । ଏଥିପାଇଁ ଓଭରସୁଟକୁ ଦାୟୀ କରାଯାଇଛି । ଅର୍ଥାତ ଷ୍ଟେସନରେ ଦିଆଯାଇଥିବା ସିଗ୍ନାଲକୁ ଅଣଦେଖା କରି ରାୟଗଡା- ବିଶାଖାପାଟଣା ପାସେଞ୍ଜର ଟ୍ରେନ ଆଗକୁ ବଢି଼ଥିଲା । ଫଳରେ ଟ୍ରେନ୍ଟି ବିଶାଖାପାଟଣା- ପଲାସା ପାସେଞ୍ଜର ଟ୍ରେନ୍କୁ ପଛପଟୁ ଧକ୍କା ଦେଇଥିଲା । ରାୟଗଡା- ବିଶାଖାପାଟଣା ପାସେଞ୍ଜର ଟ୍ରେନର ଲୋକୋପାଇଲଟ୍ଙ୍କ ଅବହେଳାକୁ ଏଥିପାଇଁ ଦାୟୀ କରିଛନ୍ତି ପୂର୍ବତନ ରେଳ ସୁରକ୍ଷା ଅଧିକାରୀ । ଆନ୍ଧ୍ରପ୍ରଦେଶର କଂଟକାପାଲ୍ଲୀ ଓ ଆଲମଣ୍ଡା ଷ୍ଟେସନContinue reading “‘ରେଳ ଦୁର୍ଘଟଣା ପାଇଁ ମାନବୀୟ ତ୍ରୁଟି ଦାୟୀ’: ସିଗ୍ନାଲକୁ ମାନିନଥିଲେ ଲୋକୋ ପାଇଲଟ୍!”
ବିଜୟନଗରମରେ ବାହାନଗା ଦୁର୍ଘଟଣାର ପୁନରାବୃତ୍ତି: ମନୁଷ୍ୟକୃତ ତ୍ରୁଟି ଯୋଗୁଁ ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତ ରିପୋର୍ଟରେ ସୂଚନା
କନକ ବ୍ୟୁରୋ: ବାହାନଗା ଟ୍ରେନ ଦୁର୍ଘଟଣା ମନରୁ ନ ଲିଭୁଣୁ ଆନ୍ଧ୍ରପ୍ରଦେଶର ବିଜୟାନଗରମ୍ ନିକଟରେ ହୋଇଛି ବଡ ଟ୍ରେନ ଦୁର୍ଘଟଣା । ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ଦୁର୍ଘଟଣାରେ ଆହତ ହୋଇଥିବା ୫୦ ଜଣଙ୍କ ହସ୍ପିଟାଲରେ ଚିକିତ୍ସା ଚାଲିଛି । ସିଗ୍ନାଲ ଓଭର ସୁଟିଂ ଯୋଗୁ ଦୁର୍ଘଟଣା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ପଲାସା-ବିଶାଖାପାଟଣା ପାସେଂଜର ଟ୍ରେନ୍କୁ ସମାନ ଟ୍ରାକରେ ମାଡି ଆସି ପଛପଟୁ ଧକ୍କା ଦେଇଥିଲା । ବିଶାଖାପାଟଣା-ରାୟଗଡ଼ା ପାସେଂଜର Continue reading “ବିଜୟନଗରମରେ ବାହାନଗା ଦୁର୍ଘଟଣାର ପୁନରାବୃତ୍ତି: ମନୁଷ୍ୟକୃତ ତ୍ରୁଟି ଯୋଗୁଁ ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତ ରିପୋର୍ଟରେ ସୂଚନା “